Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Biswajit Pradhan
@AwardCv
Secretary General -cum- Director Examinations, C V Raman Award Selection Board, Odisha. (Under C V Raman Foundation, Regd by Govt. Of Odisha )
Bhubaneshwar, India
Joined September 2021
250
Following
80
Followers
156
Posts
Pinned Tweet
Biswajit Pradhan
@AwardCv
about 4 years ago
Received Honorary Doctorate Degree" D. Litt " from Ashcroft University, London (UK) for Social Work in the field of Gender discrimination.
Biswajit Pradhan
@AwardCv
5 days ago
@bashipakhala
100% correct 👍
AwardCv
retweeted
Bashi Pakhala 🪳
@bashipakhala
5 days ago
ଗୁଜୁରାଟୀଙ୍କୁ ଖୁସି କରିବାକୁ ଶ୍ରୀମନ୍ଦିରକୁ ବ୍ୟବହାର କରୁଛନ୍ତି ଏ ଦଙ୍ଗେଇ ଦଳ.. ଆପଣମାନେ କେବେ ଦେଖିଛନ୍ତି ତାମିଲ ଲୋକ ପାଇଁ ଆମ ଓଡ଼ିଆ ଏମିତି କରିବା? କିନ୍ତୁ ଏ ଡକାୟତ ଦଳ ସେତେବେଳେ ତାମିଲ ତାମିଲ ହେଇ ଉତ୍ପାତ ହେଉଥିଲେ.. ଏବେ ପ୍ରତିଦିନ ଗୁଜୁରାଟୀଙ୍କର ଚୁଚୁମି ପକାଉଛନ୍ତି ହେଲେ ବି ଲାଜ ସରମ ନାହିଁ..
AwardCv
retweeted
ଓଟିଭି
@otvkhabar
about 2 months ago
ବାଜିବନି ଡିଜେ। ହେବନି ପ୍ରି-ୱେଡିଂ। ରିଙ୍ଗ୍ ସେରିମୋନି ମନା। ହଲଦୀ, ମେହେନ୍ଦିରେ ରୋକ୍। ଆଡ଼ମ୍ବରର ପ୍ରଦର୍ଶନ ନୁହେଁ...ଏଥର ହେବ ସଂସ୍କାରପୂର୍ଣ୍ଣ ବିବାହ। ସମୟ ସହ ବଦଳିଛି ବିବାହର ରଙ୍ଗ।
#TraditionalWedding
#SimpleMarriage
#SanskarPurnaVivah
#NoPreWedding
#NoRingCeremony
#OTV
otvkhabar's tweet video.
Who to follow
C V RAMAN FOUNDATION
@CVRAMANFOUNDAT1
An unofficial account of c v raman foundation, Regd by Govt. Of Odisha.
MUKESH PADHY
@MUKESHPADHY14
Mukesh Padhy, Journalist Social Activist & Human Right Activist, Kantamal District -BOUDH
AwardCv
retweeted
Kanak News
@kanak_news
12 months ago
#ହେଲମେଟ୍_ପାଇଁ_ଆଉ_କାହାର_ଜୀବନ_ନଯାଉ
… ହେଲମେଟ୍ ପିନ୍ଧିନଥିଲା ବୋଲି ଦୁର୍ଘଟଣାରେ ଚାଲିଗଲା ଏକମାତ୍ର ପୁଅ । ହେଲମେଟ୍ ପାଇଁ ଯେମିତି ଆଉ କାହାର ଜୀବନ ନଯାଉ ସେଥିପାଇଁ ପୁଅର ଜନ୍ମଦିନରେ ହେଲମେଟ୍ ବାଣ୍ଟିଲେ ମାଆ
#KanakNews
#Odisha
kanak_news's tweet video.
AwardCv
retweeted
Kanak News
@kanak_news
12 months ago
#ହନୁମାନ_ନୁହନ୍ତି_ଭଗବାନ
ଟାରିଫ ଟେନସନ୍ ଦେବା ପରେ ଏବେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଛି ଆମେରିକା । ଟ୍ରମ୍ପଙ୍କ ପାର���ଟି ନେତା ଦେଉଛନ୍ତି ବିବାଦୀୟ ବୟାନ । ବିଦେଶରେ ଥିବା ସବୁଠାରୁ ଉଚ୍ଚା ହନୁମାନ ମୂର୍ତ୍ତି ନେଇ ଏମିତି କହିଲେ ଟ୍ରମ୍ପଙ୍କ ନେତା
। #SpecialRepo
r
t #DonaldTru
m
p #KanakNe
ws
kanak_news's tweet video.
AwardCv
retweeted
Kanak News
@kanak_news
about 1 year ago
ବିଜ୍ଞାପନରେ ଖର୍ଚ୍ଚ କୋଟି କୋଟି ଟଙ୍କା । ତିନି ବର୍ଷରେ ଖର୍ଚ୍ଚ ହୋଇଛି ୩ ଶହ କୋଟିରୁ ଅଧିକ । ସୋଫିଆଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ୨୦୨୩-୨୪ରେ ଖର୍ଚ୍ଚ ହେଇଛି ୧୮୬ କୋଟି । ୨୦୨୪-୨୫ରେ ଖର୍ଚ୍ଚ ହେଇଛି ୧୦୮ କୋଟି । ଦେଖନ୍ତୁ, ଏହି ସ୍ପେଶାଲ ରିପୋର୍ଟ....
#SpecialReport
#OdishaCM
#AdvertisingExpenditure
See More
kanak_news's tweet video.
AwardCv
retweeted
ଓଟିଭି
@otvkhabar
about 1 year ago
ଅନ୍ତରୀକ୍ଷରୁ ଏମିତି ଦିଶୁଛି ଭାରତ ଓ ଶ୍ରୀଲଙ୍କା। ମହାକାଶ ଯାନରେ ଭାରତ ମହାସାଗରକୁ ଦକ୍ଷିଣରୁ ଉତ୍ତରକୁ ପାର୍ ହେଲାବେଳେ, ଅରବିଟ୍ ରୁ ଏହି ଭିଡିଓ ନେଇଥିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ନିଜ ଏକ୍ସ ହ୍ୟାଣ୍ଡେଲରେ ଭିଡିଓଟିକୁ ପୋଷ୍ଟ କରି ଶୁଭାଂଶୁ ଲେଖିଛନ୍ତି- ‘ଆମେ ଭାରତର ପୂର୍ବ ଉପକୂଳ ଦେଇ ଯାତ୍ରା କରୁଥିବା ବେଳେ, ମୁଁ ଏହି ଭିଡିଓ କରିଥିଲି, ମୋ ଭାରତବାସୀଙ୍କ ପାଇଁ। ଆପଣ ଦେଖୁଥିବା ବାଇଗଣୀ ରଙ୍ଗର ଝଲକ ହେଉଛି, ଦେଶର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବେଳେ ବିଜୁଳି ମାରିବାର ଦୃଶ୍ୟ। ଯେତେବେଳେ ଆଲୋକ ମଳିନ ହେଉଛି ଏବଂ ଏକ ଅନ୍ଧକାର ଅଞ୍ଚଳ ଦେଖାଯାଉଛି, ତାହା ହେଉଛି ହିମାଲୟର ଦୃଶ୍ୟ। ଯେତେବେଳେ ଆମେ ଏହାକୁ ଅତିକ୍ରମ କରୁଛୁ, ପୁଣି ଆଲୁଅ ଦେଖାଯାଉଛି, ଏହାର କାରଣ ହେଲା, ଆପଣ ଅର୍ବିଟ୍ରେ ଏକ ସୂର୍ଯ୍ୟୋଦୟ ଦେଖୁଛନ୍ତି। ପଛପଟେ ଥିବା ତାରାମାନଙ୍କୁ ମଧ୍ୟ ଲକ୍ଷ୍ୟ କରନ୍ତୁ।’ #SubhanshuShukla #OTV
See More
otvkhabar's tweet video.
AwardCv
retweeted
Kanak News
@kanak_news
about 1 year ago
#ଚନ୍ଦା_ମୁଣ୍ଡରେ_ଉଠିବ_ଚୁଟି
ଚନ୍ଦାପଣ ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଖୁସିଖବର । ଯତ୍ନ ନେଲେ ପୁଣିଥରେ ଫେରିଆସିବ ପୂର୍ବାବସ୍ଥା । ଷ୍ଟେମ୍ ସେଲ୍ ରିସର୍ଚ୍ଚ ଆଣ୍ଡ୍ ଥେରାପିର ବଡ଼ ଦାବି
#KanakNews
#Baldness
#health
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
‘
#ସରକାରୀ_ଚାକିରି_ନକଲେ_ଝିଅ_ଦେଉନାହାନ୍ତି
’ ବର୍ତ୍ତମାନ ସରକାରୀ ଚାକିରି ଯାହାର ନାହିଁ ତାଙ୍କୁ ଝିଅ ଦେବାକୁ ବାପାମାନେ ପଛାଉଛନ୍ତି । ପ୍ରାଇଭେଟ ଚାକିରିକୁ କେହି ବିଶ୍ୱାସ କରୁନାହାନ୍ତି । ତେଣୁ ୭ ହଜାର ଟଙ୍କିଆ କିରାଣି ଚାକିରି ହେଲେ ବ��� ତାକୁ କରିବାକୁ ପଡୁଛି: ପରୀକ୍ଷାର୍ଥୀ
। #J
o
b #Kendrapa
d
a #HomeGua
r
d #KanakNe
w
s #Odis
ha
See More
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
#ଗେମ୍_ଖେଳି_୩_କୋଟି_ଓ_ଥାର୍_ଗାଡି_ଜିତିଲେ_ଯୁବକ
ଅନଲାଇନ୍ ଗେମ୍ କରିଦେଲା କୋଟିପତି । ଗେମ୍ ଖେଳି ୩ କୋଟି ଓ ଥାର୍ ଗାଡି ଜିତିଲେ ଯୁବକ । ସମ୍ବଲପୁର ହୀ���ାକୁଦର ୨୮ ବର୍ଷର ଯୁବକ ଶିବ ସୁନ୍ଦର ....ରିକ୍ସ ନେଇଥିଲେ, ଏବେ ଟଙ୍କା ପାଇଲ
େ #I
P
L #Ind
i
a #KanakNe
ws
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
#ଅନଲାଇନ୍_ଗେମରେ_ଠକିଗଲେ_୯୧_ଲକ୍ଷ
ସର୍ବସ୍ବାନ୍ତ କଲା ଅନଲାଇନ୍ ଗେମ୍ । ୯୧ ଲକ୍ଷ ଟଙ୍କା ହରାଇଲେ ଯାଜପୁର ଚଇନପୁର ଅଞ୍ଚଳର ଧୀରେନ୍ଦ୍ର ନାୟକ । ଚାକିରି ଛାଡି, ଜମିବାଡ଼ି ସୁନାଗହଣା ବିକି ଅନଲାଇନ୍ରେ ଖେଳୁଥିଲେ ଗେମ୍ । ଟଙ୍କ�� ହରାଇବା ପରେ ଥାନାର ଦ୍ବାରସ୍ଥ ।
#OnlineGam
e
#CyberFrau
d
#Odish
a
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ । ଏନେଇ ରାୟ ଶୁଣାଇଛନ୍ତି କଟକ ଜେଏମଏଫସି କୋର୍ଟ । ବାହାଘର ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା
#Odisha
#KanakNews
#AnubhavMohanty
#VarshaPriyadarshini
See More
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
#ଛାତ୍ରଙ୍କୁ_ବାହା_ହେଲେ_ଅଧ୍ୟାପିକା
ବାଃ ବାଃରେ ଅଧ୍ୟାପିକ : ଶ୍ରେଣୀ ଗୃହରେ ନିଜେ ପଢାଉଥିବା ପିଲାକୁ ବାହା ହେଲେ ଅଧ୍ୟାପିକା , ଭାଇରାଲ ହେଲା ଭିଡ଼ିଓ
#ViralVideo
#India
#KanakNews
kanak_news's tweet video.
AwardCv
retweeted
ଓଟିଭି
@otvkhabar
over 1 year ago
#ଭୟଙ୍କର_ଘଟଣା
#ଭୁଶୁଡି_ପଡ଼ିଲା_କୋଠା
ପଶ୍ଚିମବଙ୍ଗରେ ଭୟଙ୍କର ଘଟଣା। ପଶ୍ଚିମବଙ୍ଗର ବିଦ୍ୟାସାଗର କଲୋନିରେ ଭୁଶୁଡି ପଡ଼ିଲା କୋଠା। ଏଥିରେ କେହି ବି ଆହତ ହୋଇନଥିବା ସୂଚନା। ଦେଖନ୍ତୁ ଭିଡ଼ିଓ କେମିତି ଭୁଶିଡ଼ି ପଡ଼ିଛି କୋଠା...
#BuildingCollapsed
#WestBengal
#VidyasagarColony
#OTV
otvkhabar's tweet video.
AwardCv
retweeted
Kanak News
@kanak_news
over 1 year ago
#ପିତାମାତାଙ୍କ_ଯତ୍ନ_ନନେଲେ_ସମ୍ପତ୍ତି_ଫେରସ୍ତ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ବୃଦ୍ଧ ପିତାମାତାଙ୍କ ଯତ୍ନ ନନେଲେ ହେବ ସମ୍ପତ୍ତି ଫେରସ୍ତ । ପିତାମାତା ଏବଂ ବରିଷ୍ଠ ନାଗରିକ ଅଧିନିୟମ ଅନୁଯାୟୀ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ
#KanakNews
#SupremeCourt
kanak_news's tweet video.
AwardCv
retweeted
Kanak News
@kanak_news
over 1 year ago
#ଛଳଛଳ_ରାହୁଲ_ଗାନ୍ଧୀ
#ଛାଡୁ_ନଥିଲେ_ମନମୋହନଙ୍କ_ପାଖ
... ଅନ୍ତିମ ଯାତ୍ରା ସମୟରେ ମନମୋହନଙ୍କ ପାର୍ଥିବ ଶରୀର ପାଖେ ପାଖେ ରହିଥିଲେ ରାହୁଲ। କୋକେଇରେ ଦେଇଥିଲେ କାନ୍ଧ । ରାହୁଲଙ୍କ ଛଳଛଳ ଆଖି କହୁଥିଲା, ମିସ୍ ୟୁ ମନମୋହନ ଜୀ... ମିସ୍ ୟୁ...
#SpecialReport
#RahulGandhi
#ManmohanSingh
#PassedAway
#LastRites
See More
kanak_news's tweet video.
AwardCv
retweeted
ଓଟିଭି
@otvkhabar
almost 2 years ago
#୧୨୯_ବର୍ଷରେ_ବି_ମୁଁ_ଫିଟ୍
ଜ��ନ୍ନାଥ ଧାମ ପୁରୀ ଆସିଛନ୍ତି ୧୨୯ ବର୍ଷ ବୟସ୍କ ସ୍ୱାମୀ ଶିବାନନ୍ଦ। ନିୟମିତ ଯୋଗାଭ୍ୟାସ ଦ୍ୱାରା ସେ ନିଜକୁ ଫିଟ୍ ରଖିଛନ୍ତି ।
#SwamiSivanand
a
#Yog
a
#Pur
i
#Odish
a
otvkhabar's tweet video.
AwardCv
retweeted
ଓଟିଭି
@otvkhabar
almost 2 years ago
ରାଜ୍ୟର ସବୁଠୁ ବଡ଼ ଟନେଲ ଭିତର ଦେଇ ବୌଦ୍ଧକୁ ଗଡ଼ିବ ରେଳଗାଡ଼ି। ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ��ରେନ।
#Boud
h
#RailProjec
t
#Tunne
l
#OT
V
otvkhabar's tweet video.
AwardCv
retweeted
ଓଟିଭି
@otvkhabar
almost 2 years ago
#ଓଡ଼ିଶାର_12th_Fail
ଦ୍ବାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ OCS ପରୀ��୍ଷାରେ ପାସ୍ କରିପାରିବେ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା। IPS ମନୋଜ ମିଶ୍ରଙ୍କ ଜୀବନକୁ ନେଇ ହିନ୍ଦୀ ଫିଲ୍ମ 12TH FAIL ପରି ଓଡ଼ିଶାର ଏ ବ୍ୟକ୍ତଙ୍କ କାହାଣୀଟି ବି ମଧ୍ୟ ଆପଣଙ୍କୁ ତାଜୁବ କରିଦେବ।
#12thFai
l
#OC
S
#Ganja
m
#OT
V
See More
otvkhabar's tweet video.
AwardCv
retweeted
Kanak News
@kanak_news
almost 2 years ago
#ଫେରିବେ_ସୁନୀତା_କାଉଣ୍ଟଡାଉନ୍_ଆରମ୍ଭ
ସୁନୀତା ୱିଲିୟମ୍ସଙ୍କୁ ଫେରାଇ ଆଣିବାକୁ ଆରମ୍ଭ ହେଲା ଅଭିଯାନ । ଫ୍ଲୋରିଡା ସ୍ପେସ୍ ଷ୍ଟେସନରୁ କ୍ରୁ-୯ ସଫଳତାର ସହ ଉତକ୍ଷେପଣ । ଆଜି ମହାକାଶରେ କରିବ ଅବତରଣ
#KanakNews
#SunitaWilliams
kanak_news's tweet video.
Last Seen Users on Sotwe
Hakan İstanbul
Seen from
Turkey
Mersin itiraf ve paylaşım sayfasi
Seen from
Turkey
CHEERIN 🍑
纯情小猫🐱
Seen from
Vietnam
Aaaaaa
Seen from
Japan
lyn 🦋
Seen from
Indonesia
تالا
Seen from
United States
❌ Türk Porno Mahzeni ❌
Seen from
Saudi Arabia
Make It CUM 200k
6.5 inches
Trends for you
1
#PPxSHUFFLE
Under 10K tweets
2
#dwts
Under 10K tweets
3
Padres
Under 10K tweets
4
#PixVerseWorldModel
Under 10K tweets
5
#TheDrop
Under 10K tweets
6
Marlins
Under 10K tweets
7
Cabrera
Under 10K tweets
8
Matt Shaw
Under 10K tweets
9
Carla Leite
Under 10K tweets
10
Opus 5.5
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.3M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫