Top Tweets for #CUTTACK
ଅଳ୍ପକେ ବର୍ତ୍ତିଲା ଜୀବନ, ୨ ଘଣ୍ଟାର କସରତ ପରେ ଟାୱାରରୁ ଉଦ୍ଧାର
#RescueMission #manrescued #Cuttack #OTV
https://t.co/7dAup58L7r
କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ
#Sambad #Accident #OdishaNews #Cuttack
https://t.co/jCay32NYlp
କଟକ ଗଣେଶ ଘାଟ ନିକଟ କାଠଯୋଡି ନଦୀ ମଝି ଟାୱାର ଉପରୁ ଯୁବକ ଉଦ୍ଧାର.. ପ୍ରାୟ ୨ ଘଣ୍ଟା ଧରି ଟାୱାର ଉପରେ ଫସି ରହିଥିଲେ ଯୁବକ.. ଉଦ୍ଧାର ପରେ ପରିବାର ସଦସ୍ୟଙ୍କ ଜିମା ଦେଲା ଅଗ୍ନିଶମ ବାହିନୀ.. କେମିତି ଟାୱାର ଉପରେ ଫସିଥିଲେ ତାହା ସ୍ପଷ୍ଟ ହୋଇନି..
#Cuttack #ManRescue #KathajodiRiver #FireBrigade #OTV
#Cuttack: The Fire Services safely rescued a man stranded on a tower in the middle of the Kathajodi River near Ganesh Ghat.
The man, identified as Shibananda Nayak of Banki, was reportedly swept away while bathing. He was rescued at around 11 pm on Sunday and handed over to his family.
#Odisha

#ଶଶଧରଙ୍କ_ଖେଳ_ଖତମ
ନକଲି ବିଇଓ ସାଜି ଠକୁଥିଲେ ଶଶଧର । ଠକେଇ ଅଭିଯୋଗରେ ପରେ ବାନ୍ଧିଲା କଟକ ମଙ୍ଗଳବାଗ ଥାନା ପୁଲିସ । ଖୋଲିଲା କଳା କାରନାମାର ଗୁମର । ସାରା ରାଜ୍ୟରେ ପ୍ରାୟ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ନେଇଥିବା ସନ୍ଦେହ
#Cuttack #Odisha #KanakNews
Give Your Home a Fresh New Look with MistriBabu Home Painting Services in Cuttack! 🏡✨
🌐 Visit: https://t.co/ma6bCyZ7D5
#MistriBabu #HomePainting #PaintingServices #Cuttack #Odisha #InteriorPainting #ExteriorPainting #HousePainting #WallPainting #TexturePainting #HomeRenovat

#Cuttack #jivansahu #odisha
କଟକ ମଙ୍ଗଳାବାଗ ଥାନା ପୋଲିସ ହାତରେ ଧରା ପଡ଼ିଲା ଓଡ଼ିଶାର ପ୍ରଖ୍ୟାତ ଠକ ଶଶଧର ପଣ୍ଡା। ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ କୋଟି ରୁ ଉର୍ଦ୍ଧ ଟଙ୍କାର ଠକେଇ ଲୋକଙ୍କ ଠାରୁ କରିଥିବା ବେଳେ ଶେଷରେ ପୋଲିସ ହାତରେ ଧରା ପଡ଼ି ଜେଲ ଯାଇଛି। ଏନେଇ 184/26 ରେ ଏକ ମାମଲା ରୁଜୁ ହୋଇଛି ସୁଚନା
ସମାଜସେବା ଆଢ଼ୁଆଳରେ ଠକେଇର ସାମ୍ରାଜ୍ୟ। ଭିନ୍ନ ଭିନ୍ନ ପରିଚୟ ଦେଇ ଲୋକଙ୍କଠାରୁ ଠକିଥିଲା କୋଟି କୋଟି ଟଙ୍କା। କଟକ ସିଡିଏ ଅଞ୍ଚଳର ମହାଠକ ଶେଷଧର ପଣ୍ଡାକୁ ଗିରଫ କରିଛି ପୋଲିସ।
#Cuttack #FraudCase #OdishaCrime #FinancialFraud #PoliceInvestigation #BreakingNews #Odisha #OdishaTV #OTV
ପୋଲିସ ପଞ୍ଝାରେ ଠକ ସର୍ଦ୍ଦାର, ଅଳ୍ପ ଟଙ୍କା ଦେଇ ବିଶ୍ବାସ ଜିତୁଥିଲା, ପରେ ଲୁଟୁଥିଲା କୋଟି କୋଟି
#Fraud #OdishaPolice #Crime #Cuttack #FinancialFraud
https://t.co/J4E43gkSv0
Transform Your Home with Professional Painting Services in Cuttack! 🏡✨
https://t.co/XrozsDfxlV
#MistriBabu #PaintingServices #Cuttack #PainterInCuttack #HousePainting #InteriorPainting #ExteriorPainting #WallPainting #Odisha #CuttackHomes #ProfessionalPainters
#ରାତି_ହେଲେ_ଅନ୍ଧାର_କଟକ
ରାତି ହେଲେ ଅନ୍ଧାର ହୋଇଯାଉଛି କଟକ ସହର । ଫେଲ୍ ମାରିଛି ସହରରେ ଆଲୋକୀକରଣ ବ୍ୟବସ୍ଥା । ଜଳୁନି ଅଧାରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ । ମାତୁଛନ୍ତି ଚୋର, ଡକାୟତ, ସବୁ ଦେଖି ଚୁପ୍ ବସିଛି ପ୍ରଶାସନ
#Cuttack #Odisha #KanakNews
ମଙ୍ଗଳବାଗ ପୋଲିସ ଦ୍ବାରା ଠକ ଗିରଫ। କୋଟିଏରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ଗିରଫ। ଗିରଫ ଅଭିଯୁକ୍ତ କଟକ ସିଡିଏ ଅଞ୍ଚଳର। ଶୁଣନ୍ତୁ ଠକାମୀର ଶିକାର ହୋଇଥିବା ବ୍ୟକ୍ତି କଣ କହୁଛନ୍ତି....
#Cuttack #Odisha #Crime #FinancialFraud #CheatingCase #OdishaPolice #MangalabagPolice #CDA #OdishaTV #OTV
Loving Sairam..
With the Blessings of Bhagawan Sri Sathya Sai Baba, Sri Sathya Sai Prem Tharu Day was observed on 18th July 2026 at Athagarh Samithi, Cuttack District.
#PremTharu
#Athagarh
#Cuttack
-Media Team

7 Days' weather forecast for Capital City (Valid from 19th July 2026 to 25th July 2026) #Odisha #Weather #Bhubaneswar #Cuttack #weatherforecast

#ବିଇଓ_କହୁଥିଲେ_ବନ୍ଧା_ହେଲେ
ପୁଲିସ୍ କବଜାରେ ନକଲି ବ୍ଲକ ଶିକ୍ଷାଧିକାରୀ । କେତେ ବେଳେ ନିଜକୁ ବିଇଓ କହୁଥିଲେ, କେତେବେଳେ ସମାଜସେବୀ କହି ନିଜର ପରିଚୟ ଦେଉଥିଲେ। ଲୋକଙ୍କ ବିଶ୍ୱାସ ଜିଣିବା ପରେ ତାଙ୍କୁ କଳକନା ବୁଲାଇ ଚମ୍ପଟ ମାରୁଥିଲେ । ଏଭଳି ଜଣେ ୪୨୦କୁ ବାନ୍ଧିଛି କଟକ ପୁଲିସ
#Odisha #Cuttack #Police #KanakNews
#Cuttack | Commissionerate Police have intensified their crackdown on illegal sand mining, identifying illegal sand ghats in the 42 Mouza area and nearby locations.
A joint operation by Sadar and 42 Mouza Police led to the seizure of 12 Hyva trucks allegedly involved in illegal sand transportation.
#Odisha #IllegalSandMining #CommissioneratePolice #ArgusNews

Last Seen Hashtags on Sotwe
momson()* +filter:native_video
Seen from United States
FingerToes
Seen from United States
wastme
Seen from United States
tranny
Seen from United States
nosensor
Seen from Indonesia
lokal
Seen from Indonesia
VolailleFrançaise
Seen from United States
カードキャプターさくら
Seen from Argentina
taboo
Seen from Turkey
nenengede
Seen from Brazil
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers












