Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SOPANA Bikash
@Dillip65Kumar
"The primary goal is to broadcast only positive news. Bikash Sopan is a monthly development magazine committed to promoting news intended for the welfare of soc
Joined April 2026
241
Following
6
Followers
54
Posts
SOPANA Bikash
@Dillip65Kumar
28 days ago
ରାଜଧାନୀ ରାସ୍ତାକଡ଼ ବତୀଖୁଣ୍ଟରେ ଲାଗିଲା ସୌର ଚାଳିତ ଧୂଳି ସଂଗ୍ରହ ଯନ୍ତ୍ର। ପଟିଆ ଓ ପୁରୁଣା ଭୁବନେଶ୍ୱର ଅଂଚଳର ଦୁଇଟି ସ୍ଥାନରେ ଲାଗିଛି ଏଭଳି ମେସିନ। ପ୍ରଦୂଷଣ ହ୍ରାସ ପାଇଁ ନୂଆ ଉଦ୍ୟମ
#bhubaneswar
#smartcity
#dustremove
#bmc
#solarpower
Dillip65Kumar's tweet video.
SOPANA Bikash
@Dillip65Kumar
about 1 month ago
Every successful harvest is backed by teamwork, planning, and mutual support. ସ୍ୱୟଂ ସହାୟକ ଦଳ ଓ ଉତ୍ପାଦକ ଦଳ ଜରିଆରେ ଓଡିଶାରେ ଆରମ୍�� ହୋଇଛି ସାମୂହିକ ଅର୍ଥକାରୀ ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ
#Agr
i
#tea
m
#agricultur
e
SOPANA Bikash
@Dillip65Kumar
about 1 month ago
ପାଠ୍ୟ ପୁସ୍ତକରେ ତ୍ରୁଟି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କ ���ସ୍ତକ୍ଷେପ ତୁରନ୍ତ ତ୍ରୁଟି ସୁଧାର ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ତିନିଜଣିଆ ଉଚ୍ଚ ସ୍ତରୀୟ କମିଟି।7ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ
। #textBookErr
o
r #c
m
o #odis
h
a #e
du
SOPANA Bikash
@Dillip65Kumar
about 1 month ago
ବିକାଶ ପଥରେ ଓଡ଼ିଶା! ପାରାଦ୍ୱୀପ ପୌର ପ୍ରଶାସନର ଅଭିନବ ପ୍ରୟାସ। ୩୫ଟି ଗାଡ଼ି ଦ୍ୱାରା ଘର ମୁହଁରୁ ଓଦା ଅଳିଆ ସଂଗ୍ରହ କରାଯାଇ ପ୍ରସ୍ତୁତ ହେଉଛି ଜୈବିକ ଖତ। ଏହାକୁ କେଜି ପ୍ରତି ୧୦ ଟଙ୍କାରେ ବିକ୍ରି କରି ମହିଳା SHG ଗ୍ରୁପ୍ ପାଉଛନ୍ତି ଜୀବିକାର ନୂଆ ଦିଗନ୍ତ।
#OdishaDevelopment
#SwachhOdisha
#WomenEmpowerment
SOPANA Bikash
@Dillip65Kumar
about 1 month ago
କୃଷି ସମବାୟ ସମିତି ଜରିଆରେ ଅଣାଯାଇଥିବା 75000 ଟଙ୍କା ଯାଏଁ କୃଷି ଋଣକୁ ଛାଡ଼ କଲେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଟି ଏସ ବିଜୟ। କ୍ଷୁଦ୍ର, ମଧ୍ୟମ ଓ ବଡ଼ ଚାଷୀଙ୍କୁ ମିଳିବ ଲାଭ।
#ଋଣଛାଡ଼
#କୃଷିଋଣ
#agricultureloan
#tamilnadu
SOPANA Bikash
@Dillip65Kumar
about 1 month ago
ନାରୀ, ମାଟି ଓ ପ୍ରକୃତିକୁ ସମ୍ମାନ ଓଡିଶାର ନିଜସ୍ୱ ପର୍ବ ରଜର ଶୁଭ କାମନା
#ଓଡିଶା
#ରଜପର୍ବ
#ପହିଲିରଜ
#ସଂସ୍କୃତି
#ପରମ୍ପରା
SOPANA Bikash
@Dillip65Kumar
about 1 month ago
ରାୟଗଡା ଧରତୀପେନୁ ଉତ୍ପାଦକ ଦଳର ସଦସ୍ୟ ମାନେ 1.5 ମେଟ୍ରିକ ଟନ ଆମ୍ବ ଦିଲ୍ଲୀର ମଦର ଡାଏରୀକୁ ରପ୍ତାନୀ କରିଛନ୍ତି। ଉନ୍ନତ ଗୁଣମାନର ମଲ୍ଲୀକା ଆମ୍ବ ଉତ୍ପାଦବ କରି ସମ୍ପୃକ୍ତ ଉତ୍ପାଦକ ଦଳ ବଡ଼ ବଜାରର ଦୃଷ୍ଟିକୁ ଆସିଛି। ଓରମାସ ଓଡ଼ିଶାର ବଜାର ସଂଯୋଗରେ ରହିଛି ��ୋଗଦାନ।
#rayagad
a
#motherDair
y
#mengoexpor
t
SOPANA Bikash
@Dillip65Kumar
about 1 month ago
ଓରମାସ ଓଡିଶା @ormasodisha ସହାୟତା ରେ ଅନୁଗୁଳରୁ 5 କ୍ୟୁଣ୍ଟାଲ ଆମ୍ବ ଲଣ୍ଡନ ରପ୍ତାନୀ ହୋଇଛି। ଗ୍ରାମୀଣ ଚାଷୀଙ୍କୁ ବିଶ୍ୱ ବଜାର ସହିତ ଯୋଡିବା ଦିଗରେ ତତ୍ପର ହୋଇଛି ପ୍ରଶାସନ।
#mengo
#export
#Ormas
#PRDept
#odishamengo
SOPANA Bikash
@Dillip65Kumar
about 1 month ago
ସାରିସ୍କା ଜାତୀୟ ଉଦ୍ୟାନ ପରିସରରୁ ଚିହ୍ନଟ ହୋଇଛି ବିରଳ ଏକ ଧଳା ମୟୁର। ଏହା ସୂଚିତ କରେ କି ଯେ ଏହି ଜାତୀୟ ଉଦ୍ୟାନରେ ଜୈବ ବିବିଧତା ବଜାୟ ରହିଛି।
#nationalpark
#peacock
#biodiversity
#sariska
#wildlife
#forest
SOPANA Bikash
@Dillip65Kumar
about 1 month ago
ସମୁଦ୍ର ମାନବ ସମାଜ ତଥା ସମଗ୍ର ପୃଥିବୀ ପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ। ଏହା କେବଳ ଏକ ବିଶ���ଳ ଜଳରାଶି ନୁହେଁ, ବରଂ ପୃଥିବୀର ଜୀବନରକ୍ଷାକାରୀ ବ୍ୟବସ୍ଥା। ଆସନ୍ତୁ ବିଶ୍ୱ ସମୁଦ୍ର ଦିବସ ଅବସରରେ ସମୁଦ୍ରକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା ପାଇଁ ସଂକଳ୍ପ ନେବା
। #worldOceand
ay
#enviornme
nt
#blueEcono
my
#saveseapoluti
on
See More
SOPANA Bikash
@Dillip65Kumar
about 2 months ago
ବିଶ୍ୱ ପରିବେଶ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଆସନ୍ତୁ ଆମର ପ୍ରାକୃତିକ ଦୁନିଆର ସୌନ୍ଦର୍ଯ୍ୟ ଏବଂ ଏହାକୁ ନିଜର ଘର ବୋଲି ଭାବୁଥିବା ଆଶ୍ଚର୍ଯ୍ୟଜନକ ପକ୍ଷୀମାନଙ୍କ ସହିତ ଉତ୍ସବ ମନାଇବା। ସେମାନଙ୍କୁ ଭଲ ପାଇବା। ପ୍ରବଳ ଖରାରେ ସେମାନଙ୍କୁ ମୁନ୍ଦାଏ ପାଣି ଦେବା। ଚାରାଟିଏ ରୋପଣ କରି ବଢ଼ାଇବା।
#ପ୍ରକୃତି
#ପରିବେଶ
#ଜଳବାୟୁ
#ପରିସଂସ୍ଥା
See More
SOPANA Bikash
@Dillip65Kumar
about 2 months ago
ଭାଷା ଅଛି, ଶବ୍ଦ ଅଛି, ହେଲେ ସେ ଶବ୍ଦକୁ ପ୍ରାଣ ଦେଉଥିବା ମଣିଷଟି ଆଜି ସୁଦୂର ପାରିରେ।" ଜଗନ୍ନାଥ ପ୍ରସାଦ ଦାସ (
#ଜେପିଦାସ
)ଆମ ପାଖରେ ନାହାନ୍ତି ସତ, କିନ୍ତୁ ରହିଛି ରହିବ ତାଙ୍କ କାଳଜୟୀ କୃତି "ଦେଶ କାଳ ପାତ୍ର "ଓ ଆହୁରି ଅନେକ। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
#jpdas
#odia
#literature
SOPANA Bikash
@Dillip65Kumar
about 2 months ago
ଭାରତୀୟ ଜଳରାଶିରୁ ବିଶ୍ୱ ବଜାର। ଭାରତ ୧୯.୭୨ ଲକ୍ଷ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି, ଯାହାର ମୂଲ୍ୟ ୭୩,୮୯୦.୪୬ କୋଟି ଟଙ୍କା ($୮.୪୬ ବିଲିୟନ)। ଏହା ବିଶ୍ୱ ବଜାରରେ ଏକ ଭରସାଯୋଗ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି।
#export
#india
#seafood
#blueeconomy
See More
SOPANA Bikash
@Dillip65Kumar
about 2 months ago
ଜାତୀୟ ସ୍ୱାସ୍ଥ୍ୟ ଓ ପାରିବାରିକ ସର୍ଭେ-6 ଅନୁଯାୟୀ 90 ପ୍ରତିଶତ ଭାରତୀୟ ଶିଶୁ ହସ୍ପିଟାଲରେ ଜନ୍ମଲାଭ କରନ୍ତି। ଆନୁଷ୍ଠାନିକ ପ୍ତସବ କ୍ଷେତ୍ରରେ ଆସିଛି ଉତ୍ସାହ ଜନକ ଖବର। ଏହି ସ୍ଥିତି ଶିଶୁ ଓ ମାତୃ ସ୍ୱାସ୍ଥ୍ୟର ଉନ୍ନତିର ଏକ ପ୍ରମୁଖ ସୂଚକ।
#NHFS6
#MMR
#ODISHA
SOPANA Bikash
@Dillip65Kumar
about 2 months ago
ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଶିଶୁ ମୃତ୍ୟୁ ହାର (IMR) ୨୧ ପଏଣ୍ଟ ହ୍ରାସ ପାଇଛି। ୨୦୧୪ ମସିହାରେ ଏହା ୪୯ ଥିବାବେଳେ ୨୦୨୪ରେ ୨୮ କୁ ଖସି ଆସିଛି। ଆମ୍ବୁଲାନ୍ସ ସେବା, ଆନୁଷ୍ଠାନିକ ପ୍ରସବ, ବ୍ୟାପକ ସଚେତ���ତା ଏହା ପଛର କାରଣ
। #infantmortali
ty
#odis
ha
SOPANA Bikash
@Dillip65Kumar
about 2 months ago
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଡ���୍ଟର ମହେନ୍ଦ୍ର କୁମାର ମିଶ୍ର ଜଣେ ଭାଷାବିତ୍,ଲୋକସଂସ୍କୃତି ଗବେଷକ ଏବଂ ଶିକ୍ଷାବିତ୍, ଯିଏ କି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏ ଦିଗରେ ନିଷ୍ଠାପର ଉଦ୍ୟମ କରିଛନ୍ତି
। #padmash
ri
See More
SOPANA Bikash
@Dillip65Kumar
about 2 months ago
Dillip65Kumar's tweet video.
SOPANA Bikash
@Dillip65Kumar
about 2 months ago
ସ୍ୱିଡେନ୍ ଅଧିକ ଗରମରେ ଗଛକୁ ବଞ୍ଚାଇବା ପାଇଁ ଗଛ ମୂଳରେ ପାଣି ପ୍ୟାକେଟର ଅନୁପମ ବ୍ୟବସ୍ଥା। ଏହା ଦ୍ବାରା ଅଧିକ ସମୟ ତାଜା ରହିଥାଏ ଗଛ।ttps://video.twimg.com/amplify_video/2058914585261031424/vid/avc1/480x600/JRRwR4mYKN-RypzH.mp4
SOPANA Bikash
@Dillip65Kumar
about 2 months ago
ଆସାମର ତେଜପୂର୍ ଲିଚୁକୁ ୨୦୧୫ରୁ ମିଳିଛି ଜି ଆଇ ଟ୍ୟାଗ। ଏହା ମିଠା, ମହକ ଓ ରସାଳ ଦୃଷ୍ଟିରୁ ଅଦ୍ୱିତୀୟ। ବିହାରର ମୁଜାଫରପୁର ଅଞ୍ଚଳରେ ହେଉଥିବା ଲିଚୁର ମଧ୍ୟ ରହିଛି ଆଦର। ଓଡିଶାର ସମ୍ବଲପୁର, ଦେବଗଡ, ମୟୂରଭଞ୍ଜ, ଗଜପତି ଜିଲ୍ଲାରେ ଲିଚୁର ଭଲ ଉତ୍ପାଦନ ହୋଇଥାଏ। ଏବେ ଭୁବନେଶ୍ବର ବଜାରରେ କେଜି ୨୦୦ଟଙ୍କାରେ ବିକ୍ରୀ ହେଉଛି।
#litchi
See More
SOPANA Bikash
@Dillip65Kumar
about 2 months ago
ଲୋକଙ୍କ ଅତ୍ୟାବଶ୍ୟକ ସେବାକୁ ଧ୍ୟାନ ଦେଇ ରାଜ୍ୟ ସରକାର ବିଦ୍ୟୁତ୍ ବିତରକ କମ୍ପାନୀ ଓ ଶକ୍ତି ଵିଭାଗ ଆନ୍ଦୋଳନ ଉପରେ କଟକଣା ଲଗାଇଛନ୍ତି। ଆଗାମୀ ୬ ମାସ ପର୍ଯ୍ୟନ୍ତ ଯାଏଁ କୌଣସି ଆନ୍ଦୋଳନ ହୋଇ ପାରିବ ନାହି । ୨୧ ମେ ରୁ ଲଗାଯାଇଛି ଏସମା��
� #energyde
pt
#odis
ha
#op
gc
#tpco
dl
#grid
co
Last Seen Users on Sotwe
தேன் கிண்ணம்🥰💘❣️💕😍😘
Seen from
India
村花日记💕
Seen from
Pakistan
Mike lowe
Seen from
United States
Andrew
Seen from
Malaysia
تـ͓̽ـــانـجو مـ͓̽ـجـ͓̽ـآنـ͓̽ـي
Seen from
Germany
แอบเย็ดกับแม่ยาย
Seen from
Thailand
비떱성애자
Seen from
Korea
جماعة الزعط
Seen from
Denmark
mill
Seen from
Argentina
𝑭𝒂𝒉𝒔𝒊🍒🎀‼️มีแอคล็อค 1⃣5⃣9⃣‼️(ตัวจริง)
Seen from
Thailand
Trends for you
1
#WWENXT
Under 10K tweets
2
Hegseth
Under 10K tweets
3
ESPN
Under 10K tweets
4
Publix
Under 10K tweets
5
Framber Valdez
Under 10K tweets
6
Smithfield
Under 10K tweets
7
Cornyn
Under 10K tweets
8
Smithsonian
Under 10K tweets
9
New Jersey
Under 10K tweets
10
Jared Young
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
71M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.8M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫