Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SICA Odisha
@sicaodisha
Official account of State Institute of Consumer Awareness-SICA. Enlightening
#consumers
as a part of Food Supplies and Consumer Welfare Dept., Govt. of Odisha.
Bhubaneswar, Odisha
Joined October 2020
526
Following
2K
Followers
1.5K
Posts
Pinned Tweet
SICA Odisha
@sicaodisha
about 2 months ago
କୌଣସି ଇ-କମର୍ସ ପ୍ଲାଟଫର୍ମରେ ଅର୍ଡର କରିବା ଆଗରୁ ପ୍ରଥମେ ନିଜ ଅଭିଯୋଗ ଜଣାଇବା ନିମନ୍ତେ ସବୁ ବ୍ୟବସ୍ଥାକୁ ଯାଞ୍ଚ କରନ୍ତୁ।
#ConsumerProtection
#OnlineShopping
@Food_Odisha
@IndianStandards
@jagograhakjago
SICA Odisha
@sicaodisha
3 days ago
ସମାଧାନ ପାଇଁ ଅଧିକାର ଏହି ଅଧିକାର ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ ନ୍ୟାୟ ପ୍ରଦାନ କରେ।
#ConsumerProtection
#ConsumerRights
@Food_Odisha
@jagograhakjago
SICA Odisha
@sicaodisha
5 days ago
ସାମଗ୍ରୀ କିଣିବା ପୂର୍ବରୁ— ✔️ ISI ଚିହ୍ନ ଯାଞ୍ଚ କରନ୍ତୁ ✔️ ମାନକ ଲାଇସେନ୍ସ ବିବରଣୀ ଦେଖନ୍ତୁ ✔️ ଉତ୍ପାଦର ଲେବେଲ୍ ପଢ଼ନ୍ତୁ ✔️ ବିଲ୍ ନିଅନ୍ତୁ ଠିକ୍ ଉତ୍ପାଦ ବାଛନ୍ତୁ, ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।
#ConsumerRights
#ConsumerProtection
#quality
@Food_Odisha
@IndianStandards
@jagograhakjago
See More
SICA Odisha
@sicaodisha
6 days ago
ନିଜ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବା ସମୟରେ ସଚେତନ ରୁହନ୍ତୁ। କେବଳ ISI ସାର୍ଟିଫାଏଡ ସିମେଣ୍ଟ ହିଁ ବ୍ୟବହାର କରନ୍ତୁ। କାରଣ ଏହା ହିଁ ଆପଣଙ୍କ ଘରକୁ ସୁରକ୍ଷିତ ଆଉ ସୁଦୃଢ଼ ରଖିବ।
#JagoGrahakJago
#consumerprotection
#consumerawareness
#ConsumerRights
@jagograhakjago
@Food_Odisha
@IndianStandards
See More
Who to follow
କୃଷି ବିଭାଗ, ଓଡ଼ିଶା
@krushibibhag
Official account of Department of Agriculture & Farmers' Empowerment, Government of Odisha
Labour Commissioner, Odisha
@LabourOdisha
Official X Handle of The Labour Commissioner, Odisha Ensuring Fair Labour Practices & Worker Welfare. Collaborating for Safe & Productive Workplaces.
OSCPS
@OSCPSODISHA
Odisha State Child Protection Society (OSCPS) Department of Women & Child Development and Mission Shakti Government of Odisha
SICA Odisha
@sicaodisha
8 days ago
ଅଧିକ ଡିସକାଉଣ୍ଟ ଲୋଭରେ ଆଖିବୁଜି କୌଣସି ସାମଗ୍ରୀ କିଣନ୍ତୁନି। ସବୁବେଳେ ଛୋଟ ଅକ୍ଷରରେ ଲେଖା ହୋଇଥିବା ସର୍ତ୍ତାବଳୀକୁ ପଢ଼ିବା ପରେ ହିଁ କିଣନ୍ତୁ। ସତର୍କ ରହିଲେ ସୁରକ୍ଷିତ ରହିବେ।
#consumerprotection
#ConsumerRights
@Food_Odisha
@jagograhakjago
SICA Odisha
@sicaodisha
8 days ago
ଅଧିକ ଡିସକାଉଣ୍ଟ ଲୋଭରେ ଆଖିବୁଜି କୌଣସି ସାମଗ୍ରୀ କିଣନ୍ତୁନି। ସବୁବେଳେ ଛୋଟ ଅକ୍ଷରରେ ଲେଖା ହୋଇଥିବା ସର୍ତ୍ତାବଳୀକୁ ପଢ଼ିବା ପରେ ହିଁ କିଣନ୍ତୁ। ସତର୍କ ରହିଲେ ସୁରକ୍ଷିତ ରହିବେ।
#consumerprotection
#ConsumerRights
@Food_Odisha
@jagograhakjago
SICA Odisha
@sicaodisha
10 days ago
୮0ତମ ସ୍ୱାଧୀନତା ଦିବସରେ ସଭିଙ୍କୁ ଶୁଭେଚ୍ଛା ଓ ଆଭିନନ୍ଦନ
#independenceday
#india
#ourpride
#freedom
@Food_Odisha
@jagograhakjago
SICA Odisha
@sicaodisha
12 days ago
ଆପଣ କିଣୁଥିବା ସାମଗ୍ରୀ କିମ୍ବା ସେବା ଆପଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ ହେବା ଦରକାର। ବିପଜ୍ଜନକ କିମ୍ବା ନିମ୍ନମାନର ଉତ୍ପାଦ ବିରୋଧରେ ସଚେତନ ହୁଅନ୍ତୁ। ସଚେତନ ଉପଭୋକ୍ତା, ସୁରକ୍ଷିତ ସମାଜ।
#ConsumerProtection
#ConsumerRights
@Food_Odisha
@jagograhakjago
SICA Odisha
@sicaodisha
13 days ago
@Food_Odisha
@IndianStandards
କମିଟି ପକ୍ଷରୁ ବିଭିନ୍ନ ବିଭାଗଗୁଡ଼ିକୁ ସରକାରୀ କ୍ରୟ ପ୍ରକ୍ରିୟାରେ ଗୁଣବତ୍ତାକୁ ପ୍ରାଥମିକତା ଦେଇ ପ୍ରଯୁଜ୍ୟ ଭାରତୀୟ ମାନକ ( ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ)ଗୁଡ଼ିକୁ ସନ୍ଦର୍ଭ ଭାବେ ଗ୍ରହଣ କରିବା, ଏହି ମାନକଗୁଡ଼ିକୁ ଡାଉନଲୋଡ୍ କରିବା ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
See More
SICA Odisha
@sicaodisha
13 days ago
@Food_Odisha
@IndianStandards
ବୈଠକରେ ଓଡ଼ିଶା ସରକାର ଏବଂ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ)ଙ୍କ ସମ୍ମିଳିତ ପ୍ରୟାସରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ସୁରକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରମୁଖ ପଦକ୍ଷେପ ସଂପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା ।
See More
SICA Odisha
@sicaodisha
13 days ago
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଉପରେ ଓଡ଼ିଶା ରାଜ୍ୟସ୍ତରୀୟ କମିଟିର ୩ୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।
#ConsumerProtection
#ConsumerAwareness
@Food_Odisha
@IndianStandards
SICA Odisha
@sicaodisha
15 days ago
ବର୍ଷା ଦିନେ କେବଳ ISI Mark ଥିବା ଇଲେକ୍ଟ୍ରିକାଲ ଆପଣଙ୍କ ବିଦ୍ୟୁତ ତାର ମଧ୍ୟରେ ଥିବା ସଂଯୋଗ ବା (ଇଲେକ୍ଟ୍ରିକାଲ କନେକ୍ସନର ଜଏଣ୍ଟ) କୁ ସୁରକ୍ଷିତ ରଖିବ।
#ISIMark
#standards
#ConsumerRights
#consumerprotection
@Food_Odisha
@jagograhakjago
@IndianStandards
SICA Odisha
@sicaodisha
18 days ago
ଜାତୀୟ ହସ୍ତତନ୍ତ ଦିବସର ଅନେକ ଅନେକ ଶୁଭେଚ୍ଛା
#NationalHandloomDay
#Odisha
#Handloom
#ConsumerAwareness
@Food_Odisha
@jagograhakjago
SICA Odisha
@sicaodisha
20 days ago
ନିଜ ଆବଶ୍ୟକତା ଓ ପସନ୍ଦ ଅନୁଯାୟୀ ସାମଗ୍ରୀ ବାଛନ୍ତୁ । ଆପଣଙ୍କ ପସନ୍ଦ, ଆପଣଙ୍କ ଅଧିକାର ।
#ConsumerRights
#RightsToChoose
#ConsumerAwareness
@Food_Odisha
@jagograhakjago
SICA Odisha
@sicaodisha
22 days ago
ସାଇବର ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ସର୍ବଦା ସତର୍କ ରହିବାକୁ ପଡିବ। ଟିକିଏ ଭୁଲ ଆପଣଙ୍କୁ ବିପଦରେ ପକାଇପାରେ।
#consumer
#ConsumerProtection
#CyberSecurityAwareness
@Food_Odisha
@jagograhakjago
@Cyberdost
SICA Odisha
@sicaodisha
23 days ago
କୌଣସି ପ୍ୟାକେଟ ଖାଦ୍ୟ କିଣିବା ସମୟରେ ସମସ୍ତ ଦରକାରୀ ସୂଚନାକୁ ଯାଞ୍ଚ କରି ଆଣନ୍ତୁ।
#consumers
#ConsumerProtection
#ConsumerAwareness
@Food_Odisha
@jagograhakjago
@IndianStandards
SICA Odisha
@sicaodisha
24 days ago
ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା) ପକ୍ଷରୁ କାର୍ଗିଲ ରୋଡ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ ହୋଇଛି । କୌଣସି ସାମଗ୍ରୀ କିଣିବା ସମୟରେ MRP ଦେଖିବା ସହ ଏହାର Expiry date ଯାଞ୍ଚ କରିବାକୁ ସଭିଙ୍କୁ ସଚେତନ କରାଯାଇଛି ।
#consumers
#ConsumerAwareness
@Food_Odisha
SICA Odisha
@sicaodisha
25 days ago
ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ
FoodOdisha
@Food_Odisha
28 days ago
ସଠିକ୍ ଔଷଧର ଚୟନ ହିଁ ସୁସ୍ଥ ଜୀବନର ପ୍ରଥମ ପଦକ୍ଷେପ। ସଚେତନ ହୁଅନ୍ତୁ, ନକଲି ଓ ନିମ୍ନମାନର ଔଷଧରୁ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ।
#SafeMedicines
#MedicineSafety
#HealthAwareness
#ChooseQuality
#HealthyLiving
@CMO_Odisha
@_KrushnaChPatra
@IPR_Odisha
@sicaodisha
SICA Odisha
@sicaodisha
26 days ago
କଣ ଆପଣ ସୁନା ଅଳଙ୍କାରର BIS HUID Hallmark ଚିହ୍ନ ଯାଞ୍ଚ କରିଛନ୍ତି ତ ?
#GoldJewellery
#ConsumerProtection
@Food_Odisha
@jagograhakjago
@IndianStandards
SICA Odisha
@sicaodisha
28 days ago
କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ CVV/OTP/ ବ୍ୟକ୍ତିଗତ ତଥ୍ୟ ସେୟାର କରନ୍ତୁ ନାହଁ। ସତର୍କ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ
#ConsumerProtection
#CyberSecurityAwareness
#ConsumerAwareness
@Food_Odisha
@IndianStandards
@jagograhakjago
SICA Odisha
@sicaodisha
29 days ago
କପଡ଼ା ସିଲେଇ ପାଇଁ ISI Mark ସୂତା କିଣନ୍ତୁ ।
#clothes
#ISIMark
#ConsumerAwareness
@Food_Odisha
@IndianStandards
@jagograhakjago
Last Seen Users on Sotwe
çılgın sikici mersin anlatmaya gerek yok
Seen from
Turkey
Quỳnh
Seen from
Vietnam
666
Seen from
Jordan
Asian Big Tits videos
Seen from
Oman
Gülbahar Yılmaz
Jasmine Wilde.
Seen from
Indonesia
ชอบหาประสบการณ์
Seen from
Thailand
女M软糖
Seen from
Netherlands
Ruksudjai FC
Seen from
United States
Penggemar Memek Stw
Seen from
Egypt
Trends for you
1
Canada
Under 10K tweets
2
WNBA
Under 10K tweets
3
Browns
Under 10K tweets
4
Jed York
Under 10K tweets
5
Jeffries
Under 10K tweets
6
#WWERaw
Under 10K tweets
7
Kushner
Under 10K tweets
8
Carney
Under 10K tweets
9
Canadians
Under 10K tweets
10
Boutte
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.6M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫