Top Tweets for #KANDHMAL
ବିଜେପିର ଚାଲ୍- ନୂଆ ତଦନ୍ତ ରିପୋର୍ଟ କରିବ..
#satyapatha #mohanmajhi #sureshpujari #laxmananandasaraswati #kandhmal #bjd #bjpodisha #naveenpatnaik #latestnews #satyaprakashnayak #editorial
https://t.co/FhNHz3TWmD
‘ବିଜେପି ସରକାର ବିରୋଧରେ ଜନ ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାର ବିରୋଧରେ ଦିଲ୍ଲୀରେ କକ୍ରୋଚ ପାର୍ଟି ଆନ୍ଦୋଳନ କରୁଥିବା ବେଳେ ଓଡ଼ିଶାରେ ଜେନଜିମାନେ ଓଡିଶା ଜନତା କଂଗ୍ରେସରେ ସାମିଲ ହୋଇ ବିଜେପି ସରକାର ଜନ ମାରଣନୀତିକୁ ବିରୋଧ କରୁଛନ୍ତି’
#Odisha #kandhmal #NandighoshaTV
କନ୍ଧମାଳରେ ଅପରେସନ ନୀଳଜହର, ଦୁଇ କ୍ୱିଣ୍ଟାଲ ୩୮କିଲୋ ଗଞ୍ଜେଇ ଜବତ | Ganza Seized in Kandhamal | PrameyaNews7 #kandhmal #Odisha #prameyanews7 #ganzaseized #topnews #breakingnewsodisha
ଦେଖନ୍ତୁ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି ମାଓବାଦୀ | Maoist's Weapon | Mao Mukta Odisha | Kandhamal #naxalites #maoists #maoistnews #weapon #kandhmal #prameyanews7
#Breaking | State Committee member Sukru and four other #naxals have surrendered before #Kandhmal Police.🚨
- @DGPOdisha @spkandhamal
#କରଡ଼ା_ଜଙ୍ଗଲରେ_ସର୍ଚ୍ଚ_ଅପରେସନ୍
କନ୍ଧମାଳରେ ନକ୍ସଲ ବିରୋଧରେ ସୁରକ୍ଷାକର୍ମୀଙ୍କ ବଡ଼ ସର୍ଚ୍ଚ ଅପରେସନ : ଗୁଳିମାଡ଼ରେ ଦୁଇ ନକ୍ସଲ ନିପାତ #KanakNews #Odisha #Kandhmal #mkt
-ଓଡିଶାର ଦାରିଙ୍ଗବାଡିରେ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି
-ସେହିପରି ଜାଡ଼ ମଧ୍ୟ କୁହୁଡି ସକାଶେ ଦ୍ବିଗୁଣିତ ହୋଇପଡିଛି
-ବିଳମ୍ବିତ ରାତିଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି
#MorningFog #ColdWave #Weather #Daringbadi #Kandhmal #Odisha #Dharitri
👉 Follow Dharitri – Odisha’s No.1 Odia Daily 📰✨

#JUSTIN | ओडिशा में सुरक्षाबलों ने नक्सल कमांडर गणेश उइके समेत 6 नक्सलियों को मार गिराया, केंद्रीय गृह मंत्री अमित शाह ने कहा- 'ओडिशा नक्सलवाद से पूर्णतः मुक्त होने की दहलीज पर खड़ा है'
#NaxalFreeBharat #AmitShah #Odisha #Kandhmal #GaneshUikey #TNNCard @AmitShah

ओडिशा के कंधमाल में भारतीय सुरक्षा बलों का करारा प्रहार : बड़े ऑपरेशन में 6 लाल टिड्डे नक्सली मार गिराए—
लाल आतंकियों में शोक कि लहर 😂
हमारे वीर जवानों को सलाम 🇮🇳
#NaxalFreeIndia #SecurityForces #Kandhmal

ବଡ଼ଦିନ ପାଇଁ ଗାଁ ଗାଁରେ ପୁଲିସର ଫ୍ଲାଗମାର୍ଚ୍ଚ
#Sambad #kandhmal #odisha #Christmas #FlagMarch
https://t.co/LUuGaV5jSj
-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଶୀତ ଅନୁଭୂତ ହେଉଛି
-ତାପମାତ୍ରା ୨ ଦିନ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପୁଣି ସୋମବାର ତାପମାତ୍ରା ତଳମୁହାଁ ହୋଇ ୭ ଡିଗ୍ରୀରେ ପହଞ୍ଚିଛି
#Coldwave #Daringbadi #Kandhmal #Odisha #Dharitri
👉 Follow Dharitri – Odisha’s No.1 Odia Daily 📰✨

#ହୁତୁହୁତୁ_ଜଳିଲା_ଗଦାଗଦା_ଗଞ୍ଜେଇ_ଗଛ
ଜଙ୍ଗଲରେ ପଶି ଏକର ଏକର ପାହାଡ଼ିଆ ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି କନ୍ଧମାଳ ପୋଲିସ !
#Kandhamal #GanjaC #DrugSmuggling #ForestCrime #Kandhmal #Odisha #OdishaTV #OTV
ପ୍ରବଳ ଜାଡ଼ରେ ଥରୁଛି ଦାରିଙ୍ଗବାଡି I ଅସ୍ତ୍ୟବସ୍ତ ଜନଜୀବନ I ଘନ କୁହୁଡ଼ି ଯୋଗୁଁ ୧୦ମିଟର ଦୂରତାରୁ ଦୃଶ୍ୟମାନ ହେଉନି ରାସ୍ତା I
#Kandhmal #Daringbadi #Weather #Winter
#ଖସୁଛି_ପାରଦ_ବଢୁଛି_ଶୀତ
ଜି.ଉଦୟଗିରି: ଦାରିଙ୍ଗବାଡ଼ିରେ ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ
#Kandhmal #Daringbadi #Weather

#Kandhmal: A Class 7 student of Adarsha Vidyalaya in G. Udayagiri, Kandhamal district, died after accidentally swallowing a board pin.
Parents alleged that although teachers were informed, the school delayed action and failed to inform the guardians in time. The student’s father has filed a complaint at the Daringbadi police station.
#Odisha #SchoolStudent #Death

-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ଗାହାକିଆଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ
-ସୋନପୁରଠାରୁ ବ୍ରାହିଟପଙ୍କା ଦେଇ ଗଦାପୁର ପଞ୍ଚାୟତ ସମେତ କୋଟଗଡ଼ ବ୍ଲକ ଶ୍ରୀରାମପୁରକୁ ଯାତାୟାତ ବାଧାପ୍ରାପ୍ତ
#Landslide #Daringbadi #Kandhmal #Odisha

-ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ଧରାପଡ଼ିଲେ ଯୁବତୀ
-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ଧରିଲା
-୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇ ଜବତ
-ଗିରଫ ଯୁବତୀ ହେଲେ ଗଜପତି ଜିଲା ଆଲିଗଣ୍ଡା ଗ୍ରାମର ସୋଫିଆ ସେନାପତି (୨୦)
#Daringbadi #Kandhmal #Odisha

#ନାବାଳିକାକୁ_କାର୍ରେ_ଦୁଷ୍କର୍ମ: ଅଭିଯୁକ୍ତ ଗିରଫ
ଦାରିଙ୍ଗିବାଡ଼ି: ଗଣେଶ ମୂର୍ତ୍ତି ଭସାଣି ବେଳେ ନାବାଳିକାକୁ କାର୍ରେ ଦୁଷ୍କର୍ମ ଘଟଣା
ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଦାରିଙ୍ଗିବାଡ଼ି ଥାନା ପୋଲିସ
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲିଗୁଡା SDPO ରମେନ୍ଦ୍ର ପ୍ରସାଦ
#Kandhmal #Daringbadi #Arrest

#ଲଗାଣ_ବର୍ଷାରେ_ଧୋଇଗଲା_ଆପ୍ରୋଚ୍_ରୋଡ୍
ଜି.ଉଦୟଗିରି: ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗୁମାଡ଼ି ଆପ୍ରୋଚ୍ ରୋଡ୍
ଆପ୍ରୋଚ୍ ରୋଡ୍ ଧୋଇଯିବାରୁ ଗମନାଗମନ ଠପ୍, ଲୋକେ ହନ୍ତସନ୍ତ
#Kandhmal #Gudayagiri
Last Seen Hashtags on Sotwe
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers












