Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ChandraKanta Pradhan
@Chandra11268865
Odisha BYJD Joint Secretary
Angul,Odisha
Joined October 2020
238
Following
95
Followers
253
Posts
ChandraKanta Pradhan
@Chandra11268865
14 days ago
🎉🎂 ଆଜି ଆମ ଗେଲ୍ଲୀ ଝିଅ ଆଡଲି ଓ ହେରୋ ପୁଅ ଅନିଶଙ୍କ ଜନ୍ମଦିନ ଖୁସିରେ ପାଳନ। 🙏 ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ମା ବୁଢ଼ୀ ଠାକୁରାଣୀ ତୁମମାନଙ୍କୁ ସଦା ରକ୍ଷା କରୁନ୍ତୁ। ❤️🎂 ଆଡଲି & ଅନିଶ – ଅନେକ ଅନେକ ଶୁଭେଚ୍ଛା 🎂❤️
ChandraKanta Pradhan
@Chandra11268865
14 days ago
🎉🎂 ଆଜି ଆମ ଗେଲ୍ଲୀ ଝିଅ ଆଡଲି ଓ ହେରୋ ପୁଅ ଅନିଶଙ୍କ ଜନ୍ମଦିନ ଖୁସିରେ ପାଳନ। ମାନ୍ୟବର ତାଳଚେର ବିଧାୟକ **ବ୍ରଜ କିଶୋର ପ୍ରଧାନ**ଙ୍କ ଆଶୀର୍ବାଦ ପାଇଲୁ। 🙏 ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ମା ବୁଢ଼ୀ ଠାକୁରାଣୀ ତୁମମାନଙ୍କୁ ସଦା ରକ୍ଷା କରୁନ୍ତୁ। ❤️🎂 ଆଡଲି & ଅନିଶ – ଅନେକ ଅନେକ ଶୁଭେଚ୍ଛା 🎂❤️
ChandraKanta Pradhan
@Chandra11268865
14 days ago
ପବିତ୍ର ସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ I ଆଜିର ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସମୃଦ୍ଧିରେ ପରିପୂର୍ଣ୍ଣ କରୁ।
#ଜୟଜଗନ୍ନାଥ
🙏
#ସ୍ନାନପୂର୍ଣ୍ଣିମା
#ଶ୍ରୀଜଗନ୍ନାଥ
#ପୁରୀ
#ଓଡ଼ିଶା
See More
ChandraKanta Pradhan
@Chandra11268865
24 days ago
ଶୀତଳ ଷଷ୍ଠୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବର ଏହି ଶୁଭ ଅବସର ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଶାନ୍ତି ଆଣିଦେଉ — ଏହି ପ୍ରାର୍ଥନା। 🔱 ହର ହର ମହାଦେବ 🔱
Who to follow
Suryakanta Pradhan
@SuryakantaPra11
Son,Husband,Father,Citizen of India🇮🇳 Odisha,Angul
ChandraKanta Pradhan
@Chandra11268865
28 days ago
ଓଡ଼ିଶାର ପାରମ୍ପରିକ ଗଣପର୍ବ ପବିତ୍ର ରଜ ସଂକ୍ରାନ୍ତି ��ପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ରଜର ଉଲ୍ଲାସ, ଭାଇଚାରା ଓ ସାମାଜିକ ସଦ୍ଭାବନା ଆମ ସମାଜକୁ ଆହୁରି ସୁଦୃଢ଼ କରୁ। ସମସ୍ତଙ୍କ ଜୀବନ ଆନନ୍ଦମୟ ଓ ମଙ୍ଗଳମୟ ହେଉ।🙏🏻
@Bapu4Talche
r
ChandraKanta Pradhan
@Chandra11268865
3 months ago
ସ୍ୱତନ୍ତ୍ର ଓଡ଼ିଶା ପ୍ରଦ���ଶ ଗଠନର ମୁଖ୍ୟ ପୁରୋଧା, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଜାତିର ଉନ୍ନତି ଓ ସ୍ୱାର୍ଥ ରକ୍ଷା ପାଇଁ ସେ ଦେଖାଇଥିବା ମାର୍ଗରେ ଆସନ୍ତୁ ସମସ୍ତେ ଦୃଢ଼ତା ସହ ଆଗକୁ ବଢ଼ିବା।🙏
ChandraKanta Pradhan
@Chandra11268865
3 months ago
ଓଡ଼ିଆ ଚଳଚ୍ଚିତ୍ରର ଗୌରବମୟ ୯୧ ବର୍ଷ ପୂର୍ତ୍ତିରେ ସଭିଙ୍କୁ ଶୁଭେଚ୍ଛା। ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସୀତା ବିବାହ' ମୁକ୍ତିଲାଭ କରି ଇତିହାସ ସୃଷ୍ଟି କରିଥିଲା। ଓଡ଼ିଆ ଚଳଚ୍ଚିତ୍ରର ଗରିମା ବଢ଼ାଇ ଥିବା ବ୍ୟକ୍ତିବିଶେଷମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। 📷📷
ChandraKanta Pradhan
@Chandra11268865
3 months ago
ଆଜି ଅକ୍ଷୟ ତୃତୀୟା ର ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ସୁଖ ଶାନ୍ତି ଓ ସମୃଦ୍ଧି ରେ ରଖନ୍ତୁ l କୃଷକ ଭାଇ ମାନଙ୍କୁ ଅଖି ମୁଠି ଅନୁକୂଳ ପାଇଁ ଅନେକ ଶୁଭେଚ୍ଛା l
#ଅକ୍ଷୟ୍_ତୃତୀୟ
#AkshayTritiya
ChandraKanta Pradhan
@Chandra11268865
3 months ago
ଓଡ଼ିଶାର ଗୌରବ Biju Patnaikଙ୍କ ତିରୋଧାନ ଦିବସରେ ଅନୁଗୁଳରେ ଶ୍ରଦ୍ଧାଞ୍ଜଳି। 🙏 ଆଜି ବିଜେଡି କାର୍ଯ୍ୟାଳୟ ଓ ବିଜୁ ମୈଦାନରେ ଶ୍ରୀ ଦିଲୀପ କୁମାର ସାହୁଙ୍କ ସହ ଅନେକ କର୍ମୀ ଉପସ୍ଥିତ ରହିଥିଲେ। ବିଜୁ ବାବୁଙ୍କ ଆଦର୍ଶ, ପଞ୍ଚାୟତିରାଜ ଶକ୍ତିକରଣ ଓ ଓଡ଼ିଆ ସ୍ୱାଭିମାନ ପାଇଁ ତାଙ୍କ ଅବଦାନ ସଦା ପ୍ରେରଣା ଦେଇଥାଏ।
#BijuBabu
See More
ChandraKanta Pradhan
@Chandra11268865
3 months ago
ଓଡ଼ିଶାର ଗୌରବ Biju Patnaikଙ୍କ ତିରୋଧାନ ଦିବସରେ ଅନୁଗୁଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ। 🙏 ଏହି ଅବସରରେ ଶ୍ରୀ ଦିଲୀପ କୁମାର ସାହୁଙ୍କ ସହ ବିଜେଡି, ଯୁବ ଓ ଛାତ୍ର କର୍ମୀମାନେ ଉପସ୍ଥିତ ରହିଥିଲେ।
#BijuBabu
#ପ୍ରବାଦପୁରୁଷଦିବସ
ChandraKanta Pradhan
@Chandra11268865
3 months ago
ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ ଆରମ୍ଭ କରି ଓଡ଼ିଆ ସ୍ୱାଭିମାନ ରକ୍ଷାରେ ତାଙ���କର ଅବଦାନ ଅତୁଳନୀୟ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ।
See More
ChandraKanta Pradhan
@Chandra11268865
6 months ago
ସାଧାରଣ ଜନତାଙ୍କ ସ୍ଵର ସାଜିଛି ବିଜୁ ଜନତା ଦଳ। ସଭାପତି ଶ୍ରୀ ନବୀନ ପଟ୍ଟନାୟକ (
@Naveen_Odisha
) ନିର୍ବାଚନମଣ୍ଡଳୀରେ ସମସ୍ୟା ଓ ତୃଣମୂଳସ୍ତରରେ ସଙ୍ଗଠନ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସମସ୍ୟାର ସମାଧାନ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
#BJD4Odisha
#BJDWithOdisha
See More
ChandraKanta Pradhan
@Chandra11268865
6 months ago
ଲୋକଙ୍କ ସହ ଅଛି ବିଜୁ ଜନତା ଦଳ, ସେବା କାର୍ଯ୍ୟ ହେବ ଆହୁରି ବ୍ୟାପକ। ବିଜୁ ଜନତା ଦଳର ବିଧାୟକଙ୍କୁ ଭେଟି ନିର୍ବାଚନମ���୍ଡଳୀର ସମସ୍ୟା ଓ ଦଳୀୟ ସଙ୍ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି। ବିଧାୟକ ଭାବେ ଲୋକଙ୍କ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ସହ ବିଜୁ ବାବୁଙ୍କ ଆଦର୍ଶରେ ସେବା କାର୍ଯ୍ୟ ଜାରି ରଖିବା��ୁ ପରାମର୍ଶ ଦେଲିI
See More
Chandra11268865's tweet video.
ChandraKanta Pradhan
@Chandra11268865
6 months ago
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
#ମକରସଂକ୍ରାନ୍ତି
#MakarSankranti
ChandraKanta Pradhan
@Chandra11268865
6 months ago
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାକୁ ବିକାଶର ରାସ୍ତାରେ ଆଗକୁ ବଢ଼ାଇବା ସହ ଲୋକଙ୍କ ଉନ୍ନତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।🙏🏻
ChandraKanta Pradhan
@Chandra11268865
6 months ago
@Naveen_Odisha
@bjd_odisha
@BJDITWing
@BJDITCell
@NaveenOdisha6
@BYJD_Odisha
@IpshitaaOdisha
@Bapu4Talcher
ChandraKanta Pradhan
@Chandra11268865
6 months ago
ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୋତେ ଗୁରୁଦାୟିତ୍ୱ ପ୍ରଦ���ନ କରାଯାଇଥିବାରୁ ସର୍ବପ୍ରଥମେ ମୋ ନେତା, ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ବିଧାୟକ, ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କୁ ଭେଟି ଆଶୀର୍ବାଦ କାମନା କରିଲି।
🙏 @Naveen_Odis
h
a @Bapu4Talch
e
r @bjd_odis
h
a @bjdwithodis
ha
See More
ChandraKanta Pradhan
@Chandra11268865
6 months ago
ଓଡ଼ିଶା ମାଟିର ସ୍ୱାର୍ଥରେ ସର୍ବଦା ଆଗରେ ରହିବ ଯୁବ ଓ ଛାତ୍ର ବିଜେଡି। ନବଘୋଷିତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ଓଡ଼ିଶାବାସୀଙ୍କ ସେବା ଓ ହକ୍ ପାଇଁ ସମସ୍ତେ ଏକ ହୋଇ ଆଗକୁ ବଢ଼ିବାକୁ ଆହ୍ୱାନ କଲି।
#BJDWithOdisha
Chandra11268865's tweet video.
ChandraKanta Pradhan
@Chandra11268865
6 months ago
ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୋତେ ଦିଆଯ���ଇଥିବା ଗୁରୁଦାୟିତ୍ୱ ପାଇଁ, ଆଜି କ୍ଲବ ଗଣପତ ତରଫରୁ ଭାଇମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଆଶୀର୍ବାଦ ଓ ଶୁଭେଚ୍ଛା ପାଇ ମୁଁ ଅତ୍ୟନ୍ତ କୃତଜ୍ଞ।ଏହି ସ୍ନେହ, ସମ୍ମାନ ଓ ଉତ୍ସାହ ପାଇଁ ସମସ୍ତ ଭାଇମାନଙ୍କୁ ହୃଦୟର ଗଭୀରତାରୁ ଧନ୍ୟବାଦ।
🙏 @Naveen_Odis
h
a @bjd_odis
ha
See More
ChandraKanta Pradhan
@Chandra11268865
6 months ago
ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ପଦାଧିକାରୀମାନଙ୍କ ସହିତ ଆଜି ନବୀନ ନିବା���ରେ ଆମ ଦଳର ସୁପ୍ରିମୋ, ଓଡ଼ିଶାର ଗର୍ବ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଲା। ଏହି ଅବସରରେ ଆମ ସହ ଉପସ୍ଥିତ ଥିଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ କୁମାର ସାହୁ ଭାଇ।
@Naveen_Odis
h
a @bjd_odis
h
a @bjd_odis
ha
See More
Last Seen Users on Sotwe
Aunty lover
Seen from
Belgium
👑الملكة سحر👑❤🇸🇦
hero nice
Seen from
Egypt
البيوت اسرار
jennifer ponce
Seen from
Mexico
Tukang Retwet
Seen from
Indonesia
Claire
Seen from
Thailand
Cabeza de Pascua
Seen from
Netherlands
艾米丽
Seen from
Germany
زوجي ديوث متحررين
Seen from
Germany
Trends for you
1
Sam Neill
Under 10K tweets
2
Good Monday
Under 10K tweets
3
Tielemans
Under 10K tweets
4
#MondayMotivation
Under 10K tweets
5
Event Horizon
Under 10K tweets
6
Rihanna
Under 10K tweets
7
Dead Calm
Under 10K tweets
8
Dr. Grant
Under 10K tweets
9
The Hunt for Red October
Under 10K tweets
10
Montana
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.9M followers
11
Lady Gaga
@ladygaga
73.4M followers
12
Virat Kohli
@imvkohli
70.5M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.3M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.1M followers
20
X
@x
60.8M followers
Olivia
Online
✨
⭐
💫