Top Tweets for #ODIAASMITA
ଅସ୍ମିତା ନାଁରେ ଲୁଟେରା ସରକାର
ସବୁ ଲୁଟିଲେ, ଓଡ଼ିଶାକୁ ଛାରଖାର କଲେ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

କେନ୍ଦ୍ର #ବିଜେପି ଛଡ଼ାଇ ନେଇ ପାରିବନି ଓଡ଼ିଶାର ଅଧିକାର, #MMDR ସଂଶୋଧନ ଆଇନ ତୁରନ୍ତ କର ପ୍ରତ୍ୟାହାର।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ (@Naveen_Odisha) ମହୋଦୟ ଙ୍କ ନେତୃତ୍ୱରେ ଓଡ଼ିଶାର ହକ୍ ପାଇଁ ଜୋରଦାର ହେଉଛି ବିଜେଡିର ଲଢ଼େଇ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର

କେନ୍ଦ୍ର ଛଡ଼ାଇ ନେଇ ପାରିବନି ଓଡ଼ିଶାର ଅଧିକାର, MMDR ସଂଶୋଧନ ଆଇନ ତୁରନ୍ତ କର ପ୍ରତ୍ୟାହାର।
ଓଡ଼ିଶାର ହକ୍ ପାଇଁ ଜୋରଦାର ହେଉଛି ବିଜେଡିର ଲଢ଼େଇ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

ବନ୍ଦେ ଉତ୍କଳ ଜନନୀ 🙏
#MediaBites
#MMDRBill2026 #OdiaAsmita #BJPAntiOdisha #BJDStandsWithOdisha
Courtesy @kalingatv
ସାରା ଓଡ଼ିଶାରେ MMDR ନେଇ କ୍ଷୋଭ ବଢ଼ୁଛି, ପ୍ରତିଟି ଓଡ଼ିଆଙ୍କ ଅଧିକାର ପାଇଁ ବିଜେଡି ଲଢ଼ୁଛି।
ତୁରନ୍ତ ପ୍ରତ୍ୟାହାର କର MMDR ସଂଶୋଧନ ଆଇନ, ଅସ୍ମିତା ନାଁରେ ବିଜେପି ସରକାରର ଧୋକା ଚଳିବ ନାହିଁ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ସାରା ଓଡ଼ିଶାରେ MMDR ନେଇ କ୍ଷୋଭ ବଢ଼ୁଛି, ପ୍ରତିଟି ଓଡ଼ିଆଙ୍କ ଅଧିକାର ପାଇଁ ବିଜେଡି ଲଢ଼ୁଛି।
ତୁରନ୍ତ ପ୍ରତ୍ୟାହାର କର MMDR ସଂଶୋଧନ ଆଇନ, ଅସ୍ମିତା ନାଁରେ ବିଜେପି ସରକାରର ଧୋକା ଚଳିବ ନାହିଁ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
#MMDR ପ୍ରତ୍ୟାହାର କର — ଓଡ଼ିଶାର ହକ୍ ଛଡ଼ାଇ ନେବା ବନ୍ଦ କର।
ଓଡ଼ିଶାର ଅଧିକାର ଉପରେ ଆଘାତ — କେବେ ବି ନୁହେଁ ବରଦାସ୍ତ। ଓଡ଼ିଶା ବିରୋଧୀ ସରକାର — ହାଏ ହାଏ।
#MMDRBill2026 #BJPAntiOdish #OdiaAsmita #JababMaguchiOdisha #Odisha #bjd
ଓଡ଼ିଶାର ଖଣିକୁ ବିଜେପିର ସାଂସଦମାନେ ଦାନ କରିଦେଲେ, ଓଡ଼ିଆ ଲୋକ ନିଜ ମାଟି ଉପରୁ ହକ୍ ହରାଇଲେ।
MMDR ସଂଶୋଧିତ ଆଇନ ତୁରନ୍ତ ପ୍ରତ୍ୟାହାର ଦାବିରେ ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜୁ ଜନତା ଦଳ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ଅସ୍ମିତା ନାଁରେ ଦୋମୁହାଁ ନୀତି ଦେଖାଉଛି ବିଜେପି ସରକାର, ମାଟି ମା'ର ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ହେଉଛି ଜୋରଦାର।
MMDR ସଂଶୋଧିତ ଆଇନ ତୁରନ୍ତ କର ପ୍ରତ୍ୟାହାର, ରାଜଭବନ ସମ୍ମୁଖରେ ଗଣଧାରଣା ଦେଇଛି ବିଜୁ ଜନତା ଦଳ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ଏ ମାଟି ଆମର - ଏ ଖଣି ଆମର, ସଂଶୋଧିତ ଏମଏମଡିଆର ଆଇନ ତୁରନ୍ତ ପ୍ରତ୍ୟାହାର କର।
ଓଡ଼ିଶାବାସୀଙ୍କ ସ୍ଵାର୍ଥ ସହ ସାଲିସ କରାଯିବ ନାହିଁ।
ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କରିବା ସହ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛି ବିଜୁ ଜନତା ଦଳ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

ଓଡ଼ିଶାର ଖଣିକୁ ଚଳୁ କରି ଦେବ ଡବଲ୍ ଇଞ୍ଜିନ୍ ସରକାର, MMDR ସଂଶୋଧିତ ଆଇନ ତୁରନ୍ତ କର ପ୍ରତ୍ୟାହାର।
ଓଡ଼ିଶାବାସୀଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ବିଜେଡି ଦେଇଛି ଗଣଧାରଣା।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ଓଡ଼ିଶାର ଅର୍ଥନୀତି ଲୁଟ୍ ପାଇଁ ବିଜେପିର ବଡ଼ ଷଡ଼ଯନ୍ତ୍ର, ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହାର ନେଇ ବିଜେଡିର ଗଣଧାରଣା।
ଓଡ଼ିଶାବାସୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ ବିଜୁ ଜନତା ଦଳ।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ପଲ୍ଲୀରୁ ଦିଲ୍ଲୀ ଯାଏଁ MMDR ବିରୋଧରେ ବିଜେଡିର ଲଢ଼େଇ ହେବ, ସଂଶୋଧିତ ଏମଏମଡିଆର ଆଇନ ତୁରନ୍ତ ପ୍ରତ୍ୟାହାର କର।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha
ସଂଶୋଧିତ ଏମଏମଡିଆର ଆଇନ୍ ତୁରନ୍ତ କର ପ୍ରତ୍ୟାହାର। ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ କରାଯାଇଛି ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ସଭା।
ଓଡି଼ଶା ହକର ଏ ଲଢ଼େଇ ଜାରି ରହିବ, ଯେତେପର୍ଯ୍ୟନ୍ତ ଏହି କଳା ଆଇନ ପ୍ରତ୍ୟାହାର ନ ହୋଇଛି।
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

ଦିଅ ଓଡ଼ିଶାର ଅଧିକାର, MMDR ସଂଶୋଧନ ଆଇନ ତୁରନ୍ତ ପ୍ରତ୍ୟାହାର କର।
ପ୍ରତିଟି ଓଡ଼ିଆର ସ୍ୱାର୍ଥ ରକ୍ଷା ପାଇଁ ବିଜେଡିର ବିଶାଳ ଗଣଧାରଣା।
ସେପ୍ଟେମ୍ବର ୯, ରାଜଭବନ ସାମ୍ନା, ଭୁବନେଶ୍ୱର
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

ଆଜିର ସକାଳଟି ହେଉ ନିଜକୁ ନିଜେ ଚିହ୍ନିବାର ଏକ ନୂଆ ଆରମ୍ଭ। 🌿
#GOODMORNİNG
#HASAKHUSIJIBANA #kathaamaratumamanara #ODIA_SOCIAL #Motivación #OdiaAsmita

ଓଡ଼ିଶା ପାଇଁ ଏକ ହୁଅ, ରାଜରାସ୍ତାରେ ବିଜେଡି କରିବ ଜୋରଦାର ପ୍ରତିବାଦ।
ବିଜେପି ସରକାର ଆଣିଥିବା MMDR କଳା ଆଇନ ପ୍ରତ୍ୟାହାର ନେଇ ବିଜେଡିର ବିଶାଳ ଗଣଧାରଣା।
ସେପ୍ଟେମ୍ବର ୯, ସକାଳ ୧୦ଟା
📍ରାଜଭବନ ସାମ୍ନା, ଭୁବନେଶ୍ୱର
#MMDRBill2026 #OdiaAsmita #BJDWithOdisha #BJPAntiOdisha #JababMaguchiOdisha
ଇତିହାସ କହୁଛି ଓଡ଼ିଶାର ଅଧିକାର ପାଇଁ ବିଜେଡି ସର୍ବଦା ଲଢ଼େଇ କରିଛି।
ଡବଲ୍ ଇଞ୍ଜିନ୍ ବିଜେପି ସରକାର ଆଣିଥିବା MMDR କଳା ଆଇନ ପ୍ରତ୍ୟାହାର ନେଇ ରାଜରାସ୍ତାରେ ହେବ ପ୍ରତିବାଦ।
ସେପ୍ଟେମ୍ବର ୯, ସକାଳ ୧୦ଟା
📍ରାଜଭବନ ସାମ୍ନା, ଭୁବନେଶ୍ୱର
#MMDRBill2026 #OdiaAsmita #BJDWithOdisha #BJPAntiOdisha #JababMaguchiOdisha
ଓଡ଼ିଶାର ସଙ୍ଘୀୟ ସ୍ଵାର୍ଥକୁ ଶକ୍ତ ଚାପୁଡ଼ା ଦେଇଛି କେନ୍ଦ୍ର ବିଜେପି ସରକାର।
ଏମଏମଡିଆର୍ ସଂଶୋଧନ ଆକ୍ଟ ପ୍ରତ୍ୟାହାର ଦାବିରେ ବିଜେଡି ଦେବ ଗଣଧାରଣା।
ସେପ୍ଟେମ୍ବର ୯, ସକାଳ ୧୦ଟା
📍 ରାଜଭବନ ସାମ୍ନା, ଭୁବନେଶ୍ୱର
#MMDRBill2026
#OdiaAsmita #BJDWithOdisha
#BJPAntiOdisha #JababMaguchiOdisha
ସଂଶୋଧିତ MMDR ଆଇନ ପ୍ରତ୍ୟାହାର କର, ଆରମ୍ଭ ହେଉଛି ବିଜେଡିର ବିଶାଳ ଗଣଧାରଣା।
ସେପ୍ଟେମ୍ବର ୯, ରାଜଭବନ ସାମ୍ନା, ଭୁବନେଶ୍ୱର
#MMDRBill2026 #OdiaAsmita #BJPAntiOdisha #ରଙ୍ଗବଦଳାସରକାର #JababMaguchiOdisha

Last Seen Hashtags on Sotwe
OmeTV
Seen from Canada
youngslut
Seen from United States
ตัดต่อดารา
Seen from Thailand
brosis
Seen from Portugal
奥田友幸
Seen from United States
goyangnaikturunchallenge
Seen from United States
daddaughter
Seen from United States
mom #son
Seen from Brazil
maidenheadmorals
Seen from United States
赤海老の塩焼き
Seen from United States
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers










