Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJP OBC MORCHA,ODISHA
@BJPOBCMorchaOD
Official Page of BJP OBC Morcha, Odisha Pradesh.
4R-3/2, Unit-3, Janpath, BBSR
Joined December 2021
16
Following
218
Followers
1.8K
Posts
BJP OBC MORCHA,ODISHA
@BJPOBCMorchaOD
about 2 years ago
ବିକଶିତ ଓଡିଶା ଗଠନ ଆମର ସଂକଳ୍ପ । ଆସନ୍ତାକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ଵର ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟର ନୂତନ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସାଂସଦ ତଥା ବିଧାୟକମାନଙ୍କର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ ।
BJP OBC MORCHA,ODISHA
@BJPOBCMorchaOD
about 2 years ago
ନୂଆ ସରକାରଙ୍କ ପ୍ରଥମ କାମ, ଚାଷୀଙ୍କୁ ସମ୍ମାନ, ମୋଦୀ ସରକାରରେ ପିଏମ୍-କିଷାନ୍ ବଢ଼ାଉଛି ଚାଷୀଙ୍କ ମାନ ଓ ଅଭିମାନ । ପ୍ରଧାନମନ୍ତ୍ରୀ Narendra Modi ଆଜି ଓଡ଼ିଶା ସମେତ ଦେଶର ୯.୨୬ କୋଟିରୁ ଅଧିକ ଚାଷୀ ଭାଇ ଭ��ଣୀ ମାନଙ୍କୁ ପିଏମ୍-କିଷାନ୍ ସମ୍ମାନ ନିଧି ଅନ୍ତର୍ଗତ ଅର୍ଥରାଶି ପ୍ରଦାନ କରିବେ ।
BJP OBC MORCHA,ODISHA
@BJPOBCMorchaOD
about 2 years ago
⏺️ବିଜେପି ସରକାରର ପ୍ରଥମ କ୍ୟାବିନେଟ ନିଷ୍ପତିରେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି ଏବଂ ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ⏺️ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଅଣାଯାଇଛି। ⏺️୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା
See More
BJP OBC MORCHA,ODISHA
@BJPOBCMorchaOD
about 2 years ago
🪷 ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର 🪷ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ପ୍ରଦାନ କରାଯାଇଛି 500 କୋଟି ଟଙ୍କା 🪷ଧାନ କୁଇଣ୍ଟାଲ ମୂଲ୍ୟ ହୋଇଛି 3,100 ଟଙ୍କା ପ୍ରତି କୁଇଣ୍ଟାଲ 🪷100 ଦିନ ମଧ���ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ମହିଳା ପାଇବେ 50,000 ଟଙ୍କାର ଫ୍ରି ଭାଉଚର
Who to follow
Om Prakash Mishra 🇮🇳
@ommbjp
BJP Leader, Kantamal Assembly Constituency
Dr. Durga Prasan Nayak
@DurgaPNayak
ବିଧାୟକ-(ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ) MLA-Mahakalapada Constituency | Govt. of Odisha | Vice President - OBC Morcha @BJP4Odisha
BJP Sambalpur
@SambalpurBJP
Official ID For BJP Sambalpur PC
BJP OBC MORCHA,ODISHA
@BJPOBCMorchaOD
about 2 years ago
ପ୍ରଧାନମନ୍ତ୍ରୀଙ୍କ ନୂତନ କ୍ୟାବିନେଟରେ ପଛୁଆ ଶ୍ରେଣୀର ଅଂଶଗ୍ରହଣ ବୃଦ୍ଧି | କେନ୍ଦ୍ର କ୍ୟାବିନେଟ���େ ଅନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା 27 ଓବିସି ମନ୍ତ୍ରୀ ଅଛନ୍ତି।
#NewSankalp4Bhar
at
BJP OBC MORCHA,ODISHA
@BJPOBCMorchaOD
almost 3 years ago
ବିଶ୍ୱକର୍ମା ଯୋଜନା ର ଏକ କର୍ମଶାଳା ସୋନପୁର ���ିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା,ରାଜ୍ୟ ର ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି ଙ୍କ ସହ ଯୋଗଦେଲି।
BJP OBC MORCHA,ODISHA
@BJPOBCMorchaOD
almost 3 years ago
ଆତ୍ମନିର୍ଭର ଭାରତ,ସ୍ବାବଲମ୍ବୀ ଶିଳ୍ପୀ,କୌଳିକ ଓ ପାରମ୍ପରିକ ବୃତ୍ତିକୁ ପ୍ରୋତ୍ସାହନ ପାଇଁ ମୋଦିଜୀଙ୍କ ପ୍ରୟାସ,ବିଶ୍ୱକର୍ମା ଯୋଜନା ସଚେତନତା ଅବସରରେ ଆଜି ସୋନପୁର ���େ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଓ ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧ କଳା ବୁଣାକାର ପ୍ରହ୍ଲାଦ ମେହେରଙ୍କୁ ଭେଟିଲୁ ।
BJP OBC MORCHA,ODISHA
@BJPOBCMorchaOD
almost 3 years ago
ସମ୍ବଲପୁର ପାର୍ଟି କାର୍ଯ୍ୟାଳୟ ରେ ଜିଲ୍ଲାସ୍ତରୀୟ ବିଶ୍ୱକର୍ମା ଯୋଜନା କାର୍ମଶାଳା ରେ ସମସ୍ତ ମଣ୍ଡଳ ରୁ କାର୍ଯ୍ୟକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ ।
BJP OBC MORCHA,ODISHA
@BJPOBCMorchaOD
almost 3 years ago
ସମ୍ବଲପୁର ସହର ଦାନିବନ୍ଧ ଠାରେ ଜନସେବା କେନ୍ଦ୍ର ରେ ଉପସ୍ଥିତ ହୋଇ ବିଶ୍ୱକର୍ମା ହିତାଧିକାରୀ ମାନଙ୍କର ଦରଖାସ୍ତ ପଞ୍ଜିକରଣ କରାଇଲେ ରାଜ୍ୟ ସଂଯୋଜକ ସମୀର ମହାନ୍ତି।
BJP OBC MORCHA,ODISHA
@BJPOBCMorchaOD
almost 3 years ago
ଆଜି ଝାରସୁଗୁଡା ରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ବିସ୍ତାର ଆଲୋଚନା କରି ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଲେ ବିଶ୍ୱକର୍ମା ଯୋଜନା ର ରାଜ୍ୟ ସଂଯୋଜକ ଶ୍ରୀ ସମୀର ମହାନ୍ତି ।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ଦେଶର କୃଷକଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ମୋଦୀ ସରକାରଙ୍କ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ଦୁର୍ନୀତି ମାନେ ବିଜେଡି !! କିଛି ଦିନ ତଳେ ବିଜେଡି ବିଧାୟକ ଉଦ୍ଘାଟନ କରିଥିବା କମ୍ପାନୀ ନିରୀହ ଓଡ଼ିଆ ନିବେଶକଙ୍କ ଠାରୁ ୧୨ କୋଟି ଟଙ୍କା ଠକି ନେଇଛି।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ଆଦିବାସୀ ସମାଜକୁ ପ୍ରତାରିତ କରୁଛନ୍ତି ବିଜେଡି ସରକାର!! କେନ୍ଦୁଝର ଜିଲ୍ଲାରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥାନରେ ଶୌଚାଳୟ ନିର୍ମାଣ କରି ସମଗ୍ର ଜନଜାତି ସମ୍ପ୍ରଦାୟ ଲୋକଙ୍କ ଭାବାବେଗ ���ହ ଖେଳିଛନ୍ତି ରାଜ୍ୟ ସରକାର।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ମୋଦୀ ସରକାରଙ୍କ ସମୟରେ ଓଡିଶା ଓ ଓଡିଆଙ୍କୁ ମିଳୁଛି ସମ୍ମାନ। ମୋ ମାଟି ମୋ ଦେଶ ଅଭିଯାନର ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଓଡିଆ କଳାକାରଙ୍କ ଦ୍ଵାରା ନିର୍ମିତ ଅମୃତ କଳସରେ ମାଟି ସମର୍ପଣ କରିଛନ୍ତି।
#MeriMaatiMeraDesh
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
।
BJP4Odisha's tweet video.
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ମୋଦୀ ସରକାରଙ୍କ ସମୟରେ ଓଡିଆଙ୍କୁ ମିଳୁଛି ସମ୍ମାନ । ପୁଣି ଜଣେ ଓଡିଆଙ୍କୁ ମିଳିଛ��� ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ। ଭାରତୀୟ ରିଜର୍ଭ ବ୍ଯାଙ୍କର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଇଛନ୍ତି ଶ୍ରୀ ମନୋରଞ୍ଜନ ମିଶ୍ର।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
କେନ୍ଦ୍ରମନ୍ତ୍ରୀ ଶ୍ରୀ
@dpradhanbjp
ଅନୁରୋଧ ପରେ କେନ୍ଦ୍ରମନ୍ତ୍ରୀ
@nsitharaman
ଓଡିଶାରୁ ଚୋରି ହୋଇଥିବା ମା' କୋଟ୍ରାକ୍ଷୀଙ୍କ ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ଫେରାଇବାକୁ କହିଛନ୍ତି। ଗତ ଜାନୁଆରୀ ୨୦୨୧ରେ ଏହି ମୂର୍ତ୍ତି ଚୋରି ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଧରା ପଡିଥିଲା।
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ମୋଦୀ ସରକାରଙ୍କ ଦେଶବାସୀଙ୍କୁ ଲକ୍ଷ୍ମୀପୂଜା ��େଟି । ଆଗାମୀ ୫ ବର୍ଷ ପାଇଁ ଦେଶର ୮୦ କୋଟି ଗରିବ ଲୋକଙ୍କ ନିମନ୍ତେ ନିଶୁଳ୍କ ରାସନ ପ୍ରଦାନ କରିବେ ମୋଦୀ ସରକାର।
BJPOBCMorchaOD
retweeted
Ashwini Vaishnaw
@AshwiniVaishnaw
almost 3 years ago
Promised: done
BJPOBCMorchaOD
retweeted
BJP Odisha
@BJP4Odisha
almost 3 years ago
ରାଷ୍ଟ୍ରୀୟ ରୋଜଗାର ମେଳା ମାଧ୍ୟମରେ ଦେଶର ଯୁବକଯୁବତୀଙ୍କ ପାଇଁ ଉନ୍ନତିର ଦ୍ଵାର ଖୋଲୁଛନ୍ତି ମୋଦୀ ସରକାର।
Last Seen Users on Sotwe
maliibarb🇸🇴
Seen from
Kenya
jonny
Seen from
Turkey
NPCZoey🔞| Commissions OPEN, check 🔗
Seen from
Chile
bastiiiggg
Seen from
Chile
Tati
Seen from
Turkey
Incect
Seen from
India
Hassan Raza.
Seen from
Pakistan
⫍ ⃢👁ܫ👁⃢ ⫎
Seen from
Italy
ไม่บอก
Seen from
Thailand
Trans Reloaded
Seen from
Turkey
Trends for you
1
#Lanterns
Under 10K tweets
2
Djokovic
Under 10K tweets
3
#RHUGT
Under 10K tweets
4
Shota
Under 10K tweets
5
Kharg Island
Under 10K tweets
6
#doomsdale
Under 10K tweets
7
Venus
Under 10K tweets
8
Trey Gowdy
Under 10K tweets
9
Dragonite
Under 10K tweets
10
Rams
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫