Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
H & FW Dept Odisha
@HFWOdisha
Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Bhubaneshwar, India
Joined January 2017
97
Following
611.4K
Followers
20.9K
Posts
H & FW Dept Odisha
@HFWOdisha
14 minutes ago
ରୋଜମେରୀ - ଔଷଧୀୟ ଗୁଣରେ ଭରପୂର! ଏହା ସ୍ମରଣ ଶକ୍ତି ଓ ଏକାଗ୍ରତା ବୃଦ୍ଧି କରିବା ସହ କେଶର ମୂଳକୁ ମଜବୁତ କରେ, ଶରୀରର ଥକାପଣ ଦୂର କରେ ଏବଂ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ l
HFWOdisha
retweeted
Dr. Mukesh Mahaling
@MahalingMukesh
about 10 hours ago
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲି। ହସ୍ପିଟାଲର ଇମରଜେନ୍ସି, ଆଇସିୟୁ ଏବଂ ଓଟି ସମେତ ଅନ୍ୟାନ୍ୟ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ଡାକ୍ତରୀ ଦଳ ସହ ଆଲୋଚନା କଲି। ଶ୍ରଦ୍ଧାଳୁଙ୍କୁ ଶୀଘ୍ର, ଗୁଣାତ୍ମକ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମର ମୁଖ୍ୟ ଲକ୍ଷ୍ୟ।
See More
MahalingMukesh's tweet video.
H & FW Dept Odisha
@HFWOdisha
about 14 hours ago
ପ୍ରଶିକ୍ଷିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ଶ୍ରଦ୍ଧାଳୁଙ୍କୁ ଆବଶ୍ୟକ ଚିକିତ୍ସା, ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଜରୁରୀ ସହାୟତା ପ୍ରଦାନ କରୁଛନ୍ତି। ସମନ୍ୱିତ ପ୍ରୟାସ ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ପାଇଁ ନିରବିଘ୍ନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯାଉଛି।
@CMO_Odisha
@MohanMOdisha
@MahalingMukesh
H & FW Dept Odisha
@HFWOdisha
about 14 hours ago
ବାହୁଡ଼ା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସତର୍କ ସ୍ୱାସ୍ଥ୍ୟ ବିଭାଗ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର, ଜରୁରୀ ଚିକିତ୍ସା କେନ୍ଦ୍ର ଓ ଆମ୍ବୁଲାନ୍ସ ସେବା ସକ୍ରିୟ ରହିଛି।
HFWOdisha's tweet video.
Who to follow
I & PR Department, Odisha
@IPR_Odisha
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
CMO Odisha
@CMO_Odisha
Office of the Chief Minister, Odisha
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
H & FW Dept Odisha
@HFWOdisha
about 16 hours ago
ଆଜିର ସୁସ୍ଥ କିଶୋର-କିଶୋରୀ, ଆସନ୍ତାକାଲିର ସଶକ୍ତ ଓଡ଼ିଶା। କିଶୋର ଓ କିଶୋରୀଙ୍କ ସୁସ୍ଥ ବିକାଶ ପାଇଁ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RKSK) ଅଧୀନରେ ପୋଷଣ, ମାନସିକ ସ୍ୱାସ୍ଥ୍ୟ, ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ଶ୍ରଦ୍ଧା କ୍ଲିନିକ୍ ରେ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଦିଆଯାଉଛି।
See More
H & FW Dept Odisha
@HFWOdisha
about 18 hours ago
ଆୟୁର୍ବେଦ ଅନୁସାରେ, ଖାଦ୍ୟ କେବଳ ଭୋକ ମେଣ୍ଟାଇବା ପାଇଁ ନୁହେଁ, ବରଂ ସୁସ୍ଥ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାଜା ଓ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ, ଅତ୍ୟଧିକ ରାଗଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଏହି ଅଭ୍ୟାସ ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବାରେ ସହାୟକ ହୁଏ।
@CMO_Odisha
@MohanMOdisha
@MahalingMukesh
@MoHFW_INDIA
See More
HFWOdisha's tweet video.
H & FW Dept Odisha
@HFWOdisha
about 20 hours ago
ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପର ସ୍ପେସିଆଲିଟି ବିଭାଗ ଗୁଡିକରେ ୧୫୨ଟି ନୂତନ ପଦବୀ ସୃଷ୍ଟିକୁ ମଞ୍ଜୁରି ମିଳିଛି। ଏହି ପଦକ୍ଷେପ ମାଧ୍ୟମରେ ମେଡିକାଲ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ରୋଗୀମାନଙ୍କୁ ଗୁଣାତ୍ମକ, ସୁଲଭ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।
@CMO_Odisha
@MahalingMukesh
See More
H & FW Dept Odisha
@HFWOdisha
about 22 hours ago
ପବିତ୍ର ରଥଯାତ୍ରା ଅବସରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୂ ଧ୍ୟାନରେ ରଖି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯାଇଛି। ସୁରକ୍ଷିତ ଓ ସୁସ୍ଥ ରଥଯାତ୍ରା ପାଇଁ ଏଥିରେ ଉଲ୍ଲେଖିତ ପରାମର୍ଶ ଗୁଡ଼ିକୁ ଅନୁସରଣ କରନ୍ତୁ।
@CMO_Odisha
@MohanMOdisha
@MahalingMukesh
See More
H & FW Dept Odisha
@HFWOdisha
about 23 hours ago
ଧ୍ୟାନ ହେଉଛି ମନକୁ ଶାନ୍ତ ଏବଂ ସ୍ପଷ୍ଟ ରଖିବାର ଏକ ଶକ୍ତିଶାଳୀ ଯୋଗ ସାଧନା। ନିୟମିତ ଧ୍ୟାନ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଏ, ଭାବନାତ୍ମକ ସନ୍ତୁଳନ ରହେ ଏବଂ ଆତ୍ମସନ୍ତୋଷ ମିଳିଥାଏ।
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
1 day ago
ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାଠୁ ଆରମ୍ଭ କରି ଚୁଟି ଓ ତ୍ୱଚାର ଯତ୍ନ ପର୍ଯ୍ୟନ୍ତ - ଅଁଳାର ଉପକାରିତା ଅସୀମ। ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଜ ଆହାରରେ ଅଁଳା ସାମିଲ କରନ୍ତୁ!
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
1 day ago
ଆରୋଗ୍ୟ ସେତୁ 2.0 ମାଧ୍ୟମରେ ଏବେ ଅନେକ ସ୍ୱାସ୍ଥ୍ୟ ସେବା ଗୋଟିଏ ସ୍ଥାନରେ ଉପଲବ୍ଧ । ଆପଣ ଜାଣନ୍ତି କି, ଏହି ଆପ୍ରେ କେଉଁ କେଉଁ ସୁବିଧା ରହିଛି? ଯଦି ଜାଣନ୍ତି ତେବେ ନିଜର ଉତ୍ତର କମେଣ୍ଟ ମାଧ୍ୟମରେ ଜଣାନ୍ତୁ।
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
1 day ago
ଆୟୁଷ୍ମାନ e-କାର୍ଡ ପାଇବା ଏବେ ଆହୁରି ସହଜ। Ayushman App ମାଧ୍ୟମରେ ଘରେ ବସି ମାଗଣାରେ ନିଜର ଆୟୁଷ୍ମାନ e-କାର୍ଡ ଡାଉନଲୋଡ୍ କରନ୍ତୁ। QR କୋଡ୍ ସ୍କାନ୍ କରି ଆଜିହିଁ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଆବଶ୍ୟକ ସମୟରେ ସହଜରେ ଏହାର ବ୍ୟବହାର କରନ୍ତୁ।
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
See More
H & FW Dept Odisha
@HFWOdisha
1 day ago
ଏହି ଉଲ୍ଲେଖନୀୟ ସଫଳତା ଚିକିତ୍ସା ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ରାଜ୍ଯର ଯୁବ ଡାକ୍ତରମାନଙ୍କ ଦକ୍ଷତା, ନିଷ୍ଠା ଓ ଉତ୍କର୍ଷତାର ଏକ ମାଇଲଖୁଣ୍ଟ।
@CMO_Odisha
@MohanMOdisha
@MahalingMukesh
@SCBMCHCTC
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
1 day ago
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସାଧାରଣ ଶଲ୍ୟ (ଜେନେରାଲ ସର୍ଜରୀ) ବିଭାଗ ପୁଣି ଏକ ସଫଳତା ହାସଲ କରିଛି। ଚିକିତ୍ସା କ୍ଷେତ୍ରରେ ପ୍ରସିଦ୍ଧ ଲାଭ କରିଥିବା ୱାର୍ଲଡ ଜେନେଲାର ଅଫ ଲାପ୍ରୋସ୍କୋପିକ ସର୍ଜରୀ ଜର୍ଣ୍ଣାଲରେ ଶଲ୍ୟ ବିଭାଗର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ସ୍ଥାନ ପାଇଛି।
H & FW Dept Odisha
@HFWOdisha
2 days ago
ଏହା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ l
@CMO_Odisha
@MohanMOdisha
@MahalingMukesh
@SCBMCHCTC
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
2 days ago
କଟକ ଏସଏସବିରେ ୪ ଜଣ ମହିଳାଙ୍କର ବିରଳ ଓ ଜଟିଳ ସ୍ତ୍ରୀରୋଗ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଗର୍ଭାଶୟକୁ ସୁରକ୍ଷିତ ରଖି ଆଧୁନିକ ଚିକିତ୍ସା ପଦ୍ଧତିରେ ଚିକିତ୍ସା କରାଯାଇଛି। ଦକ୍ଷ ବିଶେଷଜ୍ଞଙ୍କ ନେତୃତ୍ୱ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯାଇଛି।
See More
H & FW Dept Odisha
@HFWOdisha
2 days ago
'ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା' ମାଧ୍ୟମରେ ରାଜ୍ୟବାସୀଙ୍କ ପାଇଁ ଉନ୍ନତ ଚକ୍ଷୁ ଚିକିତ୍ସା ସେବା ସୁନିଶ୍ଚିତ କରାଯାଉଛି। ଏହା ଅଧିନରେ ମୋତିଆ ବିନ୍ଦୁ, ଗ୍ଲୁକୋମା ଓ କର୍ଣିଆର ଅସ୍ତ୍ରୋପଚାର ସହ ଆବଶ୍ୟକତା ଅନୁଯାୟୀ ନିଶୁଳ୍କ ଚଷମା ବଣ୍ଟନ କରାଯାଉଛି।
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
See More
H & FW Dept Odisha
@HFWOdisha
2 days ago
ତ୍ରିକୋଣାସନ ନିୟମିତ ଅଭ୍ୟାସ କରନ୍ତୁ! ଏହା ପିଠିକୁ ନମନୀୟ କରିବା ସହ ମାଂସପେଶୀ ଓ ଫୁସଫୁସ୍କୁ ଶକ୍ତିଶାଳୀ କରିଥାଏ। ଆଜିଠାରୁ ହିଁ ଯୋଗକୁ ଆପଣାନ୍ତୁ ଏବଂ ସୁସ୍ଥ ଜୀବନ ବିତାନ୍ତୁ।
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
2 days ago
ବିଭିନ୍ନ ରୋଗର ପ୍ରାକୃତିକ ଉପଚାର ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ଗଛ - ମକୋଇ ପ୍ରକୃତି ସହ ଯୋଡ଼ି ହୋଇ ଏକ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାନ୍ତୁ l
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
3 days ago
ଆୟୁଷ୍ମାନ ଭାରତ PM-JAY ସେବା ଏବେ ଆପଣଙ୍କ ହାତ ପାହାନ୍ତାରେ ପାଆନ୍ତୁ। 7290823838 ଏହି ହ୍ଵାଟ୍ସଆପ ନୁମ୍ବରକୁ ଗୋଟେ ମେସେଜ ପଠାନ୍ତୁ ଆୟୁଷ୍ମାନ ଭାରତ PM-JAY ଅଧିନରେ ଆପଣଙ୍କ ଯୋଗ୍ୟତା ଯାଞ୍ଚ ସହ ବିଭିନ୍ନ ସେବାର ସୁବିଧା ପାଆନ୍ତୁ।
#PMJAY
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
See More
Last Seen Users on Sotwe
Sen ve ben
Seen from
Turkey
Raperin Yilmaz
Seen from
Turkey
Master Frank (1.2%OF)
Seen from
Brazil
Malo
Seen from
Thailand
虎er
Seen from
Japan
Sami Gold
Seen from
United States
Ariska Boty Manja
gongNam
Seen from
Japan
Katy_Ann_XO💕
Seen from
United States
LA Best Kept Secret
Trends for you
1
#SmackDown
Under 10K tweets
2
Azzi
Under 10K tweets
3
#WHCD
Under 10K tweets
4
#OPLive
Under 10K tweets
5
LeBron
Under 10K tweets
6
Starship
Under 10K tweets
7
White House Correspondents
Under 10K tweets
8
Matt Olson
Under 10K tweets
9
#loveafterlockup
Under 10K tweets
10
Romy
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.5M followers
10
Taylor Swift
@taylorswift13
82.3M followers
11
Lady Gaga
@ladygaga
73.9M followers
12
Virat Kohli
@imvkohli
71.2M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
64M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.5M followers
20
X
@x
60.8M followers
Olivia
Online
✨
⭐
💫