Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
H & FW Dept Odisha
@HFWOdisha
Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Bhubaneshwar, India
Joined January 2017
98
Following
611.1K
Followers
21.6K
Posts
H & FW Dept Odisha
@HFWOdisha
about 1 hour ago
ଗର୍ଭାବସ୍ଥା ଓ ପ୍ରସବ ପରେ ମା'ଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନସିକ ସ୍ୱାସ୍ଥ୍ୟ ଖରାପ ହେଲେ ମା' ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ଏବଂ ଶିଶୁର ବିକାଶ ଗମ୍ଭୀର ଭାବେ ପ୍ରଭାବିତ ହୋଇପାରେ। ସଦାସର୍ବଦା ମା'ଙ୍କୁ ମାନସିକ ସହଯୋଗ ଓ ଭଲପାଇବା ଦିଅନ୍ତୁ।
H & FW Dept Odisha
@HFWOdisha
about 4 hours ago
ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାଭ୍ୟାସ କରନ୍ତୁ! ପାଦାଙ୍ଗୁଷ୍ଠାସନ ଶରୀରର ସମତୁଲତା ଓ ମାନସିକ ଏକାଗ୍ରତା ବୃଦ୍ଧି କରେ। ଏହା ଗୋଡ଼, ଆଣ୍ଠୁ ଓ ଜଙ୍ଘର ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ସନ୍ଧିଗୁଡ଼ିକର ନମନୀୟତା ବଢ଼ାଇଥାଏ।
#Yoga
#YogaEveryday
#Yoga365
H & FW Dept Odisha
@HFWOdisha
about 5 hours ago
ଔଷଧୀୟ ଗୁଣରେ ଭରପୂର କଲରା ଗଛ! ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ ରକ୍ତ ପରିଷ୍କାର କରେ, ହଜମ କ୍ରିୟା ସକ୍ରିୟ ରଖେ ଏବଂ ତ୍ୱଚାକୁ ସୁସ୍ଥ ରଖେ। ଏଥିରେ ଥିବା ଭିଟାମିନ୍-ସି ଓ ଆଣ୍ଟି-ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।
#MedicinalPlants
#AyurvedicPlant
H & FW Dept Odisha
@HFWOdisha
about 17 hours ago
ଏଚପିଭି (HPV) ଟୀକା ଜରାୟୁ କର୍କଟରୁ ୯୦% ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ। ଆଜି ହିଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଝିଅକୁ ସୁରକ୍ଷିତ ରଖନ୍ତୁ।
#HPVVaccine
#HealthOdisha
#CervicalCancerAwareness
Who to follow
I & PR Department, Odisha
@IPR_Odisha
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
CMO Odisha
@CMO_Odisha
Office of the Chief Minister, Odisha
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
H & FW Dept Odisha
@HFWOdisha
about 20 hours ago
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
@IPR_Odisha
@PIBBhubaneswar
ଧୂମପାନଠାରୁ ଦୂରେଇ ରୁହନ୍ତୁ, ମାତୃତ୍ୱକୁ ସୁରକ୍ଷିତ ରଖନ୍ତୁ!
H & FW Dept Odisha
@HFWOdisha
about 20 hours ago
ଧୂମପାନ କରୁଥିବା ମହିଳାମାନଙ୍କଠାରେ ଗର୍ଭଧାରଣରେ ସମସ୍ୟା ହେବାର ଆଶଙ୍କା ୪୦% ଅଧିକ ଥାଏ। ଏହା କେବଳ ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ନାହିଁ, ବରଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହାନିକାରକ। ସୁସ୍ଥ ଭବିଷ୍ୟତ ଏବଂ ନିରାପଦ ମାତୃତ୍ୱ ପାଇଁ ଆଜି ହିଁ ଧୂମପାନ ବର୍ଜନ କରନ୍ତୁ।
H & FW Dept Odisha
@HFWOdisha
1 day ago
ଆୟୁର୍ବେଦ ଆମର ପୁରୁଣା ପରମ୍ପରା ସହ ଜଡ଼ିତ ଏକ ସ୍ୱାସ୍ଥ୍ୟ ପଦ୍ଧତି। ଶରୀର ସହ ମନର ସୁସ୍ଥତାକୁ ମଧ୍ୟ ଏହା ଗୁରୁତ୍ୱ ଦିଏ। ଦୈନନ୍ଦିନ ଜୀବନରେ ସୁସ୍ଥ ଅଭ୍ୟାସ ଓ ଭଲ ଜୀବନଶୈଳୀ ପାଇଁ ଆୟୁର୍ବେଦ ଆମକୁ ପ୍ରେରଣା ଦିଏ।
#AyurvedaDay2026
#Ayurveda
#HealthyLifestyle
#HealthForAll
H & FW Dept Odisha
@HFWOdisha
1 day ago
ନୁଆଁଖାଇ ଜୁହାର! ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ନୂଆଖାଇ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ନବାନ୍ନର ପବିତ୍ର ଅବସରରେ ମା' ସମଲେଶ୍ୱରୀ ଓ ମା' ସାରଳା ସମସ୍ତଙ୍କ ଜୀବନକୁ ସୁସ୍ଥ, ନିରାମୟ ଓ ସମୃଦ୍ଧମୟ କରନ୍ତୁ।
#Nuakhai
#ନୁଆଁଖାଇ
See More
H & FW Dept Odisha
@HFWOdisha
1 day ago
ନିୟମିତ 'ପ୍ରସାରିତ ପାଦୋତ୍ତାନାସନ' ଅଭ୍ୟାସ କରନ୍ତୁ ଏବଂ ସୁସ୍ଥ ରହନ୍ତୁ। ଏହି ଆସନ ଗୋଡ଼, ନିତମ୍ବ ଓ ମେରୁଦଣ୍ଡକୁ ନମନୀୟ କରିବା ସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଢ଼ାଇ ମନକୁ ଶାନ୍ତ ରଖେ। ଏହା ହଜମ ପ୍ରକ୍ରିୟା ସୁଧାରିବା ସହ ପିଠି ଦରଜ ଓ ଥକାପଣରୁ ମୁକ୍ତି ଦିଏ।
#Yoga
#YogaEveryday
#Yoga365
H & FW Dept Odisha
@HFWOdisha
1 day ago
ଔଷଧୀୟ ଗୁଣରେ ଭରପୂର 'ଅନ୍ନପୂର୍ଣ୍ଣା ଗଛ'ର ପତ୍ର ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାର ପ୍ରାକୃତିକ ସୁଗନ୍ଧ ମାନସିକ ଚାପ ଓ ଅନିଦ୍ରା ଦୂର କରୁଥିବା ବେଳେ, ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀରକୁ ଡିଟୋକ୍ସ (Detox) କରି ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ।
#AyurvedicPlant
#MedicinalPlants
See More
H & FW Dept Odisha
@HFWOdisha
1 day ago
ଅପରିଷ୍କାର ହାତରେ ଥିବା ଜୀବାଣୁ ଖାଦ୍ୟ ଓ ପାଣି ମାଧ୍ୟମରେ ଶରୀରକୁ ଯାଇ ରୋଗ ସୃଷ୍ଟି କରିପାରେ। ତେଣୁ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନ ଓ ପାଣିରେ ଭଲ ଭାବରେ ହାତ ଧୁଅନ୍ତୁ।
#HandWash
#DiarrheaPrevention
#ChildHealth
#HealthyOdisha
H & FW Dept Odisha
@HFWOdisha
2 days ago
ଖାଦ୍ୟରେ ଅଧିକ ଲୁଣ ଉଚ୍ଚ ରକ୍ତଚାପର କାରଣ ହୋଇପାରେ। ଲୁଣ କମ୍ ଖାଇବା ଅଭ୍ୟାସ କରନ୍ତୁ ଓ ହୃଦ୍ଘାତ ଭଳି ଗମ୍ଭୀର ସମସ୍ୟାର ଆଶଙ୍କା କମାନ୍ତୁ।
#LessSalt
#HeartHealth
#HealthyEating
#HealthyOdisha
H & FW Dept Odisha
@HFWOdisha
2 days ago
ଖାଦ୍ୟ ଖାଇବା ବେଳେ କେବଳ ସ୍ୱାଦ ନୁହେଁ, ଶରୀରକୁ ମିଳୁଥିବା ପୋଷଣ ଉପରେ ବି ଧ୍ୟାନ ଦିଅନ୍ତୁ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ।
#HealthyEating
#BalancedDiet
#Nutrition
#HealthyLifestyle
H & FW Dept Odisha
@HFWOdisha
2 days ago
ସୁସ୍ଥ ରହିବା ପାଇଁ ବଡ଼ ପରିବର୍ତ୍ତନ ନୁହେଁ, ଦୈନଦିନ ଜୀବନରେ ଛୋଟ ଛୋଟ ଭଲ ଅଭ୍ୟାସ ହିଁ ଯଥେଷ୍ଟ। ସରଳ ଜୀବନଶୈଳୀ, ଭଲ ଖାଦ୍ୟ ଓ ନିୟମିତ ଅଭ୍ୟାସ ସହ ଆୟୁର୍ବେଦ ଆମକୁ ସୁସ୍ଥ ଜୀବନ ପାଇଁ ମାର୍ଗ ଦେଖାଇଥାଏ।
#AyurvedaDay2026
#Ayurveda
#HealthyLifestyle
#AyurvedaForLife
H & FW Dept Odisha
@HFWOdisha
2 days ago
ନିୟମିତ ପରିଘାସନ ଅଭ୍ୟାସ ଦ୍ୱାରା ପଞ୍ଜରା, ପେଟର ମାଂସପେଶୀ ଓ ମେରୁଦଣ୍ଡ ପ୍ରସାରିତ ହୋଇ ପିଠି ବିନ୍ଧାରୁ ମୁକ୍ତି ମିଳିଥାଏ। ଏହା ଶ୍ୱାସକ୍ରିୟା ସୁଧାରିବା ସହ ଫୁସଫୁସ୍, ଲିଭର, କିଡନୀ ଓ ପାଚନ ତନ୍ତ୍ରକୁ ସକ୍ରିୟ ରଖେ।
#Yoga
#YogaEveryday
#Yoga365
H & FW Dept Odisha
@HFWOdisha
2 days ago
ଆମର ଆୟୁର୍ବେଦ ପ୍ରଥାରେ ତାଳିସପତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ଜ୍ୱର, ସର୍ଦ୍ଦି-କାଶ, ବ୍ରୋଙ୍କାଇଟିସ୍ ଓ ଆଜ୍ମା ଭଳି ଶ୍ୱାସରୋଗ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ। ଏଥିସହ ଏହା ହଜମ ଶକ୍ତି ବୃଦ୍ଧି କରି ଅଜୀର୍ଣ୍ଣ ସମସ୍ୟାରୁ ମୁକ୍ତି ଦିଏ।
#AyurvedicPlants
#MedicinalPlant
H & FW Dept Odisha
@HFWOdisha
3 days ago
ପ୍ରତିଦିନ ଖାଦ୍ୟରେ ଘରୋଇ ଓ ପୌଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ଜଙ୍କ ଫୁଡ୍ କମ୍ ଖାଇ, ସୁସ୍ଥ ଖାଦ୍ୟ ଖାଇବାର ଅଭ୍ୟାସ କରନ୍ତୁ। ଛୋଟ ଛୋଟ ଭଲ ଅଭ୍ୟାସ ଆମକୁ ସୁସ୍ଥ ରଖିଥାଏ।
#HealthyChoices
#EatHealthy
#HealthyLiving
#GoodHealth
#Nutrition
#HealthAwareness
#OdishaHealth
H & FW Dept Odisha
@HFWOdisha
3 days ago
ପ୍ରାକୃତିକ ଉପାୟରେ ଶରୀର ଓ ମନକୁ ସୁସ୍ଥ ରଖିବାରେ ଆୟୁର୍ବେଦ ଏକ ପୁରାତନ ଓ ଉପକାରୀ ପଦ୍ଧତି। ନିୟମିତ ବ୍ୟାୟାମ, ପୌଷ୍ଟିକ ଖାଦ୍ୟ, ପର୍ଯ୍ୟାପ୍ତ ପାଣି ଓ ଭଲ ନିଦ ସହ ଆୟୁର୍ବେଦିକ ଜୀବନଶୈଳୀ ଆପଣଙ୍କୁ ସୁସ୍ଥ ରହିବାରେ ସହାୟକ ହୋଇଥାଏ।
#AyurvedaDay
#HealthyLifestyle
#Ayurveda
#HealthForAll
H & FW Dept Odisha
@HFWOdisha
3 days ago
ତମାଖୁ ଅଭ୍ୟାସ ଶରୀର ପାଇଁ ଧୀରେ ଧୀରେ ବଡ଼ କ୍ଷତି ଆଣିପାରେ। ନିଜ ସହ ପରିବାରର ସୁସ୍ଥତା ପାଇଁ ତମାଖୁଠାରୁ ଦୂରେଇ ରହିବା ହେଉଛି ସବୁଠୁ ଭଲ ପଦକ୍ଷେପ। ତମାଖୁ ଛାଡ଼ନ୍ତୁ, ସୁସ୍ଥ ଜୀବନକୁ ବାଛନ୍ତୁ।
#HealthAwareness
#QuitTobacco
#OralHealth
H & FW Dept Odisha
@HFWOdisha
3 days ago
ନିୟମିତ 'ଦୁର୍ବାସାସନ' କରିବା ଦ୍ୱାରା ଗୋଡ଼, ଜଙ୍ଘ, ନିତମ୍ବ ଓ ମେରୁଦଣ୍ଡକୁ ମଜବୁତ୍ ଓ ନମନୀୟ କରିବା ସହ ଏକାଗ୍ରତା ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ।
#AyurvedicPlants
#MedicinalPlant
Last Seen Users on Sotwe
Novinho
Seen from
Brazil
เด็กเหนือ..หน้าหล่อ หำหอม
Seen from
Thailand
Mistress Nermin
Seen from
Germany
Ah Fyyy
กางเกงกีฬาบ้านๆ กางเกงพละเงาๆ
Seen from
Thailand
fwbty
Seen from
United States
Live4 Fun
Seen from
Germany
Meesho
Seen from
Israel
فراشة جميلة
쉬멜좋아
Seen from
Korea
Trends for you
1
Drake
Under 10K tweets
2
Chatsworth
Under 10K tweets
3
#dwts
Under 10K tweets
4
Eliana
Under 10K tweets
5
México
Under 10K tweets
6
#LaGranjaVIPMX
Under 10K tweets
7
Mets
Under 10K tweets
8
NBC4
Under 10K tweets
9
Yeat
Under 10K tweets
10
#TheDropFX
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.3M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.2M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.2M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫