Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DEVIPRASAD MOHANTY
@DEVIPRASADMOH13
-MJMC (MASTER IN JOURNALISM & MASS COMMUNICATION)UTKAL UNIVERSITY, VANIVIHAR, BBSR -LL.B. Madusudan Law University -BA, Raja Madhusudan Dev Degree College,PATIA
BHUBANESWAR,ODISHA
Joined August 2013
103
Following
22
Followers
304
Posts
DEVIPRASAD MOHANTY
@DEVIPRASADMOH13
16 days ago
@CMO_Odisha
@MohanMOdisha
@dpradhanbjp
@PMOIndia
@narendramodi
@arvindpadhee
ସରକାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଏବଂ ଆସ୍ଥାଭାଜନ ହେବା ନିହାତି ଜରୁରୀ। ନ ହେଲେ ଏହାର ପରିଣାମ ସରକାର ହିଁ ଭୋଗି ବେ ।
DEVIPRASAD MOHANTY
@DEVIPRASADMOH13
16 days ago
@CMO_Odisha
@MohanMOdisha
@dpradhanbjp
@PMOIndia
@narendramodi
@arvindpadhee
ବାରିକେଡ୍ ଭିତରେ ସେମିତି କିଛି ବିଶେଷ ସୁବିଧା ସୁଯୋଗ ମଧ୍ୟ ନାହିଁ। ଜଣେ ଭକ୍ତକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଯଦି ୫ ଘଣ୍ଟାରୁ ଅଧିକ ସମୟ ଲାଗିବ, ତେବେ ଯିଏ ନା ସିଏ ଆକୁଳବ୍ୟାକୁଳ ହେବା ସ୍ବାଭାବିକ।
DEVIPRASAD MOHANTY
@DEVIPRASADMOH13
16 days ago
@CMO_Odisha
@MohanMOdisha
@dpradhanbjp
@PMOIndia
@narendramodi
@arvindpadhee
ଦିନକୁ ଦିନ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପୁରୀ ଶ୍ରୀମନ୍ଦିରକୁ ଗଲେ ଦର୍ଶନ ପାଇଁ ଲୋକେ ଲମ୍ବା ଲା��ନରେ ଠିଆ ହୋଇ ଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ବୃଦ୍ଧବୃଦ୍ଧା, ମହିଳା ଓ ଛୋଟ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
See More
DEVIPRASAD MOHANTY
@DEVIPRASADMOH13
16 days ago
@CMO_Odisha
@MohanMOdisha
@dpradhanbjp
@PMOIndia
@narendramodi
@arvindpadhee
ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଯିଏ ବି ପୁରୀ ଆସୁଛି ସେ ଯେମିତି ଏକ ସୁନ୍ଦର ଅନୁଭୂତି ନେଇ ଫେରିବ, ତାହାର ବ୍ୟବସ୍ଥା କରାଯାଉ। ହେଲେ ଏବେ ଯିଏ ପୁରୀ ଆସୁଛି ସିଏ କହୁଛି— "ଆଉ ପୁରୀ ଆସିବା ଦରକାର ନାହିଁ । " ଯଦି ଏହିଭଳି ଅବ୍ୟବସ୍ଥା ଲାଗିରହିବ, ତେବେ ଏହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡ଼ିବ।
See More
Who to follow
kameswar behera ✈️
@ExpressKameswar
I am like to news update & development plan ✍️new railway line project infrastructure .Toursim Destination🗞️ 🤝🇮🇳🤝 social work
Lalatendu Mohapatra
@MLalatendu
Positive thinker, absolutely good for all classes of people and society at large.... Perfectly balanced...
Lalit Bhandari
@lalitbhandarii
Always be nice
DEVIPRASAD MOHANTY
@DEVIPRASADMOH13
16 days ago
ଚଳିତ ପୁରୀ ରଥଯାତ୍ରା-୨୦୨୬ରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଦେଖିବାକୁ ମିଳିଲା। ଲୋକଙ୍କ ଗହଳିକୁ ଲକ୍��୍ୟ କରି ପ୍ରଶାସନ ପକ୍ଷରୁ ସେଭଳି କିଛି ଠୋସ୍ ପଦକ୍ଷେ�� ନିଆଯାଇନଥିଲା, ଯାହା ଫଳରେ ପ୍ରବଳ ଦଳାଚକଟା ହୋଇ ଶତାଧିକ ଲୋକ ଆହତ ହୋଇଛନ୍ତି
। @CMO_Odis
h
a @MohanMOdis
h
a @dpradhanb
j
p @PMOInd
i
a @narendramo
d
i @arvindpadh
ee
See More
DEVIPRASAD MOHANTY
@DEVIPRASADMOH13
17 days ago
@otvkhabar
ଉପରେ ବସିକି ଦେଖିଲେ କେମିତି ଜାଣିବ, ଥରେ ଗ୍ରାଉଣ୍ଡକୁ ��ସିକି ଦେଖିଥିଲେ ଜାଣି ପାରିଥାନ୍ତେ, ଦଳାଚକଟା ହୋଇଛି କି ନାହିଁ।
DEVIPRASAD MOHANTY
@DEVIPRASADMOH13
17 days ago
@otvkhabar
ମୁଖ୍ୟମନ୍ତ୍ରୀ ସାଧାରଣ ଭକ୍ତ ହୋଇ ଆସିଥିଲେ ଜାଣି ପାରିଥାନ୍ତେ ଶାନ୍ତି ଶୃଙ୍ଖଳା ନା କେମିତି ହେଇଛି। ଯିଏ ଯାଇଛି ସେ ଜାଣିଛି, ଭକ୍ତଙ୍କ ମତାମତ ନିଅନ୍ତୁ , ଆପଣ ଜାଣିପାରିବେ କି���ଳି ପରିଚାଳନା ହୋଇଛି ।
DEVIPRASAD MOHANTY
@DEVIPRASADMOH13
about 1 month ago
ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିପାରିବେ। ବେରୋଜଗାର ଲୋକଙ୍କ ହାତକୁ କିଛି ଅର୍ଥ ଆସିବ, ସ��ମାନେ ବି ଖୁସି ହେବେ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଚାପମୁକ୍ତ ହେବେ।
@CMO_Odish
a
@MohanMOdish
a
@dpradhanbj
p
@NityanandaBJ
P
@SecyChie
f
@_anugar
g
DEVIPRASAD MOHANTY
@DEVIPRASADMOH13
about 1 month ago
ରାଜ୍ୟରେ ଅନେକ ଶିକ୍ଷିତ ବେରୋଜଗାର ଯୁବକଯୁବତୀ ରହିଛନ୍ତି।ବଜନଗଣନା କିମ୍ବା SIR ଭଳି ଅନେକ କାମ ହେଉଛି। ଶିକ୍ଷକ, ଶିକ୍ଷୟି���୍ରୀଙ୍କୁ ଏଥିରେ ନିୟୋଜିତ ନ କରି, ଉକ୍ତ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଥିବା ବେରୋଜଗାର ଯୁବକଯୁବତୀଙ୍କୁ ଏହି କାମ କରିବାକୁ ଦିଆଗଲେ ଅସ୍ଥାୟୀ ଭାବେ ହେଲେ ମଧ୍ୟ ସେମାନଙ୍କୁ ରୋଜଗାରର ଏକ ସୁଯୋଗ ମିଳିବ।
See More
DEVIPRASAD MOHANTY
@DEVIPRASADMOH13
2 months ago
#ଖରା_ସାଙ୍ଗକୁ_ଜଳକଷ୍ଟ
ଏହା କେଉଁ ��ପାନ୍ତ ଜିଲ୍ଲାର ଖବର ନୁହେଁ, ଖୋର୍ଦ୍ଧା ଜିଲ୍ଲାର। ଏହାର ତ୍ୱରିତ ସମାଧାନ କରିବାକୁ
@DMKhordh
a
@RuturajAmri
t
@jagadevbeguni
a ଙ୍କୁ ଅନୁରୋଧ ରହିବ।
DEVIPRASAD MOHANTY
@DEVIPRASADMOH13
4 months ago
ସରକାରଙ୍କ ପାଖରେ ଅନୁରୋଧ ରହିବା ଶୀଘ୍ର ନିଯୁକ୍ତି ପ୍ରକ୍ରିୟାକୁ ସାରି। କୃତି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ
@MohanMOdisha
#ଓଡ଼ିଶା
@IPR_Odisha
DEVIPRASAD MOHANTY
@DEVIPRASADMOH13
4 months ago
#LTR_ପୋଷ୍ଟିଙ୍ଗରେ_କାହିଁକି_ବିଳମ୍ବ_ହେଉଛି
@NityanandaBJP
ଚଏସ ଲକିଙ୍ଗ ୯ ତାରିଖରୁ ସାରିଥିବା ବେଳେ। ଆଗକୁ ଥିବା ପ୍ରୋସେସ କାହିଁକି ଡିଲେ କରୁଛନ୍ତି ସରକାର
@CMO_Odisha
ଡିଜିଟାଲ ଯୁଗରେ ସବୁ କାମ ଫଟାଫଟ ହେଉଥିବାବେଳେ ବିଭିନ୍ନ ଆଳ ଦେଖାଇ ନିଯୁକ୍ତି ପ୍ରକ୍ରିୟାକୁ ମନ୍ଥର କରାଯାଉଛି
@SMEOdisha
DEVIPRASAD MOHANTY
@DEVIPRASADMOH13
7 months ago
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର କେବଳ ରାଜକୋଷ ବୃଦ୍ଧି ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତିଜନତାଙ୍କ ସେବା ପାଇଁ ଆସିଥିବା
@BjpOdisha01
ସରକାର ଲୋକଙ୍କ ଉପରେ ବୋଝ ନ ହୋଇ ଏହାର ଏକ ସରଳ ସମାଧାନ ବାହାର କରନ୍ତୁ ଏବଂ ପ୍ରଦୂଷଣ ପ୍ରମାଣପତ୍ରକୁ ବିଭିନ୍ନ କ୍ଷେତ୍ରରେ ବାଧ୍ୟତାମୂଳକ ନ କରିବାକୁ ଅନୁରୋଧ
@BibhutiJena93
See More
DEVIPRASAD MOHANTY
@DEVIPRASADMOH13
7 months ago
@CMO_Odisha
ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି, କିନ୍ତୁ ରାଜ୍ୟରେ କେତେ ଗାଡ଼ି ପ୍ରକୃତରେ ପ୍ରଦୂଷଣ ସୃଷ୍ଟି କରୁଛନ୍ତି ସେନେଇ ସରକାରଙ୍କ ପାଖରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ୯୫% ରୁ ଅଧିକ ଗାଡ଼ି ପ୍ରଦୂଷଣ କରୁନାହାନ୍ତି, କାରଣ ଯେଉଁମାନେ ସାର୍ଟିଫିକେଟ୍ ଆଣୁଛନ୍ତି ସମସ୍ତେ ଯୋଗ୍ୟ ବିବେଚିତ ହେଉଛନ୍ତି।
@CTOdisha
See More
DEVIPRASAD MOHANTY
@DEVIPRASADMOH13
7 months ago
ସରକାର କାଳେ ତାଙ୍କ ଘର ଉଚ୍ଛେଦ କରିଦେବେ।ସେମାନଙ୍କୁ ଆଶ୍ବସନା ଦିଆଗଲେ, ସେମାନେ ସେ ଘରକୁ କଚାରୁ-ପକ୍କା କରିପାରନ୍ତେ
@Sulochana_Apa
। ଭାଙ୍ଗିଦେବା ଡରରେ ସେମାନେ ମଧ୍ଯ ସେଇ ଆଜବେଷ୍ଟ ଘରେ ରହୁଛନ୍ତି।ଏହି ଦ୍ବନ୍ଦ୍ବକୁ ଦୂରକରିବାକୁ ଅନୁରୋଧର ରହିବ
@ChanchalRanaIAS
@HUDDeptOdisha
@dr_kcmahapatra
https://t.co/iEAixr7hNY
DEVIPRASAD MOHANTY
@DEVIPRASADMOH13
7 months ago
ଏଥିରେ ଲୋକଟି ଅଭିଯୋଗ କରିଥିବା କଥାଟି ସମ୍ପ���ର୍ଣ୍ଣ ଠିକ୍। ସରକାର ସର୍ଭେ କରିକି ଯେଉଁ ଘର ଦେଉଛନ୍ତି ତାହା ଜଣେ ପରିବାର ପାଇଁ। ଯେଉଁମାନେ ଏକାଠି ରହୁଛନ୍ତି ପୁଅବୋହୁ, ବାପାମାଆ ଜଦି ଅନ୍ୟ ଏକ ଭାଇ ଥିବ, ସରକାର ଦେଉଥିବା ଘରେ ଚଳ ପ୍ରଚଳ ହେବା କଷ୍ଟ ଦାୟକ। ଯେଉଁ ବସ୍ତିବାସିନ୍ଦାକ
ୁ @CMO_Odis
ha ଦେଉଛନ୍ତି https://t.co/iEAixr7hNY
DEVIPRASAD MOHANTY
@DEVIPRASADMOH13
7 months ago
ସେ ଘରକୁ ୨ଟି ଫ୍ୟାମିଲି ରହଲା ଭଳିଆ ନହେଲେ,ବାପାମାଆଙ୍କୁ ଗୋଟିଏ ଘର, ପୁଅ-ବୋହୁଙ୍କୁ ଆଉ ଗୋଟିଏ ଘର ଆଲଟ୍ କରିବା କଥା। ସେ ଲୋକଟିର ଅଭିଯୋଗ ବାସ୍ତାବରେ ସତ୍ୟତା ରହିଛି। ସେହିଭଳି
#JagaMission
ରେ
@bmcbbsr
ମିଳଥିବା ଭୂମି-ପ୍ରମାଣ ପତ୍ରକୁ ନେଇ ମଧ୍ଯ, ବସ୍ତିବାସିନ୍ଦା ଦ୍ବନ୍ଦ୍ବରେ ଅଛନ୍ତି
@MayorofBBSR
https://t.co/iEAixr7hNY
DEVIPRASAD MOHANTY
@DEVIPRASADMOH13
8 months ago
ପ୍ରତିଟି ଜୀବନ ମୂ��୍ୟବାନ ଆଉ ଜିରୋ କାଜୁଆଲିଟିକୁ କହୁଥିବା କଥା ନ ହେଲେ ପ୍ରହସନ ପାଲଟି ଯିବ
@SamalManmohan
7
@MahalingMukes
h
@sureshkpujar
i
DEVIPRASAD MOHANTY
@DEVIPRASADMOH13
8 months ago
ଖଣି ବିକି ସରକାର ରାଜସ୍ବ ନେଉଥିବା ବେଳେ, ଲୋକଙ୍କ କଥା କଣ ପାଇଁ ଭୁଲି ଯାଉଛନ୍ତି
@BibhutiJena93
ସେମାନଙ୍କୁ ଅନ୍ୟତ୍ର ବିସ୍���ାପିତ କରି ଥଇଥାନର ବ୍ୟବସ୍ଥା କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତ
ୁ @CMO_Odis
h
a @DMSundarga
rh।
DEVIPRASAD MOHANTY
@DEVIPRASADMOH13
8 months ago
ସ୍ବାଧୀନତାର ଆଉ କେତ ବର୍ଷ ପରେ ଓଡ଼ିଶାରେ ଏପରି ଘଟଣା ଦେଖିବାକୁ ମିଳିବନି
@CMO_Odisha
@dpradhanbjp
@KVSinghDeo1
@PravatiPOdisha
@sureshkpujari
@SamalManmohan7
?
Last Seen Users on Sotwe
UWIMTHTMD
Seen from
United States
chai
Seen from
Thailand
couple X
Seen from
Vietnam
Socks Anon
Seen from
Poland
thai fat สาวอ้วน
Seen from
Indonesia
Cuckold Hunter
Seen from
Israel
ชอบนัดเย็ดกับสาวใหญ่
Seen from
Thailand
Azra
Seen from
Turkey
Mr Toxic Queanbull
Seen from
Germany
Irishlad☘️
Seen from
Turkey
Trends for you
1
Dodgers
Under 10K tweets
2
Zepeda
Under 10K tweets
3
Good Sunday
Under 10K tweets
4
Mrs. Tucker
Under 10K tweets
5
Muley
Under 10K tweets
6
Brewers
Under 10K tweets
7
Frawley
Under 10K tweets
8
Betty
Under 10K tweets
9
Telescope
Under 10K tweets
10
Spokane
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.1M followers
12
Virat Kohli
@imvkohli
71.6M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Bill Gates
@billgates
64.5M followers
16
Neymar Jr
@neymarjr
64.5M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.8M followers
20
X
@x
60.8M followers
Olivia
Online
✨
⭐
💫