Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Sonepur
@BJD4Sonepur
Official Twitter account of BJD Sonepur
Sonepur, India
Joined June 2018
33
Following
409
Followers
137
Posts
BJD Sonepur
@BJD4Sonepur
about 6 years ago
@Naveen_Odisha
@bjd_odisha
@BJD_JibanBindu
@BYJD_Odisha
@BcjdOdisha
ବିଜେଡ଼ି ଜିଲ୍ଲା ସଭାପତି ସରୋଜ କମ୍ପ, ସୋନପୁର ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜିତ ରଥ, ବିଜେଡି ଯୁବ ଏବଂ ଛାତ୍ର ସଭାପତି, ସ୍ଥାନୀୟ ସରପଞ୍ଚ ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତଦାତା ଏବଂ ସ୍ବେଚ୍ଛା ସେବୀଙ୍କୁ ଉତ୍ସାହିତ କରିଥିଲେ।
BJD Sonepur
@BJD4Sonepur
about 6 years ago
ସୋନପୁର ଜିଲ୍ଲା ସଦର ବ୍ଳକ ର ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ଓଡିଶା- ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ପଞ୍ଚମ ଦିନରେସର୍ବମୋଟ 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
@Naveen_Odisha
@bjd_odisha
@BJD_JibanBindu
@BYJD_Odisha
@BcjdOdisha
BJD Sonepur
@BJD4Sonepur
about 6 years ago
@Naveen_Odisha
@bjd_odisha
@BJD_JibanBindu
@BYJD_Odisha
@BcjdOdisha
ସୋନପୁର ବ୍ଳକ ବିଜେଡ଼ି ସଭାପତି ଶଙ୍କର ପ୍ରସାଦ ସା ଅଧ୍ୟକ୍ଷତା କରିଥିଲେ। ଓଡିଶା-ମୋ ପରିବାର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ସୋନପୁର ଜିଲ୍ଲା ପର୍ଯ୍ୟବେକ୍ଷକ ହାଜି ମହମ୍ମଦ ଆୟୁବ ଖାଁ, ବିଜେଡ଼ି ଉପ ସଭାପତି ରମେଶ ପୂଜାରୀ ,
See More
BJD4Sonepur
retweeted
BJD IT Wing
@BJDITWing
about 6 years ago
@bjd_odisha
@Naveen_Odisha
@SubashSinghBJD
@SujeetKOfficial
@BMJD_Odisha
Who to follow
Amaresh Patri
@Amaresh_Patri
State General Secretary biju janata dal (youth Affairs) . Ex Chairman Odisha Lift Irrigation Corporation Ltd.
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
Siddharth Das
@SiddharthDas_11
A radical humanist,Lead masses on their issues,Philanthropist,An Engineer with B.E(Chem),Social Political Activist. Loves Legendry Biju Pattanaik !!
BJD4Sonepur
retweeted
BJD IT Wing
@BJDITWing
about 6 years ago
ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ
@bjd_odisha
ର ଶ୍ରୀ ସୁବାଷ ସିଂ, ମୁନ୍ନା ଖାଁ,ଶ୍ରୀମତୀ ମମତା ମହନ୍ତ ଓ ଶ୍ରୀ ସୁଜିତ କୁମାର। ଆମ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଶା କରୁଛୁ ନବୀନ ବାବୁଙ୍କ ନୀତି ଆଦର୍���କୁ ପାଥେୟ କରି ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଶାଣିତ କରିବେ। https://t.co/ah6MwOagAr
See More
BJD4Sonepur
retweeted
BJD IT Wing
@BJDITWing
about 6 years ago
ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଙ୍କର ଏବେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ଦେଖନ୍ତୁ https://t.co/OwaFqs3dYS
BJD4Sonepur
retweeted
BJD Odisha
@BJD4Odisha
over 6 years ago
କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନିମନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।
See More
BJD4Odisha's tweet video.
BJD4Sonepur
retweeted
BJD Cultural Coordination Front
@BJDcultural
over 6 years ago
ସୋନପୁର ଜିଲ୍ଲାର ବିଙ୍କା ବ୍ଲକ ସିଲାଟି ଗ୍ରାମରେ BJD CCF ସଂଯୋଜକ ଶ୍ରୀ ଜନାର୍ଦ୍ଦନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଙ୍କ ଆହ୍ଵାନ କ୍ରମେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନୀତ କରିବା ��କ୍ଷ୍ୟରେ
#BandeUtkalaJanan
i ସଙ୍ଗୀତ ପରିବେଷଣ କରିଥିଲେ ।
#OdishaHonorsCovidWarrior
s
@CMO_Odish
a
@BJDITWin
g
See More
BJDcultural's tweet video.
BJD Sonepur
@BJD4Sonepur
over 6 years ago
ଯୁବ ବିଜେଡ଼ି ବ୍ଲକ ସଭାପତି ଶ୍ରୀ ଧର୍ମେନ୍ଦ୍ର ବିଶ୍ୱାଳ, ଶ୍ରୀ ଗୁଣନିଧି ଦୀପ, ସମସ୍ତ ସାମ୍ବାଦିକ, ପୋଲିସ ଅଧିକାରୀ, ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବଣିକ ସଂଘର କର୍ମକର୍ତ୍ତା, ସ୍ଥାନୀୟ ସଚେତନ ଯୁବକ ସଂଘର ଯୁବକ ମାନେ ଓ ସ୍ଥାନୀୟ ଗ���ରାମବାସୀ ମଧ୍ୟ ଉପସ୍ଥିତ ରହି ଗାନ୍ କରିଥିଲେ
| @CMO_Odis
h
a @Naveen_Odis
h
a @BJDITWi
ng
See More
BJD Sonepur
@BJD4Sonepur
over 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରୁଥିବା କରୋନା ଯୋଦ୍ଧ�� ମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ପାଇଁ ମଇ ୩୦ ସନ୍ଧ୍ୟା ୫.୩୦ ରେ ସୋନପୁର ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକର ଡୁଙ୍ଗୁରିପାଲି ଜାତୀୟ ରାଜପଥ କଡରେ ଓଡିଶାର ଜାତୀୟ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା |
See More
BJD Sonepur
@BJD4Sonepur
over 6 years ago
ସ୍ଥାନୀୟ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବେଲାର ସାହୁ, ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ରମେଶ ପୂଜାରୀ, ବ୍ଲକ ସଭା��ତି ଶ୍ରୀ ହିମାଂଶୁ ଶେଖର ବିଶ୍ୱାଳ ଉପସ୍ଥିତ ରହି ଗାନ୍ କରିଥିଲେ |
#OdishaHonorsCovidWarrior
s
#BandeUtkalaJanan
i
#OdishaCare
s
BJD4Sonepur
retweeted
SP Subarnapur
@spsubarnapur
over 6 years ago
Reciting of Bande Utkal Janani as a gesture of appreciation of the good work by Covid warriors and to respect their sacrifices and fight against Covid-19.
#odishaHonorsCovidWarriors
#BandeUtkalaJanani
#ବନ୍ଦେଉତ୍କଳଜନନୀ
@CMO_Odisha
BJD4Sonepur
retweeted
BJD IT Wing
@BJDITWing
over 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଆଜି ସନ୍ଧ୍ୟା ୫.୩୦ ରେ କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଆପଣ ଗାଇବା ସମୟର ଫଟୋ ବା ଭିଡ଼ିଓ
#BandeUtkalaJanani
ଓ
#OdishaHonorsCovidWarriors
Hash Tag ସହିତ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରନ���ତୁ, (୧/୨)
See More
BJD4Sonepur
retweeted
BJD IT Wing
@BJDITWing
over 6 years ago
ଭୁଲନ୍ତୁ ନାହିଁ, ଆଜି ସନ୍ଧ୍ୟା ୫.୩୦ ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ଆମ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆପଣଙ୍କ ସୁବିଧା ପାଇଁ ଏଠାରେ 'ବନ୍ଦେ ଉତ��କଳ ଜନନୀ'ର ଗୀତି ଏବଂ ଏହାର ସ୍ୱର ଲୟ ପାଇଁ ଭିଡ଼ିଓ ଟିଏ ଦିଆଗଲା ।
#OdishaHonorsCovidWarrior
s
See More
BJD4Sonepur
retweeted
BJD IT Wing
@BJDITWing
over 6 years ago
ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ, ଆସନ���ତା ୩୦ ତାରିଖ ସନ୍ଧ୍ୟା ୫.୩୦ ରେ ସମସ୍ତେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ, ଓଡ଼ିଶାର ଜାତୀୟ ସଂଗୀତ, "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ଅନୁରୋଧ।
BJD4Sonepur
retweeted
BJD Odisha
@BJD4Odisha
over 6 years ago
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି ଏକ ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମ “ଆମ ଘର ��ମ ହାଣ୍ଡିଶାଳ’ । କର୍ମଜୀବୀ ମହିଳା ଓ ଗୃହିଣୀଙ୍କୁ ପ୍ରୋତ୍ସାହିତ କରିବାକୁ ଏଇ ଛୋଟ ପ୍ରୟାସ ଆରମ୍ଭ କରାଯାଇଛି ।
#OdishaFightsCoron
a
#AmaGharaAmaHandisahal
a
BJD Sonepur
@BJD4Sonepur
over 6 years ago
ଭୂମିପୁତ୍ର ତଥା ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନରେ ସୋନପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ କର୍ମୀମାନଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l
#Bijujayanti
@Naveen_Odisha
@bjd_odisha
@BJDITWing
BJD4Sonepur
retweeted
BJD Kandhamal
@BJD4Kandhamal
over 6 years ago
ବାଲିଗୁଡାର ସାରଂଗଡ଼ ସରସ୍ବତୀ ଶିଶୁ ବିଦ୍ୟା ଭବନର ବାର୍ଷିକ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ
@Padmanabha2100
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କଂହର ଯୋଗଦେଇଥିଲେ
@DMKandhamal
@SMEOdisha
@bjd_odisha
See More
BJD4Sonepur
retweeted
BJD Kandhamal
@BJD4Kandhamal
over 6 years ago
ଫିରିଙ୍ଗିଆ ଠାରେ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଗାୟତ୍ରୀ ଯଜ୍ଞରେ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା ମନ୍ତ୍ରୀ
@Padmanabha2100
ମୁଖ୍ୟ ଅତିଥି ଓ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ଏବଂ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲାଲନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
@DMKandhamal
@bjd_odisha
See More
BJD4Sonepur
retweeted
BJD Kandhamal
@BJD4Kandhamal
over 6 years ago
ରାଇକିଆ ବ୍ଲକ ସ୍ଥିତ ମଣ୍ଡାସୁର କୁଟୀ ଇକୋ ପର୍ଯ୍ୟଟନ ସ୍ଥଳୀରେ ଗାଡୁଙ��ଗୁ କୁଟି ମହୋତ୍ସବ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ।
@Padmanabha210
0
@DMKandhama
l
@bjd_odish
a
Last Seen Users on Sotwe
MAMADAS Y CORRIDAS / blowjobs and cumshots 🍼💦💦
Seen from
Netherlands
Kissik
Seen from
India
bad boy cu to!
Seen from
Vietnam
janda kampung
Seen from
Malaysia
모음이다
Seen from
Korea
รอยสักชายแท้
باربي👑🫠
Seen from
Indonesia
GAYPORN
Seen from
Ireland
Young Teezy
Seen from
Spain
연꽃
Seen from
Japan
Trends for you
1
San Diego
Under 10K tweets
2
Falcons
Under 10K tweets
3
Yankees
Under 10K tweets
4
Boone
Under 10K tweets
5
Lakers
Under 10K tweets
6
Kellen Moore
Under 10K tweets
7
Jim Bakker
Under 10K tweets
8
LA and SD
Under 10K tweets
9
Ben Rice
Under 10K tweets
10
LA or SD
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫