Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
Official handle of Odisha Chhatra Sangathan. The Student Wing of Odisha Loka Dala.
ଭୁବନେଶ୍ୱର
Joined August 2025
45
Following
91
Followers
64
Posts
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
8 days ago
Please sign the Odisha Against MMDR Act 2026 petition.
#SaveOdisha
#OdishaFirst
#OdiaFirst
#rollbackMMDR2026
https://t.co/s3U04clCRF
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
about 2 months ago
ଓଡ଼ିଶା ଛାତ୍ର ସଂଗଠନ
@OdishaCS
ଦ୍ୱାରା ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ କ���ର୍ଯ୍ୟକ୍ରମ କରାଯାଇଛି। କେନ୍ଦ୍ର ସରକାର ଆମ ରାଜ୍ୟର ପ୍ରକୃତିକୁ ଆଖିବୁଜି ଧ୍ବଂସ କରୁଥିବା ସମୟରେ ଏହା ଆମ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ବାତାବରଣର ବାର୍ତ୍ତା ବହନ କରୁଅଛି।
#ଆଗାମୀପିଢିରପିଲାମା
ନେ
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
2 months ago
ଓଡ଼ିଶା ଛାତ୍ର ସଂଗଠନ ର ଯୁବ ନେତୃତ୍ବ ମାନେ ସମ୍ପୂର୍ଣ ଜଳମଗ୍ନ ଯାଜପୁର ଜିଲ୍ଲା ର ବିଭିନ୍ନ ଗାଁ ମାନଙ୍କରେ, ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବା ପାଇଁ ଚେଷ୍ଟା କରିଛନ୍ତି। ପରିସ୍ଥିତି କେତେ ଗମ୍ଭୀର ଦେଖନ୍ତ��। ସରକାର ଏହି ବନ୍ୟା ପ୍ରଭାବିତ ଗାଁ ମାନଙ୍କର ଜନସାଧାରଣ ଓ ଚାଷୀଭାଇ ମାନଙ୍କ ପ୍ରତି କେବେ ଦୃଷ୍ଟି ଦେବେ?
#odish
a
See More
odishalokadala's tweet video.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
2 months ago
ଆଜି କଣ୍ଟାମାଳ ର ପଞ୍ଚାୟତ ଡିଗ୍ରୀ କଲେଜରେ ଓଡ଼ିଶା ଛାତ୍ର ସଂଗଠନ ର ପ୍ରତିନିଧି ଦଳ +୩ ଦ୍ୱିତୀୟ ର��-ଆଡମିଶନ କୁ କେ.ଜି ରୁ ପି.ଜି ମାଗଣା ଯୋଜନାରେ ସାମିଲ କରାଯାଇ ନାମଲେଖା ଦେୟ ଛାଡ଼ କରିବା ପାଇଁ ପ୍ରୀନସପାଲ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
#ଓଡ଼ିଶାଛାତ୍ରସଂଗଠ
ନ
OdishaCS's tweet video.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
2 months ago
Mr. Omm Sarada, State General Secretary of Odisha Chhatra Sangathana, has been suspended with immediate effect until further notice. The organization remains committed to discipline, accountability, and the interests of students.
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
3 months ago
ତରବରିଆ ଭାବରେ ନିଆ ଯାଇଥିବା ନିଷ୍ପତ୍ତି ସରକାରଙ୍କ ଗଳାରେ କଣ୍ଟା ହେବା ପାଇଁ ଯାଉଛି। ରାଜ୍ୟର ୭୫% ଛାତ୍ରଛାତ୍ରୀ ବେସରକାରୀ କଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପଢନ୍ତି। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକ ଚଳାଇବା ପାଇଁ ବାର୍ଷିକ ଅତିକମରେ ୧୦ହଜାର କୋଟି ଟଙ୍କାରୁ ଅଧିକ ଆବଶ୍ୟକ ହେବ।
#ସର୍ବାଗ୍ରେଓଡ଼ିଆ
#ସର୍ବାଗ୍ରେଓଡ଼ିଶା
See More
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
3 months ago
ଯୁବପିଢି ହିଁ ଭବିଷ୍ୟତ, ଆଗାମୀ ଭବିଷ୍ୟତର ନୁଆ ନେତ���ତ୍ୱ ସୃଷ୍ଟି ପାଇଁ "ଛାତ୍ର ସଂସଦ ନିର୍ବାଚନ" ନିହାତି ଆବଶ୍ୟକ ଅଟେ
। @MohanMOdis
ha ରାଜ୍ୟର ମୁଖିଆ ଆପଣ ଚଳିତ ବର୍ଷ ଠାରୁ "ଛାତ୍ର ସଂସଦ ନିର୍ବାଚନ" ଆରମ୍ଭ କରନ୍ତୁ
। #ସର୍ବାଗ୍ରେଓଡ଼ି
ଶ
ା #ସର୍ବାଗ୍ରେଓଡ଼
ି
ଆ #ଓଡ଼ିଆପାଇଁଓଡ଼ି
ଶ
ା #ଓଡ଼ିଆସ୍ୱାଭିମ
ା
ନ #ଛାତ୍ରସଂସଦନିର୍ବା
ଚ
ନ #ନୁଆନେତୃତ
୍ୱ
See More
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
3 months ago
"କେ.ଜିରୁ ପି.ଜି ସମ୍ପୂର୍ଣ୍ଣ ମାଗଣା" କହି ରାଜ୍ୟ ସରକାର ଫସିଗଲେ କି? ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚଳାଇବା ପାଇଁ ଆବଶ୍ୟକ ହଜାର ହଜାର କୋଟି ଟଙ୍କା ଆସିବ କେଉଁଠୁ? ବିଧାୟକଙ୍କ ବର୍ଦ୍ଧିତ ଭତ୍ତା ନିଷ୍ପତ୍ତି ଫେରାଇ ନେବା ଭଳି ସରକାର ଏହି ନିଷ୍ପତ୍ତି କୁ ଫେରାଇ ନେବେ ନାହିଁ ତ?
#ସର୍ବାଗ୍ରେଓଡ଼ିଆ
#ସର୍ବାଗ୍ରେଓଡ଼ିଶା
See More
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
3 months ago
ଚଳିତ ବର୍ଷ ଠାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହେଉ।
@CMO_Odisha
@suryabanshibjp
@abvpodisha
@nsui_official
@odishabcjd
@StudentsOdisha
@amesabuodia
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
3 months ago
ଯୁବପିଢି ହିଁ ଭବିଷ୍ୟତ, ଆଗାମୀ ଭବିଷ୍ୟତର ନୁଆ ନେତୃତ୍ୱ ସୃଷ୍ଟି ପାଇଁ "ଛାତ୍ର ସଂସଦ ନିର୍ବାଚନ" ନିହାତି ଆବଶ୍ୟକ ଅଟେ।
@MohanMOdisha
ରାଜ୍ୟର ମୁଖିଆ ଆପଣ ଚଳିତ ବର୍ଷ ଠାରୁ "ଛାତ୍ର ସଂସଦ ନିର୍ବାଚନ" ଆରମ୍ଭ କରନ୍ତୁ।
#ସର୍ବାଗ୍ରେଓଡ଼ିଶା
#ସର୍ବାଗ୍ରେଓଡ଼ିଆ
#ଓଡ଼ିଆପାଇଁଓଡ଼ିଶା
#ଓଡ଼ିଆସ୍ୱାଭିମାନ
#ଛାତ୍ରସଂସଦନିର୍ବାଚନ
#ନୁଆନେତୃତ୍ୱ
See More
OdishaCS
retweeted
Harish jena
@ha_arish
4 months ago
Odisha’s future belongs to its youth. ODISHA LOKA DALA stands for unity, culture, employment, development, and transparent leadership. For Odisha. By Odisha Youth.
#Odisha
#OdishaLokaDala
#YouthPower
@odishalokadala
#joinus
OdishaCS
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
6 months ago
"ଓଡ���ିଶା ଓ ଓଡ଼ିଆ ଜାତି"କୁ ଭଲ ପାଉଥିବା ଆମେ ସମସ୍ତେ କିଛି ସମୟ ବାହାର କରିବା ଓ ଆଗାମୀ "ଓଡ଼ିଆ ନୁଆ ବର୍ଷ" ଦିନ ଏକାଠି ହେବା। ଏହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ ତେଣୁ ଅନୁରୋଧ କିମ୍ବା ନିମନ୍ତ୍ରଣ କରିବୁ ନାହିଁ।
#ଉତ୍କଳଦି
ବ
ସ #ଓଡ଼ିଆପାଇଁଓଡ଼ି
ଶ
ା #ଆମଓଡ଼ିଶାଆମଦାୟିତ
୍
ୱ #ଓଡ଼ିଆସ୍ୱାଭିମ
ା
ନ #OdishaForOdi
a
s #OdiaSwabhim
an
See More
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
8 months ago
ଓଡ଼ିଶା ଛାତ୍ର ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଓମ ଶାରଦା ଗଲା ���ାଲି ��ୁବନେଶ୍ୱରରୁ ଘରକୁ ଫେରିବା ସମୟରେ ଚଣ୍ଡିଖୋଲ ପାଖରେ ଦୁର୍ଘଟଣାର ଶୀକାର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ହେବା ସହ ହାତ ଭାଙ୍ଗି ଯାଇଛି। ଦୁର୍ଘଟଣା ଘଟାଇଥିବା କାର ଖସି ପଳାଇ ଯାଇଛି। ଭଗବାନଙ୍କ ନିକଟରେ ଆସୁ ଆରୋଗ୍ୟ କାମନା କରୁଅଛୁ
। #omsar
ada
See More
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
8 months ago
Thanks a lot to the media.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
8 months ago
We support the students of Shailabala Women's Autonomous College in their demand for university status.
#oircampusourresponsibilities
#Shailabalawomensuniversity
#ourdemand
OdishaCS's tweet video.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
8 months ago
ଓଡ଼ିଶା ଛାତ୍ର ସଂଗଠନ ର ବିଭିନ୍ନ ଜିଲ୍ଲାର ନେତୃତ୍ୱ ମାନଙ୍କୁ ନେଇ ପ୍ରଥମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଥିଲା। ଆଗାମୀ ଦିନରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସଂଗଠନ ତିଆରି କରିବା ସହ ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା ହୋଇଥିଲା।
#ଆମଶିକ୍ଷାନୁଷ୍ଠାନଆମଦାୟିତ୍ୱ
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
9 months ago
Our fight will continue till Satya Sarathi Dash & Mrutyunjaya Vedanta's families get justice.
#justiceforsatyasarathi
#justiceformrutyunjay
#OdishaCS
#studentlivesmatters
OdishaCS
retweeted
ଅନନ୍ୟା ଦାଶ
@AnanyaDash11
9 months ago
ଛାତ୍ର ମୃତୁଞ୍ଜୟ ବେଦାନ୍ତଙ୍କର ଭଉଣୀଙ୍କର ଏହି ଭିଡ଼ିଓ ଟିକୁ ଦେଖିଲି। ମାସେ ତଳେ ମୃତ୍ୟୁଞ୍ଜୟ ହଟାତ ଆର ପାରି କୁ ଚାଲିଗଲେ। ସେ ହଷ୍ଟେଲ ରେ ରହୁଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା କ୍ୟାମ୍ପସ ପରିସରରେ। ତାଙ୍କ ଭଉଣୀଙ୍କର ଅନୁସାରେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ର ଆଖ୍ୟା ଦେଇଛନ୍ତି କିନ୍ତୁ ସେ ପୁରା ପୁରି ଭାବରେ ନିଶ୍ଚିତ ଯେ ଏହା ଗୋଟିଏ ସନ୍ଦେହଜନକ ମୃତ୍ୟୁ ଥିଲା ଏବଂ ସେ ସରକାରଙ୍କୁ ଗୁହାରି କରିଛନ୍ତି ଯେ ତାଙ୍କର ଭାଇର ମୃତ୍ୟୁ ର ତଦନ୍ତ ଠିକ ଭାବରେ ହେଉ ଏବଂ ସତ୍ୟ ପଦାକୁ ଆସୁ। ମୁଁ ସରକାରଙ୍କୁ ଅନୁରୋଧ କରିବି ସେ ଏହି ଦିଗ ରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ। ଆମ ଛାତ୍ର ଛାତ୍ରୀ ଆମ ରାଜ୍ୟ ର ଭବିଷ୍ୟତ। ପାଠ ପଢ଼ୁଥିବା କ୍ୟାମ୍ପସ ସବୁଠୁ ନିରାପଦ ସ୍ଥାନ ହେବା କଥା ଛାତ୍���ମାନଙ୍କର ପାଇଁ। କିନ୍ତୁ ଏହି ପ୍ରକାର ଘଟଣା ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
@CMO_Odis
h
a @MohanMOdis
h
a @BJP4Odis
h
a @DHE_Odis
ha #Odisha #odishanewsepaper
See More
AnanyaDash11's tweet video.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
9 months ago
Why do nearly all student deaths in private colleges in Bhubaneswar get labeled as suicides & kept hidden from Public? We demand an independent inquiry of this case by C.B.I.
@CMO_Odisha
@MohanMOdisha
@DGPOdisha
@CBIHeadquarters
#studentlivesmatters
ଅନନ୍ୟା ଦାଶ
@AnanyaDash11
9 months ago
ଛାତ୍ର ମୃତୁଞ୍ଜୟ ବେଦାନ୍ତଙ୍କର ଭଉଣୀଙ୍କର ଏହି ଭିଡ଼ିଓ ଟିକୁ ଦେଖିଲି। ମାସେ ତଳେ ମୃତ୍ୟୁଞ୍ଜୟ ହଟାତ ଆର ପାରି କୁ ଚାଲିଗଲେ। ସେ ହଷ୍ଟେଲ ରେ ରହୁଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା କ୍ୟାମ୍ପସ ପରିସରରେ। ତାଙ୍କ ଭଉଣୀଙ୍କର ଅନୁସାରେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ର ଆଖ୍ୟା ଦେଇଛନ୍ତି କିନ୍ତୁ ସେ ପୁରା ପୁରି ଭାବରେ ନିଶ୍ଚିତ ଯେ ଏହା ଗୋଟିଏ ସନ୍ଦେହଜନକ ମୃତ୍ୟୁ ଥିଲା ଏବଂ ସେ ସରକାରଙ୍କୁ ଗୁହାରି କରିଛନ୍ତି ଯେ ତାଙ୍କର ଭ���ଇର ମୃତ୍ୟୁ ର ତଦନ୍ତ ଠିକ ଭାବରେ ହେଉ ଏବଂ ସତ୍ୟ ପଦାକୁ ଆସୁ। ମୁଁ ସରକାରଙ୍କୁ ଅନୁରୋଧ କରିବି ସେ ଏହି ଦିଗ ରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ। ଆମ ଛାତ୍ର ଛାତ୍ରୀ ଆମ ରାଜ୍ୟ ର ଭବିଷ୍ୟତ। ପାଠ ପଢ଼ୁଥିବା କ୍ୟାମ୍ପସ ସବୁଠୁ ନିରାପଦ ସ୍ଥାନ ହେବା କଥା ଛାତ୍ରମାନଙ୍କର ପାଇଁ। କିନ୍ତୁ ଏହି ପ୍ରକାର ଘଟଣା ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
@CMO_Odis
h
a @MohanMOdis
h
a @BJP4Odis
h
a @DHE_Odis
ha #Odisha #odishanewsepaper
See More
AnanyaDash11's tweet video.
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
9 months ago
Justice for Mrutyunjaya Bedanta, Sri Sri University, Bhubaneswar, Odisha. - Sign the Petition! https://t.co/EJ1IwhLg1O via
@ChangeOrg_India
ଓଡ଼ିଶା ଛାତ୍ର ସଂଗଠନ । OdishaCS
@OdishaCS
9 months ago
ହେ ସରକାର ଜିଲ୍ଲା ଓ ବ୍ଲକ ସ୍ତରରେ ମହୋତ୍ସବ କରି ନେତାମାନେ ପରସ୍ପରକୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ କିମ୍ବା ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି ଦିନ ରାତି ଅଫିସରଙ୍କ ମିଛ ପ୍ରସଂଶା ଶୁଣିଲେ ଶିକ୍ଷା ବ୍ୟବସ୍ଥା ସଜାଡ଼ି ହେବନାହିଁ।
@MohanMOdisha
@NityanandaBJP
@SecyChief
@_anugarg
@CMO_Odisha
See More
Last Seen Users on Sotwe
Mulyono gemblung
Seen from
Indonesia
Gangbangfever
Seen from
India
full vids $10 each 👣
Seen from
Italy
Referro Systems
Seen from
United States
𝐑𝐢𝐑𝐢
Seen from
Netherlands
سلطان الحب👊😉
Seen from
France
Piñones🐶
DUY HIẾU
Seen from
Vietnam
⚡
Seen from
Turkey
ollok
Seen from
United States
Trends for you
1
Cubs
Under 10K tweets
2
Ben Rice
Under 10K tweets
3
#dwts
Under 10K tweets
4
Delta
Under 10K tweets
5
WNBA
Under 10K tweets
6
Boyd
Under 10K tweets
7
Joe Musgrove
Under 10K tweets
8
Oilers
Under 10K tweets
9
#TheDropFX
Under 10K tweets
10
Jack Smith
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫