Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Akash
@AkashNaik3333
Joined December 2022
463
Following
153
Followers
3.4K
Posts
Akash
@AkashNaik3333
almost 2 years ago
ଦିଲ୍ଲୀରେ ଓଡ଼ିଆ ସମାଜର ‘ଓଡ଼ିଶା ପର୍ବ -୨୦୨୪’ ସମାରୋହରେ ଯୋଗଦେଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ I
#OdishaParba
AkashNaik3333's tweet video.
Akash
@AkashNaik3333
almost 2 years ago
ଓଡ଼ିଶାର ମହାପୁରୁଷଙ୍କ ବାଣୀ, ମାର୍ଗଦର୍ଶନ ଆଜି ମୋଦୀ ସରକାରର ଶାସନ ପ୍ରଣାଳୀର ତତ୍ତ୍ଵ ହୋଇଛି। - କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
#OdishaParba
AkashNaik3333's tweet video.
Akash
@AkashNaik3333
almost 2 years ago
ଆମେ ସମସ୍ତେ ମିଶି ଆମର ପ୍ରବାସୀ ବନ୍ଧୁମାନଙ୍କୁ ଓ ଅନ୍ୟ ରାଜ୍ୟର ପଡୋଶୀମାନଙ୍କୁ ଓଡ଼ିଶାକୁ ଆସିବା ପାଇଁ ପ୍ରେରିତ କରିବା। ସେମାନଙ୍କୁ ଆମ କୋଣାର୍କ ଦେଖେଇବା ପାଇଁ ପଡିବ, ଶିମିଳିପାଳ ବୁଲେଇବା ପାଇଁ ପଡିବ, ଭିତରକନିକାର ସୁନ୍ଦରତା ଦେଖେଇବା ପାଇଁ ପଡ଼ିବ, ତେବେ ଯାଇ ଆମ ଓଡ଼ିଶାର ଅର୍ଥନୀତି ବିକଶିତ ହେବ, ଓଡ଼ିଶାର ପରିଚୟ ବଢିବ।
See More
AkashNaik3333's tweet video.
Akash
@AkashNaik3333
almost 2 years ago
ଯେତେବେଳେ ଆମ ଓଡ଼ିଆ ଅସ୍ମିତା ବିପଦରେ ଥିଲା ସେହି ସମୟରେ ମାନବର ପ୍ରଧାନମନ୍ତ୍ରୀ ଓଡ଼ିଆ ଅସ୍ମିତାର ସୁ��କ୍ଷା ଦାୟିତ୍ୱ ନେଇ ଓଡ଼ିଆ ଅସ୍ମିତାର ରକ୍ଷା କରିଥିଲେ ।
#OdishaParb
a
AkashNaik3333's tweet video.
Who to follow
Kshirasindhu Sahu
@KshirasindhuS16
ଜୟ ଜଗନ୍ନାଥ
Utikana Sangram Parishada
@Utikanasangramp
ଏହି ଆକାଉଣ୍ଟ ଉତୀକଣ ସଂଗ୍ରାମ ପରିଷଦର କର୍ମୀମାନଙ୍କ ଦ୍ଵାରା ପରିଚାଳିତ ।ଆମ ସୁବିଧା ଏବଂ ଅସୁବିଧା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଚେଷ୍ଟା ଆରମ୍ଭ କରିଛୁ ।ଜୟ ବାବା ଚନ୍ଦ୍ରମଉଳି🙏 🙏
Binod kumar Nayak
@Binodku25201131
ମାନବ ସେବା ହିଁ ମାଧବ ସେବା
Akash
@AkashNaik3333
almost 2 years ago
ମହାପ୍ରଭୁଙ୍କ କୃପାରୁ ଓଡ଼ିଆମାନେ ବୈଷୟିକ ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
#OdishaParba
AkashNaik3333's tweet video.
Akash
@AkashNaik3333
almost 2 years ago
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଶାସନ ପ୍ରଣାଳୀରେ ଏକ ବିଂଶ ଶତାବ୍ଦୀରେ ଆମ ଓଡ଼ିଶା ଏକ ନୂଆ ସ୍ଥାନକୁ ଯିବ।
#OdishaParba
#DharmendraPradhan
AkashNaik3333's tweet video.
Akash
@AkashNaik3333
almost 2 years ago
ଓଡ଼ିଆ କଳା ଏବଂ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ -୨୦୨୪’ର ଉଦଘାଟନୀ ସମାରୋହ
#OdishaParba
AkashNaik3333's tweet video.
Akash
@AkashNaik3333
almost 2 years ago
ନୂଆ ଦିଲ୍ଲୀରେ ଓଡିଶା ପର୍ବ
#OdishaParba
Akash
@AkashNaik3333
almost 2 years ago
ଡଃ ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜିଲିସ’ରେ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣର ନିଚ୍ଛକ ଚିତ୍ର ଥିଲା । ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
AkashNaik3333's tweet video.
Akash
@AkashNaik3333
almost 2 years ago
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହତାବ ଭାରତର ଛୋଟ ରାଜ୍ୟ ଓ ଗଡଜାତ ରାଜ୍ୟକୁ ଭାରତର ଅଖଣ୍ଡତା ସହ ଯୋଡିଥିଲେ । ଡଃ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ହୀରାକୁଦ ଡ୍ୟାମର ନିର୍ମାଣ ହୋଇଥିଲା । ଏହି କାମରୁ ଅନୁମେୟ ଯେ ସେ ଥିଲେ ଜଣେ ଯୁଗଦ୍ରଷ୍ଟା, ଜଣେ ରାଷ୍ଟ୍ର ପୁରୁଷ । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
See More
AkashNaik3333's tweet video.
Akash
@AkashNaik3333
almost 2 years ago
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା ଭଳି କିଛ�� କାମ କରନ୍ତୁ ନଚେତ୍ ପଢିବା ଭଳି କିଛି ଲେଖନ୍ତୁ। ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
See More
AkashNaik3333's tweet video.
Akash
@AkashNaik3333
almost 2 years ago
‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଗର୍ବ ଗୌରବ । ସେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ନ ଥିଲେ ବରଂ ଜଣେ ମହାନ ସମାଜ ସୁଧାରକ, ପ୍ରଖ୍ୟାତ ରାଜନେତା, ବକ୍ତା, କବି, ଔପନ୍ୟାସିକ, ପ୍ରସିଦ୍ଧ ଇତିହାସକାର ଏବଂ ପତ୍ରକାର ମଧ୍ୟ ଥିଲେ । ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ। - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
See More
AkashNaik3333's tweet video.
Akash
@AkashNaik3333
almost 2 years ago
ଦେଶ ଯେତେବେଳେ ଇଂରାଜୀଙ୍କ ଗୁଲାମୀର ଶାସନରେ ଚାଲୁଥିଲା, ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଡଃ ମହତାବ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ବୈଭବକୁ ତ୍ୟାଗ କରି ଦେଶ, ଜାତି, ଭାଷା, ସଂସ୍କୃତି ପାଇଁ ଇଂରେଜ ଶାସ��� ଏବଂ ପରାଧୀନତା ବିରୋଧରେ ନିଜର ସଂଘର୍ଷ ଜାରି ରଖିଥିଲେ । ଏଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ କେଶରୀ ବୋଲି ସମ୍ବୋଧନ କରୁଅଛେ ।
See More
AkashNaik3333's tweet video.
Akash
@AkashNaik3333
almost 2 years ago
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡଃ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବର୍ଣ୍ଣାଢ୍ୟ ସମାରୋହର ଆୟୋଜନ କରି ଜାତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦା ବଢାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
AkashNaik3333's tweet video.
Akash
@AkashNaik3333
almost 2 years ago
ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ ହୋଇଯାଇଛି ।
#DharmendraPradhan
Akash
@AkashNaik3333
almost 2 years ago
ଦେବଗଡ଼ ଧୋବଲିପଥର ଠାରେ ୨,୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏବଂ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ(ପ୍ରାୟ ୪୩.୫ କୋଟି ଟଙ୍କା ମୂଲ୍ୟର)ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#DharmendraPradhan
AkashNaik3333's tweet video.
Akash
@AkashNaik3333
almost 2 years ago
ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ II ଓମ୍ ଶାନ୍ତି🙏
AkashNaik3333's tweet video.
Akash
@AkashNaik3333
almost 2 years ago
ଝାରସୁଗୁଡ଼ା ଠାରେ MCL ର CSR କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଦଶମରୁ ଦ୍ୱାଦଶ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ ଏବଂ ଲାଇଫ୍ ସ୍କିଲ୍ ପ୍ରୋଜେକ୍ଟ “ଏମସିଏଲ୍ କି ଏକ୍ ପହଲ୍” କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ���ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#DharmendraPradh
an
See More
AkashNaik3333's tweet video.
Akash
@AkashNaik3333
almost 2 years ago
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ��ନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଆଜି ଏକ ‘ନିଶୁଳ୍କ ସିଟି ସ୍ଲାନ୍ ସେବା’ର ଶୁଭାରମ୍ଭ ହୋଇଛି। ଏହି ସିଟି ସ୍ଲାନ୍ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ମାଗଣାରେ ନିଜର ସିଟି ସ୍କାନ୍ କରାଇ ପାରିବେ l
See More
AkashNaik3333's tweet video.
Akash
@AkashNaik3333
almost 2 years ago
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଏବଂ ବିଜେପି ସରକାରର କାର୍ଯ୍ୟରେ ଆସ୍ଥାପ୍ରକଟ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରେଢାଖୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧି ବିଜେପିରେ ସାମିଲ ହେଲେ।
#JoinBJP
Last Seen Users on Sotwe
Pakistan Boys
Seen from
United States
Caio Crispim
Seen from
Brazil
mami beni 🍓
Seen from
Indonesia
Forza Cimbom
Seen from
Turkey
Peach Finder 🍑 - Adults Only 18+
Seen from
Turkey
عمة سودانية عنيفة
talk at an 😭
Seen from
Thailand
Gizemli
Seen from
Germany
M. A
Seen from
Egypt
🌸 ~🇨🇳🇯🇵🇰🇷「 美欲姫」
Trends for you
1
Ernie
Under 10K tweets
2
Dolores Huerta
Under 10K tweets
3
Dan Sullivan
Under 10K tweets
4
Gemini 4 Carbon
Under 10K tweets
5
MacBook Pro
Under 10K tweets
6
Justin Tucker
Under 10K tweets
7
selena
Under 10K tweets
8
Lisa Cook
Under 10K tweets
9
Cam Higby
Under 10K tweets
10
FOMC
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫