Top Tweets for #DHARITRI
Pollution is rising and seasons are changing. Instead of blaming others, let’s ask ourselves: What are we doing to protect our environment?
#DharitriYouthConclave2026 brings young voices together to inspire environmental action.
#YouthSpeak #ClimateAction #Dharitri #DYC2026
୩ ଗୃହରେ ପଢ଼ୁଛନ୍ତି ୯ ଶ୍ରେଣୀର ପିଲା: ଅବ୍ୟବସ୍ଥା ଘେରରେ ସରକାରୀ ବିଦ୍ୟାଳୟ
ପଢ଼ନ୍ତୁ ➡️https://t.co/YqYz6zPpSa
#Kendujhar #OdishaEducation #TeacherShortage #SchoolInfrastructure #Dharitri
📲 Follow Dharitri – Odisha’s No.1 Odia Daily 📰✨
ତଳ ସ୍ତରରେ ଅନିଶ୍ଚିତତା
#Editorial #Dharitri #DharitriEditorial
📲 Follow Dharitri – Odisha’s No.1 Odia Daily 📰✨
https://t.co/Hm0oomh4tC

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୨୪ .ଅକ୍ଟୋବର . ୨୦୨୬) ଅଧିକ ଖବର ପାଇଁ ଲଗ ଅନ କରନ୍ତୁ https://t.co/BthRk8fyHE
#Dharitri #DharitriNews #Newspaper #ଧରିତ୍ରୀ
📲 Follow Dharitri – Odisha’s No.1 Odia Daily 📰✨

ମୁଣ୍ଡ ଉପରେ ନାହିଁ ପକ୍କା ଛାତ, ପିଇବାକୁ ବିଶୁଦ୍ଧ ପାଣି ନାହିଁ, ଆଉ ସରକାରୀ ଯୋଜନା ଏମାନଙ୍କ ପାଇଁ ଯେମିତି ସାତସପନ! ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୪୦ ବର୍ଷ ଧରି ତାଳପତ୍ର କୁଡ଼ିଆରେ ବିତୁଛି ୫ଟି ପରିବାରର ଜୀବନ।
#DrinkingWater #GovernmentSchemes #Ganjam #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨ See less
କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର
ପଢ଼ନ୍ତୁ ➡️ https://t.co/rk2noAgPJI
#SureshPujari #SupremeCourt #BorderDispute #Kotia #AndhraPradesh #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨
୭୨୬୮ ପୋଲିସ ପଦବୀ ପାଇଁ ବିଜ୍ଞପ୍ତି
#PoliceRecruitment #GovernmentJobs #OdishaPolice #Dharitri
📲 Follow Dharitri – Odisha’s No.1 Odia Daily 📰✨

ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୬
#ସବୁଜ_ସ୍ବର
#Dharitri
Dharitri Youth Conclave
@DharitriYouth
@DharitriClimate
@DharitriLive1
@OrissaPOSTLive

-ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକକାଳୀନ ରେଡ୍
-୪୨ଟି ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ
-ଜୁଆ ଖେଳ ଅଭିଯୋଗରେ ୨୫୦ ଜଣ ଗିରଫ
-୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କଲା ପୋଲିସ
#Ganjam #PoliceRaid #GamblingRaid #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-ମାଲକାନଗିରି ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ବେଳେ ମାଥିଲି ନିକଟରେ ଦୁର୍ଘଟଣା -ଡିଜେ ଗାଡ଼ି ଓଲଟି ଜଣେ ମୃତ, ୯ ଗୁରୁତର
-ଧର୍ମଗଡ଼ରୁ ମାଲକାନଗିରି ଯାଉଥିବା ବେଳେ ଓଲଟିଲା ଡିଜେ ଗାଡ଼ି
-ସମସ୍ତ ଗୁରୁତର ଆହତଙ୍କୁ ମାଥିଲି ମେଡିକାଲ୍ରେ ଭର୍ତ୍ତି
#Malkangiri #RoadAccident #DJVehicle #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-ବରଗଡ଼ ବିଜେପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
-୭ ବର୍ଷର ନାବାଳକକୁ ହତ୍ୟା କଲା ୧୩ ବର୍ଷର ନାବାଳକ
-ଦୁଇ ଦିନ ତଳେ ଗାଁ ପୋଖରୀରେ ମାଛ ମାରିବା ବେଳେ ବଚସାରୁ ହତ୍ୟା ହୋଇଥିବା ସୂଚନା
-ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ
#Bargarh #Murder #CrimeNews #MinorBoy #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-ଯାଜପୁର ଡାଳିଯୋଡ଼ା ରେଞ୍ଜରେ ଅଘଟଣ
-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
-ବନ୍ଧପାଲି ଗାଁର ବୃଦ୍ଧଙ୍କୁ ଦଳିଦେଲା ଜଙ୍ଗଲୀ ହାତୀ
-ସକାଳେ ଘରୁ ବାହାରକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହେଲେ ବୃଦ୍ଧ
#ElephantAttack #Jajpur #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-ପୋଲସରା କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକରେ ଯୁବକଙ୍କ ହତ୍ୟା
-ଗୁରୁବାର ରାତିରେ ୨-୩ ଜଣ ସାଙ୍ଗଙ୍କ ସହ ବାହାରକୁ ଆସିଥିଲେ ଯୁବକ
-ହତ୍ୟାର କାରଣ ଅସ୍ପଷ୍ଟ; ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି
#Polasara #Murder #CrimeNews #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-ଟାଇଫୁନ୍ ଚମ୍ପି ତାଇୱାନରେ ୧,୦୦୦ରୁ ଅଧିକ ବିମାନ ବାତିଲ
-ସାମୁଦ୍ରିକ ଝଡ଼ ଚମ୍ପିରେ ଏଯାଏ ଜଣଙ୍କ ମୃତ୍ୟୁ, ୯୪ ଆହତ
-୨୬୨ଟି ଘରୋଇ ଓ ୬୬୦ରୁ ଅଧିକ ଅନ୍ତର୍ଜାତୀୟ ବିମାନ ବାତିଲ
-ଝଡ଼ର ପ୍ରଭାବରେ ବିମାନ ଚଳାଚଳ ବାଧାପ୍ରାପ୍ତ
#Taiwan #Typhoon #FlightCancellations #WorldNews #Dharitri
📲 Follow Dharitri – Odisha’s No.1 Odia Daily 📰✨

-ଉମରକୋଟ ଚିକଲପଦର କେନାଲ ନିକଟ ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
-ମହିଳାଙ୍କ ମୁଣ୍ଡରେ ଆଘାତ ଚିହ୍ନ
-ଘଟଣାର ତଦନ୍ତ କରୁଛି ଉମରକୋଟ ପୋଲିସ
#Umerkote #CrimeNews #OdishaNews #WomanBody #Dharitri
📲 Follow Dharitri – Odisha’s No.1 Odia Daily 📰✨

ମା'ଙ୍କୁ ମେଲାଣି: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା ରାଜଧାନୀ
ପଢ଼ନ୍ତୁ➡️ https://t.co/ufIQXPKeLw
#DharitriSpecial #DurgaPuja #BhasaniCelebrations #GrandImmersion #Dharitri #Odisha
📲 Follow Dharitri – Odisha’s No.1 Odia Daily 📰✨


ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୨୩ . ଅକ୍ଟୋବର . ୨୦୨୬)
ଅଧିକ ଖବର ପାଇଁ ଲଗ ଅନ କରନ୍ତୁ https://t.co/BthRk8fyHE
#Dharitri #DharitriNews #Newspaper #ଧରିତ୍ରୀ
📲 Follow Dharitri – Odisha’s No.1 Odia Daily 📰✨

-କୋରାପୁଟ ଜିଲାର ସୀମାନ୍ତ କୋଟିଆ ପଞ୍ଚାୟତରେ ପ୍ରଶାସନିକ ତତ୍ପରତା
-ଆନ୍ଧ୍ରପ୍ରଦେଶର ଆଗାମୀ ନିର୍ବାଚନ ପୂର୍ବରୁ କୋଟିଆ ଗସ୍ତ କଲେ ନୋଡାଲ ଅଧିକାରୀ ତଥା ଉପଜିଲ୍ଲାପାଳ ଫାବି ରସିଦ
-ରାତ୍ରିଯାପନ ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ କଲେ ଆଲୋଚନା
#Kotia #Koraput #Odisha #AndhraPradesh #Dharitri
📲 Follow Dharitri – Odisha’s No.1 Odia Daily 📰✨

Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


