Ana Sayfa
Dil
English
Türkçe
Bahasa Indonesia
Hakkında
Gizlilik Politikası
Kullanım Koşulları
Fiyatlandırma
Giriş Yap
Tümünü İndir
Paylaş
District Magistrate Subarnapur
@DM_Subarnapur
Subarnapur, Odisha
Twitter'a katıldığı tarih June 2017
120
Takip Edilen
13.1K
Takipçi
2.6K
Gönderi
District Magistrate Subarnapur
@DM_Subarnapur
2 gün önce
@CMO_Odisha
@IPR_Odisha
@MsmeDepartment
District Magistrate Subarnapur
@DM_Subarnapur
4 gün önce
ସଂପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ/ ଯାଞ୍ଚ ପରେ ନିୟମାନୁଯାୟୀ ଆଗାମୀ ତା୦୫.୦୭.୨୦୨୬ ରୁ ୦୨.୦୯.୨୦୨୬ରିଖ ମଧ୍ୟରେ ଫଏସଲା କରାଯିବ ।
District Magistrate Subarnapur
@DM_Subarnapur
4 gün önce
ଯଦି କୌଣସି ତ୍ରୁଟି ଥାଏ, ନାମ ଛାଡ଼ିଯାଇଥାଏ, ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହୋଇଥାଏ କିମ୍ବା କୌଣସି ସଂଶୋଧନର ଆବଶ୍ୟକତା ଥାଏ, ତେବେ ନିର୍ଦ୍ଧାରିତ ସମୟସୀମା ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। ଉପରୋକ୍ତ ସମୟ ସୀମା ମଧ୍ୟରେ ହସ୍ତଗତ ହୋଇଥିବା ସମସ୍ତ ଆପତ୍ତି ଓ ଅଭିଯୋଗ ଗୁଡ଼ିକୁ
District Magistrate Subarnapur
@DM_Subarnapur
4 gün önce
ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ନିକଟରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ରହିବ।ମୁଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ମତଦାତାଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ନାମ, ଫଟୋ ଓ ଅନ୍ୟାନ୍ୟ ବିବରଣୀ ଖସଡ଼ା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ।
Takip edebileceğin hesaplar
Collector and DM, Sundargarh
@DMSundargarh
24*7 contact : 1800 345 7461/68
Collector Boudh
@dmboudh
The Official X handle of Collector Boudh
SP Subarnapur
@spsubarnapur
Official handle of Superintendent of Police, Subarnapur, Odisha, India
District Magistrate Subarnapur
@DM_Subarnapur
4 gün önce
(Draft Electoral Roll) ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ଦ୍ଵାରା ପ୍ରକାଶ କରାଯାଇଛି। ଉକ୍ତ ଚିଠା ବା ଖସଡ଼ା ଭୋଟର ତାଲିକା ର ଏକକିତା ରାଜନୈତିକ ଦଳ ଙ୍କ ସଭାପତି/ ପ୍ରତିନିଧି ମାନଙ୍କ ଅବଗତି ନିମନ୍ତେ ପ୍ରଦାନ କରାଗଲା।ଏହି ଖସଡ଼ା ତାଲିକା ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO),
District Magistrate Subarnapur
@DM_Subarnapur
4 gün önce
@CMO_Odisha
@IPR_Odisha
@OdishaCeo
ତା.୦୫.୦୭.୨୦୨୬ ରିଖ ଦିନ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ-୨୦୨୬ (Special Intensive Revision-2026) କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ବା ଖସଡ଼ା ଭୋଟର ତାଲିକା
Daha Fazla Göster
DM_Subarnapur's tweet video.
DM_Subarnapur
retweetledi
Chief Electoral Officer, Odisha
@OdishaCeo
5 gün önce
🗳️ ଚିଠା ଭୋଟର ତାଲିକା ପ୍ରକାଶ ପାଇସାରିଛି ��ଜିହିଁ ନିଜ ନାମ ଚିଠା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ। ଯଦି ନାମ ନାହିଁ କିମ୍ବା କୌଣସି ସଂଶୋଧନ ଆବଶ୍ୟକ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 🌐 https://t.co/XxPutHLPm7 📞 ଟୋଲ୍-ଫ୍ରି: 1950 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର। ନାମ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ। #DraftElectoralRoll #SIR2026 #MyVoteMyRight #ElectionCommission #CEOOdisha #VoterAwareness
Daha Fazla Göster
District Magistrate Subarnapur
@DM_Subarnapur
7 gün önce
@CMO_Odisha
@IPR_Odisha
ଆସନ୍ତା ତା.୬.୦୭.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହ ଠାରେ ଅନୁଷ୍ଠିତ ହେବ ।
District Magistrate Subarnapur
@DM_Subarnapur
7 gün önce
ମୁଖ୍ୟ ଅତିଥି ବିଧାୟକ, ବୀରମହାରାଜପୁର ଇଞ୍ଜିନିୟର ଶ୍ରୀଯୁକ୍ତ ରଘୁନାଥ ଜଗଦଳା, ଓ ସମ୍ମାନିତ ଅତିଥି ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ୍ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଓ ଅତିଥି ବୃନ୍ଦ ଉପସ୍ଥିତ ଥିଲେ ।ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବିଶଦ ଭାବେ ଆଲୋଚନା କରାଗଲା
District Magistrate Subarnapur
@DM_Subarnapur
7 gün önce
@CMO_Odisha
@IPR_Odisha
@PRDeptOdisha
ତା ୦୨.୦୭.୨୦୨୬ ରିଖ ସୋନପୁର ନୂତନ ଟାଉନ ହଲ ଠାରେ ଆନ୍���୍ର ପ୍ରଦେଶର ତିରୁପତି ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, କୃଷି, କୃଷକ ମଙ୍ଗଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଭାରତ ସରକାର
DM_Subarnapur's tweet video.
District Magistrate Subarnapur
@DM_Subarnapur
7 gün önce
ମାନନୀୟ ଶ୍ରୀଯୁକ୍ତ ଶିବରାଜ ଚୌହାନ ଙ୍କ ଦ୍ଵାରା ଆଜି ଠାରୁ ଶୁଭାରମ୍ଭ କରାଯାଇଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲ୍ ଇ ଡି ଟେଲିଭିଜନ ଜରିଆରେ ଆଭାସି ମାଧ୍ୟମରେ ଜନ ସାଧାରଣଙ୍କ ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସୋନପୁର ଟାଉନ ହଲ ଠାରେ ବିକଶିତ ଭାରତ ଜି ରାମ ଜି ୨୦୨୫ କୁ
District Magistrate Subarnapur
@DM_Subarnapur
10 gün önce
ଏହି ଶିବିରରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ କେ ହରିପ୍ରସାଦ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ��ମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି।
District Magistrate Subarnapur
@DM_Subarnapur
10 gün önce
@CMO_Odisha
@IPR_Odisha
ତା.୨୯.୦୬.୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
DM_Subarnapur's tweet video.
District Magistrate Subarnapur
@DM_Subarnapur
10 gün önce
ତା୨୯.୦୬.୨୦୨୬ ରିଖ ଦିନ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ଓ ��ଲୁଣ୍ଡା ତହସିଲ ର ହାଇ-ଟେକ୍ ସର୍ଭେର ରେକର୍ଡ ପରିଚାଳନା କାର୍ଯ୍ୟ ର ଅଗ୍ରଗତି ଉପରେ ପର୍ଯ୍ୟାଲୋଚନା ବା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କ୍ଷେତ୍ରୀୟ ସ୍ତରରେ ସମ୍ମୁଖ��ନ ହେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ବିଶଦ ଭାବେ ଆଲୋଚିତ ହୋଇଥିଲା।
District Magistrate Subarnapur
@DM_Subarnapur
10 gün önce
@CMO_Odisha
@IPR_Odisha
@rdmodisha
ତା୨୯.୦୬.୨୦୨୬ ରିଖ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ, ଭୂମି ଅଭିଲେଖ ବା ଜମି ରେକର୍ଡ ଓ ସର୍ଭେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଓ.ଏ.ସ୍ ( ଏସ୍.ଏସ ) ଏବଂ ଅତିରିକ୍ତ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ���୍ରଶମନ ବିଭାଗ,
Daha Fazla Göster
DM_Subarnapur's tweet video.
District Magistrate Subarnapur
@DM_Subarnapur
10 gün önce
ଜିଓ ସ୍ପାଟିଏଲ୍ ପରିଚାଳକ ବା ଭୂ-ସ୍ଥାନିକ ପରିଚାଳକ, ନକ୍ସାଙ୍କ ସମେତ ଶ୍ରୀ ନିଗମ ମହାନ୍ତି, ଆଇ.ଆଇ.ସି, ଏଜେନ୍ସିର ପରିଚାଳକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ.ଏସ୍.ଡି ଶ୍ରୀ ରଶ୍ମି ରଞ୍ଜନ ରାଉତ ସାମିଲ ହୋଇ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିଥିଲେ।
District Magistrate Subarnapur
@DM_Subarnapur
11 gün önce
ବିଧାୟକ ଶ୍ରୀ ଜଗଦଲା କହିଥିଲେ ଯେ ସରକାର ଜନସାଧାରଣଙ୍କର ଆୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି କ୍ଷେତ୍ରରେ ଆମେ ଆମର କୌଳିକ ବୃତ୍ତିର ବିକାଶ କରିପାରିବା।
District Magistrate Subarnapur
@DM_Subarnapur
11 gün önce
@CMO_Odisha
@IPR_Odisha
@MsmeDepartment
ତା. ୨୭.୦୬.୨୦୨୬ ରିଖ ସୁବର୍ଣ୍ଣପୁର ଜିଲ୍ଲା ନୂଆ ଟାଉନ ହଲରେ "ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ"ର ଉଦଘାଟନ କରିଥିଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା l
District Magistrate Subarnapur
@DM_Subarnapur
11 gün önce
ପ୍ରଦର୍ଶନୀରେ ମୋଟ ୨୨ଟି ଷ୍ଟଲ୍ ରହିଛି ଏବଂ ସେଥିମଧ୍ୟରୁ ୬ଟି ଷ୍ଟଲ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଆଜିଠାରୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
Sotwe'de En Son Ziyaret Edilenler
الــــ VIP🦌
Son görüldüğü yer
Turkey
With Asr🇬🇧
Son görüldüğü yer
Italy
احمد على
Son görüldüğü yer
Oman
xdomdz
Son görüldüğü yer
Algeria
uhu_uhu1
Son görüldüğü yer
United States
satwa lucu
Son görüldüğü yer
Germany
Kavitha Rani
Son görüldüğü yer
India
🇯🇲 🇯🇲the girls them anal daddy 🇯🇲 🇯🇲
🤍
Son görüldüğü yer
United Kingdom
Full Full Viral Massage Live
Son görüldüğü yer
Oman
Senin İçin Trendler
1
#bb28
10bin paylaşımdan az
2
Tre Johnson
10bin paylaşımdan az
3
AJ Dybantsa
10bin paylaşımdan az
4
#TNAiMPACT
10bin paylaşımdan az
5
Cody Williams
10bin paylaşımdan az
6
Anne
10bin paylaşımdan az
7
#RHOC
10bin paylaşımdan az
8
Sinceres
10bin paylaşımdan az
9
Morocco
10bin paylaşımdan az
10
Mama Harvey
10bin paylaşımdan az
En Popüler Kullanıcılar
1
Elon Musk
@elonmusk
240.8M takipçi
2
Barack Obama
@barackobama
119.2M takipçi
3
Donald J. Trump
@realdonaldtrump
111.7M takipçi
4
Cristiano Ronaldo
@cristiano
111.1M takipçi
5
Narendra Modi
@narendramodi
107M takipçi
6
Rihanna
@rihanna
97.8M takipçi
7
NASA
@nasa
92.2M takipçi
8
Justin Bieber
@justinbieber
91M takipçi
9
KATY PERRY
@katyperry
87.9M takipçi
10
Taylor Swift
@taylorswift13
81.8M takipçi
11
Lady Gaga
@ladygaga
73.3M takipçi
12
Virat Kohli
@imvkohli
70.3M takipçi
13
Kim Kardashian
@kimkardashian
69.9M takipçi
14
YouTube
@youtube
68.7M takipçi
15
Bill Gates
@billgates
64M takipçi
16
Neymar Jr
@neymarjr
63.1M takipçi
17
The Ellen Show
@theellenshow
62.4M takipçi
18
CNN
@cnn
61.9M takipçi
19
Selena Gomez
@selenagomez
61M takipçi
20
X
@x
60.8M takipçi
Olivia
Online
✨
⭐
💫