SIR-2026 ଅନ୍ତର୍ଗତ ପରିଗଣନା ଫର୍ମକୁ ଅଫଲାଇନ୍ରେ କିପରି ପୂରଣ କରିବେ ଜାଣିବାକୁ ଚାହୁଁଛନ୍ତି କି?
ଏହି ଭିଡିଓରେ ଦର୍ଶାଯାଇଥିବା ପଦକ୍ଷେପ ଅନୁସାରେ ଅଫଲାଇନ୍ ପରିଗଣନା ଫର୍ମ ପୂରଣ ପ୍ରକ୍ରିୟାକୁ ସରଳ ଓ ସ୍ପଷ୍ଟ ଭାବରେ ଜାଣନ୍ତୁ।
ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ମୂଲ୍ୟବାନ ସହଯୋଗ ଦିଅନ୍ତୁ। କୌଣସି ଯୋଗ୍ୟ ମତଦାତା ଯେପରି ���ା��୍ ନ ପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସହଭାଗୀ ହୁଅନ୍ତୁ।
ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ସୁଦୃଢ଼ ଓ ସଶକ୍ତ ଗଣତନ୍ତ୍ରର ଭିତ୍ତି। ✨
Want to know how to fill the Enumeration Form offline under SIR-2026?
Watch this video and follow the step-by-step instructions to understand the offline form-filling process in a simple and clear manner.
Your cooperation is essential for preparing an accurate, updated and error-free electoral roll. Participate actively in the campaign to ensure that no eligible elector is left out.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#SIR2026 #SIR2026Odisha #ElectionCommission #ElectoralRoll #EnumerationForm #VoterAwareness #Odisha #DemocracyInAction
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ SIR 2026 ର ଗୁରୁତ୍ୱ ସମ୍ପର୍କରେ ରାଜ୍ୟର ସମସ୍ତ ଭୋଟରଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। 🇮🇳
ସେ ସମସ୍ତ ନିର୍ବାଚକଙ୍କୁ ଅନୁରୋଧ କରିଛନ୍ତି ଯେ, ଘରକୁ ଘର ଯାଇଥିବା BLOମାନଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପର���ଗଣନା ଫର୍ମ ଜମା କରନ୍ତୁ।
ଆପଣଙ୍କ ସକ୍ରିୟ ସହଭାଗିତା ଏକ ସ୍ୱଚ୍ଛ, ସଠିକ୍ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
The Chief Electoral Officer, Odisha, Shri R. S. Gopalan, has a special message for all voters of the State on the importance of SIR 2026.
He appeals to all electors to extend full cooperation to the BLOs visiting their homes, provide accurate information and submit the Enumeration Form within the prescribed timeline.
Your active participation will contribute to the preparation of a clean, accurate, and inclusive electoral roll, thereby strengthening the democratic process. 🇮🇳
@ECISVEEP
@PIB_India
@IPR_Odisha
@DDNational
@dd_odia
#SIR2026 #CEOOdisha #OdishaVotes #ElectionCommission #Democracy #VoterParticipation
Miking for generating public awareness on SIR-2026 done today in Deogarh Municipality Area soliciting public cooperation for successful conduct of SIR to strengthen democarcy with error free updated Electoral Roll
As a heat wave preparedness measure all BLOs and Supervisors were distributed with ORS Sachets during SIR training received from CDMO Deogarh,also sensitised on precautionary measures by local Medical Officer.
Interacted with children,pregnant women & lactating mothers,the AWC Worker,helper, supervisor and CDPO at AWC Masinta,Balanda,Barkote.Happy to know that all are aware of MSPY,SNP,Mamata and other Govt schemes and getting entitlement in time.
The persons having old Registered Sale Deeds pertaining to pre settlement period that is of Hamid and Major Settlement are getting their land mutated at Tahasil Office thanks to visionary amendment in Rule 34 of OSS Rules in Nov 2025.