Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Pramod Dash
@DashD95177533
Love people
Cuttack ,odisha,india
Joined June 2021
35
Following
13
Followers
90
Posts
Pramod Dash
@DashD95177533
about 1 year ago
@sanghamitra_jr
ଆଜି ନାରୀ ଟିଏ ସମ୍ପୂର୍ଣ୍ଣ ଅସୁରକ୍ଷିତ ,ଏଇଥିପାଇଁ ଯେ ଆମର ବ୍ରିଟିଶ ଅମଳର ଶାସନ ବ୍ୟବସ୍ଥା ଆଉ ଆଇନ କାନୁନ ପାଇଁ ସବୁ ଗଳା ବାଟ ଦେଇ ଖସି ଯାଉଛନ୍ତି ! ଦୋଷୀ କୁ ଉପଯୁକ୍ତ ଦଣ୍ଡ ମିଳିବା ଦୂରେ ଥାଉ ,ଓଲଟା ଫୁଲମାଳ ପିନ୍ଧାଇ ତାକୁ ନେତା କରି ଦିଆ ଯାଉଛି ! ଆଉ ଏଥିରେ ସବୁ ରାଜନୈତିକ ଦଳ ସାମିଲ ହେଇ ନିଜ ନିଜ ରୁଟି ସେକିବା ଆରମ୍ଭ କରୁଛନ୍ତି
See More
Pramod Dash
@DashD95177533
about 1 year ago
@Rashmita1993
Happy wedding anniversary greetings 🎉
Pramod Dash
@DashD95177533
over 1 year ago
@BashiPakhala
ଏଇଟା ଏତେ ଅଭଦ୍ର ଟା ,ପାଟିରେ ବାଡ଼ି ବତା ରହୁନି ଦେଶ ଦ୍ରୋହି ର !
Pramod Dash
@DashD95177533
over 1 year ago
@sandha_toka
ନା ରଖିଚ ଷଣ୍ଢ ଟୋକା ହେଲେ ବୁଦ୍ଧି ଗଧ ଭଳିଆ ! ବୁଦ୍ଧିମାନ କେବେ ଚାହେଁନି କାହା ସହିତ ଲଢ଼ିବାକୁ ,ଶତ୍ରୁ ର ବଳକୁ ଆଗ ହଟେଇ ଦୁର୍ବଳ କରିବା ନିହାତି ଜରୁରୀ ! ଅତି ଆବଶ୍ୟକ ହେଲେ ଯାଇ ଯୁଦ୍ଧ କାହା ସହ କରାଯାଏ !!
Pramod Dash
@DashD95177533
over 1 year ago
Har Har Mahadev 🙏
Pramod Dash
@DashD95177533
over 1 year ago
ସତ କହିଲେ , ତୁମେ ବିଶ���ୱାସ କରିବନି !! ସତରେ ତୁମେ " ଦେଖିବାକୁ ବହୁତ ସୁନ୍ଦର !! ଏକ ମହାର୍ଘ୍ୟ ମୁହୂର୍ତ୍ତ ପାଇଁ ସବୁକିଛି ସଞ୍ଚୟ କରି ରଖେ ମୁଁ !!ଏହାର କାରଣ ଅଜ୍ଞାନତାର ଅନ୍ଧକାର ନା ସେ ମୁହୂର୍ତ୍ତ ଦିବ୍ୟତା ର ସ୍ପର୍ଶ ?? କିନ୍ତୁ ଯଦି ସେ ମୁହୂର୍ତ୍ତ ନଆସେ ,ତେବେ ପ୍ରତି ସମ୍ଭାବିତ ଜନ୍ମରେ ଥରୁଟିଏ ଦିବ୍ୟତାର ଅନୁଭବ !! ପ୍ରଭୁ 🙏
See More
Pramod Dash
@DashD95177533
almost 2 years ago
Jay Jagannath 🙏🙏🙏
DashD95177533's tweet video.
Pramod Dash
@DashD95177533
almost 2 years ago
Good night 🌙
DashD95177533's tweet video.
Pramod Dash
@DashD95177533
almost 2 years ago
@Prasanti268
ହଉ ମାଡି ଚାଲନ୍ତୁ 😃
Pramod Dash
@DashD95177533
almost 2 years ago
@Prasanti268
ଥରେ ଡାକିକି ଚାଖିବାକୁ ଦେଲେ ସିନା ଆମେ କହିବୁ ଭଲ କି ମନ୍ଦ ,ନହେଲେ କେମିତି ଜାଣିବୁ 😃😃😃😃
Pramod Dash
@DashD95177533
almost 2 years ago
ଆକାଶଟା ବର୍ଷ ବର୍ଷ ଧରି ଧରିତ୍ରୀକୁ ନିଜର କରିବା ଆଶାରେ ଚାହିଁ ରହିଛି ସିନା, ଧରିତ୍ରୀ କିନ୍ତୁ ଆକାଶକୁ ଭରଷା କରିପାରୁନି। ଆଜି ଆକାଶ ନିଜ ନିର୍ମଳ ହୃଦୟକୁ ଦେଖେଇ କହୁଛି, ଦେଖ୍, ଏଠି ଆଉ କାହା ପାଇଁ ଯାଗା ନାହିଁ, ଏ କେବଳ ତୋରି ପାଇଁ, କାହିଁ କେଉଁ ଯୁ���ରୁ ତୋରି ଅପେକ୍ଷାରେ।
#ବିଶ
୍ୱ ହୃଦୟ ଦିବସ
Pramod Dash
@DashD95177533
about 2 years ago
🙏🙏🙏 *ହେ ମହାବାହୁ !* *ତୁମ ନାମ ସଦା* *ତୁଣ୍ଡରେ ଥାଉ।* *ରତନ ବେଦିରେ ଦରଶନ ପାଇ* *ବେନି ନେତ୍ର ମୋର ପବିତ୍ର ହେଉ।।* *🙏ଜୟ ଜଗନ୍ନାଥ🙏*
Pramod Dash
@DashD95177533
about 2 years ago
@preeti_jenny_
ଜନ୍ମ ଦିନରେ ଢେର ସାରା ଶୁଭେଚ୍ଛା ଆଉ ଶୁଭକାମ��ା 💐💐💐🎉🎉🎉🎂🎂🎂
Pramod Dash
@DashD95177533
about 2 years ago
#NewProfilePic
Pramod Dash
@DashD95177533
about 2 years ago
@SujataDash95
ହଁ ସତ
Pramod Dash
@DashD95177533
about 2 years ago
@princess_sradha
ପକ୍କା ଓଡ଼ିଆଣୀ ର କଥା ପଦେ
Pramod Dash
@DashD95177533
about 2 years ago
@SpeaksSabya
ଅନ୍ୟ ରାଜ୍ୟ କୁ ଗୋଟେ ଭଲ ସନ୍ଦେଶ
Pramod Dash
@DashD95177533
about 2 years ago
@missjpprava225 ସେଗୁଡା ମନରୁ format କରିଲେ ପକ୍କା ହେଇଯିବ
Pramod Dash
@DashD95177533
about 2 years ago
@NiharikaDash14
Looks like a beauteous fairy 🧚
Last Seen Users on Sotwe
Vominhthanh
Seen from
Indonesia
Budak nakal
Seen from
Indonesia
🔞سُُُُoooٓٓ🔞
Seen from
France
BESTE YENİ KANAL
Seen from
Turkey
INDO VERSION VIDEOS
Seen from
Indonesia
SB Verdi
Seen from
India
Liv
Seen from
France
Luka Vitti RJ
Seen from
Indonesia
AmatPorn🍑
Seen from
Turkey
휴지를 위하여
Seen from
Indonesia
Trends for you
1
JJ McCarthy
Under 10K tweets
2
Knies
Under 10K tweets
3
The UK
Under 10K tweets
4
Sonnet 5.5
Under 10K tweets
5
Starship
Under 10K tweets
6
Jameis
Under 10K tweets
7
Sixers
Under 10K tweets
8
Winston
Under 10K tweets
9
Media Day
Under 10K tweets
10
Bail
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫