Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Biswabijayee Dash
@BBDashBanpur
(Chemistry )IIM.A.(Education)llB.Ed(Special Education)ll Writer llProud to be OdiallEditor, Brajabilas E-magazine
Gambharimunda, Banpur, Khordha
Joined February 2019
4.3K
Following
1.4K
Followers
12K
Posts
Pinned Tweet
Biswabijayee Dash
@BBDashBanpur
over 4 years ago
ମା' 🙏🙏
Biswabijayee Dash
@BBDashBanpur
19 days ago
@PrithivirajBJP
ଜୟ ଜଗନ୍ନାଥ 🙏
Biswabijayee Dash
@BBDashBanpur
19 days ago
ଓଡ଼ିଶାର ଗର୍ବ ଓ ଗୌରବ, ବିଶିଷ୍ଟ ରାଜନୀତିଜ୍ଞ, ���ୁଶଳ ��େତୃତ୍ୱ,ଯୁବବର୍ଗଙ୍କ ପ୍ରେରଣାର ଉତ୍ସ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍
ରୀ @dpradhan
bjp ଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
See More
Biswabijayee Dash
@BBDashBanpur
25 days ago
ବ୍ରହ୍ମଗିରି ବିଧାନସଭା କ୍ଷେତ୍ରର ମାନନୀୟା ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖୀ,ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।
@UpasnaMohapatra
Who to follow
Manabendra Gopal
@ArtistManab
• ଜୟ ଜଗନ୍ନାଥ ⭕❗⭕ • ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ • Pencil artist ✏️ • Water colour Artist 💦 • Cartoon Artist 🎭 • Acrylic painting 🎨 • Pastal Artist @ArtistManab
MR.PRADUMNA
@biswalp123
ଅନ୍ୟାୟ ବିରୋଧରେ ଲଢିବା । ସମାଜ ର ସେବା କରିବା । ମୋର ପ୍ରଥମ ଲକ୍ଷ୍ୟ ।
🇮🇳ĆHÅÑĐÄŃ ĶŰMĄŘ🇮🇳
@CHANDAN9100
🌸🙏JAY SHREE JAGANNATH 🙏🌸 🙏🙏⭕️‼️⭕️🙏🙏କାହାକୁ ନିଜ ସହ କଥା ହବାକୁ ବାଧ୍ୟକରନାହିଁ,ଯାହାର ଇଛ୍ଥା ହଉଛି କଥା ହୁଅନ୍ତୁ ନହେଲେ ନାହିଁ କୈଣସି ସମ୍ପର୍କ ବାଧ୍ୟ ବାଧକତାରେ.... 🙏❤
BBDashBanpur
retweeted
Dr. Mukesh Mahaling
@MahalingMukesh
about 1 month ago
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ଵ ଦେଇ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି। ଯୋଜନା ଅଧିନରେ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ୩ ଦିନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍�� ପରୀକ୍ଷାକୁ ଆୟୁଷ୍ମାନ କାର୍ଡରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଲୋକଙ୍କ ସରକାର ଦ୍ଵାରା ନିଷ୍ପତ୍ତି ନିଆଯାଇଛି। ଏଥିସହ ହସ୍ପିଟାଲରୁ ଡିସଚାର୍ଜ ହେବା ଦିନଠାରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ଔଷଧ, ଫଲୋ-ଅପ୍ ଏବଂ ଆବଶ୍ୟକୀୟ ଟେଷ୍ଟ ସମ୍ପୂର୍ଣ୍ଣ ମାଗଣାରେ ହେବ, ହସ୍ପିଟାଲ ନିଜ ତରଫରୁ ଏହି ଔଷଧ ଯୋଗାଇ ଦେବାକୁ ବାଧ୍ୟ। ଯଦି ସର୍ଜରୀ ପରେ କୌଣସି ସମସ୍ୟା ଦେଖାଦିଏ କିମ୍ବା ପୁଣିଥରେ ଭର୍ତ୍ତି ହେବାକୁ ପଡ଼େ, ତେବେ ତାହା ମଧ୍ୟ ପୂର୍ବ ପ୍ୟାକେଜ୍ ଅଧୀନରେ ଆସିବ, ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ���େବାକୁ ପଡ଼ିବ ନାହିଁ। ମାତ୍ର ଯୋଜନାରେ ତାଲିକାଭୁକ୍ତ ଥିବା କିଛି ବେସରକାରୀ ହସ୍ପିଟାଲ ଗୁଡିକରେ ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ ଏବଂ ଚିକିତ୍ସା ପରବର୍ତ୍ତୀ ସମୟରେ କରାଯାଉଥିବା ରୋଗ ପରୀକ୍ଷା (Diagnostic) ପାଇଁ ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ ରୋଗୀମାନଙ୍କୁ ଯୋଜନାର ସମସ୍ତ ସୁବିଧା ନିରବଚ୍ଛିନ୍ନ ଭାବେ ପ୍ର��ାନ କରିବାକୁ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କିମ୍ବା ରୋଗୀଙ୍କୁ ହଇରାଣ କରିବା ଭଳି ଘଟଣାରେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
See More
Biswabijayee Dash
@BBDashBanpur
about 1 month ago
ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା
#OdiaAsmita
#PaikaBidroha
#krutibashpattasani
BBDashBanpur
retweeted
Prithiviraj Harichandan
@PrithivirajBJP
about 1 month ago
ମୋର ପ୍ରିୟ ଚିଲିକା ନିର୍ବାଚନମଣ୍ଡଳୀର ଭାଇ, ମାତୃଶକ୍ତି ଓ ଭଗିନୀବୃନ୍ଦ🙏 ଆଜିର ଦିନଟି ମୋ ଜୀବନର ଏକ ଅତ୍ୟନ୍ତ ସ୍ମରଣୀୟ ଏବଂ ଭାବବିହ୍ୱଳତାର ଦିନ। ଠିକ୍ ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ମୋତେ ନିଜ ପରିବାରର ଜଣେ ସଦସ୍ୟ ଭାବେ ଆପଣେଇ ନେଇ, ନିଜର ଅମୂଲ୍ୟ ଭୋଟ୍ ଓ ଆଶୀର୍ବାଦ ମାଧ୍ୟମରେ ଚିଲିକାର ସେବା କରିବାର ସୁଯୋଗ ଏବଂ ଗୌରବ ପ୍ରଦାନ କରିଥିଲେ। ଆପଣମାନଙ୍କର ଅକୁଣ୍ଠ ଭଲପାଇବା, ବିଶ୍ୱାସ ଓ ସମର୍ଥନ ବଳରେ ଆଜି ଚିଲିକା ନିର୍ବାଚନମଣ୍ଡଳୀ ବିକାଶର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହିତ ଚିଲିକାର ପ୍ରତ୍ୟେକ ପରିବାରର ସୁଖ-ଦୁଃଖରେ ସାମିଲ ହେବା ଏବଂ ମୋ ମା' ମାଟିର ସର୍ବାଙ୍ଗୀନ ବିକାଶ କରିବା ମୋର ପ୍ରଥମ କର୍ତ୍ତବ୍ୟ ଓ ସଂକଳ୍ପ ହୋଇ ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ଆପଣମାନଙ୍କ ସକ୍ରିୟ ସହଯୋଗରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଫଳତାର ସହ ଆଗେଇ ଚାଲିଛି। ଏହି ସଫଳତା କେବଳ ମୋର ନୁହେଁ, ବରଂ ଆମ ସମସ୍ତ ଚିଲିକାବାସୀଙ୍କ ମିଳିତ ପ୍ରୟାସ, ଏକତା ଏବଂ ସହଯୋଗର ପ୍ରତିଫଳନ। ଆଗାମୀ ଦିନରେ ମଧ୍ୟ ଚିଲିକାକୁ ପ୍ରଗତି ଓ ସମୃଦ୍ଧିର ଏକ ସ୍ୱର୍ଣ୍ଣିମ ଶିଖରରେ ପହଞ୍ଚାଇବା ପାଇଁ ମୁଁ ମୋର ନିଷ୍ଠା, ସମର୍ପଣ ଓ ସେବା ମନୋଭାବ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ମୋ ଉପରେ ଅତୁଟ ବିଶ୍ୱାସ ରଖିଥିବା ମୋର ପ୍ରିୟ ଭୋଟର, ଦେବ ଦୁର୍ଲ୍ଲଭ ଦଳୀୟ କର୍ମୀ, ଶୁଭେଚ୍ଛୁ ଏବଂ ସମସ୍ତ ଚିଲିକାବାସୀଙ୍କୁ ହୃଦୟର ଗଭୀରତାରୁ ଅଶେଷ କୃତଜ୍ଞତା ଓ ପ୍ରଣାମ ଜଣାଉଛି। ଆପଣମାନଙ୍କର ସ୍ନେହ, ଭଲପାଇବା ଓ ଆଶୀର୍ବାଦ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଥାଉ। ପୁଣିଥରେ ମୋର ପ୍ରିୟ ଚିଲିକାବାସୀଙ୍କ କୃତାଞ୍ଜଳିପୁଟରେ ପ୍ରଣାମ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଆରାଧ୍ୟା ଦେବୀ ମା' ଭଗବତୀଙ୍କ ଆଶୀର୍ବାଦରେ ଆମ ଚିଲିକା ନିର୍ବାଚନମଣ୍ଡଳୀକୁ ରାଜ୍ୟ�� ଏକ ଆଦର୍ଶ ଓ ଶ୍ରେଷ୍ଠ ବିଧାନସଭା କ୍ଷେତ୍ର ରୂପେ ଗଢ଼ି ତୋଳିବା ପାଇଁ ଆସନ୍ତୁ ସମସ୍ତେ ମିଳିତ ଭାବେ ସଂକଳ୍ପ ନେବା। 🙏 ସଶକ୍ତ ଚିଲିକା • ସମୃଦ୍ଧ ଚିଲିକା • ଶ୍ରେଷ୍ଠ ଚିଲିକା 🙏 #2YearsOfService #ChilikaPragati #PrithivirajHarichandan #OdishaGovt #Development #ThankYouChilika #PeopleFirst
See More
BBDashBanpur
retweeted
Narendra Modi
@narendramodi
about 1 month ago
ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ ନିର୍ମାଣ ପାଇଁ ଅନୁମୋଦନ ଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସ���ଂପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ । ଏହି ଆଧୁନିକ ପ୍ରକଳ୍ପ ଲଜିଷ୍ଟିକ୍ସକୁ ସୁଦୃଢ଼ କରିବ, ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ କରିବ ଏବଂ ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ତଥା ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ । ଏଥିସହିତ, ଉପକୂଳ ଅଞ୍ଚଳର ବିକାଶ ମଧ୍ୟ ହେବ । https://t.co/nmz8ujfJLA
See More
Biswabijayee Dash
@BBDashBanpur
about 1 month ago
ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଶୁଭ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
@NityanandaBJP
Biswabijayee Dash
@BBDashBanpur
about 2 months ago
@NityanandaBJP
ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ 🎂🎉
Biswabijayee Dash
@BBDashBanpur
4 months ago
ଓଡ଼ିଶା ପ୍ରଦେଶର ସମସ୍ତଙ୍କୁ ‘ଉତ୍କଳ ଦିବସ’ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆମ ��ାଜ୍ୟକୁ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ମୁଖ୍ୟ ଭୂମିକା ନିର୍ବାହନ କରିଥିବା ସମସ୍ତ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନମନ କରୁଛି। ଆଜିର ଦିନରେ ଆସନ୍ତୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ କରିବା।
See More
Biswabijayee Dash
@BBDashBanpur
4 months ago
ବିଶ୍ବବିଜୟୀ ଦାଶଙ୍କ କବିତା: ମାଟି https://t.co/wqtK93T7aN
Biswabijayee Dash
@BBDashBanpur
6 months ago
ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏକ ଅପୂର୍ବ ସମନ୍ୱୟ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆଜି ୭୭ତମ ‘ଗଣତନ୍ତ୍ର ଦିବସ’ ଅବସରରେ ନୂଆଦିଲ୍ଲୀର 'କର୍ତ୍ତବ୍ୟପଥ'ରେ ପ୍ରଦର୍ଶିତ ହୋଇଥିଲା।
#RepublicDay2026
BBDashBanpur's tweet video.
BBDashBanpur
retweeted
Prithiviraj Harichandan
@PrithivirajBJP
7 months ago
୨୦୨୬ ଇଂରାଜୀ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍���ା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
#HappyNewYe
a
r #bestwish
e
s #PrithivirajHarichand
an
PrithivirajBJP's tweet video.
Biswabijayee Dash
@BBDashBanpur
7 months ago
ବିକଶିତ ଚ଼ିଲିକା ଓ ବିକଶିତ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି, ଓଡ଼ିଶା ରାଜନୀତିର ସ୍ପର୍ଦ୍ଧିତ ସ୍ବର ,ଆମ ସମସ୍ତଙ୍କର ଅତ୍���ନ୍ତ ପ୍ରିୟ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୁଭ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏। ଆମ ନେତା,ଆମ ଗର୍ବ ଓ ଆମ ସ୍ବାଭିମା
ନ @PrithivirajB
JP
See More
BBDashBanpur's tweet video.
Biswabijayee Dash
@BBDashBanpur
7 months ago
ଆପଣଙ୍କ ମୁଖମଣ୍ଡଳ ସଦାସର୍ବଦା ଉଜ୍ଜ୍ୱଳ ରହୁ ଏବଂ ଆପଣଙ୍କର ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ନିକଟରେ ପ୍ରାର୍ଥନା କରୁଛି।🙏
Biswabijayee Dash
@BBDashBanpur
7 months ago
ଓଡ଼ିଶା ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ଵ,ସାହିତ୍ୟାନୁରାଗୀ ରାଜନେତା,ବିକଶିତ ଚ଼ିଲିକା ଓ ବିକଶିତ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି,ମୋ ମାର୍ଗଦର୍ଶକ ତଥା ଓଡିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ
@PrithivirajBJP
ମହୋଦୟଙ୍କ ଶୁଭ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
Biswabijayee Dash
@BBDashBanpur
7 months ago
ଦିବ୍ୟାଙ୍ଗ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଶକ୍ତି କୁ ପ୍ରସ୍ଫୁଟିତ କରିବା ସହ ଉତ୍ତମ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଇ ସେହି ମାନଙ୍କୁ ସ୍ବାବଲମ୍ବୀ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଆଜିର ଦିନରେ ସଂକଳ୍ପ ହେଉ।
#InternationalDisabilityDay
Biswabijayee Dash
@BBDashBanpur
7 months ago
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କର ଉଜ୍ଜ୍ବଳ ଓ ସୁଖମୟ ଭବିଷ୍ୟତ କାମନା କରୁଛି।
BBDashBanpur
retweeted
Prithiviraj Harichandan
@PrithivirajBJP
8 months ago
ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ୩୧ତମ ବୈଠକରେ ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ
@KVSinghDeo1
, ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ
@PravatiPOdisha
ଓ ମନ୍ତ୍ରୀ ��ରିଷଦର ସଦସ୍ୟବୃନ୍ଦଙ୍କ ସହ ଯୋଗଦେଲି।
See More
BBDashBanpur
retweeted
Prithiviraj Harichandan
@PrithivirajBJP
8 months ago
ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଆଗତ ୩ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।
#CabinateDecision
#OdishaGovernment
#CabinateMeeting
#VikashitOdisha
Last Seen Users on Sotwe
karafelek10
Seen from
Turkey
Mohammad Zakaria
dyarra
Seen from
Turkey
🍭LOLLIPOPCON🍿
Seen from
United States
ankara cd travesti melis
Seen from
Turkey
nOt VirGin
Seen from
Germany
Mert Sert 27
Seen from
Turkey
Emily
Seen from
Turkey
veljaa.kechmanovic
Seen from
Indonesia
Picaaaa
Seen from
Indonesia
Trends for you
1
Spain
Under 10K tweets
2
#AllStarGame
Under 10K tweets
3
Good Wednesday
Under 10K tweets
4
Standard Time
Under 10K tweets
5
NDAA
Under 10K tweets
6
Jordan Walker
Under 10K tweets
7
Lamar
Under 10K tweets
8
Jack Smith
Under 10K tweets
9
Digne
Under 10K tweets
10
Rodri
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.4M followers
5
Narendra Modi
@narendramodi
107M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.1M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.6M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.4M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫