Top Tweets for #Kingstar_bapi
#ଜୟ_ଜଗନ୍ନାଥ 🙏
ପବିତ୍ର ବାହୁଡା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।।
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଠାରେ ସମସ୍ତଙ୍କ ସୁଖ,ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା ।।
#BahudaYatra #jayjagannath #kingstar_bapi #trending #hyd
ସମସ୍ତଙ୍କୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣ ଓ ଆପଣଙ୍କ ପ୍ରିୟଜନମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ଏତିକି କାମନା ।
ଜୟ ଜଗନ୍ନାଥ 🙏
#BahudaJatra2026
#ବାହୁଡ଼ାଯାତ୍ରା୨୦୨୬ #kingstar_bapi

Heartfelt birthday wishes to the popular Chief Minister of Uttar Pradesh, the Honorable Shri @myogiadityanath ji.
May Lord Shri Ram bless you with excellent health, long life, and a glorious life.
#kingstar_bapi #happybirthday

Happy birthday icon star ⭐️ @alluarjun
#hbdalluarjun #kingstar_bapi #Raaka #trend #AlluArjunBirthdayCelebrations

The Indian film industry has a new superstar😇
@RanveerOfficial 💪
.
Just Watched #Dhurandhar2�Patriotism with swag 🇮🇳
A film that will make every patriot proud 🇮🇳
Congratulations to the entire team 👏🏻
#kingstar_bapi #ranveersingh #dhurandhartherevenge #trendingnow #1stday

Maharashtra Deputy CM Ajit Pawar and four others died today after their chartered plane crashed during landing at Baramati airport.
#kingstar_bapi #AjitPawarPlaneCrash
#AjitPawar #Rip


2024 ନିର୍ବାଚନ ପୂର୍ବରୁ, ଯଦି କିଏ ବିଜେଡ଼ି କୁ ଘାଇଲା ଓ କଡ଼ା କାଉଣ୍ଟର କରିଥାଏ ସେ ହେଉଛନ୍ତି ପ୍ରଦୀପ ବାବୁ ।
ଲେଖା ଛିଡ଼ିବା କଥା ଟି ସାରା ଓଡ଼ିଶାର ଜନତାଙ୍କ ଉପରେ ପ୍ରଭାବ ପକାଇଥିଲା କେବଳ ପ୍ରଦୀପ ବାବୁ ଙ୍କ ପାଇଁ ଲୋକମାନେ ମଧ୍ୟ ଲେଖା ଛିଡ଼ାଇ ଦେଖାଇଦେଲେ ।
#kingstar_bapi #BJD #BJP #OdishaPolitics

ପବିତ୍ର ରଥଯାତ୍ରା ଅବସରରେ ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା l ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ l
ଜୟ ଜଗନ୍ନାଥ 🙏
#RathaYatra2025 #hyderabad #kingstar_bapi #everyonehighlights #JayJagannath

ଆଉ ନାହିଁ ସେ ତାଳ ଫୋଟକା ,
ନାହିଁ ଆଉ ଟିକିଲି ବାଣ।।
ଦଶ ଟଙ୍କିଆ ବନ୍ଧୁକ ଧରିକି ,
କରୁ ଆମେ ଛାତି ଟାଣ।।
ମାଟି ଦୀପ ଏବେ କୁଆଡେ ଗଲାଣି,
ଚାଇନା ଲାଇଟି ଏଠି ମାରୁଚି ଫୁଟାଣି।।
ନାହିଁ ଆଉ ସେ ଚକୁଳି ଖିରି,
ଦୋକାନ ମିଠା ବୁଲେ ଘରି ଘାରି।।
ଦୀପାବଳି ର ପଇଆ ଡକା,
ପ୍ରବାସୀ ଙ୍କ ମନ ଲାଗେ ଏକା ଏକା ।।
#kingstar_bapi
My sister 💍 #ringceremony love u both ❤️😍👌
Date 15. 02. 2023
#latepost #kingstar_bapi #sisterlove #GodBlessYouAlways

#Pathaan ki party mein mehman-nawazi bhi Pathaan-styles 😎#PathaanFirstDayFirstShow #PathaanMovie #latepost😓 Shah Rukh Khan ❤️ #kingstar_bapi #pathaandekhegahindustan #Hyderabad

ମକର ସଂକ୍ରାନ୍ତିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି।
#MakarSankranti2023 #kingstar_bapi

Jay Jagannath ❤️🙏#kingstar_bapi

Happy Diwali ✨🌠🎆🚩🚩🙏🙏❤
#kingstar_bapi

Hyderabad Kâ sabse bada ganesh 40 fit
Me and my brothers Babuni Barik Sagar Chandra Sahoo #ganeshchaturthi #kingstar_bapi

ନୂଆଁଖାଇ ଜୁହାର🙏
#kingstar_bapi
ଜୟ ଶ୍ରୀ ଗଣେଶ 🙏🏻 Happy Ganesh Puja to You 🙏🏻
#kingstar_bapi
#GaneshPuja #GaneshChaturthi2022 #GanapatiBappaMorya #ganapatibappa #ShreeGanesh #hyderabad

Last Seen Hashtags on Sotwe
bodypaintmodel
Seen from United States
omegle
lillypilly
Seen from Philippines
WelshFirebreak
Seen from United States
hawaii
Seen from United States
Thrissur
Seen from United States
GayMotorcycle
Seen from Germany
omegle
Seen from United States
hijocornudo
Seen from Brazil
bbcflash
Seen from United States
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.2M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
64M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers



























