Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Atanu sabyasachi
@AtanuMLA
Former Cabinet Minister
Odisha,India
Joined October 2018
34
Following
2.8K
Followers
975
Posts
Atanu sabyasachi
@AtanuMLA
about 2 years ago
ବନ୍ଦେ ଧେନୁ ମାତରମ 🙏 ୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
Atanu sabyasachi
@AtanuMLA
over 2 years ago
(2/2)ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଓମ୍ ଶାନ୍ତି
Atanu sabyasachi
@AtanuMLA
over 2 years ago
ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ବିଭ��ନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋ��୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।(1/2)
Atanu sabyasachi
@AtanuMLA
over 2 years ago
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏
Who to follow
Labour Commissioner, Odisha
@LabourOdisha
Official X Handle of The Labour Commissioner, Odisha Ensuring Fair Labour Practices & Worker Welfare. Collaborating for Safe & Productive Workplaces.
Pranab Prakash Das
@pranabpdas
Biju Janata Dal
Rural Water Supply and Sanitation, Odisha
@RWSS_Odisha
Rural Water Supply and Sanitation, Panchayati Raj & Drinking Water Department, Government of Odisha
Atanu sabyasachi
@AtanuMLA
over 2 years ago
ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ
Atanu sabyasachi
@AtanuMLA
over 2 years ago
ଜୟ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
Atanu sabyasachi
@AtanuMLA
over 2 years ago
ପ୍ରଭ��� ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କର ସମସ୍ତ ପରିବାରବର୍ଗ ଓ ଅଗଣିତ ସମର୍ଥକଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏହାହିଁ ମୋର ପ୍ରଭୁଙ୍କ ନିକଟରେ କାମନା ।
#ଓଁମଶାନ୍
ତି
Atanu sabyasachi
@AtanuMLA
over 2 years ago
ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ନାଥ ନାୟକ (ସୁର ଭାଇ) ଙ୍କର ଆଜି ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ତାଙ୍କର ବିୟୋଗ କେବଳ ମୋ ପାଇଁ ନୁହଁ ସମଗ୍ର ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।
Atanu sabyasachi
@AtanuMLA
over 2 years ago
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l
Atanu sabyasachi
@AtanuMLA
over 2 years ago
ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।
Atanu sabyasachi
@AtanuMLA
over 2 years ago
ପବିତ୍ର ଇଦ୍-ଉଜ୍-ଜୁହା ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ
Atanu sabyasachi
@AtanuMLA
over 2 years ago
ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।
Atanu sabyasachi
@AtanuMLA
over 2 years ago
ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ ବିକଶିତ ଓଡିଶା-ବିକଶିତ ମହା��ାଳପଡ଼ା ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ
Atanu sabyasachi
@AtanuMLA
over 2 years ago
ଆମ ଚିହ୍ନ ଶଙ୍ଖ ଚିହ୍ନ ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l
Atanu sabyasachi
@AtanuMLA
over 2 years ago
ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସ��ହ l ଶଙ୍ଖ ବାଜିବ ଆଉ ଥରେ ନବୀନ ପଟ୍ଟନାୟକ ପୁଣି ଥରେ
Atanu sabyasachi
@AtanuMLA
over 2 years ago
BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି
Atanu sabyasachi
@AtanuMLA
over 2 years ago
ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ, ଆମ ଚିହ୍ନ ଶଙ୍ଖ ଚିହ୍ନ
Atanu sabyasachi
@AtanuMLA
over 2 years ago
ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ
Atanu sabyasachi
@AtanuMLA
over 2 years ago
ମୋର ନିବେଦନ ମିଛୁଆଙ୍କ ଯୁଗ ଶେଷ କରନ୍ତୁ : ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ
@bjd_odisha
AtanuMLA's tweet video.
Atanu sabyasachi
@AtanuMLA
over 2 years ago
ନବୀନ ଗ୍ୟାରେଣ୍ଟି ଓଡିଶାବାସୀ ଭାରି ଖୁସି:ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ
@bjd_odisha
AtanuMLA's tweet video.
Last Seen Users on Sotwe
แม่นิดจ๋า
Seen from
Israel
Big Boys Big Dicks
Seen from
Indonesia
Anak Maryono
Seen from
Singapore
tdipirang
柒柒
Seen from
United States
Hassan Raza.
MKN
Seen from
France
مراوي وزوجها
Goon mommy ♡
Seen from
Poland
Rough Master
Seen from
Italy
Trends for you
1
Thompson
Under 10K tweets
2
#CulturalCreditMatters
Under 10K tweets
3
Warriors
Under 10K tweets
4
#TheLastDriveIn
Under 10K tweets
5
Grizzlies
Under 10K tweets
6
#MCRLA2
Under 10K tweets
7
Stanford
Under 10K tweets
8
NC State
Under 10K tweets
9
Cam Boozer
Under 10K tweets
10
#WorldSeries
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫