Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Ganjam
@BJD4Ganjam
Official Twitter account of BJD Ganjam
Ganjam, India
Joined May 2018
33
Following
775
Followers
404
Posts
BJD Ganjam
@BJD4Ganjam
almost 6 years ago
ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଥିଲେ |
@Ganjam_Admin
@bjd_odisha
BJD Ganjam
@BJD4Ganjam
almost 6 years ago
ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନ୍ଦ୍ର ନାଥ ସେନାପତି କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ | ବିଧାୟକ ପୋଲସରା ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ତାଙ୍କ ଘରକୁ ଯାଇ
BJD Ganjam
@BJD4Ganjam
almost 6 years ago
ଗଞ୍ଜାମ ଘୁମୁସର ପୁରୋହିତ ସମିତିର କର୍ମକର୍ତ୍ତାମାନେ ଦେବଦୂତ ସମ୍ମାନରେ ସମ୍ମାନିତ କରିଥିଲେ |
@Ganjam_Admin
@bjd_odisha
BJD Ganjam
@BJD4Ganjam
almost 6 years ago
ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ ଠାରେ ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରିଟେବୁଲଟ୍ରଷ୍ଟ ତରଫରୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ବୁଗୁଡା ବ୍ଲକର ୧୦ ଜଣ ଵ୍ୟକ୍ତିଙ୍କୁ କରୋନା ମହାମାରୀ ସମୟରେ ପ୍ରବାସୀ ଓଡ଼ିଆ ଓ ଲୋକମାନଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝି ସେବା ପ୍ରଦାନ ଯୋଗାଇ ଥିବା ହେତୁ
Who to follow
Naveenism
@NaveenismOdisha
Aims to encourage the Odia youth to be all that we can be – indestructible pillars of strength on which future of the state will rest. #Naveenism
Chandra Sarathi
@chandra_sarathi
MLA Cuttack Sadar, @bjd_odisha
JIBAN BINDU
@jibanbindu
🔺Odisha’s First VBD movement organization 🔺A special blood donation programme organised by @bjd_odisha 🔺Fan of @naveen_odisha🔺@cmo_odisha 🔺 #Jibanbindu
BJD Ganjam
@BJD4Ganjam
almost 6 years ago
୭୪ ତମ ସ୍ୱାଧୀନତା ଦିବସ ଅବସରରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ସୁ��େଈଛା ଜଣାଇଛନ୍ତି |
@Ganjam_Admi
n
@bjd_odish
a
BJD Ganjam
@BJD4Ganjam
almost 6 years ago
ସ୍ୱାଧୀନତା ଦିବସ ଅବସରର�� ସାନଖେମୁଣ୍ଡି ବ୍ଲକରେ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବପ୍ରଥମ ହୋଇଥିବା ପୋଡାମାରୀ ଗ୍ରାମର ରୋଜି ରାଣୀ ପଶୁପାଳକଙ୍କୁ ପୋଡାମାରୀ ସରପଞ୍ଚ ପୁରସ୍କୃତ କରିଛନ୍ତି । ସେ ୮୮.୫ % ରଖି ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ସର୍ବପ୍ରଥମ ହୋଇଛନ୍ତି ।
@Ganjam_Admi
n
@bjd_odish
a
BJD Ganjam
@BJD4Ganjam
almost 6 years ago
@pranabpdas
ମହାକାଳପଡ଼ା ବିଧାୟକ ଶ୍ରୀ
@AtanuSabyasac16
, ବିଧାୟକ ବ୍ରହ୍ମପୁର ଓ ବିଧାୟକ ପୋଲସରା ଶ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ |
@Ganjam_Admin
@bjd_odisha
BJD Ganjam
@BJD4Ganjam
almost 6 years ago
ବ୍ରହ୍ମପୁର ସର୍କିଟି ହାଉସ ଠାରେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଓଡିଶା ମୋ ପରିବାରର ମୁଖ୍ୟ ଶ୍ରୀ ଅରୁପ ପଟ୍ଟନାୟକ, ରାଜ୍ୟ ସ���ଙ୍ଘଠନିକର ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ର
ୀ @pranabpd
as, ବ୍ରହ୍ମପୁର ସାଂସଦ ଏବଂ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର,
See More
BJD Ganjam
@BJD4Ganjam
almost 6 years ago
୭୪ ତମ ସ୍ବାଧୀନତା ଦିବସ ଅବସରରେ ପୋଲସରା ମେନ ରୋଡ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ । ପୋଲସରା ବ୍ଲକ ବିଡ଼ିଓ, ତ��ସିଲଦାର, ଥାନା ଅଧିକାରୀ, ନିର୍ବାହ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
@Ganjam_Admi
n
@bjd_odish
a
See More
BJD Ganjam
@BJD4Ganjam
almost 6 years ago
୭୪ ତମ ସ୍ୱାଧୀନତା ଦିବସ ଅବସରରେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଜରାଶ୍ରମ ବୃଦ୍ଧ ବୃଦ୍ଧା ଓ ଅନାଥ ଶିଶୁ ଆଶ୍ରମ ଠାରେ ବିଧାୟକ ପୋଲସରା ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି।
@Ganjam_Admin
@bjd_odisha
BJD Ganjam
@BJD4Ganjam
about 6 years ago
ବିଜୁ ଜନତା ଦଳ ର କିଛି ସଦସ୍ୟଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇ, ଅସହାୟ ଗରୀବ ମହିଳାଙ୍କ ଶବ ସତ୍କାର ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସ��ାପନ କରାଇଥିଲେ ।
@Naveen_Odish
a
@bjd_odish
a
BJD Ganjam
@BJD4Ganjam
about 6 years ago
ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ ୭୦ ବର୍ଷ । ତାଙ୍କରି ଅକାଳ ବିୟୋଗ ଘଟିଲା । କରୋନା ହୋଇଥିବା ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ ।ଏହି ଖବର ପାଇ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଙ୍କ ନଜରକୁ ଆସିଥିଲା ।
See More
BJD Ganjam
@BJD4Ganjam
about 6 years ago
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ବାରା ଅନେକ ଲୋକଙ୍କ ଜୀଵନ ବଂଚିପାରୁଛି । ତ���ଣୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରିବା ସହ ଅଧିକରୁ ଅଧିକ ରକ୍ତ କିଭଳି ସଂଗୃହୀତ ହୋଇପାରିବ ସେନେଇ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି।
@Naveen_Odis
ha
@bjd_odis
ha
BJD Ganjam
@BJD4Ganjam
about 6 years ago
କରୋନା ମହାମାରୀର ମୁକାବିଲା ସହ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ସାମାଜିକତ ଦୂରତା ଏବଂ ମାସ୍ତ୍ର ପରିଧାନ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଏଭଳି ସମୟରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରାୟ ୫ହଜାର ମାସ୍କ ବଣ୍ଟନ କରିଛନ୍ତି ।
See More
BJD Ganjam
@BJD4Ganjam
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନିରବ ��୍ରାର୍ଥନା ସହ କରୋନା ଯୋଦ୍ଧା ଙ୍କୁ ଉତ୍ସାହିତ କରିବା ପାଇଁ ଆସ୍କା ରୋଡ଼ ସ୍ଥିତ କାଳୁପାତ୍ର ସାହି ଠାରେ ସାହିବାସିନ୍ଦା ଶପଥ ପାଠ କଲେ ।
@Naveen_Odish
a
@bjd_odish
a
BJD Ganjam
@BJD4Ganjam
about 6 years ago
ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ୩୫ ରୁ ଅଧିକ ଲୋକ କୋରନାରେ ଆକ୍ରାନ୍ତ ହୋଇଛନ୍ତି।ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଁଞ୍ଚି ବୁଦ୍ଧିଜୀବି ମାନଙ୍କ ସହ ଲକ୍ଷଣ ଥିବା ଲୋକମାନଙ୍କର କୋଭିଡ ଟେଷ୍ଟ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଛି।
@Naveen_Odisha
@bjd_odisha
See More
BJD Ganjam
@BJD4Ganjam
about 6 years ago
୬୧ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ରଘୁପତି ନଗର ସ୍ଥିତ କଳିଙ୍ଗ ବିଦ୍ୟା ମନ୍ଦିର ସ୍କୁଲ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମା ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଓ ଜିଲ୍ଲା ବନ ଅଧିକାରୀ ଯୋଗଦାନ କରି ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ।
@Naveen_Odisha
@bjd_odisha
See More
BJD4Ganjam
retweeted
BJD IT Wing
@BJDITWing
about 6 years ago
ବିଜେଡି ବ୍ରହ୍ମପୁରର ସାଂସଦ, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କୁ ଜନ୍ମଦିନର ଶୁଭେଚ୍ଛା। Wishing Shri Chandra Sekhar Sahu,
@bjd_odisha
's MP of Berhampur Constituency, on his Birthday!
@BJD4Ganjam
BJD Ganjam
@BJD4Ganjam
about 6 years ago
ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟ ଗ୍ରାମ ଠାରେ "HITACHI ATM" କୁ ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।
@Naveen_Odisha
@bjd_odisha
BJD Ganjam
@BJD4Ganjam
about 6 years ago
ବୁଗୁଡା NAC ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମର ଗୀତାଞ୍ଜଳି ଡାକୁଆ ବୟସ ୪୨ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
@Naveen_Odisha
@bjd_odisha
Last Seen Users on Sotwe
Galiannox
🖤Н𝕖ɑ𝕣țǪů𝕖ěƞ🖤
Seen from
Italy
Pakistan Boys
Seen from
Italy
Jenny scordamaglia
Seen from
Brazil
hijab
Seen from
Germany
BowTiedBroke
ชายเดี่ยวชอบสาวใหญ่
Seen from
Thailand
Ceren
Seen from
Netherlands
Phi công trẻ
Seen from
Vietnam
🔞ELİF
Seen from
Turkey
Trends for you
1
#DWCS
Under 10K tweets
2
#WWENXT
Under 10K tweets
3
Paul Skenes
Under 10K tweets
4
Riley Roberts
Under 10K tweets
5
#TopChefVIP5
Under 10K tweets
6
Honduras
Under 10K tweets
7
Nicholas Hoult
Under 10K tweets
8
Bibee
Under 10K tweets
9
Mulumba
Under 10K tweets
10
Edgar Quero
Under 10K tweets
Most Popular Users
1
Elon Musk
@elonmusk
241.3M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89.1M followers
10
Taylor Swift
@taylorswift13
83M followers
11
Lady Gaga
@ladygaga
74.5M followers
12
Virat Kohli
@imvkohli
72M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
65M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.2M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫