Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Mahanga Block
@BlockMahanga
Joined January 2021
3
Following
61
Followers
34
Posts
Mahanga Block
@BlockMahanga
about 5 years ago
@akshya_patra
@CMO_Odisha
@MoSarkar5T
@PRDeptOdisha
@gapg_dept
@SSEPD2
@Bhaskar__Sarma
@PuccaGhara
@jenapratap66
@MoRD_GOI
@PMAYUrban
@CuttackDM
@AnanyaDasIAS
ମୁଳବସନ୍ତ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଅନୁସାରେ ଅର୍ଜୁନଙ୍କ ବାପା ପୂର୍ବରୁ ଘର ପାଇଥିଲେ। SECC ରେଗୋଟିଏ ପରିବାରରେ ରହିଥିବାରୁ ବର୍ତ୍ତମାନ ନିୟମ ଅନୁସାରେ ଘର ଦିଆଯାଇପାରୁନାହିଁ।
See More
Mahanga Block
@BlockMahanga
about 5 years ago
@JR_Chintu_97
@CMO_Odisha
@MoSarkar5T
@CuttackDM
@WCDOdisha
@TukuniSahu
@gapg_dept ସିଡ଼ିପିଓ,ମାହାଙ୍ଗାଙ୍କ ସୂଚନା ଅନୁସାରେ କୁନିଦାସ ଜୁଲାଇ ମାସର ଛତୁଆ, ଲଡୁ ଓ ଅଣ୍ଡା ୧୩ ତାରିଖରେ ଗ୍ରହଣ କରିଛନ୍ତି।୧୫।୭।୨୧ ରେ ମମତା ଯୋଜନାରେ ସହାୟତା ପାଇବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।
Mahanga Block
@BlockMahanga
about 5 years ago
@DasBikashranjan
@RDOdisha
@PRDeptOdisha
@PradeepJenaIAS
@CMO_Odisha
@MoSarkar5T
@CuttackDM
@SaradaPradhan7
ବାସୁଦେବପୁର ଗ୍ରାମ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁସାରେ ସଂପୃକ୍ତ ରାସ୍ତା MGNREGA ରେ ୨୧-୨୨ ଆର୍ଥିକ ବର୍ଷରେ ନିଆଯିବ। କାଳୀ ମଣ୍ଡପଠାରୁ ଆର୍ ଡି ରୋଡ୍ ଭାୟା ଧୋବାସାହି ରାସ୍ତା ଉନ୍ନତିକରଣ ନାମରେ ପ୍ରକଳ୍ପ ରଖାଯିବ।
See More
Mahanga Block
@BlockMahanga
about 5 years ago
@SoumyaR99848671
@CuttackDM
@AnanyaDasIAS
The final pension paper both in soft copy and hard copy has been submitted to office of Collector Cuttack for necessary action at his end.
Who to follow
BDO_TENTULIKHUNTI
@BDO_TENTULIKHUN
PANCHAYAT SAMITI THUAMUL RAMPUR, KALAHANDI
@BDO_Thrampur
BDO_JHARIGAM
@BDO_JHARIGAM
Mahanga Block
@BlockMahanga
about 5 years ago
@DK_ROUT_777
@CMO_Odisha
@MoSarkar5T
@SSEPD2
@Ashokpandabbsr
@Bhaskar__Sarma
@Food_Odisha
@rajaaswain
@CuttackDM ଜ୍ୟୋତି ଦାସଙ୍କ ପୁଅ ଓ ଝିଅ ତା ୬-୪-୨୧ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଶାରୀରିକ ପରୀକ୍ଷା କରାଇଛନ୍ତି। ଭିନ୍ନକ୍ଷମ ପ୍ରମାଣପତ୍ର ହସ୍ତଗତ ହୋଇନାହିଁ। ପ୍ରମାଣପତ୍ର ପାଇଲେ ଭତ୍ତା ଅନୁମୋଦନ ନିମନ୍ତେ ପଠାଯିବ।
See More
Mahanga Block
@BlockMahanga
about 5 years ago
@DK_ROUT_777
@CMO_Odisha
@MoSarkar5T
@CuttackDM
@PRDeptOdisha
@SSEPD2
@PuccaGhara
@Bhaskar__Sarma
@jenapratap66
ମଞ୍ଜୁଲତ��� ରାଉତଙ୍କ ସ୍ଵାମୀ ଗୋପାଳ ରାଉତ ୨୦୦୧-୦୨ ମସିହାରେ ଇନ୍ଦିରା ଆବାସ ଯୋଜନା ରେ ଏକ ଗୃହ ନିର୍ମାଣ ପାଇଁ କାର୍ଯ୍ୟ ଆଦେଶ ପାଇଛନ୍ତି। ଏ ବାବଦରେ ୧୯୦୦୦/- ଟଙ୍କା ଗ୍ରହଣ କରିଛନ୍ତି। ବିଧବା ଭତ୍ତା ନିମନ୍ତେ ଆବଶ୍ୟକ କାଗଜପତ୍ର ଦେବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି।
See More
Mahanga Block
@BlockMahanga
about 5 years ago
@PS8087
@CMO_Odisha
@SecyChief
@MoSarkar5T
@Soumya98671695
@CMRF_Odisha
@pd_drda @CuttackDM ବିଡ଼ିଓ ମାହାଙ୍ଗା ପତ୍ର ସଂଖ୍ୟା1287 dt 19_4_2021 ମାଧ୍ୟମରେ ମୃତ୍ୟୁ କାଳୀନ ଖାଲି ସ୍ଥାନ ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କ ଅନୁମୋଦନ ନିମନ୍ତେ ପଠାଯାଉଅଛି।
Mahanga Block
@BlockMahanga
over 5 years ago
@Pintu9178278087
@CMO_Odisha
@SecyChief
@MoSarkar5T
@Soumya98671695
@CMRF_Odisha
@pd_drda @CuttackDM ବିଜୟ କୁମାର ସାହୁ ଉତ୍ତରାଧିକାରୀ ସ���ତ୍ରରେ/ ଭାଇ ଭାଗରୁ ମିଳିଥିବା ଏକ ବଖରା ଛାତ ଘରେ ପରିବାର ସହ ରହୁଛନ୍ତି। ତାଙ୍କ ନାମରେ ରେସନ କାର୍ଡ ଅଛି। ୧୨/୨/୨୧ ରେ ଜିଲ୍ଲା ଚିକିତ୍ସାଧିକାରୀ କଟକଙ୍କ କାର୍ଯ୍ୟାଳୟକୁ ଦିବ୍ଯାଙ୍ଗ ସ୍ଥିତି ଯାଞ୍ଚ ପାଇଁ ଯାଇଥିଲେ। ସାର୍ଟିଫିକେଟ ପାଇବାପରେ ତାଙ୍କର ଭତ୍ତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
See More
Mahanga Block
@BlockMahanga
about 5 years ago
@JR_Chintu_97 @CuttackDM
@CMO_Odisha
@MoSarkar5T
@HFWOdisha
@nhmodisha
@nabadasjsg
@CMRF_Odisha
ଶ୍ରୀ ବେହେରାଙ୍କ ସ୍ଵାସ୍ଥ୍ୟ ଏବେ ଭଲ ଅଛି। ତାଙ୍କ ତତ୍ତ୍ଵାବଧାରିକା କବିତା ବେହେରାଙ୍କ ଅନୁସାରେ ସେ ଏବେ ମେଡ଼ିକାଲ ଯିବ��� ଦରକାର ନାହିଁ। ମେଡ଼ିକାଲ ଟିମ୍ ଯାଞ୍ଚ କରିଫେରିଛନ୍ତି।
Mahanga Block
@BlockMahanga
about 5 years ago
@aim_of_help
@CMO_Odisha
@MoSarkar5T
@gapg_dept @CuttackDM
@PRDeptOdisha
ରଷୁମାପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନୁସାରେ ନ ଗେନ୍ଦ୍ର ପ୍ରଧାନ ୨୦୧୦-୧୧ରେ ୪୫୦୦୦ ଟ.ଅଟକଳମୂଲ୍ୟର ଏକ ଇନ୍ଦିରା ଆବାସ ଗୃ��� ପାଇଥିଲେ। ତେଣୁ ସରକାରଙ୍କ ନିୟମାନୁସାରେ ଗୃହ ଏବେ ପୁନର୍ବାର ଦେଇ ହେବ ନାହିଁ।
Mahanga Block
@BlockMahanga
about 5 years ago
@RanjitSahuRs1
@Naveen_Odisha
@EIT_Odisha
@CuttackDM
@MoSarkar5T
@SRC_Odisha
ଉମରଗ୍ରାପ ହରିଶ୍ଚନ୍ଦ୍ରସହାୟତା ରେଜିଷ୍ଟର, ANMଙ୍କ ଡେଥରିପୋର୍ଟ,ଭତ୍ତା ବଣ୍ଟନ ଅଧିକାରିଣୀଙ୍କରିପୋର୍ଟର ପ୍ରତିଫଳନ-ବୈରାଗୀଦାସ ତା୧୭।୬।୨୧ ରିଖରେ ମୃତ୍ୟୁବରଣ କରିଅଛନ୍ତି। କୋଭିଡ଼କଟକଣା ଅନୁଯାୟୀହିତାଧିକାରୀଙ୍କ ଦ୍ଵାରଦେଶରେ ଭତ୍ତା ଦେବାନିର୍ଦ୍ଦେଶ ଓ୧୮ ଜୁନ୍ରେ ଓସ୍ତପୁର ଗ୍ରାମରେ ଭତ୍ତାବଣ୍ଟାସ୍ଥଳେ ସ୍ଵର��ଗ���ୟଦାସଙ୍କୁ ଭତ୍ତାଅସମ୍ଭବ।
See More
Mahanga Block
@BlockMahanga
about 5 years ago
@rkb97official
@CMO_Odisha
@SecyChief
@gapg_dept
@OdishaWater
@krushibibhag
@PRDeptOdisha
@MoSarkar5T
@CuttackDM ଏହି ଅଭିଯୋଗ ମାହାଙ୍ଗା ବ୍ଳକ୍ ସହ ସଂପୃକ୍ତ ନୁହେଁ। ଏହା ଉଠାଜଳସେଚନ ନିଗମ ସହ ସମ୍ପର୍କିତ । ସଂପୃକ୍ତ ବିଭାଗୀୟ ଅଧିକାରୀ ଉତ୍ତର ରଖିବାକୁ ଅନୁରୋଧ।
Mahanga Block
@BlockMahanga
about 5 years ago
@JasobantaRana2
@CuttackDM
@AnanyaDasIAS
@PRDeptOdisha
ମାହାଙ୍ଗା ବିଡ଼ିଓ ପତ୍ର ସଂଖ୍ଯା ୧୬୬୦ ତା ୨୬।୫।୨୧ ମାଧ୍ୟମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇ ଅଛନ୍ତି।ସରକାରୀ ନିୟମ ଓ ସୁବିଧା ମଧ୍ଯରେ ସେ ଯଥାସମ୍ଭବ ସାହାଯ୍ୟ କରିବେ ।
Mahanga Block
@BlockMahanga
about 5 years ago
@JasobantaRana2
@CuttackDM
@CMO_Odisha
@MoSarkar5T
@RDOdisha
@PRDeptOdisha
@gapg_dept ଆଲୋଚନା ଅନ୍ତର୍ଗତ ରାସ୍ତାଟ��� ମାହାଙ୍ଗା ବ୍ଳକ ଅଧିନରେ ଆସୁଥିଲେ ମଧ୍ଯ ଏପରି ପିଚୁ ରାସ୍ତା ବ୍ଳକ୍ ତରଫରୁ ନିର୍ମାଣ କରାଯାଇନାହିଁ।
Mahanga Block
@BlockMahanga
about 5 years ago
@TusarakantaN
@CMO_Odisha
@MoSarkar5T
@gapg_dept @CuttackDM
@PRDeptOdisha
ମଧୁପୁର ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କ ଅନୁଯାୟୀ ଘିସୁଆ ଗ୍ରାମ ମେଳକ ସାହିରାସ୍ତାକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦ ୨୧-୨୨ଆର୍ଥିକ ବର୍ଷରେ ନିର୍ମାଣ କରିବାକୁ ପ୍ରସ୍ତାବ ନିଆଯାଇଛି। ଏଥିପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ��ି କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପାଦନ କରାଯିବ।
See More
Mahanga Block
@BlockMahanga
about 5 years ago
@Sudhansujenaa
@SSEPD2
@Bhaskar__Sarma
@CMO_Odisha
@gapg_dept @CuttackDM କୁନ୍ତଳାଦିବ୍ୟା ଓ କାନ୍ତିଲତା ଦିବ୍ୟା ଯଥାକ୍ରମେ ,IGNOAP ୮୦ ବର୍ଷ ଓ ବିଧବା ଭତ୍ତା ନିୟମିତ ପାଉଛନ୍ତି@ଗତମାସ ମଧ୍ୟ ୨୩।୪।୨୧ ରେ ଭତ୍ତା ପାଇଛନ୍ତି। ୦୭୦୮୦୫୧୧୮୦୯ ନମ୍ୱ��� ରେସନ କାର୍ଡକୁନ୍ତଳାକଂ ନାମରେ କରାଯାଇଅଛି।
Mahanga Block
@BlockMahanga
over 5 years ago
@rkb97official
@CMO_Odisha
@SecyChief
@gapg_dept
@jenapratap66
@PRDeptOdisha
@MoSarkar5T
@CuttackDM ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅନୁସାରେ ମିଶ୍ର ସାହି ଏବଂ ସ୍ଵାଇଁ ସାହି ପାଇପ୍ ଲାଇନ୍ କଂକ୍ରିଟ ରାସ୍ତା ନିର୍ମାଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବାର ଜଣାଯାଏ। ଝାଡେଶ୍ଵ ରପୁର କିଛି ଅଂଶ ଆମ ନିର୍ମାଣ ପରିସରକୁ ଆସିପାରି ନାହିଁ। ବର୍ତମାନ ପରିପ୍ରେକ୍ଷୀରେ ଏହା ମେଘା ସଂସ୍ଥା ଦ୍ଵାରା ମେଗା ପ୍ରକଳ୍ପ ଅଧିନରେ କାର୍ଯ୍ୟ ସମ୍ପନ୍ନ କରାଯାଇପାରିବ।
See More
Mahanga Block
@BlockMahanga
over 5 years ago
@rkb97official
@CMO_Odisha
@SecyChief
@gapg_dept
@PRDeptOdisha
@MoSarkar5T
@CuttackDM ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅନୁସାରେ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇସାରିଛି ଏବଂ ଜଳଯୋଗାଣ ସୂଚାରୁରୂପେ ଚାଲିଛି।
Mahanga Block
@BlockMahanga
over 5 years ago
@TKhetratrust
@CMO_Odisha
@MoSarkar5T
@PRDeptOdisha
@gapg_dept @CuttackDM ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି ଏବଂ ଜଳଯୋଗାଣ ସୂଚାରୁରୂପେ ଚାଲିଛି।
Mahanga Block
@BlockMahanga
over 5 years ago
@ShreeAshokKumar
@CMO_Odisha
@gapg_dept
@MoSarkar_Odisha
@MoSarkar5T
@SecyChief
@PRDeptOdisha
@jenapratap66
@CuttackDM @pd_drda ଅଚଳ ହୋଇଥିବା ନଳକୂପଟିକୁ ବର୍ତ୍ତମାନ କାର୍ଯ୍ୟକ୍ଷମ କରାଯାଇଛି। ସଂପୃକ୍��� କନିଷ୍ଠ ଯନ୍ତ୍ରୀଙ୍କ ଅନୁସାରେ ଏହା ସୂଚାରୁରୂପେ ଜନସେବାରେ ନିୟୋଜିତ।
Mahanga Block
@BlockMahanga
over 5 years ago
@DK_ROUT_777
@CMO_Odisha
@MoSarkar5T
@SSEPD2
@CuttackDM ଅନୁସନ୍ଧାନରୁ ଜଣାଯାଏ ସୁମିତ୍ରା ଙ୍କର ଭୋଟପରିଚୟପତ୍ର ଦେଇ ନଥିବାରୁ ଅନୁମୋଦନ ହୋଇନାହିଁ। ଏବେ ପୁନର୍ବାର ବିଡ଼ିଓ ପ. ସ .୯୯୧/୨୪-୩-୨୧ ମାଧ୍ୟମରେ ଖାଲିଥିବା ସ୍ଥାନ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଜଣାଇଛନ୍ତି। ଏହି ପର୍ଯ୍ୟାୟରେ ଅନୁମୋଦନ ହୋଇ ଆସିଲା ପରେ ସେ ନିୟ���ିତ ଭତ୍ତା ପାଇବେ।
See More
Last Seen Users on Sotwe
Hindu bull
Seen from
India
Fantazi Sexting
Seen from
Turkey
هو 🇸🇦
trai sóc trăngg
Seen from
Vietnam
AdaNsukka
Seen from
Turkey
Antalya Merkez Sex
Seen from
Turkey
Madurosmx5
Seen from
Mexico
Chấn Bé Đù 🌹🌹🌹
Seen from
Vietnam
Zahra colmek
Seen from
Indonesia
Blackmamba
Seen from
Indonesia
Trends for you
1
Fauci
Under 10K tweets
2
Covid
Under 10K tweets
3
Rand Paul
Under 10K tweets
4
Good Thursday
Under 10K tweets
5
Fifth Amendment
Under 10K tweets
6
AIDS
Under 10K tweets
7
Harvey
Under 10K tweets
8
#AEWDynamite
Under 10K tweets
9
Wuhan
Under 10K tweets
10
Happy Friday Eve
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.3M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.7M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74.1M followers
12
Virat Kohli
@imvkohli
71.4M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.3M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫