Top Tweets for #BJDdigitalWing
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରେ ପ୍ରଶାସନର ପରିଚାଳନାଗତ ତୃଟି ଯୋଗୁଁ ଦଳାଚକଟା।
#puri #JayJagannath #Odisha #rathayatra #BJDDigitalWing #bjd

କେନ୍ଦୁଝର ସର୍କିଟ ହାଉସଠାରେ ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କ ସହିତ ସାଙ୍ଗଠନିକ ସମ୍ପର୍କରେ ଆଲୋଚନା।
#Odisha #BJDDigitalWing #bjd @Naveen_Odisha @bjd_odisha

ଲୋକଙ୍କ ସରକାର ବୋଲାଉଥିବା #ବିଜେପି ସରକାର ରେ ଲୋକଙ୍କର ଅବସ୍ଥା ଏମିତି...
#BJPAntiOdisha #OdishaSarkar #MohanMajhi #BJDDigitalWing
@bjd_odisha @BJDITCell @BJDITWing
ଲୋକଙ୍କ ସରକାର କରୁଛି ଛୁଟି ଦିନରେ କାମ
ଧନ୍ୟରେ ...🙏🙏🙏
#BJDDigitalWing
@bjd_odisha ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶକ୍ରମେ ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
#BJPAntiOdisha #BJDDigitalWing #BJDWithOdisha

Congratulations to all newly appointed leaders !
#BijuJanataDal #OdishaPolitics #TeamBJD
#Odisha
#YoungLeaders #DistrictLeadership #PoliticalUpdate #OdishaYouth
#ServeThePeople #StrongerTogether #MissionOdisha #GrassrootsLeadership
#BJDDigitalWing #bjd #berhampur #Ganjam

ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ 'ପ୍ରବାଦ ପୁରୁଷ ଦିବସ'
ସ୍ଥାନ - ବ୍ରହ୍ମଗିରି ଢ଼ାବା ଛକ
#Brahmagiri #BJDDigitalWing #BJDWithOdisha

ବାଲେଶ୍ବର ସହର ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳର ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ଭାଗବତ ଟୁଙ୍ଗିର ବାର୍ଷିକୋତ୍ସବରେ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ଜଗତର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏତିକି ମୋର ପ୍ରାର୍ଥନା କରିଲି....
#Godblesseveryone #bjd #BJDDigitalWing #balasore #hilightseveryonefollowers

ବାଲେଶ୍ଵର ସହର ଅର୍ନ୍ତଗତ ଆଜିମାବାଦ୍ ଅଞ୍ଚଳର ମୋର ସାନ ଭାଇ Sekh Akhtar ଙ୍କ ସୁପୁତ୍ରଙ୍କ Rashm-E-Sunnat ଉତ୍ସବରେ ଯୋଗଦେଇ ଆୟୁଷ୍ମାନ Sekh Afaak Quadri ଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଭୁଜାଖିଆ ପୀର ବାବାଙ୍କ ଠାରେ ପ୍ରାର୍ଥନା କରିଲୁ....
#BJDDigitalWing #balasore

ପବିତ୍ର ବାସନ୍ତୀ ପୂଜା ଅବସରରେ ବାଲେଶ୍ବର ସହର ଅର୍ନ୍ତଗତ ଗୋପାଳବାଡ଼ି ପୂଜା ମଣ୍ଡପରେ ମା' ଜଗତଜନନୀଙ୍କ ଦର୍ଶନ ସହ ଆଶିର୍ବାଦ ଭିକ୍ଷା କରି ଜଗତର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରି ସମସ୍ତ ଭକ୍ତଙ୍କ ସହ ପ୍ରସାଦ ସେବନର ସୈାଭାଗ୍ୟ ପ୍ରାପ୍ତ କରିଲୁ.... ଜୟ ସିଂହବାହିନୀ
#maa #maadurga #balasore #BJDDigitalWing

🏹 🚩 ଶିୟାବର ରାମଚନ୍ଦ୍ର କୀ ଜୟ 🏹 🚩
#RamNavami2026 #Ram #BJDDigitalWing #hilightseveryonefollowers #balasore

Back to home : former Minister Sri Raghunath Mohanty and Ex-MLA Sri Jiban Pradip Dash make homecoming to #BJD in the presence of @bjd_odisha supremo Shri Naveen Patnaik
(@Naveen_Odisha) Ji at Navin Niwas, Bhubaneswar.
#BJDDigitalWing
Biju Janata Dal, Odisha, (#BJD) today suspended six of its MLAs from the party for alleged anti-party activities, including cross voting in the recent Rajya Sabha election.
#NaveenPatnaik
#BJDDigitalWing #bjd #RajyaSabhaElection #CrossVoting #Odisha

ଆଜି ହେଉଛି ବିଶ୍ୱ 'ପଖାଳ ଦିବସ' ।
ଓଡିଆ ସଂସ୍କୃତି, ଜନ ଜୀବନ ଓ ପରମ୍ପରା ସହିତ ଜଡିତ ପ୍ରିୟ 'ପଖାଳ ଦିବସ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
#PakhalaDivas #Odisha #Baleswar #BJDDigitalWing #CusineOfOdisha #SwarupKumarDas

ଓଡ଼ିଶା ମାଟିର ବରପୁତ୍ର, ଓଡ଼ିଆ ଅସ୍ମିତାର ଶ୍ରେଷ୍ଠ ନାୟକ, ବିଶିଷ୍ଟ ରାଷ୍ଟ୍ର ନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
#BijuPatnaik #legend #Odisha
#BJDDigitalWing
@bjd_odisha @BJDITCell @BYJD_Odisha @odishabcjd @BMJD_Odisha

ଆସନ୍ତା ମାର୍ଚ୍ଚ ୫ ତାରିଖରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ କୁ ପାଳନ କରିବା ପାଇଁ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ପ୍ରତାପ ରାମଚନ୍ଦ୍ର ପଞ୍ଚାୟତ ମାଳସାହି ମେଳଣ ପଡ଼ିଆ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। #bijuPattnaik
#bjd #BJDDigitalWing #BJDWithOdisha

Last Seen Hashtags on Sotwe
stretchy
teachervsstudent
Seen from Pakistan
omegle
Seen from United States
exny or #xlii or #momson or #nolimit() +filter:native_video
Seen from Mexico
youngho () +filter:native_video
Seen from United States
BestUnclesEver
Seen from Indonesia
monkeyappwins (*)
thundr
Seen from United States
MachoMexicano
Seen from Mexico
istanbulpasif
Seen from Turkey
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





































