Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
Once u replace negative thoughts with positive once ,, you'll start having positive results ........... 😊Nature Is Happy ... It's My Photography😊
Cuttack, India
Joined August 2019
84
Following
1K
Followers
933
Posts
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
3 days ago
ଅପକ୍ଷା... ମୁଁ ତୁମର ସେହି ଅପେକ୍ଷାର ପୃଷ୍ଠା, ଯାହା ବର୍ଷ ବର୍ଷ ଧରି ଖୋଲା ରହିଛି କେବଳ ତୁମ ପାଇଁ। ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ଆଶାକୁ ହୃଦୟରେ ସାଇତି ରଖିଛି - କେବେ ତୁମେ ଆସିବ, ମୋ ସ୍ୱପ୍ନର ରାଜକୁମାର ହୋଇ। ଆସି ନିଜ ପ୍ରେମରେ ପୂର୍ଣ୍ଣ କରିଦେବ। ଇତି - ତୁମ ଅପେକ୍ଷାର ପୃଷ୍ଠା 📖 ♥️🍫
See More
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
7 days ago
ଇତି - ତୁମର ଅବୁଝା ପୃଷ୍ଠା... 📖 📖
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
about 1 month ago
ବର୍ଷା କେବଳ ପାଣିର ବୁନ୍ଦା ନୁହେଁ, ସେ ମୋ ମନର ଅକୁହା ଭାଷା। ତା ସହ ମୋର ସମ୍ପର୍କ ଏମିତି, ଯେଉଁଠାରେ ଶଦ୍ଦ କମ୍, ଅନୁଭବ ଅଧିକ । ବର୍ଷା ସହ ମୋର ଭଲପାଇବା କେବେ ପୁରୁଣା ହୁଏନି, ପ୍ରତ୍ୟେକ ଋତୁରେ ସ��� ଆହୁରି ଗଭୀର ହେଇଯାଏ .... 🌧️ ☔
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
3 months ago
ସେ ଆଖିର ନିରୀହତା, ସେ ଓଠର ହସ ମୋ ସ୍ପନ୍ଦନକୁ ଦିଏ ଏକ ନୂଆ ପରିଭାଷା, ତୁମେ ହିଁ ତ ମୋ ଶାନ୍ତି, ମୋ ସାରା ଜୀବନର ଶେଷ ନୁହେଁ, ଅସରନ୍ତି ପ୍ରେମର ପ୍ରତ୍ୟାଶା...।।
#myownwritings
#mystyle
#naturelover
❤️
Who to follow
Anindita Nanda
@AninditaNanda1
curious mind 🤨
Dr_Lucky_
@drlucky02
Healthcare Professional🩺 || Humanitarian|| VHD – Angel Care Foundation || Writer✍|| God's Child❤️||Secular || Nonpartisan || Standing for truth and justice✊
Bäblu Mohanty
@Bablumohanty95
Proud Sanatani !! Nationalist !! Swayam Sevak At @Rss ! Proud Odia ! Dedicated For My Nation !! Coordinator At @BJYM #Balesore !! Views Are Personal !!
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
3 months ago
ଫୁଲକୁ ସଜାଇ ଭ୍ରମର ଉଡେ, ପ୍ରେମରେ ସଜାଇ ମନକୁ ଗଢ଼େ କେତେବେଳ ଫୁଲ ବାସ୍ନା ଆଉ କେତେବେଳେ ଜହ୍ନ ର ଜୋସ୍ନା ଶୁଭ୍ର ସକାଳର ମିଠା ଶିଶିର ଜୀବନ ଲାଗେ ବହୁତ୍ ସୁନ୍ଦର୍ ...।। 🪻🪻🪻
#flowerslovers
#roadsideflower
#ɴᴀᴛᴜʀᴇʟᴏᴠᴇʀ
#ownwritten
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
3 months ago
ହରିତ ଜଙ୍ଗଲ ଓ ନୀଳ ଆକାଶର ସୃଷ୍ଟିରେ ହୁଏ ପ୍ରେମ, ସେହି ପ୍ରେମର ନଜରରେ, ❤️ ଲାଜେଇ ଯାଏ ମୋ ମନ ।। 🫰
#ownpoem
#mystyle
#narurelover
#greenworld
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
4 months ago
ଜୀବନ ହେଉଛି ସବୁଠାରୁ ବଡ଼ ଶିକ୍ଷକ, ଯେଉଁଥିରେ ଅନୁଭବ ହେଉଛି ସବୁଠାରୁ ମହଙ୍ଗା ପାଠ। ପୁସ୍ତକ ଠାରୁ ବେଶି ଜୀବନ ଶିଖାଏ, ସମୟ ଆସିଲେ ସବୁ ମୂଲ୍ୟବୋଧ ବୁଝାଇ ଦିଏ ...। ହର୍ ହର୍ ମହ��ଦେବ 🙏🙏
#journalistlif
e
#journalis
t
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
4 months ago
The Best Part Of Life Is Mode Of ENJOY.... No Less...No more I Wanna CHERRY 🤟🤟
#lifelessions
#moodontheday
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
4 months ago
ବର୍ଷା ମୋର ମନର ସବୁଠାରୁ ନିକଟ ସାଥୀ, ସେ ଆସିଲେ ହସିଯାଏ ମୋ ଜୀବନ ପ���ୀ।। ଭିଜା ମାଟିର ଗନ୍ଧ ମୋତେ ମୋହିତ କରେ, ପ୍ରତ୍ୟେକ ବୁନ୍ଦା ନୂଆ ସ୍ୱପ୍ନ ନେଇ ଆସେ ମୋ ଦ୍ୱାରେ, ବର୍ଷା ସହିତ ମୋର ପ୍ରେମ ହେଉଛି ଅସୀମ ଓ ଅବିଚ୍ଛିନ୍ନ।।🌧️🌧️❤️❤
️ #rainlov
er☔
️ #naturelove
rs
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
5 months ago
ଯେଉଁ ଆଖି ଦେଖେ ଭଲପାଇବାକୁ ପରକୁ ଆପଣା କରି, ସେଇ ଆଖି ପାଇଁ ସାରା ଦୁନିଆଟା ସୁନ୍ଦରତା ଯାଏ ଭରି...💔💔
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
5 months ago
ଫଗୁ ଫଗୁ ଏଇ ଆକାଶ ��ଳେ ଚୁନା ଚୁନା କିଏ ଅବିର ଢାଳେ ଏତେ ରଙ୍ଗ ସତେ ଥିଲା କେଉଁଠି ?? ଯେବେ ପ୍ରେମ ହୁଏ, ମନ ହଜିଯାଏ .....
#happyholi202
6
#HappyHol
i
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
6 months ago
କଥା ଥିଲା ରହିବ ବୋଲି ସେ ସାଥିରେ,, କିନ୍ତୁ, ଛାଡିଦେଲା ସେ ଅଧା ବାଟରେ...। ଭରସା ନାହିଁ ଏ ପ୍ରେମରେ, ଆଉ ଅସିବିନି କେବେ ତୋ ଜୀବନରେ ....। 💔💫⚡✨🧬
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
6 months ago
ନଥିଲା ଭାଗ୍ୟରେ, ହାୟ ଯିଏ ମୋ ପାଇଁ କି..। ତାକୁ ମୋର ଭାଗ୍ୟ କହ କଲୁ ତୁ କାହିଁକି ? 💔💔💔
#hearbreak
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
9 months ago
ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇ ଥିବା ବେଳେ, ସରକାରୀ ନିୟମକୁ ଏଠାରେ ଫୁ କରାଯାଇଛି, ଆଉ ପ୍ଲାଷ୍ଟିକ ବୋତଲରେ ମିଳୁଛି ପେଟ୍ରୋଲ । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। @CuttackDM
@_KrushnaChPatra
#CMC
@IndianOilcl
#cuttack
#khanangarpetrolpump
See More
BeheraSameswari's tweet video.
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
10 months ago
ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଦୂର ଖବର ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎇🪔
#diwalicelebration
#happydiwali2025
#diwalispecial
BeheraSameswari's tweet video.
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
10 months ago
@NrusinghaOdisha
@BibhutiJena93
@STAOdisha
@ushapadhee1996
@drpatra
@AMITABHTHAKUR21
@RtoBbsr_I
@rto_cuttack
@CMO_Odisha
@odisha_police
@dcpbbsr
@DM_Bhadrak
@homeodisha
@BJP4Odisha
ଆରେ ଭାଇ ଏଇ ଗାଡ଼ିର ��ାଲିକ ନାମ ପିଣ୍ଟୁ । ସେ ଥିଲା କଣ୍ଡକ୍ଟର। କଣ୍ଡକ୍ଟର ରୁ ହେଇଛି ମାଲିକ । ତେଣୁ ସେ ତା ବସ୍ ରୁ କଣ୍ଡକ୍ଟରକୁ ଶିଖାଇ ଥିବ ପାସେଞ୍ଜରଙ୍କ ଠାରୁ କିପରି ପଇସା ଆଦାୟ ହେବ । ସେହି ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବି କେବେ କେବେ ହେବାର ଶୁଣିବାକୁ ବି ମିଳିଥିଲା । କିନ୍ତୁ ପ୍ରମାଣ ମିଳିଲାନି ।
See More
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
11 months ago
ଓଡ଼ିଶାର୍ ମହାନ୍ ତିହାର୍ ନୂଆଁଖାଇର୍ ଉଧେଁ ସମ୍ କୁ ଗୁର୍ଦୁଟେ ଶୁଭେଚ୍ଛା। ଆମର୍ ବଡ୍ଖା ତିହାର୍ ନୂଆଁଖାଇର୍ ଶୁଭ୍ଅବସର୍ ନେ ସମ୍କର୍ ସୁଖ୍,ଶାନ୍ତି ଆର୍ ସମୃଦ୍ଧି ଲାଗି ମାଁ ସମ୍ଲେଇଙ୍କର୍ ଠାନେ ମୋର୍ ପ୍ରାର୍ଥନା। ସମ୍ କୁ ମୋର୍ ନୂଆଁଖାଇ ଜୁହାର୍....।।🙏🙏 ଜୟ ମାଁ ସମଲେଶ୍ବରୀ🙏🙏🙏
#NuakhaiJuhar
#nuakhaispecial
See More
BeheraSameswari's tweet video.
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
11 months ago
ଆଜି ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା...🙏🙏
#ganapatibappamorya
#ganeshfestival
#GaneshPuja2025
BeheraSameswari's tweet video.
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
12 months ago
ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ... ଜୟ ଶ୍ରୀକୃଷ୍ଣ ...।।
#janamastmispecial
BeheraSameswari's tweet video.
𝕾𝖆𝖒𝖊𝖘𝖜𝖆𝖗𝖎 𝕭𝖊𝖍𝖊𝖗𝖆
@BeheraSameswari
12 months ago
ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ...
#IndependenceDay2025
#indian
#Jayhind
🇮🇳🇮🇳🇮🇳🇮🇳🇮🇳
BeheraSameswari's tweet video.
Last Seen Users on Sotwe
Trudi
Seen from
Brazil
18 มงกุฎ 👑
زوجة وحيدة
Seen from
Pakistan
Marry Baikoko
Posts By Feds
Seen from
United States
Shayna laliberte
Seen from
Canada
J.P. McKelvey
Seen from
United States
حصريات جديدة 🫦🔥
Seen from
France
hggtalo
Seen from
Singapore
套路直播
Seen from
United States
Trends for you
1
Davis Martin
Under 10K tweets
2
Merrick Garland
Under 10K tweets
3
Caleb Durbin
Under 10K tweets
4
SpaceX
Under 10K tweets
5
Lombard
Under 10K tweets
6
Jeanine John Taele
Under 10K tweets
7
Hoskins
Under 10K tweets
8
Luis Arraez
Under 10K tweets
9
Clara
Under 10K tweets
10
$AMD
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.2M followers
12
Virat Kohli
@imvkohli
71.7M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.6M followers
16
Bill Gates
@billgates
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.9M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫