Top Tweets for #AMABus
ଖୁସିର ପାର୍ବଣରେ ଯାତ୍ରା ହେଉ ସୁରକ୍ଷିତ, ସୁବିଧାଜନକ ଓ ଆନନ୍ଦମୟ। ଆପଣଙ୍କ ଯାତ୍ରାର ସାଥୀ ଆମ ବସ୍।
ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା।
#AmaBus #CRUT #DurgaPuja
ମା’ ଦୁର୍ଗାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
ପବିତ୍ର ମହାନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#MahaNavami #AmaBus #CRUT #DurgaPuja #Odisha
ମା’ ଦୁର୍ଗାଙ୍କ ଆଶୀର୍ବାଦରେ ପାର୍ବଣ ହେଉ ଆନନ୍ଦମୟ, ଆମ ବସ୍ ସହ ଯାତ୍ରା ହେଉ ସୁବିଧାଜନକ ଓ ପରିବେଶ ଅନୁକୂଳ।
ପବିତ୍ର ମହାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା।
#MahaAshtami #AmaBus #CRUT #GreenMobility #DurgaPuja
#OdishaOnTheMove
Priyanka Mallick, an #AmaBus Captain, is driving change through her dedication and commitment to public service.
Her journey reflects the growing role of women in shaping safer, more inclusive urban mobility and inspiring the next generation.
#UMI2026

ଦୁର୍ଗା ପୂଜା ଅବସରରେ ଜରୁରୀ ସୂଚନା
ଟ୍ରାଫିକ୍ କଟକଣା ଯୋଗୁଁ ଭୁବନେଶ୍ୱର ଓ କଟକରେ ଅପରାହ୍ନ ୨ଟା ପରଠାରୁ ଆମ ବସ୍ ସେବା ପ୍ରଭାବିତ ହୋଇପାରେ। ଯାତ୍ରୀମାନେ ନିଜ ଯାତ୍ରା ଯୋଜନା କରିବା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ।
ଆପଣଙ୍କ ସହଯୋଗ ଓ ସହନଶୀଳତା କାମନା କରୁଛୁ।
#AmaBus #CRUT #DurgaPuja

https://t.co/leenNUIrNn
Shubhalakshmi Mahananda: Odisha’s First Woman Electric Bus Driver Breaks Gender Barriers
#odishaconnect #ShubhalakshmiMahananda #OdishaNews #WomenEmpowerment #AmaBus #CRUT #Kendujhar #BreakingGenderBarriers @CRUT_BBSR @HUDDeptOdisha @UMIConfExpo
ଷ୍ଟିୟରିଂ ଧରି ଇତିହାସ ରଚିଲେ ଓଡ଼ିଆ ଝିଅ ଶୁଭଲକ୍ଷ୍ମୀ !
ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ ଭାବେ ନୂଆ ପରିଚୟ ସୃଷ୍ଟି କରିଛନ୍ତି କେନ୍ଦୁଝରର ଶୁଭଲକ୍ଷ୍ମୀ ମହାନନ୍ଦ
#odiaconnect #ShubhalakshmiMahananda #WomenEmpowerment #AmaBus #ElectricBus #Kendujhar #CRUT
https://t.co/4znK1Vzi70
Remembering Dr. A.P.J. Abdul Kalam, the Missile Man of India, whose vision continues to inspire a greener and sustainable future.
#apjabdulkalam #MissileManOfIndia #sustainablemobility #greentransport #crut #amabus

One hand, one simple habit, a safer ride!
Hold the grab rail, stay balanced, and let safety travel with you on every Ama Bus journey.
#crut #amabus #saferide #passengersafety #travelsmart #urbanmobility

Share Your Story. Get Featured!
Be a part of the Urban Mobility India 2026 Coffee Table Book.
We look forward to hearing your journey and celebrating your story. Email us today!
#UrbanMobilityIndia2026 #CoffeeTableBook #ShareYourStory #SustainableMobility #CRUT #AmaBus

Every girl deserves a safe journey and equal opportunities.
Let’s build a future where every girl travels safely, dreams freely and moves forward with confidence.
#InternationalDayOfTheGirlChild #AmaBus #CRUT #SafeMobility #EmpowerEveryGirl

ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଛକରେ ଦୁର୍ଘଟଣା
ସ୍କୁଟି, ଅଟୋ ଓ କାର୍କୁ ଧକ୍କା ଦେଲା `ଆମ ବସ୍'
ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ନାବାଳକ ଆହତ
#Bhubaneswar #Lingipur #AmaBus #Accident #ArgusNews
ମା’ଙ୍କ ଆଶୀର୍ବାଦରେ ପ୍ରତିଟି ପଥ ହେଉ ଶୁଭମୟ, ଆମ ବସ୍ ସହ ପ୍ରତିଟି ଯାତ୍ରା ହେଉ ସୁଖମୟ।
#ଶୁଭମହାଳୟା
#AmaBus #CRUT
୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍ର ପ୍ରଭାବ ସମ୍ବଲପୁରରେ ଅନୁଭୂତ.. ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକରେ ‘ଆମ ବସ୍’କୁ ଅଟକାଇଲେ ଆନ୍ଦୋଳନକାରୀ.. ବସ୍ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇଦେଲେ..
#OdishaBandh #Sambalpur #AmaBus #BandhImpact #OTV
On Gandhi Jayanti, we honour Mahatma Gandhi’s vision of clean, inclusive and sustainable communities.
Through green urban mobility, CRUT is helping turn this vision into everyday journeys with Ama Bus.
#gandhijayanti #amabus #greenmobility #sustainablecities #UrbanMobility

କଟକରେ ‘ଆମ ବସ୍’ ଷ୍ଟପ୍ର ଦୟନୀୟ ଚିତ୍ର, କେଉଁଠି ଛାତ ଭାଙ୍ଗିଛି ତ କେଉଁଠି ଆବର୍ଜନା | Cuttack’s ‘Ama Bus’ Stops in Poor Condition, Commuters Struggle Without Basic Facilities #AmaBus #CuttackBusStops #Cuttack #BusStop #PublicTransport #CommuterProblems #BusStopMaintenance #CuttackMunicipalCorporation #UrbanTransport #PublicInfrastructure #CuttackNews #OdishaTransport #prameyanews7
ରାଜ୍ୟ ସରକାର @CMO_Odishaଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ମାଧ୍ୟମରେ ଭକ୍ତିମୟ ହେଉଛି ଶ୍ରଦ୍ଧାଳୁଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରା।
‘ଆମ ବସ୍’ ସେବା ସାଜିଛି ଭକ୍ତ ଓ ଶ୍ରୀଜିଉଙ୍କ ଦିବ୍ୟ ଦର୍ଶନ ମଧ୍ୟରେ ସୁଗମ ଯାତ୍ରାର ସାଥୀ।
#jagannathdarshan #jagannathtemple #amabus #odishatourism

କଟକ ଲିଙ୍କ୍ ରୋଡ୍ ନିକଟରେ ରୁଟ୍ ନମ୍ବର ୮୨ର ଆମ ବସ୍ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିବା ସୂଚନା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଟି ଚାଳକ।
#Cuttack #LinkRoad #AmaBus #RoadAccident #Odisha #ArgusNews #RoadSafety
#ମାତିଛନ୍ତି_ମହିଳା_ବଞ୍ଜାରା_ଗ୍ୟାଙ୍ଗ
Banjara Gang Targets ‘Ama Bus’ Passengers, Travellers Warned to Stay Alert | ସାବଧାନ ! ' ଆମ ବସ୍ ' ଯାତ୍ରୀ, ପାର୍ବଣ ପୂର୍ବରୁ ଆକ୍ଟିଭ ମହିଳା ବଞ୍ଜାରା ଗ୍ୟାଙ୍ଗ, ସୁବିଧା ଦେଖି ଲୁଟିନେଉଛନ୍ତି ମୋବାଇଲ୍, ଚେନ୍
#BanjaraGang #AmaBus #AmaBusPassengers #BusTravelAlert #PassengerSafety #OdishaCrime #CrimeAlert #BusPassengers #PublicTransport #TravelSafety #OdishaCrimeNews #CrimeNews #prameyanews7
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers










