Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ashmit Sethy
@ASethy86819
Joined August 2025
1
Following
0
Followers
37
Posts
ASethy86819
retweeted
ojta_2023
@ojta2023
21 days ago
ଆଗକୁ ପରୀକ୍ଷା ଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ ସ୍ଥଗିତ ରଖାଗଲା,ଯଦି ପରୀକ୍ଷା ଶେଷ ସୁଦ୍ଧା ସରକାର ପଦକ୍ଷେପ ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ନ କରନ୍ତି,ଆଗାମୀ ଦିନ ରେ ଓଡ଼ିଶା ଦେଖିବ ବିରାଟ ଆନ୍ଦୋଳନ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇ ନିୟମିତ କରନ୍ତୁ।
See More
ojta2023's tweet video.
ojta2023's tweet video.
ASethy86819
retweeted
ojta_2023
@ojta2023
about 1 month ago
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।��େତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
See More
ASethy86819
retweeted
ojta_2023
@ojta2023
7 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
ASethy86819
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ���ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ
? @MohanMOdis
h
a @NityanandaB
J
P @SMEOdis
ha
See More
ASethy86819
retweeted
ojta_2023
@ojta2023
7 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
ASethy86819
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
ASethy86819
retweeted
ayush
@ayush1527507
8 months ago
ଆମେ ଓଡ଼ିଆ ଲୋକ ସରଳ ଓ ବିଶ୍ୱାସୀ, କିନ୍ତୁ ବୋକା ନୁହେଁ। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ନିଯୁକ୍ତିର ବଡ଼ ଆଶ୍ୱାସନ କେଉଁଠି ହେଲା? ଏକଥର ଭ୍ରମରେ ପଡ଼ି ଓଡ଼ିଆ ଲୋକ ଭୁଲ କରିଥାଇ ପାରନ୍ତି, କିନ୍ତୁ ପୁଣି ସେହି ଭୁଲ ହେବ ନାହିଁ। ମିଥ୍ୟା ପ୍ରତିଶ୍ରୁତି ଶେଷରେ ବୁମେରାଙ୍ଗ ହୋଇ ଫେରିବ।.
@CMO_Odisha
@NityanandaBJP
@dpradhanbjp
See More
Ashmit Sethy
@ASethy86819
8 months ago
@NityanandaBJP
@narendramodi
@PMOIndia
@MohanMOdisha
@CMO_Odisha
Please publish regular order sir
Ashmit Sethy
@ASethy86819
8 months ago
@NityanandaBJP
We want regular order sir plz publish
Ashmit Sethy
@ASethy86819
8 months ago
@CMO_Odisha
Please publish regular order of junior teacher schematic
ASethy86819
retweeted
BISWaJIT BARIK
@BiswaJTBarikORG
8 months ago
@ojta2023
@CMO_Odisha
@NityanandaBJP
@SMEOdisha
@dpradhanbjp
@SecyChief
@MohanMOdisha
@SamalManmohan7
@PMOIndia
@narendramodi
@NitinNabin
@KVSinghDeo1
@AmitShah
ଖାଇବାକୁ କିଛି ସମୟ ଲାଗଇ ନିଃଶ୍ୱାସରେ ବି କିଛି ଲାଗିବ ହେଲେ ଦସଖତ ଟିଏ କରିବାକୁ କ'ଣ ବର୍ଷ ମୁଣ୍ଡ ପାହିଯିବ? ରେଗୁଲାରଭାବେ ସମସ୍ତର ପାଇବାର ସ୍ବପ୍ନ କି ମଉଳିଯିବ ଏ ପ୍ରକ୍ରିୟା ଚାଲିଛି ପ୍ରକ୍ରିୟାଚାଲିଛି କେବେଯାଏ କହୁଥିବ ଇଲେକ୍ସନ ପୁଣି ଆଗକୁ ଆସୁଛି ସେଠି ପୁଣି ଭେଟି ହେବ।February ରେ ଯଦି ରେଗୁଲାର ନହେଲୁ ମୁଣ୍ଡରେ ହାତଟି ଦବ
See More
ASethy86819
retweeted
BISWaJIT BARIK
@BiswaJTBarikORG
8 months ago
@ojta2023
@CMO_Odisha
@NityanandaBJP
@SMEOdisha
@dpradhanbjp
@SecyChief
@MohanMOdisha
@SamalManmohan7
@PMOIndia
@narendramodi
@NitinNabin
@KVSinghDeo1
@AmitShah
ମୁହଁ ରେ ତା ନାହିଁ ଲାଜ କରିବେ କ'ଣ କାର୍ଯ୍ୟ! ୨ ପଇସା ର କାମ ହୋଇନାହିଁ ଘୋଷଣା ରେ ଖାଲି ଆଗ ୬ ମାସ ତଳେ ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ବାବୁ: ଦେଖାଇ କେତେ ସରାଗ ହେଲେ ଗଣ ଶିକ୍ଷା ବିଭାଗର ଖାଲି ପ୍ରକ୍ରିୟା ଚାଲିଛି ଶିଝିବନି ବୋଧେ ଶାଗ!
See More
ASethy86819
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାର�� କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odish
a
@NityanandaBJ
P
@SMEOdish
a
@dpradhanbj
p
See More
ASethy86819
retweeted
Ashmit Sethy
@ASethy86819
8 months ago
@ojta2023
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
@PMOIndia
@narendramodi
@SamalManmohan7
@NitinNabin
@Naveen_Odisha
@BhaktaCharanDas
@AmitShah
6 masa chali galani gote go bahari paruni eita cm nka pai gote shameful
@CMO_Odisha
ASethy86819
retweeted
ojta_2023
@ojta2023
8 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
.
See More
Ashmit Sethy
@ASethy86819
8 months ago
@ojta2023
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
@PMOIndia
@narendramodi
@SamalManmohan7
@NitinNabin
@Naveen_Odisha
@BhaktaCharanDas
@AmitShah
6 masa chali galani gote go bahari paruni eita cm nka pai gote shameful
@CMO_Odisha
ASethy86819
retweeted
Ashmit Sethy
@ASethy86819
8 months ago
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ।। ବାଛି ବାଛି ଦେଲେ ଠିକା ଚାକିରି, କାହିଁ ବରଷେ ! ପରେ ଶୁଣାଗଲା ଗୁହାରି, ରେଗୁଲାର କଲେ କଥା କଥା ରେ, କେତେ ମିଠା ବଣ୍ଟା ଗଲା ସେଇ ଖୁସିରେ, କଥା ଟା ତାଙ୍କର କଥାରେ ଗଲା, ଚିଠି ଖଣ୍ଡେ କାଢ଼ିବାକୁ ବର୍ଷ ପାଇଲା ପ୍ରଗତି ନା ରେ କେଜାଣି କେତେ କଣ ହେଲା ହେଲେ ଆମ ଦିନ ଚାହିଁ ଚାହିଁକି ଗଲା
See More
Ashmit Sethy
@ASethy86819
8 months ago
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
ଛା��ୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ।। ବାଛି ବାଛି ଦେଲେ ଠିକା ଚାକିରି, କାହିଁ ବରଷେ ! ପରେ ଶୁଣାଗଲା ଗୁହାରି, ରେଗୁଲାର କଲେ କଥା କଥା ରେ, କେତେ ମିଠା ବଣ୍ଟା ଗଲା ସେଇ ଖୁସିରେ, କଥା ଟା ତାଙ୍କର କଥାରେ ଗଲା, ଚିଠି ଖଣ୍ଡେ କାଢ଼ିବାକୁ ବର୍ଷ ପାଇଲା ପ୍ରଗତି ନା ରେ କେଜାଣି କେତେ କଣ ହେଲା ହେଲେ ଆମ ଦିନ ଚାହିଁ ଚାହିଁକି ଗଲା
See More
Ashmit Sethy
@ASethy86819
8 months ago
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
We want regular order
ASethy86819
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
Last Seen Users on Sotwe
frightblobber hauntedshriek🎃🎃🎃
Seen from
Poland
ben_keyfim_kahyası
Seen from
Turkey
泽西男孩
Seen from
Vietnam
dlilili
Seen from
Malaysia
Nude scenes in movies
Seen from
Turkey
beyfendipaylasım
Seen from
Turkey
تونسي🇹🇳🇹🇳🇹🇳🇹🇳
ayoub chakri
Seen from
France
Mero Mil Dz
Seen from
Algeria
MazaSolo-Kh16
Trends for you
1
Columbus
Under 10K tweets
2
Omar
Under 10K tweets
3
Mar-a-Lago
Under 10K tweets
4
NO ONE IS ABOVE THE LAW
Under 10K tweets
5
#2026MAMAVOTE
Under 10K tweets
6
Muse Wonder
Under 10K tweets
7
Melania
Under 10K tweets
8
Thanksgiving
Under 10K tweets
9
Selma Blair
Under 10K tweets
10
Joe Smith
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.6M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫