Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJP Odisha
@BJP4Odisha
Official Twitter account of BJP (Odisha Pradesh) Facebook-
Odisha
Joined December 2012
15
Following
211.3K
Followers
124.8K
Posts
BJP Odisha
@BJP4Odisha
about 3 hours ago
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷର ବିକାଶ ଯାତ୍ରା ଭାରତର ଭିତ୍ତିଭୂମିକୁ ଏକ ନୂତନ ଶିଖରରେ ପହଞ୍ଚାଇଛି।
#12YearsOfNayaBharatNirman
BJP Odisha
@BJP4Odisha
about 5 hours ago
ଗତ ୧୨ ବର୍ଷରେ ବିଶ୍ଵସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିଛନ୍ତି ମୋଦୀ ସରକାର ।
#12YearsOfNayaBharatNirman
BJP Odisha
@BJP4Odisha
about 6 hours ago
ପରିବର୍ତ୍ତିତ ଭାରତରେ ଏକ ନୂତନ ଯାତ୍ରା ! 🇮🇳🚗 ଦିନ ଥିଲା ଯେତେବେଳେ ଘଣ୍ଟା ଘଣ୍ଟାର ଟ୍ରାଫିକ୍, ଖରାପ ରାସ୍ତା ଏବଂ ଟୋଲ୍ ଗେଟରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ କେବଳ ଭାରତର ରାସ୍ତା ବଦଳି ନଥିଲା ବରଂ ଆମର ସମଗ୍ର ଯାତ୍ରା ବଦଳି ଯାଇଛି। ଏବେ ବିକାଶର ଗତି ଦ୍ରୁତ ଏବଂ ଭାରତର ଯାତ୍ରା ମଧ୍ୟ ଦ୍ରୁତ ! 🇮🇳 #12YearsOfNayaBharatNirman
See More
BJP4Odisha's tweet video.
BJP Odisha
@BJP4Odisha
about 6 hours ago
ଐତିହ୍ୟ ସଂରକ୍ଷଣ ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଛନ୍ତି ଲୋକଙ୍କ ସରକାର । ହେରିଟେଜ୍ ପ୍ରପର୍ଟି ପ୍ରୋମୋସନ୍ ଗାଇଡ୍ଲାଇନ୍ସ–୨୦୨୬କୁ ମଞ୍ଜୁରୀ ।
Who to follow
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
CMO Odisha
@CMO_Odisha
Office of the Chief Minister, Odisha
Aparajita Sarangi, MP,( Lok Sabha) Bhubaneswar
@AprajitaSarangi
Zindagi Gulzar Hai !
BJP Odisha
@BJP4Odisha
about 6 hours ago
ଭାରତ ବିଶ୍ୱର ନେତୃତ୍ୱ ନେଉଛି ,ବିଶ୍ୱ ସ୍ତରରେ ଭିତ୍ତିଭୂମି ନିର୍ମାଣର ୧୨ ବର୍ଷ ।
#12YearsOfNayaBharatNirman
BJP Odisha
@BJP4Odisha
about 7 hours ago
ପ୍ରଗତିର ଏକ ନୂତନ ଗତି ! 🇮🇳📈
#12YearsOfNayaBharatNirman
BJP4Odisha's tweet video.
BJP Odisha
@BJP4Odisha
about 7 hours ago
ମୋଦୀ ସରକାରଙ୍କ ୧୨ ବର୍ଷରେ ବଦଳିଛି ଭାରତ, ନିର୍ମାଣ ହୋଇଛି ମଜବୁତ ଭିତ୍ତିଭୂମି ।
#12YearsOfNayaBharatNirman
BJP4Odisha's tweet video.
BJP Odisha
@BJP4Odisha
about 7 hours ago
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଲୋକସେବା ଭବନରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
BJP Odisha
@BJP4Odisha
about 8 hours ago
୨ ବର୍ଷରେ ଲୋକଙ୍କ ସରକାରରେ ଖେଲୋ ଇଣ୍ଡିଆ ସେଣ୍ଟର ମାଧ୍ୟମରେ କ୍ରୀଡ଼ା ପ୍ରତିଭାକୁ ମିଳୁଛି ଶକ୍ତି ।
#2YearsofLokankaSarakar
#BikasharaDharaOdishaSara
#2yearsofjubasamruddhi
BJP4Odisha's tweet video.
BJP Odisha
@BJP4Odisha
about 8 hours ago
ଜଣେ ପ୍ରଧାନ ସେବକଙ୍କ ନେତୃତ୍ୱ, ଏକ ଦଶନ୍ଧିର ନିରନ୍ତର ପ୍ରୟାସ ଏବଂ ୩୦ଟି ଅସମ୍ଭବ ଲାଗୁଥିବା ସ୍ୱପ୍ନର ସାକାର ହୋଇଛି । ଭିତ୍ତିଭୂମିରୁ ମହାକାଶ, ପ୍ରଯୁକ୍ତିରୁ ଜନକଲ୍ୟାଣ ପର୍ଯ୍ୟନ୍ତ - ପ୍ରତ୍ୟେକ କ୍ଷେତ୍ରରେ ରଚାଯାଉଛି ସଫଳତାର ନୂଆ ଅଧ୍ୟାୟ। ଏହା କେବଳ ପରିବର୍ତ୍ତନ ନୁହେଁ, ଏହା ଏକ ନୂଆ ଯୁଗର ଆରମ୍ଭ। ଏହା ହେଉଛି ନୂଆ ଭାରତ। #12YearsOfNayaBharatNirman
See More
BJP4Odisha's tweet video.
BJP Odisha
@BJP4Odisha
about 8 hours ago
ନୂତନ ଭାରତ, ନୂତନ ଗତି: ଭିତ୍ତିଭୂମି ରୁ ଆତ୍ମନିର୍ଭରଶୀଳତା! 🇮🇳 ଆଜିର ଭାରତ କେବଳ ସ୍ୱପ୍ନ ଦେଖେ ନାହିଁ, ଏହାକୁ ବାସ୍ତବରେ ମଧ୍ୟ ପରିଣତ କରେ। କାଶ୍ମୀର ଉପତ୍ୟକାରେ ବିଶ୍ୱର ସବୁଠାରୁ ଉଚ୍ଚ ଚେନାବ ରେଳ ସେତୁ (୩୫୯ ମିଟର) ହେଉ, କିମ୍ବା ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରୁଥିବା ଏକ୍ସପ୍ରେସୱେ ଏବଂ "ବନ୍ଦେ ଭାରତ" ଭଳି ଆଧୁନିକ ଟ୍ରେନ ଗୁଡ଼ିକ ହେଉ - ଏହି ନୂତନ ଭିତ୍ତିଭୂମି ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ସହଜ କରୁଛି ଏବଂ ଦେଶର ବିକାଶକୁ ନୂତନ ଶିଖରକୁ ନେଉଛି। #12YearsOfNayaBharatNirman
See More
BJP4Odisha's tweet video.
BJP Odisha
@BJP4Odisha
about 9 hours ago
ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ହେବାକୁ ଯାଉଛି
BJP Odisha
@BJP4Odisha
about 9 hours ago
ଯୁବଶକ୍ତିର ସର୍ବାଙ୍ଗୀନ ପ୍ରଗତି ହିଁ ଓଡ଼ିଶାର ପ୍ରଗତି; ସେମାନଙ୍କ ସଫଳତାକୁ ରାଜ୍ୟର ଅଭିବୃଦ୍ଧିରେ ବିନିଯୋଗ କରି ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ଲୋକଙ୍କ ସରକାର ଦୃଢ଼ ସଂକଳ୍ପବଦ୍ଧ।
#2YearsofLokankaSarakar
#BikasharaDharaOdishaSara
#2yearsofjubasamruddhi
BJP Odisha
@BJP4Odisha
about 9 hours ago
ଯୁବବର୍ଗଙ୍କ ପାଇଁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ଓ ସୁଯୋଗ
BJP Odisha
@BJP4Odisha
about 9 hours ago
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦେଖିଛି ଅନେକ ଐତିହାସିକ ସଫଳତା ! ✅ ଦେଶର ପ୍ରଥମ ରିଜିଅନାଲ୍ ରାପିଡ୍ ଟ୍ରାନ୍ସିଟ୍ ସିଷ୍ଟମ୍ (ନମୋ ଭାରତ) ✅ ସ୍ୱଦେଶୀ ସେମି-ହାଇସ୍ପିଡ୍ ଟ୍ରେନ୍ (ବନ୍ଦେ ଭାରତ) ✅ ମୁମ୍ବାଇ–ଆହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ✅ ଡବଲ୍-ଷ୍ଟାକ୍ ଡେଡିକେଟେଡ୍ ଫ୍ରେଟ୍ କରିଡର୍ ✅ କୋଲକାତାର ଦେଶର ପ୍ରଥମ ଅଣ୍ଡରୱାଟର୍ ମେଟ୍ରୋ ଏହି ସବୁ କେବଳ ନୂତନ ପ୍ରକଳ୍ପ ନୁହେଁ ବରଂ ଏହା ନୂଆ ଭାରତର ପରିଚୟ । #12YearsOfNayaBharatNirman
See More
BJP4Odisha's tweet video.
BJP Odisha
@BJP4Odisha
about 10 hours ago
ମୋଦୀ ସରକାରଙ୍କ ନେତୃତ୍ବରେ ଆଜି ଡିଜିଟାଲ୍ ସଶକ୍ତିକରଣ, ଉନ୍ନତ ଭିତ୍ତିଭୂମି ଏବଂ ଜନକଲ୍ୟାଣମୂଳକ ସଂସ୍କାର ମାଧ୍ୟମରେ ନୂଆ ଭାରତ ଆଜି ନାଗରିକଙ୍କ ଜୀବନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିଛି।
BJP Odisha
@BJP4Odisha
about 10 hours ago
ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପଞ୍ଜାବର ଭଗବନ୍ତ ମାନ ମାଦକ ଦ୍ରବ୍ୟ ଦ୍ୱାରା ଶିଖ୍ ଗୁରୁଙ୍କୁ ଅପମାନିତ କରିଛନ୍ତି ।
BJP Odisha
@BJP4Odisha
about 10 hours ago
ଗତ ୧୨ ବର୍ଷରେ ଭାରତ କିପରି ବଦଳିଛି ଦେଖିବାକୁ ଚାହୁଁଛନ୍ତି? ✅ଭାରତମାଳା ପରିଯୋଜନା ଅଧୀନରେ ୩୪,୮୦୦ କି.ମି. ରାଜପଥ ନିର୍ମାଣ ହୋଇଛି । ✅ସାଗରମାଳା ଯୋଜନା ଅଧୀନରେ ୮୦୦ ରୁ ଅଧିକ ବନ୍ଦର ସମ୍ପର୍କିତ ପ୍ରକଳ୍ପର ଆଧୁନିକୀକରଣ ହୋଇଛି । ✅ଜଳ ଜୀବନ ମିଶନ ମାଧ୍ୟମରେ ପ୍ରାୟ ୧୬ କୋଟି ଗ୍ରାମୀଣ ପରିବାରଙ୍କୁ ନଳ ଯୋଗେ ଜଳ ସଂଯୋଗ ହୋଇଛି । ଏଗୁଡ଼ିକ କେବଳ ସଂଖ୍ୟା ନୁହେଁ; ଏହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମୃଦ୍ଧ ଭବିଷ୍ୟତର ପ୍ରମାଣ। #12YearsOfNayaBharatNirma
See More
BJP4Odisha's tweet video.
Last Seen Users on Sotwe
Jean-Luc Mélenchon
Seen from
France
じじ🐈⬛
Seen from
Vietnam
esempe aku dipanggil
Seen from
Indonesia
มาดูเวลาเหงา
Seen from
Thailand
pemuas stw
Seen from
Indonesia
Inka Productions
Seen from
Pakistan
Nikil
Seen from
Singapore
AA
Seen from
United States
eulalio
Seen from
Panama
نيك عربي اجنبي سكس
Seen from
Pakistan
Trends for you
1
Shrek
Under 10K tweets
2
Whoopi
Under 10K tweets
3
Senegal
Under 10K tweets
4
Pizza Hut
Under 10K tweets
5
#SaveStargate
Under 10K tweets
6
Cursor
Under 10K tweets
7
Woll
Under 10K tweets
8
deGrom
Under 10K tweets
9
#ElEsequiboEsDeVenezuela
Under 10K tweets
10
CMLL
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.6M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.2M followers
10
Taylor Swift
@taylorswift13
81M followers
11
Lady Gaga
@ladygaga
72.5M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69.1M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.8M followers
19
X
@x
60.9M followers
20
Selena Gomez
@selenagomez
60.3M followers
Olivia
Online
✨
⭐
💫