Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଆଠମଲ୍ଲିକ ଖବର
@Athamallik51852
Joined January 2025
217
Following
50
Followers
694
Posts
ଆଠମଲ୍ଲିକ ଖବର
@Athamallik51852
about 12 hours ago
@angul_dm
@AngulCdmoang
@HFWOdisha
@MahalingMukesh
@SubCollectorAlk
@UpendraLuha
@dpradhanbjp
@NaliniKPradhan
@CMO_Odisha
@SecyChief
@_anugarg
ଘଟଣାକୁ 2ଦିନ ବିତିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଦାୟିତ୍ୱରେ ଥିବା ଅଧିକାରୀ
ଆଠମଲ୍ଲିକ ଖବର
@Athamallik51852
3 days ago
ଦୀର୍ଘଦିନ ହେବ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର female medicine ୱାର୍ଡରେ ଲାଗିଥିବା ac କାମ କରୁନାହିଁ।ଦାୟୀତ୍ୱରେ ��ିବା ଅଧିକାରୀ ନିଜେ office ରେ ac ରେ ବସି ରହୁଛନ୍ତି।କିନ୍ତୁ ରୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି। ମେଡିକାଲ ରେ ପର୍ଯ୍ୟାପ୍ତ ପରିମାଣରେ ac ନାହିଁ ଯଥା��ୀଘ୍ର ଆଉଅଧିକ ac ଲଗେଇବାକୁ ଅନୁରୋ
ଧ @angul_
dm
See More
ଆଠମଲ୍ଲିକ ଖବର
@Athamallik51852
1 day ago
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଅଏଡ଼ା ପଞ୍ଚାୟତ ଅନ୍ତର୍ଗତ ତିତିଗାଁ ନାଳ ନିକଟରେ ଥିବା ଦେଶୀ ମଦ ଭାଟି କୁ ତୁରନ୍ତ ବନ୍ଦ କରିବାକୁ ମାନ୍ୟବର
@CMO_Odisha
@angul_dm
ସାର୍ ଙ୍କୁ ଅନୁରୋଧ କାରଣ ଏହି ମଦ ଭାଟିର ସମୟ ସୀମା ନଥିବାରୁ ୨୪ ଘଣ୍ଟା ମଦୁଆ ଙ୍କ ଅସର ଜ��ିଛି ଯାହାଫଳରେ ଏହି ଅଞ୍ଚଳରେ ଅଶାନ୍ତର ବତା ବରଣ ସୃଷ୍ଟି ହେଉଛି।
@abdaa
l
See More
Athamallik51852
retweeted
ଆଠମଲ୍ଲିକ ଖବର
@Athamallik51852
3 days ago
ଦୀର୍ଘଦିନ ହେବ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର female medicine ୱାର୍ଡରେ ଲାଗିଥିବା ac କାମ କରୁନାହିଁ।ଦାୟୀତ୍ୱରେ ଥିବା ଅଧିକାରୀ ନିଜେ office ରେ ac ରେ ବସି ରହୁଛନ୍ତି।କିନ୍ତୁ ରୋଗୀଙ୍କ ପା���ଁ କୌଣସି ବ୍ୟବସ୍ଥା କରୁନାହାନ୍ତି। ମେଡିକାଲ ରେ ପର୍ଯ୍ୟାପ୍ତ ପରିମାଣରେ ac ନାହିଁ ଯଥାଶୀଘ୍ର ଆଉଅଧିକ ac ଲଗେଇବାକୁ ଅନୁରୋ
ଧ @angul_
dm
See More
ଆଠମଲ୍ଲିକ ଖବର
@Athamallik51852
3 days ago
ଜନ ସାଧାରଣ ଅଭିଯୋଗ କଲାପରେ ମଧ୍ୟ
@BDOAthmallik
ମହାଶୟ ଏବଂ JE କର୍ଣ୍ଣ ପାତ କରୁନାହାନ୍ତି । ଆଠମଲ୍ଲିକରେ ୨୦୨୫-୨୬ ବର୍ଷରେ କେତେ ନଳକୂପ ଖନନ କରାଯାଇଛି ଏବଂ ଡ୍ରାଏ ବୋରୱଲ ରେ ହ୍ୟାଣ୍ଡ ପମ୍ପ ସେଟ୍ ଲଗାଯାଇଛି ତାହାର
@OdishaVigilance
ତଦନ୍ତ କରାଯାଉ।
@CMO_Odisha
@angul_dm
@SubCollectorAlk
@BDOAthmallik
@RWSS_Angul
See More
ଆଠମଲ୍ଲିକ ଖବର
@Athamallik51852
3 days ago
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକ
@RWSS_Odisha
ବିଭାଗରେ ଚାଲିଛି ମହା ଘଟାଲା। ପାଣି ବାହାରୁ ନଥିବା ନଳକୂପରେ ହେଣ୍ଡ ପମ୍ପ ସେଟ୍ ଲଗେଇ ଡ୍ରାଏ ବୋରୱେଲ କାହାସ୍ୱର୍ଥରେ ମୋଟା ଅଙ୍କର ବିଲ ହେଉଛି।
@BDOAthmallik
ମହାଶୟଙ୍କ ଗୋଚରରେ ହେଉଛି କି? ଯଦି ହେଉଛି ବିଡ଼ିଓ ଙ୍କ ଭାଗ କେତେ ଅଛି? ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ।
@angul_dm
See More
Athamallik51852
retweeted
PRATAP CHANDRA KARNA(ପ୍ରତାପ କର୍ଣ୍ଣ) ⭕️❗️⭕️ 🇮🇳
@PratapChandra86
4 days ago
ପ୍ରକୃତ ହିତାଧିକାରୀଙ୍କୁ ମି��ିପାରୁନାହିଁ ଅନ୍ତୋଦ୍ୱୟ ଗୃହ ଯୋଜନାରେ ପକ୍କା ଘର
@BDOAthmalli
k ବ୍ଲକ କିଆକଟା ଗ୍ରାମ ପଞ୍ଚାୟତ ଶଙ୍ଖାମାଳ ଗ୍ରାମର ଜ୍ୟୋତିର୍ମୟୀ ପାଣ୍ଡେ (୧୮) ୯୦ %ଦିବ୍ୟାଙ୍ଗ ଓ ଦଳିତ ଶ୍ରେଣୀର ହୋଇଥିଲେ ସୁଦ୍ଧା ପକ୍କା ଘର ମିଳିପାରୁନାହିଁ
@CMO_Odish
a
@angul_d
m ଦୃଷ୍ଟି ଦେବାକୁ ଅନୁରୋଧ
@PRDeptOdish
a
See More
Athamallik51852
retweeted
Alok Beheramali🇮🇳
@alokbmali
5 days ago
ଆଠମଲ୍ଲିକ ଦରୁହା ପୂର୍ତ୍ତ ରାସ୍ତା କୁ ମାନଜର ଜଳସେଚନ ବିଭାଗ ଦୀର୍ଘ ୨ ବର୍ଷ ରୁ ଉର୍ଦ୍ଧ ସମୟ ହେବ ଅଭିଯୋଗ କରିଥିଲି ଯେ ପାଇପ୍ ଲାଇନ କାର୍ଯ୍ୟ କରି ରାସ୍ତା ମରାମତି ନ କରି ଛାଡ଼ି ଦେଇଛି ଯାହା ଫଳ ରେ ଦୁର୍ଘଟଣା ହେଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ରାସ୍ତା ଦେଇ ଜିଲ୍ଲାପାଳ ଅନେକ ଥର ବିନିକେୟ ଗସ୍ତ କରିଛନ୍ତି। ଅନୁରୋଧ କରୁଛି ଯଥାଶୀଘ୍ର
@PWD_Odisha
ମରାମତି କରିବାକୁ ।
@abdaal
@angul_dm
@SubCollectorAlk
@BDOAthmallik
@RDOdisha
@PRDeptOdisha
@RWSS_Angul
See More
Athamallik51852
retweeted
Alok Beheramali🇮🇳
@alokbmali
5 days ago
ଓଡ଼ିଶା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟ
@DGPOdisha
ସାର୍ ଦେଖନ୍ତୁ ଟିକେ ଆପଣ ��୍କ କାର୍ଯ୍ୟ ଦକ୍ଷତା ଏବଂ ଆପଣ ଙ୍କ ବିକାଶ
@CMO_Odish
a
@homeodish
a
@PrithivirajBJ
P
@MahalingMukes
h
@dpradhanbj
p
@MohanMOdish
a https://t.co/pzrqR1VLXC
ଆଠମଲ୍ଲିକ ଖବର
@Athamallik51852
11 days ago
@alokbmali
@TPCentralOdisha
@CMO_Odisha
@dpradhanbjp
@narendramodi
@PrithivirajBJP
@suryabanshibjp
@_anugarg
@MohanMOdisha
@TPCentralOdisha
କର୍ମଚାରୀ ମାନେ ଚିର ନିଦ୍ରା ସୋଇଚକି????
Athamallik51852
retweeted
Alok Beheramali🇮🇳
@alokbmali
11 days ago
ଭୁବନେଶ୍ୱର,ରସୁଲଗଡ, ସତ୍ୟବିହାର, କିସାନ ନଗର, ଲେନ ନମ୍ବର-3 ଅଞ୍ଚଳରେ ଆଜିକୁ 3 ମାସ ହେବ ରାତି ଦିନ ଅହରହ ବିଦ୍ୟୁତ କାଟ ହେଉଛି। ଛୋଟଛୁଆ, ବରିଷ୍ଠ ନାଗରିକ,ଗର୍ଭବତୀ ମହିଳା ଏ ଗରମରେ ଡହଳ ବିକଳ ସାଙ୍ଗକୁ ଛଟପଟ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଯେଉଁ ଦୁର୍ବ୍ୟବହାର କରୁଛନ୍ତି ଆଉ ନିୟମ କାନୁନ ଦେଖାଉଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମୋହଦୟ
@KVSinghDeo1
���ତରେ ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଦୁଃଖ ପରିତାପର ବିଷ
ୟ @TPCentralOdis
ha ର JE କହୁଛନ୍ତି ଲିଖିତ ଅଭିଯୋଗ ଦିଅନ୍ତୁ ଫାର୍ମାଲିଟି ସରିଲେ ଟ୍ରାନ୍ସଫର୍ମର ଲାଗିବ।କିନ୍ତୁ ଆଶ୍ଚର୍ଯ୍ୟ ଗୋଟି ଗୋଟି ଟଙ୍କାର ହିସାବ ନେଉଥିବ
ା @TataPow
er କମ୍ପାନୀ ଯେତେବେଳେ ବିଲ ନେଉଛି ସେତେବେଳେ କିନ୍ତୁ କିଛି ଲେଖା ଚାହୁଁନି ଓଲଟା ଲେଖା ମାନେ ବିଲ ଦେଇକି ପଇସା ଗଣି ନେଉଛି । ଦୁଃଖ ଏତିକି ଏଠି କହିବ କାହାକୁ ଶୁଣିବ କିଏ। ୪୪ ଡିଗ୍ରୀ ଖରାରେ ଯଦି ରାଜଧାନୀରେ ଅବସ୍ଥା ତାହାଲେ ଗାଁ ଗହଳିରେ କ�� ଅବସ୍ଥା ଥିବ ଥରେ ଭାବନ୍ତୁ। ସରକାରଙ୍କୁ ଅନୁରୋଧ ଏ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇ ଯଥାଶୀଘ୍ର ଏ ସମସ୍ୟାର ସମାଧାନ କରନ୍ତ
ୁ। @MohanMOdi
s
ha @EnergyOdi
sh
a @CMO_Odi
s
ha @PradeepJena
I
AS @bmcb
b
sr @ChanchalRana
I
AS @BDA_B
B
SR @SecyCh
i
ef @_anug
arg
See More
Athamallik51852
retweeted
ଅନନ୍ୟା ଦାଶ
@AnanyaDash11
12 days ago
ମୁଁ ଦେଖିଲି ଯେ ଭୁବନେଶ୍ୱର ଏୟାରପୋର୍ଟ ରେ
@IndiGo6E
ଶେଷ ବୋର୍ଡିଙ୍ଗ କଲ୍ (ଡାକ) ଖାଲି ହିନ୍ଦୀ ଓ ଇଂରାଜୀ ରେ କରୁଛି। ଯେବେକି ସେ ବୋର୍ଡିଙ୍ଗ ଡାକ ର ସବୁ ଯାତ୍ରୀ ଓଡ଼ିଆ ଥିଲେ��� ଭୁବନେଶ୍ୱର ଏୟାରପୋର୍ଟ ରେ ହିନ୍ଦୀ ଓ ଇଂରାଜୀ ସହ ଓଡ଼ିଆ ରେ ମଧ୍ୟ ସବୁ ଆନାଉଁସମେଣ୍ଟ ହେବା କଥା। ଅନ୍ୟ ସବୁ ରାଜ୍ୟ ରେ ମଧ୍ୟ ତାଙ୍କର ଭାଷା ରେ ଆନାଉଁସମେଣ୍ଟ ହୁଏ। ବୟସ୍କ ଲୋକେ ଯେ ହିନ୍ଦୀ ଓ ଇଂରାଜୀ ବୁଝିପାରୁନଥିବେ, ତାଙ୍କର କଣ? ଖାଲି ହିନ୍ଦୀ ଓ ଇଂରାଜୀ କଣ ପାଇଁ? ଅନେକ ଓଡ଼ିଆ ପ୍ରତିଦିନ ଯାତାୟାତ କରନ୍ତ
ି @IndiGo
6E ଦ୍ୱାରା। କିନ୍ତୁ ଇଣ୍ଡିଗୋ ର ଓଡ଼ିଆ ଭାଷା ପ୍ରତି ସମ୍ମାନ କାହିଁ?
@aaibpiairpo
rt
@AAI_Offici
a
l @CMO_Odis
ha #Odia #Odisha
See More
Athamallik51852
retweeted
𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ)
@RajanSahoo2001
12 days ago
ଆଠମଲ୍ଲିକ ଏନଏସି ୱାର୍ଡ -9 ର ସୁବର୍ଣ୍ଣ ପାଣ୍ଡେ ଦୀର୍ଘ ଦିନ ହେବ ରାସନ କାର୍ଡ ପାଇଁ apply କଲେଣି ହେଲେ ଆଜି ପର୍ଯ୍ୟନ୍ତ କାର୍ଡଟି ଅନୁମୋଦନ ହୋଇନାହିଁ।ଯଥାଶୀଘ୍ର ତଦନ୍ତ କରି ରାସନ କାର୍ଡଟି ଯୋଗାଇ ଦେବାକୁ ଅନୁରୋଧ
@abdaal
@angul_dm
@SubCollectorAlk
@UpendraLuha
@BDOAthmallik
@Food_Odisha
@Abanikanta_1978
See More
Athamallik51852
retweeted
Alok Beheramali🇮🇳
@alokbmali
20 days ago
ଆଠମଲ୍ଲିକରେ କାଳ ବୈଶାଖୀ ପ୍ରଭାବରେ ଆଠମଲ୍ଲିକ ବ୍ଲକ କନ୍ଧପଡା ପଂଚାୟତ ବେଲାଦୁଲାଗ୍ରାମର ପ୍ରାୟ 15 ରୁ ଉର୍ଦ୍ଧ ବୁଣାକାରଙ୍କ ଆଜବେଷ୍ଟ ଘର ଉଡିବା ସହିତ ତନ୍ତଶାଳା ଗୁଡିକ ବ୍ୟାପକ କ୍ଷତି ହୋଇଛି ଫଳରେ ବୁଣାକାରଙ୍କ ଦୁଃଖ ଦିଗୁଣିତ ହୋଇଯାଇଛି I ତୁରନ୍ତ କ୍ଷତିଗ୍ରସ୍ତ ବୁଣାକାରଙ୍କୁ ସରକାରୀ ସହାୟତା ପାଇଁ
@CMO_Odisha
,
@dpradhanbjp
,
@HTH_Odisha
,
@rdmodisha
@sureshkpujari
@MahalingMukesh
ଙ୍କୁ ଅନୁରୋଧ।
@angul_dm
@abdaal
@SubCollectorAlk
@UpendraLuha
See More
alokbmali's tweet video.
Athamallik51852
retweeted
𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ)
@RajanSahoo2001
23 days ago
ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଜାଗାକୁ ହଡ଼ପ କରିବା ପାଇଁ ଏନଏସି ପକ୍ଷରୁ ଉଦ୍ୟମ। ପୁରୁଣାକୋଠା କୁ ଭାଙ୍ଗି ଇଟା ଓ କାଠ ନେଇଗଲେ।ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ
@CMO_Odisha
@SecyChief
@MohanMOdisha
@_anugarg
@HUDDeptOdisha
@EduMinOfIndia
Athamallik51852
retweeted
Alok Beheramali🇮🇳
@alokbmali
23 days ago
ଆଠମଲ୍ଲିକ ବନଖଣ୍ଡ ରେ କାର୍ଯ୍ୟରତ ଉଚ୍ଚ ଅଧିକାରୀ ଙ୍କ ପାଇଁ ଆଠମଲ୍ଲିକ ହୋଇଛି ଭୁ ସ୍ବର୍ଗ। ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ମନରବେଡା ଜଙ୍ଗଲ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି I ଏଠି ପ୍ରଶ୍ନ ଉଠୁଛି ଯେ ହାତୀ ମୃତ୍ୟୁ ଘଟିଲା କେମିତି ବନ ବିଭାଗ ଅବେହେଲା ଯୋଗୁ ଏହି ଘଟଣା ଘଟିଛି। ଆଠମଲ୍ଲିକ ବନ ବିଭାଗ ��ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ
@CMO_Odish
a ସାର୍ ଙ୍କୁ ଅନୁରୋଧ।
@CMO_Odish
a
@dpradhanbj
p
@ForestDept
t
@DFO_ATHMALLI
K
@angul_d
m
@abdaa
l
See More
Athamallik51852
retweeted
Alok Beheramali🇮🇳
@alokbmali
25 days ago
ଓଡ଼ିଶା ଚାଲିଥିବା ଗୋଟେ ବିତର୍କ ମୋତେ ବିଚଳିତ ଲାଗିଲା ପ୍ରତିଭା ରାୟ ଜଣେ ଭଲ ସାହିତିକା ତାଙ୍କର କାରୁବାକି ମନ୍ଦିର ନିର୍ମାଣକୁ ମୁ ଦୃଢ଼ ନିନ୍ଦା କରୁଛି କାରଣ କଳିଙ୍ଗ ଯୁଦ୍ଧରେ ଲକ୍ଷ ସୈନିକ ପ୍ରାଣବଳି ଦେଇଥିଲେ ଓ ଦେଢ ଲକ୍ଷ ଲୋକ ବନ୍ଦୀ ଭାବରେ ମଗଧକୁ ଯାଇଥିଲେ। ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରେ ଓଡ଼ି���ାର ଜନସଂଖ୍ୟା କେତେ ଥିଲାଯେ ସେ ସମୟର ରାଜା ବା ସମ୍ରାଟ ଏତେବଡ଼ ସୈନ୍ୟବାହିନୀକୁ ନିଯୁକ୍ତ କରିପାରିଥିଲେ। ଏପରିକି ଇଂରଜଙ୍କ ସମୟରେ ଯେତେ ଯୁଦ୍ଧ ହୋଇଛି ସେଥିରେ ଏପରି ନରସଂହାର ଘଟିଛି କି? କେବେ ଏମିତି ଘଟିନାହିଁ। କୋୖଣସି ରାଜା ବା ଶାସକ ନ ଥାଇ ଗୋଟିଏ ଯୁଦ୍ଧ ସଂଘଟିତ ହେବା ସମ୍ଭଵ କି? ସେ ସମୟରେ ଅଶୋକଙ୍କ ସହିତ କେଉଁ କଳିଙ୍ଗ ରାଜା ସମ୍ମୁଖୀନ ହୋଇଥିଲେ ତାଙ୍କ ନାମ କାହିଁକି ଇତିହାସରେ ଲେଖା ହୋଇନାହିଁ। ବିନା ରାଜା ଵା ଶାସକରେ ଯୁଦ୍ଧ ସମ୍ଭବ କି ? କଳ୍ପନାରେ ଏମ���ତି ଏକ ବିରାଟ ଯୁଦ୍ଧର କାହାଣୀକୁ ଇତିହାସରେ ପରିଣତ କରି ଦିଗ୍ ବିଜୟୀ ଓଡ଼ିଆମାନଙ୍କୁ ଗୈାରବହୀନ କରିବା କେବଳ ଚକ୍ରାନ���ତ କରାଯାଇଛି। ଓଡ଼ିଶାର ଧଉଳିଗିରି, ଜଉଗଡରେ ଅଶୋକଙ୍କ ଏକାଧିକ ଶିଳାଲେଖ ଥିଲେ ମଧ୍ୟ କେଉଁଠାରେ କଳିଙ୍ଗ ଯୁଦ୍ଧର ଉଲ୍ଲେଖନାହିଁ। ମଗଧରେ ମଧ୍ୟ କଳିଙ୍ଗ ଯୁଦ୍ଧ ସମ୍ପର୍କିତ କୋୖଣସି ଶିଳାଲେଖ ଆବିଷ୍କୃତ ହୋଇନାହିଁ। ଅଥଚ ଜେମସ୍ ପ୍ରିନ୍ସ ସେପ୍ କଳିଙ୍ଗ ଯୁଦ୍ଧ ସମ୍ପର୍କିତ ଶିଳାଲେଖ ପାକିସ୍ତାନରେ ଆବିଷ୍କାର କଲେ। ତା'ର ଭିତ୍ତି ଉପରେ ଏତେବଡ଼ କାଳ୍ପନିକ ଇତିହାସ ନିର୍ମାଣ କରିଦେଲେ। ବିଜୟୀ ରାଜା ନିଜ ରାଜ୍ୟରେ କିମ୍ବା ବିଜିତ ରାଜ୍ୟରେ ନିଜର ଯୁଦ୍ଧ ଜୟ ସମ୍ପର୍କ���ତ ବିବରଣୀ ଶିଳାଲେଖରେ ଲିପିବଦ୍ଧ କରିଥାଏ। ଯେପରିକି ଖାରବେଳଙ୍କ ଶାସନ କାଳର ବିଭିନ୍ନ ବର୍ଷର ରାଜ୍ୟ ଜୟର ବିବରଣୀ ଖଣ୍ଡଗିରିର ହାତୀଗୁମ୍ଫା ଶିଳାଲେଖରେ ଖୋଦିତ ହୋଇଛି। ପ୍ରଥମ ଓଡ଼ିଆ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍ ବିଜୟ ସମ୍ପର୍କିତ ବିବରଣୀ ଓଡିଶା ଓ ଆନ୍ଧ୍ର ପ୍ରଭୃତି ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ପରିଲକ୍ଷିତ ହୁଏ। ଶ୍ରୀମନ୍ଦିର ଜୟ ବିଜୟ ଦ୍ଵାରର ଶିଳାଲେଖରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟରେ ସମ୍ପର୍କିତ ବିବରଣୀ ଉଲ୍ଲେଖିତ ଅଛି। ବାହାର ରାଜ୍ୟରେ ଶିଳାଲେଖ ଖୋଦନ କରିବା ମଧ୍ୟ ସମ୍ଭବ ନୁହେଁ। ଅଥଚ ଇଂରାଜ କର୍ମଚାରୀ ଜେମସ୍ ପ୍ରିନ୍ସ ସେପ୍ କିପରି ��ାକିସ୍ଥାନରେ ଯାଇ କଳିଙ୍ଗ ଯୁଦ୍ଧ ସମ୍ପର୍କିତ ଶିଳାଲେଖ ଆବିଷ୍କାର କଲେ। ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ହେଇଥିଲା ବୋଲି କୁହାଯାଉଛି। ସେଥିରେ ଓଡ଼ିଶାର ଅନ୍ତତଃ ତିନି ଲକ୍ଷ ସୈନ୍ୟ ଓ ଅଶୋକଙ୍କର ଚାରି ଲକ୍ଷ ସୈନ୍ୟ ଯୋଗ ଦେଇଥିବାର ଅନୁମାନ କରାଯାଏ। ଏତେ ବଡ ଯୁଦ୍ଧ ଭୂମି ପାଇଁ ବିରାଟ ପ୍ରାନ୍ତର ଦୟାନଦୀ କୂଳରେ ଥିଲା ତ! କାରୁବାକୀ ଏକ କାପନିକ ଚରିତ୍ର ତାଙ୍କ ମନ୍ଦିର ନିର୍ମାଣ କରି ଇତିହାସ ପ୍ରତି ଉପହାସ ହେବ ଏବଂ ଓଡ଼ିଶାର ରାଜସ୍ୱ ହାନି ହେବ। ଏମିତି ଓଡ଼ିଶାରେ ��ିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସୁବିଧା କରିବା ପାଇଁ ଓଡ଼ିଶା ଭଳି ରାଜ୍ୟରେ ରାଜସ୍ୱ ନାହିଁ। କିନ୍ତୁ ଯେଁଭଳି କାଳ୍ପନିକ ଚରିତ୍ର ମାନକ ର ମନ୍ଦିର ନିର୍ମାଣ ହେଉଛି ତାହା ନିନ୍ଦନ୍ୟ। ଏହି ମନ୍ଦିର ନିର୍ମାଣ ବନ୍ଦ କରିବାକୁ ମାନ୍ୟବର ମୁଖ
୍ୟମନ୍ତ୍ରୀ @Mo
hanMOdisha ଙ୍କ
ୁ ଅନୁରୋଧ। @sury
a
banshibjp @MinOf
Cul
tureGoI , @d
pradhanbjp
See More
Athamallik51852
retweeted
Baman Behera
@BamanAthmallik
28 days ago
ମିଛ ଶ୍ରମିକରେ ସତ ବିଲ କରୁଛନ୍ତି
#ଆଠମଲ୍ଲିକ
ବ୍ଲକର କିଛି ଯନ୍ତ୍ରୀ ସେମାନଙ୍କ ଭିତରେ
#ରାଜକିଶୋର_ନାଏକ
#ଅରୁଣ_କୁମାର_ବେହେରା
#ସବିତା_ହେମ୍ରମ
#ଶକ୍ତି_ପ୍ରସାଦ_ତ୍ରିପାଠୀ
ଓ
#ସନ୍ଦୀପ_ବେହେରା
MGNRGS ଯୋଜନାରେ JCB ମେସିନରେ କାମ କରେଇ ମିଛ ଶ୍ରମିକ ମାନଙ୍କ ଡିମାଣ୍ଡ ଦେଇ କୋଟି କୋଟି ଟଙ୍କା ଲୁଟ କରିବାରେ ବ୍ୟସ୍ତ ଏହି ଯନ୍ତ୍ରୀ ମାନେ I
See More
Athamallik51852
retweeted
Alok Beheramali🇮🇳
@alokbmali
about 1 month ago
Respected
@CMO_Odisha
@MohanMOdisha
@SecyChief
@angul_dm
@abdaal
Sir Please look into the matter and take necessary actions as soon as possible.
@BDOAthmallik
@SubCollectorAlk
@dpradhanbjp
@MahalingMukesh
@reliancejio
@BSNL_OR
@airtelindia
@GoI_MeitY
@EIT_Odisha
See More
Athamallik51852
retweeted
Alok Beheramali🇮🇳
@alokbmali
29 days ago
Respected
@CMO_Odisha
@MohanMOdisha
@SecyChief
@angul_dm
@abdaal
Sir Please look into the matter and take necessary actions as soon as possible.
@BDOAthmallik
@SubCollectorAlk
@dpradhanbjp
@RWSS_Angul
@RWSS_Odisha
@PRDeptOdisha
@RabiNaikBJP
Last Seen Users on Sotwe
灯葉-あきは- | myfans絶頂ランキング年間1位👑
Seen from
Korea
Namasayasatria
Seen from
Indonesia
DotadoSP 😈🍆
Seen from
Brazil
Anh Sói 🐺
Seen from
Vietnam
ella
Seen from
Indonesia
produk lokal Indonesia
Seen from
Indonesia
🔞
Seen from
Indonesia
그냥 노예
Tante suka brondong
Seen from
Germany
Pino
Trends for you
1
#ArmyOfImmorality
Under 10K tweets
2
Cursor
Under 10K tweets
3
Shallet
Under 10K tweets
4
Good Tuesday
Under 10K tweets
5
Oracle AI Trade
Under 10K tweets
6
#ElEsequiboEsDeVenezuela
Under 10K tweets
7
Syria
Under 10K tweets
8
Taco Tuesday
Under 10K tweets
9
The FBI
Under 10K tweets
10
Chalobah
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.6M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.2M followers
10
Taylor Swift
@taylorswift13
81M followers
11
Lady Gaga
@ladygaga
72.5M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69.1M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.8M followers
19
X
@x
60.9M followers
20
Selena Gomez
@selenagomez
60.3M followers
Olivia
Online
✨
⭐
💫