Top Tweets for #ModiCares4poor
ସବୁ କ୍ଷେତ୍ର ରେ ଭାରତ ପ୍ରଗତି କରୁଛି , ଶିକ୍ଷା ହେଉ ବା ସ୍ଵାସ୍ଥ୍ୟ ସୁରକ୍ଷା ହେଉ ବା ସଡକ
#ModiHaiToMumkinHai
#ModiCARES4Poor
#ModifiedIndia

ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ସାରା ଦେଶରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଯ୍ୟକାରୀ ହେବ ।ଯାହାଫଳରେ ଅନେକ ଦେଶାନ୍ତ୍ରିତ,ନିର୍ଭରଶୀଳ ଲୋକ ଉପକୃତ ହେବେ।ମୋଦିଜୀଙ୍କ ସ୍ବପ୍ନ ପୁରଣ ହେବାକୁ ଯାଇଛି।
#PMNarendraModi
#OneNationOneRation #indiafightscorona #ModiCARES4poor

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମଇ ଏବଂ ଜୁନ ମାସରେ ସାରା ଦେଶରେ ପ୍ରତି ପରିବାରଙ୍କୁ ସଦସ୍ୟ ପିଛା 5 କେଜି ଚାଉଳ/ଗହମ ନିଃଶୁଳ୍କ ୮୦ କୋଟି ଗରିବଙ୍କୁ ଯୋଗାଇବାର ଘୋଷଣା କରି 80 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିବାରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦI
#ModiCARES4Poor

କରୋନା ମହାମାରୀର କଠିନ ସମୟରେ ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରାୟ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମେ ଓ ଜୁନ ମାସରେ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ମିଳିବ ।
#ModiCARES4Poor

ମାଗଣା ଶବ୍ଦର ଉପଯୋଗ ଏ ଲେଖାପତ୍ର ରେ ରହିବା କଥା ନୁହେଁ ଯେହେତୁ କଲ୍ୟାଣକାରୀ ଯୋଜନା ଏଣୁ ଅନାଦେୟ ଲେଖା ଠିକ ।ରାଷ୍ଟ୍ରୀୟ ବିତ୍ତ ରାଷ୍ଟ୍ରର ଜନତାଙ୍କ ଦ୍ୱାରା ସଂଗୃହିତ ହୋଇଥାଏ ଏଣୁ ମାଗଣା ଶବ୍ଦଟି ଦୟା କଲାଭଳି ଲାଗୁଛି, ଏଥିପାଇଁ ଦୃଷ୍ଟି ଦେବାକୁ ଅନୁରୋଧ । #ModiCARES4Poor
@PMOIndia @CMO_Odisha @BJP4India
@BJP4Odisha

@nrajabpcla @sunitpanna @neerangautam @Amaresh03335514 @tmmenon @ArunDeshpande20 @sreeramjvc @nano_arun @sureshseshadri1 @Rahul_saffron @nrajabpcl @i__mystic @narendramodi @PMOIndia @athavale_abhi @desertfox61I @Stuti8220 @SortedEagle @shytigress @Pankaj_NaMo @gendadange @SoniaGurnani19 @JoyKarmaker75 @dhaval8456 @savitha_rao @lakshmianand96 @nair_hena @Hamara_Desh @ModiBrigade_Ind @RituKulshresth @mohana5121966 @DEVV_1979 @Richa_Anand73 @shitul905 @namoArunima @anilp68 @p3gh @shakthigj @CantstopulovinM @GauravModified @sbk1963 @67irr @keveeyes @Dr_MR_Satapathy @aprnh19 @Bipinch08817638 @AbhinandanKaul @nsitharamanoffc @keeranl @arvind_joshi I hear C0ngress & know corruption follows...
I see Mamta & see violence everywhere...
I hear Uddhavthockray & see betrayal everywhere...
Looking at Kejriwl my BP hits the ceiling..
But
When I see our Hon'able PM Modiji I know there's love & care everywhere
#ModiCARES4Poor


@AmitShah @narendramodi It is 5kg rice/wheat per head per month for 80 crore people for the month of May and June. I am expressing my sincere gratitude to honorable PM Sh. @narendramodi ji.
#ModiCARES4Poor
#कोरोना_हारेगा_देश_जीतेगा

ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦ୍ୱାରା ଗରିବ କଲ୍ୟାଣ ଯୋଜନାରେ ମଇ ଏବଂ ଜୁନ ମାସରେ ୨୬ ହଜାର କୋଟି ଖର୍ଚ୍ଚରେ ୫ କେଜି ଖାଦ୍ୟାନ୍ନ ୮୦ କୋଟି ଗରିବଙ୍କୁ ମାଗଣାରେ ଯୋଗାଇବାକୁ ଘୋଷଣା କରି ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ I
#PMGaribKalyanAnnYojana
#ModiCARES4Poor.

ଗରିବ ହୃଦୟର ସମ୍ରାଟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜି ଏହି କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଅନ୍ନ ଭଣ୍ଡାର ଖୋଲିଦେଲେ।
#ModiCARES4Poor

କରୋନା ମହାମାରୀର କଠିନ ସମୟରେ ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରାୟ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମେ ଓ ଜୁନ ମାସରେ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ମିଳିବ ।
#ModiCARES4Poor

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପୁନର୍ବାର ଘୋଷଣା କରି ଚଳିତବର୍ଷ ମଇ ଓ ଜୁନ ମାସରେ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ , ଗହମ ଖାଦ୍ୟାନ୍ନ ଯୋଗାଇ ଦିଆଯିବାର ନିଷ୍ପତି ସ୍ୱାଗତଯୋଗ୍ୟ ।
#ModiCARES4Poor

Govt of India under the leadership of Hon'ble PM @narendramodi Ji to provide free foodgrains to poor under PM Garib Kalyan Ann Yojana for May & June 2021.
Around 80 Cr benefiaries will be provided 5 kg food grains. Govt to spend over Rs 26,000 Cr for this.
#ModiCARES4Poor

Taking care of the poor during these trying times, #Modi Govt decides to provide additional foodgrains to them.
➡️ 5 kg free food grains for May & June
➡️ 80 crores people to benefit from this
➡️ Rs 26,000 crore will be spent on this intervention for 2 months
#ModiCARES4Poor

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମେ ଓ ଜୁନ ୨୦୨୧ ରେ ଦିଆଯିବ ନିଃଶୁଳ୍କ ରାସନ |
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
#NarendraModi
#ModiCARES4Poor

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers























