Top Tweets for #LOISINGHA
ମା'ଙ୍କ ସହ ଛଳନା ବନ୍ଦ କର, ୩୩% ସଂରକ୍ଷଣ ତୁରନ୍ତ ଲାଗୁ କର।
ଲୋଇସିଂହାରେ ବହୁସଂଖ୍ୟାରେ ମହିଳା ଏକଜୁଟ୍ ହୋଇ ବିଜେଡିର 'ନାରୀ ଅଧିକାର ଅଭିଯାନ'କୁ ସଫଳ କରିଛନ୍ତି। ଅପାରଗ ବିଜେପି ସରକାର ବିରୋଧରେ ଲଢ଼େଇର ଡାକ ଦେଇଛନ୍ତି।
#NariAdhikarAbhijan #Loisingha #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି

#ଯାତ୍ରା_ଦେଖି_ଆଉ_ଫେରିଲେନି
ଯାତ୍ରା ଦେଖା ହେଲା ଶେଷ ଯାତ୍ରା । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଦୁମଦୁମୀ ଛକରେ।
#BalangirNews #Loisingha #JatraIncident #SuspiciousDeath #OTV
Today, enforcement officials from RTO #Bolangir conducted a drive at #Loisingha to check and penalize traffic violators. Awareness posters were also affixed at various locations in the area.

Today, officials of #RTOBolangir conducted simultaneous enforcement drives at #Deogaon and #Loisingha to crack down on traffic violators. As part of the drive, #AwarenessPosters were affixed at various prominent locations in both areas.

ବାରମ୍ବାର ଅଭିଯୋଗ
ବାରମ୍ବାର ଅନୁରୋଧ ସତ୍ତ୍ବେ ନିର୍ମାଣ ହୋଇ ପାରିନାହିଁ #ଡ୍ରେନ୍ #Kushmel #Loisingha
ଦୟାକରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ @PRDeptOdisha ର ଅଧିକାରୀ ମାନଙ୍କୁ ଅନୁରୋଧ।
@CMO_Odisha @CollectorBgr @SecyChief @BdoLoisinga

-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗାଁ ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ
-ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ
-ଗ୍ରାମବାସୀ ଲୋଇସିଂହା ଥାନାରେ ଅଭିଯୋଗ କରିବା ସହ ଜିଲାପାଳ,ଏସ୍ପି, ଖଣି ଅଧିକାରୀଙ୍କୁ ଜଣାଇଛନ୍ତି
#SandMining #Loisingha #Bolangir #Odisha #Dharitri
👉 Follow Dharitri – Odisha’s No.1 Odia Daily 📰✨

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଠାରେ ହେଉଥିବା ୧୬ ତମ ଲୋଇସିଂହା ମହୋତ୍ସବରେ ଯୋଗଦେବା ଅବସରରେ ...................
#lokmahotsav
#loisingha
#Bolangir

#ଗହଣା_ଦୋକାନ_ଲୁଟି_ନେଲେ
-ବଲାଙ୍ଗିର: ଲୋଇସିଂହାର ଏକ ଗହଣା ଦୋକାନରୁ ଅଳଙ୍କାର ଚୋରି
-ରାତିରେ ଦୋକାନ ଭିତରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ୨ ଦୁର୍ବୃତ୍ତ
-ସିସିଟିଭିରେ ଚୋରିର ଦୃଶ୍ୟ କଏଦ, ଲୋଇସିଂହା ପୋଲିସର ଛାନଭିନ୍
#Bolangir #Loisingha #JewelryTheft #OdishaCrime #CCTVFootage #TheftInOdisha #LoisinghaPolice #OdishaNews #OTV

Humble request to @RWSS_Balangir sir 🙏 kindly look into this matter and take a necessary action as soon as possible.
#Drinking_water #Sunia #Loisingha
@CollectorBgr @PRDeptOdisha @CollectorBgr @BdoLoisinga @MahalingMukesh

ଲୋଇସିଂହାର ପ୍ରଥମ ମହିଳା ଜମିଦାରଙ୍କ ରାଜ୍ୟାଭିଷେକ, ଗାଦି ସମ୍ଭାଳିବେ ଅର୍ଚ୍ଚନା ଦେବୀ ସିଂହ ରାଏ
#PrameyaNews7 #OdishaNews #loisingha #rajyavisek
https://t.co/owPeooXoFc
ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବା ସହ ଉଭୟ ଡବଲ ଇଞ୍ଜିନ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତ୍ୱରିତ ବେଗରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
#ଲୋକଙ୍କସରକାର #Balangir #Loisingha #ACDC

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଲୋଇସିଂହା ଅଞ୍ଚଳର ନାମଯଜ୍ଞରେ ଯୋଗ ଦେଇ ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କଲି।
#Loisingha
#Odisha
ଜୟ ଜଗନ୍ନାଥ🙏
ଆଜି ବାଗଡୁଙ୍ଗୁରି ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପ୍ରଭୁକୃପା ଲାଭ କଲି। ସ୍ଥାନୀୟ ଜନସାଧାରଣଙ୍କ ସୁଖ-ଶାନ୍ତି, ସମୃଦ୍ଧି ଏବଂ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କଲି।
#JaiJagganath #loisingha

ମୋର ନିର୍ବାଚନ ମଣ୍ଡଳୀ ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମର ସରପଞ୍ଚ ଶ୍ରୀମତୀ କ୍ଷୀରାବ୍ଧି ସାହୁ ଓ ତାଙ୍କ ପ୍ରତିନିଧିଙ୍କ ସହ ବିଧାନସଭା ମନ୍ତ୍ରୀ ଚ୍ୟାମ୍ବରରେ ସୌଜନ୍ୟ ମୂଳକ ସାକ୍ଷାତ କଲି।
#loisingha #BJPOdisha

ଲୋଇସିଂହାରେ ବୃଦ୍ଧଙ୍କୁ ଆକ୍ରମଣ, ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ
#Sambad #Loisingha #Odisha
https://t.co/WehTYJkEmp
ଜ୍ୱାଇଁର ଟାଙ୍ଗିଆ ଆକ୍ରମଣରେ ଶ୍ୱଶୁରର ମୃତ୍ୟୁ, ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ | Sambalpur Murder Case #sambalpur #loisingha #murdercase #crimenews2024 #prameyanews7
#ବଲାଙ୍ଗୀର; #ଲୋଇସିଂହା_ଥାନା_ମନହିରା_ଗାଁରେ_ଅଘଟଣ
-ସାପ କାମୁଡ଼ାରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ
-ମୃତକ ହେଲେ ଦାଶରଥି ବାଗଙ୍କ 7 ବର୍ଷର ପୁଅ ସାହିଲ୍ ବାଗ
-ରାତିରେ ଶୋଇଥିଲା ବେଳେ ବିଷାକ୍ତ ସାପ କାମୁଡ଼ାରେ ଶିଶୁର ମୃତ୍ଯୁ
#nandighoshatv #bolangir #loisingha #snakebite

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଙ୍କ ଆହ୍ଵାନ କ୍ରମେ ଆଜି ଲୋଇସିଂହା ଠାରେ ଭାରତୀୟ ଜନତା ପାର୍ଟି ଲୋଇସିଂହା ନିର୍ବାଚନ ମଣ୍ଡଳୀ ପକ୍ଷରୁ "ତ୍ରିରଙ୍ଗା ଶୋଭାଯାତ୍ରା" ଆୟୋଜିତ ହୋଇଥିଲା।
#ତ୍ରିରଙ୍ଗା_ଶୋଭାଯାତ୍ରା #HarGharTiranga #BJP #Balangir #Loisingha
On the 11th death anniversary of my mother late Smt Ashima Mahananda we organised a program with school children in my constituency #Loisingha , Bolangir District. Ashima Mahananda Charitable Trust has organised many such programs for many years.

#Loisingha MLA Mukesh Mahaling gets Health and Family Welfare, Parliamentary Affairs, Electronics & Information Technology Ministry #Balangir #WesternOdisha

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.1M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





























