Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SUSHANTA MISHRA
@BJP_BHATLI
social worker
Sohela, India
Joined September 2022
51
Following
40
Followers
58
Posts
SUSHANTA MISHRA
@BJP_BHATLI
over 3 years ago
ସାଂସଦ Suresh Pujari ,ସାଂସଦ Aparajita Sarangi ,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଆମ ଦଳର ବିଧାୟକ ପ୍ରାର୍ଥୀ Pradip Purohit ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲୁ ।
BJP_BHATLI's tweet video.
SUSHANTA MISHRA
@BJP_BHATLI
almost 4 years ago
ପଦ୍ମପୁର ଉପନିର୍ବାଚନରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଙ୍କ ସହ ଆମ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲୁ ।
SUSHANTA MISHRA
@BJP_BHATLI
almost 4 years ago
ଧାମନଗର ର ଯୁବ ବିଧାୟକ Suryabanshi Suraj ଏବଂ ଦଳର ନେତୃବୃନ୍ଦଙ୍କ ସହ ପ୍ରଭୁ ନୃସିଂହନାଥ ଙ୍କୁ ଦର୍ଶନ କରିବା ସହ ଆମ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କ ପାଇଁ ଭୋଟ ଭିକ୍ଷା କରିବା ସମୟରେ ।
SUSHANTA MISHRA
@BJP_BHATLI
almost 4 years ago
ଧାମନଗର ର ଯୁବ ବିଧାୟକ Suryabanshi Suraj ଏବଂ ଦଳର ନେତୃବୃନ୍ଦଙ୍କ ସହ ଆମ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କ ପାଇଁ ଭୋଟ ଭିକ୍ଷା କରିବା ସମୟରେ ।
BJP_BHATLI's tweet video.
Who to follow
Dr Arupananda Sahu District President @BJP4India
@DrArupananda
District President Bargarh @BJP4India State Executive Member @bjp4Odisha Politics is my passion and #Doctor is my profession.
Papun Sarangi 🎯
@papunsarangi582
📍Founder & Chief Admin/Editor Of Odisha's Top Rated Page @Happy_bargarh 💺 Railfan 🚝 Aspirant 💻 Explorer 🌍 Proud Rourkelia & Bargadia 🏟️🎡
Swaraj Barik
@SwarajBarik215
#poet #writer I live with pride and self-respect.Writing is not my profession but my addiction.MedicalConsultant Nursing officer medical tutor at http://Edumat.
SUSHANTA MISHRA
@BJP_BHATLI
almost 4 years ago
BJP_BHATLI's tweet video.
SUSHANTA MISHRA
@BJP_BHATLI
almost 4 years ago
ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଯାଇ ଶ୍ରଦ୍ଧାଞ୍ଜଳି ଦେବାସହ ଶୋକସନ���ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇ ପୂଣ୍ୟଆତ୍ମାର ସଦଗତି କାମନା କରିଛନ୍ତି
See More
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ସୋହେଲା ବ୍ଳକ ସରକଣ୍ଡା ପଞ୍ଚାୟତର ଜାମଛାପର ଗ୍ରାମରେ ନାମସଂକିର୍ତ୍ତନରେ ସାମିଲ ହେବା ଅବସରରେ
SUSHANTA MISHRA
@BJP_BHATLI
almost 4 years ago
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ନ୍ତଗତ କ୍ଷତିପୁରଣ ରାଶି ଓ ରାଜ୍ୟ ସରକାର ଠାରୁ ଇନପୁଟ ସବସିଡି ଦାବୀ ନେଇ ପଦମପୁର ର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଚାଷୀ ମାନଙ୍କ ଧାରଣା ସ୍ଥଳକୁ ସାଂସଦ ସୁ��େଶ ପୂଜାରୀ,ଆମ ଦଳୀୟ ବିଧାୟକ ଏବଂ ଦଳୀୟ ନେତୃବୃନ୍ଦଙ୍କ ସହ ଯାଇ ଆନ୍ଦୋଳନକୁ ସମର୍ଥନ କଲୁ I
See More
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ସୋହେଲା ବ୍ଳକ ବାଉଁସେନମୁରା ପଞ୍ଚାୟତ ବନ୍ଦଲା ଗ୍ରାମର ବାଲିଯାତ୍ରାରେ ସାମିଲ ହୋଇ ବାଲୁଙ୍କେଶ୍ଵର ବାବାଙ୍କୁ ଦର୍ଶନ କରିବାର ସୌଭାଗ୍ଯ ପ୍ରାପ୍ତ କରି ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି ।
SUSHANTA MISHRA
@BJP_BHATLI
almost 4 years ago
ସହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ବର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ବର୍ଗୀୟା ମମତା ସିଂହ ବରିହା ଙ୍କ ଏକାଦଶାହରେ ସାମିଲ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରି ଅମର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କଲି ।
SUSHANTA MISHRA
@BJP_BHATLI
almost 4 years ago
ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଳକ ଲେବିଡି ଗ୍ରାମର ବାଲିଯାତ୍ରାରେ ସୁସଂଗଠକ ତଥା ବରିଷ୍ଠ ବିଜେପି ନେତା
#ସୁଶାନ୍ତ_ମିଶ୍ର
ସାମିଲ ହୋଇ ବାଲୁଙ୍କେଶ୍ଵର ବାବାଙ୍କୁ ଦର୍ଶନ କରିବାର ସୌଭାଗ୍ଯ ପ୍ରାପ୍ତ କରି ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ।
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ଚିଚୋଲି-ଭୁକ୍ତା ମହିମା ଆଶ୍ରମ ଠାରେ ଭାରତୀୟ ଜନତା ପାର୍ଟିର ଦେବତୁଲ୍ୟ କାର୍ଯ୍ଯକର୍ତ୍ତା ବିଲେଇଗଡ ଗ୍ରାମର ସ୍ବର୍ଗତ ଗଜେନ୍ଦ୍ର ପଧାନ (ବାବୁଲୁ ଭାଇ) ଙ୍କର ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭାରେ ଦଳୀୟ ନେତୃବୃନ୍ଦଙ୍କ ସହ ସାମିଲ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କଲି ।
See More
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ବିଲେଇଗଡ ଗ୍ରାମର ବାବୁଲୁ ପଧାନ ଭାଇଙ୍କ ଆକସ୍ମିକ ବିୟୋଗ ଖବର ପାଇ ତାଙ୍କ ଘରକୁ ଯାଇ ଶେଷକୃତ୍ୟରେ ସାମିଲ ହୋଇ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି ।
SUSHANTA MISHRA
@BJP_BHATLI
almost 4 years ago
ପଦ୍ମପୁର ବିଧାନସଭା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭା ଠାରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ,ଛତିଶଗଡ ମହାସମୁନ୍ଦ ସାଂସଦ ଚୁନିଲାଲ ସାହୁ,ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଜିଲ୍ଲା ଉପସଭାପତି
#ସୁଶାନ୍ତ_ମିଶ୍ର
ତଥା ଦଳର ବରିଷ୍ଠ ନେତୃବୁନ୍ଦଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେ���ି ଦଳର ୨୦୦ ରୁ ଉର୍ଦ୍ଧ୍ବ ସଦସ୍ଯଙ୍କ ବିଜେପିରେ ଯୋଗଦାନ ।
See More
SUSHANTA MISHRA
@BJP_BHATLI
almost 4 years ago
ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ଯିବା ସମୟରେ ଛତିଶଗଡ ର ବସନା ଠାରେ ସାଂସଦ Suresh Pujari ଙ୍କ ସହ ବରିଷ୍ଠ ନେତା ସମ୍ପଦ ଅଗ୍ରଓାଲ ଙ୍କ ନୀଳାଚଳ ଭବନ ଠାରେ ମହାପ୍ରଭୁ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ ଚକ୍ର ର ଦର୍ଶନ ଓ ନୀଳାଚଳ ସେବା ସମିତି ର କର୍ମକର୍ତ୍ତା ମାନଙ୍କ ସହ କିଛି ବିଶେଷ ମୁହୁର୍ତ୍ତରେ
See More
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ଭଟଲି ବ୍ଳକର କାଶୀପାଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜାରେ ସାମିଲ ହୋଇ ଗ୍ରାମବାସୀଙ୍କ ସହ ସାମୁହିକ ପ୍ରସାଦ ��େବନ କଲି ।
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ଲଖନପୁର ଗ୍ରାମରେ ଆୟୋଜିତ କାଳୀ ପୂଜାରେ ସାମିଲ ହୋଇ ମାଁ ଙ୍କୁ ଦର୍ଶନ କରିବାର ସୌଭାଗ୍ଯ ପ୍ରାପ୍ତ କରି ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି ।
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ସୋହେଲା ବ୍ଳକର କରଣ୍ଡୋଲା ପଞ୍ଚାୟତର ଅଁଏଳାପାଲି ଗ୍ରାମର ମନୋଜ ପଣ୍ଡାଙ୍କ ମାଁ ଙ୍କ ଗଙ୍ଗାଶ୍ରାଦ୍ଧରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲି ।
SUSHANTA MISHRA
@BJP_BHATLI
almost 4 years ago
ମୋର ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ସୋହେଲା ବ୍ଳକର କୁଚ���ପାଲି ଗ୍ରାମରେ ଆୟୋଜିତ ପ୍ରସିଦ୍ଧ କାଳୀପୂଜା ଅବସରରେ ଆୟୋଜିତ କଳସ ଶୋଭାଯାତ୍ରାରେ ସାମିଲ ହେବାର ସୌଭାଗ୍ଯ ପ୍ରାପ୍ତ କଲି ।
SUSHANTA MISHRA
@BJP_BHATLI
almost 4 years ago
ସୁଖ, ସମୃଦ୍ଧି,ଆଲୋକ ଏବଂ ବୈଭବର ପର୍ବ ପବିତ୍ର 'ଦୀପାବଳି' ଏବଂ କାଳୀପୂଜାର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା କାଳୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ, ଏହାହିଁ ମୋର ପ୍ରାର୍ଥନା।
Last Seen Users on Sotwe
Opo Yar
julie ˃ 𖥦 ˂
Seen from
United States
无双
Seen from
Korea
Yeonie
Seen from
Vietnam
enamorado
Seen from
Guatemala
Lok:) หมูปิ้ง
Seen from
Thailand
USSR Llif3er
Seen from
United States
Arianna Schroeder-Smith
Seen from
United States
cuckquean
Seen from
Australia
Zeena 🖤
Seen from
United Kingdom
Trends for you
1
Dolly
Under 10K tweets
2
Palencia
Under 10K tweets
3
Jelly Roll
Under 10K tweets
4
Yanet
Under 10K tweets
5
South Carolina
Under 10K tweets
6
Mason Miller
Under 10K tweets
7
Ryan Waldschmidt
Under 10K tweets
8
Wolfman Jack
Under 10K tweets
9
#WWENXT
Under 10K tweets
10
Waldy
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫