Top Tweets for #Parajang
ଜି ଏମ ଆଇରନ ପ୍ଲାଣ୍ଟ ରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ୨ ଆହତ
#dhenaknalupdate #parajang
https://t.co/3AUJ7unN9Y
ଓଡ଼ିଶା ସରକାରଙ୍କ ଆମ ବସ ଷ୍ଟାଣ୍ଡ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୨୬ ଟି ଜିଲ୍ଲାରେ ୧୨୪ଟି ବସ ଷ୍ଟାଣ୍ଡର ଶିଳାନ୍ୟାସ ଏବଂ ୨୧ ଟି ନୂତନ ବସ ଷ୍ଟାଣ୍ଡର ଉଦଘାଟନ ଅନଲାଇନ ମାଧ୍ୟମରେ କରିଛନ୍ତି । ଏଥି ମଧ୍ୟରେ ରହିଛି ପରଜଙ୍ଗ ବସ ଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ ।
#dhenkanalupdate #parajang

ଜିଏମ ଆଇରନ କାରଖାନାର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ
#dhenkanalupdate #parajang
https://t.co/XbD9I7Pqfi
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡା ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ,ଘରଟି ଗାଁର କୃଷ୍ଣ ସିଂହ ଙ୍କ ବୋଲି ଜଣା ପଡ଼ିଛି । ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିଲା ।
#dhenkanalupdate #parajang

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ
#parajang #dhenkanalupdate https://t.co/WGm5Dc5KO7
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ଗ୍ରାମର ସ୍ୱସ୍ତିକ ସୂରଜ ପାଣି ନିଟ ୟୁଜି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି । ସେ ୬୫୨ ମାର୍କ ରଖିବା ସହ ଜାତୀୟ ସ୍ତରରେ ୬୨୬୯ ରାଙ୍କ ହାସଲ କରିଛନ୍ତି ।
#dhenkanalupdate #parajang

ସାଆନ୍ଦା ଗ୍ରାମରେ ପାନୀୟ ଜଳ ସମସ୍ୟା ,ଜଳ ପ୍ରକଳ୍ପ ଅଚଳ
@CMO_Odisha @bdo_parjang @districtadmndkl
@ParjangBdo @PRDeptOdisha
#dhenkanalupdate #parajang https://t.co/7nMci3Ykvz
ସୂଚନା ଅନୁଯାୟୀ , ଗତକାଲି କନ୍ତୁର ଗ୍ରାମରୁ ଏକ ବିବାହ ଭୋଜି ଖାଇ ତାଳଚେର ଅଭିମୁଖେ ଫେରୁଥିବା ବେଳେ, ସାମ୍ନାପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା।
#dhenkanalupdate #parajang
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ବ୍ଲକ ରୋଡ ଗ୍ରାମ ରେ ଗ୍ରହରାଜ ଶନି ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।
#dhenkanalupdate #parajang

ଦର୍ଶନ କରନ୍ତୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ପାଣିଭଣ୍ଡାର ଗାଁରେ ପୂଜା ପାଉଥିବା ମା' ବୁଢ଼ୀ ଠାକୁରାଣୀ ଙ୍କର ।
#dhenkanalupdate #parajang

୩ ଦଫା ଦାବି ନେଇ ଟୋଲଗେଟ ନିକଟରେ ଗେହ୍ଲେଇକାଟେଣୀ ଗ୍ରାମବାସୀଙ୍କ ରାସ୍ତାରୋକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା-ମୁଣ୍ଡେଇଲୋ ଗାଁ ନିକଟରେ ଥିବା ନୂଆ ଟୋଲ ପ୍ଲାଜାରେ ଆନ୍ଦୋଳନ l
#dhenkanalupdate #parajang

ଆଜି ସକାଳେ ପୂଜକ ଚୋରି ହୋଇଥିବା ଘଟଣା ଗ୍ରାମ ବାସୀଙ୍କୁ ଜଣାଇଥିଲେ ,ପରେ ଗ୍ରାମର କିଛି ଯୁବକ ଖୋଜାଖୋଜି ପରେ ମନ୍ଦିର ପଛ ପାଖରୁ ଖୋଲା ଥିବା ଦାନ ବାକ୍ସ ପାଇଥିଲେ । ପରେ ଏ ନେଇ ଫାଣ୍ଡିରେ ଏକ ଏତଲା ଦିଆଯାଇଛି ।
#parajang #dhenkanalupdate
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମ ର ଗାନ୍ଧୀ ଛକ ଠାରୁ ଜରିତଇଳା ରାସ୍ତାରେ ଏକ ବିଦ୍ୟୁତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରାସ୍ତାକୁ ପ୍ରାୟ ନଇଁ ପଡ଼ିଥିବା ଦେଖିବାକୁ ମିଳିଛି ।
@TPCentralOdisha
#dhenkanalupdate #parajang

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



