Top Tweets for #Deepalidas
ଝାରସୁଗୁଡାରେ ଧୁମଧାମରେ ପାଳନ କରାଯାଉଛି ସମ୍ବଲପୁରୀ ଦିନ, କଳସ ଧରି ଶୋଭାଯାତ୍ରାରେ ସାମିଲ ହେଲେ ଦୀପାଳି ଦାସ
#SambalpuriDay #JharsugudaNews #SambalpuriCulture #OdishaCulture #DeepaliDas #CulturalFestival #OdishaNews #SambalpuriTradition #OdishaHeritage #TraditionalEvent #WesternOdisha #BreakingNews #PrameyaNews7
ପିଲାଙ୍କୁ ନଚାଇଲେ: ଦୀପାଳି, ଇପସିତାଙ୍କୁ ନୋଟିସ୍ .. ଝାରସୁଗୁଡ଼ାରେ ବିଜେଡି କାର୍ଯ୍ୟକ୍ରମରେ ସ୍କୁଲ ପିଲା ସାମିଲ ଘଟଣା .. ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନୋଟିସ୍ .. ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନୋଟିସ୍..
#Jharsuguda #BJD #NaveenPatnaik #DeepaliDas #IpsitaSahu #ChildRights #OSCPCR #OTV
ବାଲି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦୀପାଲିଙ୍କ ଚିଠି
#DeepaliDas #Jharsuguda
https://t.co/UJ2VcYlW1E
ଦୀପାଳି ନା ପୋଲିସ ରେକର୍ଡ କିଏ କହୁଛି ସତ ? ୩ ବର୍ଷ ପରେ ବି ଘଟଣା ଦିନର କ୍ଲାଇମାକ୍ସକୁ ନେଇ ପ୍ରଶ୍ନ ଅନେକ
#PrameyaNews7 #OdishaNews #NabaDas #murdermystry #DeepaliDas #LawMinister #PrithvirajHarichandan
https://t.co/X8N7UjkCoP
ଆଜି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି। ଏହି ସଭାରେ ଝିଅ ଦୀପାଳି ଦାସ କହିଛନ୍ତି ବାପାଙ୍କୁ ଆଜି ବି ଲୋକ ଝୁରୁଛନ୍ତି।
#NabaDas #TributeMeet #FormerMinister #DeepaliDas #jharsuguda #OTVNews
#ବିଜେଡି_ବଳ_ଗୋଟାଉଛି
Deepali Das: “BJD will always work for Odisha’s people; Naveen Patnaik got massive love in Nuapada.”
#thequivernews #thequiver #DeepaliDas #NaveenPatnaik #BJDvsBJP #OdishaPolitics #NuapadaNews #BJDLeader #OdishaBreakingNews #BJDInterview #OdishaReels #BJPvsBJD
ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ ନଂ ୪୯ କଡ଼ରେ ଜମା ହୋଇଥିବା ପାଉଁଶ ଗଦା ଏବେ ଜନସାଧାରଣଙ୍କ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।
#bjdodisha #DeepaliDas #ganatantraodisha #viralshort #viralreels #BreakingNews
Deepali Das: BJD ଛାଡ଼ିବେ କି ଦୀପାଳି ଦାସ? ଭାଇରାଲ୍ ହେଉଛି Whatsapp ମେସେଜ୍! #DeepaliDas #BJDOdisha #OdishaPolitics #News18Odia
କ୍ଳିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:
https://t.co/CpuYz6qoAO
ଆଜି ବି ନବ ଦାସଙ୍କ ଘରେ ରେଡ୍, ଝାରସୁଗୁଡ଼ା ଘର ଓ ଅଫିସରେ ଛାନଭିନ
#ITRaid #NabaDas #DeepaliDas #jharsuguda #OTV
https://t.co/SBUMQ5WDsQ
"#ସିବିଆଇ_ତଦନ୍ତ_ହେଉ_ପରିବାରକୁ_ସୁରକ୍ଷା_ମିଳୁ'
ଆଲୋଚନାରୁ ଫେରିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା । କହିଲେ, ସିବିଆଇ ତଦନ୍ତ ପାଇଁ ଦାବି କଲି ଓ ପରିବାର ପାଇଁ ସୁରକ୍ଷା ଲୋଡିଲି
#KanakNews #DeepaliDas
"#ଭରସା_ଅଛି_ମୁଖ୍ୟମନ୍ତ୍ରୀ_ନ୍ୟାୟ_ଦେବେ'
ଆଲୋଚନା ପରେ ଦୀପାଳିଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ଭରସା ଅଛି, ଆମକୁ ନ୍ୟାୟ ମିଳିବ
#KanakNews #DeepaliDas
#ଲୋକସେବା_ଭବନରେ_ପହଞ୍ଚିଲେ_ନବ_ଦାସଙ୍କ_ପତ୍ନୀ_ମିନତି_ଦାସ
ମିନତି ଦାସଙ୍କ ସହ ଅଛନ୍ତି ପୁଅ ବିଶାଳ ଏବଂ ଝିଅ ଦୀପାଳି
ଅପରାହ୍ନ 5ଟାରେ ଭେଟିବାକୁ ସମୟ ଦେଇଥିଲେ ମୁଖ୍ୟମନ୍ତ୍ରୀ
#NabaDas #DeepaliDas #GopalDas #Politics #CrimeBranch #Odisha #ArgusNews
#ନବ_ଦାସଙ୍କ_ECG_ରିପୋର୍ଟ_ଗାଏବ
-ନବ ଦାସ ହତ୍ୟା ମାମଲାରେ ନଜରକୁ ଆସିଲା ଆଉ ଏକ ବିବାଦ
-ବିବାଦ ଉଠାଇଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ
-ମିଳୁନି ଝାରସୁଗୁଡା ହସ୍ପିଟାଲରେ କରାଯାଇଥିବା ନବ ଦାସଙ୍କ ECG
ରିପୋର୍ଟ
-ଚାର୍ଜସିଟ୍ରେ କେବଳ ଆଉଟ ଡୋର ଟିକେଟ ଓ ଇଞ୍ଜୁରୀ ରିପୋର୍ଟ
ଦାଖଲ ହୋଇଛି
#NabaDas #DeepaliDas #GopalDas #Politics #CrimeBranch #Odisha #ArgusNews
' ସିବିଆଇ ଚିଠି ରେଡି ମୁଖ୍ୟମନ୍ତ୍ରୀଙ୍କ ଅନୁମତିକୁ ଅପେକ୍ଷା'
'ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆମେ ଅନୁମତି ମାଗିଛୁ । ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ରଖିଛୁ ।'
#NabaDas #MurderCase #DeepaliDas #VishalDas #OdishaTV #OTV
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରସଙ୍ଗ I କ୍ରାଇମ ବ୍ରାଞ୍ଚର ପଚରାଉଚରା ପରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା I ଆମେ କ୍ରାଇମବ୍ରାଞ୍ଚକୁ ଘରକୁ ଆସି ପଚରାଉଚରା ପାଇଁ ନିବେଦନ କରିଥିଲୁ I କ୍ରାଇମବ୍ରାଞ୍ଚ ମାଆ, ଭାଇ ଓ ମୋର ବୟାନ ରେକର୍ଡ କରିଛି: ଦୀପାଳି
#Jharsuguda #NabaDas #MurderCase #DeepaliDas
ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ନବଙ୍କ ସରବାହାଲ ସ୍ଥିତ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ବୟାନ ରେକର୍ଡ ପାଇଁ ନବଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ
#Jharsuguda #ViralJharsuguda #nabadas #nabadasmurder #deepalidas

ଚାପଗ୍ରସ୍ତ ଅଛନ୍ତି ନବ ଦାସଙ୍କ ପରିବାର। ବିଜେଡି ଚାପରେ କଣ କରିବେ ନିର୍ଣ୍ଣୟ କରି ପାରୁ ନାହାନ୍ତି ନବଙ୍କ ପରିବାର।
#Nabadas #deepalidas #Nabadasmurdercase #pradippurohit #OTV
ଝାରସୁଗୁଡାରେ ବୟାନ ରେକର୍ଡ କରାଇବାକୁ ଇଛୁକ ଦୀପାଳି, ହାଜର ନହୋଇ ଲୋଡିଲେ ମହଲତ
#PrameyaNews7 #NabaDas #DeepaliDas #CrimeBranch #MurderCase
https://t.co/Y8nYp1EPwE
#ଛାନିଆଁ_ଦୀପାଲି !
ବିଜେଡି ଚାପରେ ଦୀପାଲି ଚେପା ! ମୁହଁ ଖୋଲିଲେ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି।
#BJD #BJP #Politics #Nabadas #GopalDas #DeepaliDas #OTV
Last Seen Hashtags on Sotwe
يمنيه
Seen from Canada
indialesbian
Seen from Pakistan
MrandMrsCParaSiempre
Seen from United States
六甲連合
Seen from United States
brosis
Seen from Spain
onvousdefoncetoutleremps
Seen from United States
bestiality()+filter:native_video
luzCañadaReal
Seen from United States
قحبة
Seen from Algeria
cycle250miles
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








