Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DATTATRAYA PATRA
@Datta289
Somethings have to end for better things to begin.
Joined January 2022
511
Following
123
Followers
965
Posts
DATTATRAYA PATRA
@Datta289
about 1 year ago
@NityanandaBJP
କେବଳ high school ଶିକ୍ଷକ ଙ୍କୁ ନିୟମିତ ନିଯୁକ୍ତି ଦିଆଯିବ primary ଶିକ୍ଷକ ସ୍କିମ ରେ ଖଟିବେ । ସରକାରଙ୍କ ସବୁକାମ ବେଳେ ଏମାନେ ଖଟିବେ । କମ ଶିକ୍ଷକ ରେ ସ୍କୁଲ ଚଳାଇବେ । ଆଖିଖୋଲି ଟିକେ ଦେଖନ୍ତୁ ମହାଶୟ , ସ୍କୁଲ ରେ ରଙ୍ଗମରା କାମ ଛାଡି ରେଗୁଲାର ଶିକ୍ଷକ ନିଯୁକ୍ତି ଓ ଛାତ୍ରଛାତ୍ରୀ ଙ୍କ ବିକାଶ ଉପରେ ଦୃଷ୍ଟି ଦିଅନ୍ତୁ ।
See More
DATTATRAYA PATRA
@Datta289
about 1 year ago
@princess_sradha
ହୋଉ
DATTATRAYA PATRA
@Datta289
over 1 year ago
#ଚା
' ଖଟି ଅନୁଭୂତି #
DATTATRAYA PATRA
@Datta289
over 1 year ago
@CMO_Odisha
@MohanMOdisha
କହିବା ଆଉ କରିବା ଭିତରେ ବହୁତ୍ ଫରକ୍ ନ ହେଲେ ଯେଉଁ ମାନେ ବିଗତ ଦିନରେ ଠିକା ନିଯୁକ୍ତିକୁ ବିରୋଧ କରୁଥିଲେ ସେମାନେ ଆଜି କାହିଁକି ଠିକା ନିଯୁକ୍ତି ପତ୍ର ବାଣ୍ଟିଲେ?
Who to follow
ODISHA PRIMARY TEACHERS ASSOCIATION
@Odishateacher1
#RegularTeachers,#JuniorTeachers.... of Odisha.Teachers are the incarnation of the Lord.Teachers should be #Fearless, #Bold,#Straightforward,#Corruptionfree.
Gulson Panda
@GulsonPanda
I'm a teacher☮️ i-teach😊, i-learn☺️ nd i-respect🙏 be a voice not an echo ✌️👏🙏
Dolamani Majhi
@Dolaman39177599
unity is strength
DATTATRAYA PATRA
@Datta289
over 1 year ago
@NityanandaBJP
କହିବା ଆଉ କରିବା ଭିତରେ ବହୁତ୍ ଫରକ୍ ନ ହେଲେ ଯେଉଁ ମାନେ ବିଗତ ଦିନରେ ଠିକା ନିଯୁକ୍ତିକୁ ବିରୋଧ କରୁଥିଲେ ସେମାନେ ଆଜି କାହିଁକି ଠିକା ନିଯୁକ୍ତି ପତ୍ର ବାଣ୍ଟିଲେ?
DATTATRAYA PATRA
@Datta289
over 1 year ago
@ojtabbsr
@MohanMOdisha
@CMO_Odisha
@NityanandaBJP
@PravatiPOdisha
@KVSinghDeo1
@MahalingMukesh
@SMEOdisha
@GovernorOdisha
@SecyChief
@BJP4Odisha
ବିଳମ୍ବ ରେ ମିଳୁଥିବା ନ୍ୟାୟ ଦଣ୍ଡ ଠାରୁ କମ ନୁହେଁ ।
Datta289
retweeted
Odisha Junior Teachers' Association
@ojtabbsr
over 1 year ago
ମାନ୍ୟବର
@MohanMOdisha
ଙ୍କୁ ଅନୁରୋଧ ଦୀର୍ଘ ୬ ବର୍ଷ ଚୁକ୍ତିପ୍ରଥାରେ କାର୍ଯ୍ୟ କଲାପରେ ମଧ୍ୟ ନିୟମିତ ହେବାରୁ ବଞ୍ଚିତ ଥିବା ୧୦୦୦୦ କନିଷ୍ଠ ଶିକ୍ଷକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବେ ।
@CMO_Odisha
@NityanandaBJP
@PravatiPOdisha
@KVSinghDeo1
@MahalingMukesh
@SMEOdisha
@GovernorOdisha
@SecyChief
@BJP4Odisha
See More
DATTATRAYA PATRA
@Datta289
over 1 year ago
ବାଃ ବାଃ ରେ ସରକାର
@CMO_Odisha
ଓଡିଶା ରେ ଗୁଣାତ୍ମକ ଶିକ୍ଷା ର ସ୍ୱପ୍ନ ଦେଖିବା ଆଉ ଶିକ୍ଷକ ମାନଙ୍କୁ Schematic ଠିକା ରେ ନିଯୁକ୍ତି ଦେଇ Rs.11,100/-ଟଙ୍କାର ମାସିକ ବେତନ ରେ ଜିଲ୍ଳା ବାହାରେ ଯାଇ ସୁସ୍ଥ ସମାଜ ଗଠନ କରିବାର ଗୁରୁମନ୍ତ୍ର ଦେବାକୁ କଳିଙ୍ଗ ଷ୍ଟାଡିଅମ ରେ ଭବ୍ୟ ଆୟୋଜନ ରେ ବଣ୍ଟାଯିବ ନିଯୁକ୍ତି ପତ୍ର ।
See More
DATTATRAYA PATRA
@Datta289
almost 2 years ago
@CMO_Odisha
ବାସ୍ତବରେ ଶିକ୍ଷାର ଉନ୍ନତି ଚାହୁଁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି primary ସ୍କୁଲ ରେ regular ଶିକ୍ଷକ ନିଯୁକ୍ତି ଦିଅନ୍ତୁ । ମାନସିକ ଦୁଶ୍ଚିନ୍ତା ରେ ଥିବା ଯୋଜନାଭିତ୍ତିକ ଶିକ୍ଷକ କିଭଳି ଦେଶର ଭବିଷ୍ୟତ ଗଢିବାରେ ସହାୟକ ହୋଇ ପାରିବ ।
DATTATRAYA PATRA
@Datta289
almost 2 years ago
@Shankar69829406 ଆପଣଙ୍କ ବ୍ୟକ୍ତିତ୍ୱ ସତରେ ନିଆରା । ଯେତେ ପ୍ରସଂଶା କଲେ କମ ହେବ ।
DATTATRAYA PATRA
@Datta289
almost 2 years ago
@Shankar69829406 Salute
DATTATRAYA PATRA
@Datta289
almost 2 years ago
@CMO_Odisha
6 ବର୍ଷ ଗୋତି ଖଟିବା ପ୍ରଥା ବନ୍ଦ ହେବା ଦରକାର । ଯୋଜନା ଭିତ୍ତିକ ନିଯୁକ୍ତି ହେଉଥିବାରୁ ଶିକ୍ଷକ ମାନେ ନିଜକୁ ଶ୍ରମିକ ସହ ତୁଳନା କରିବାକୁ ବାଧ୍ୟ ହେଉଛନ୍ତି । Regular ଶିକ୍ଷକ ନିଯୁକ୍ତି ହେଲେ ଯାଇ ଜଣେ ଶିକ୍ଷକ ସମ୍ମାନ ର ସହ ବଞ୍ଚି ପାରିବ HIGH SCHOOL TEACHER ଭଳି ।
Datta289
retweeted
CMO Odisha
@CMO_Odisha
almost 2 years ago
ଶିକ୍ଷକ ପଦବୀ ପୂରଣ ଦ୍ୱାରା ଶିକ୍ଷାଦାନର ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ନିଯୁକ୍ତି ଚୟନ ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ଖୁବ୍ ଶୀଘ୍ର ୧୮,୭୮୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।
#PeoplesGovt
See More
DATTATRAYA PATRA
@Datta289
almost 2 years ago
Ok
#jio
You changed your plans , I changed my SIM . हिसाब बराबर
#rechargeplans
@MukeshAmba
@RelianceJioCare
@JioCare
@kanak_news
@otvnews
@sansad_tv
DATTATRAYA PATRA
@Datta289
about 2 years ago
#summerholidays
#holidayHomework
#villageLife
Datta289's tweet video.
DATTATRAYA PATRA
@Datta289
over 2 years ago
@MoSarkar5T
@Naveen_Odisha
9000 junior teacher ଙ୍କୁ 6 ଟି notional increament ଦେଇ ରେଗୁଲାର କରନ୍ତୁ । Primary teacher ଙ୍କୁ ଅବହେଳା କାହିଁକି ?
DATTATRAYA PATRA
@Datta289
over 2 years ago
@ojtabbsr
@CMO_Odisha
@Naveen_Odisha
@MoSarkar5T
@SecyChief
@PradeepJenaIAS
@DC_Odisha
@pranabpdas
ଓଡିଶା କଣ ସତରେ ଅସମର୍ଥ 9000 JT ଶିକ୍ଷକ ଙ୍କୁ ଠିକା ପ୍ରଥା ରୁ ମୁକ୍ତି ଦେବା ପାଇଁ । ମତେ କାଇଁ ସନ୍ଦେହ ହେଉଛି । ମୁଖିଆ ଙ୍କ ଇଛା ଅଛି ନା ନାହିଁ ।
Datta289
retweeted
Odisha Junior Teachers' Association
@ojtabbsr
over 2 years ago
କନିଷ୍ଠ ଶିକ୍ଷକ ଏବେବି ଅବହେଳିତ। ପ୍ରାଥମିକ ବିଦ୍ୟାଳୟରେ 104350 ଶିକ୍ଷକ ଉପକୃତ ହେବେ କିନ୍ତୁ 9000 କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କେବେ?ପ୍ରାଥମିକ ଶିକ୍ଷକଙ୍କ ପ୍ରଥମ ଦାବୀ କେବେ ପୂରଣ ହେବ?
@CMO_Odisha
@Naveen_Odisha
@MoSarkar5T
@SecyChief
@PradeepJenaIAS
@DC_Odisha
@pranabpdas
DATTATRAYA PATRA
@Datta289
over 2 years ago
କାହା ଭାଗରେ କ୍ଷୀରି ପୁରୀ କାହା ଭାଗରେ ଶୁଖିଲା ମୁଢି ।। ପୁଣି ସ୍କିମାଟିକ ନିଯୁକ୍ତି
#JuniorTeacher
#RegularHSTr_vs_JuniorTeacher
#schematic
@MoSarkar5T
@CMO_Odisha
@otvnews
@kanak_news
@sambad_odisha
@SMEOdisha1
@narendramodi
@PMOIndia
@rashtrapatibhvn
DATTATRAYA PATRA
@Datta289
over 2 years ago
Situation will teach you the real meaning of life .
#a_primary_Teacher
Last Seen Users on Sotwe
نايف
Seen from
Saudi Arabia
Niko I
Seen from
Malaysia
สาวถ้ำ
Seen from
Thailand
Maria Kariny
Seen from
United States
صديق العائلة السري لزوجين
Seen from
Oman
Ali
Seen from
Turkey
Christopher Ellis
Seen from
Mexico
Alvin_Nguyen
Seen from
Vietnam
ดานขาว
Seen from
Thailand
n;🔞
Seen from
Portugal
Trends for you
1
Scotland
Under 10K tweets
2
Brazil
Under 10K tweets
3
Aldon Smith
Under 10K tweets
4
#AEWCollision
Under 10K tweets
5
White House
Under 10K tweets
6
Olivia Miles
Under 10K tweets
7
Down 5
Under 10K tweets
8
Earl Campbell
Under 10K tweets
9
Casemiro
Under 10K tweets
10
Mookie
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.4M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.1M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.4M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.6M followers
19
X
@x
60.9M followers
20
Selena Gomez
@selenagomez
60.2M followers
Olivia
Online
✨
⭐
💫