Top Tweets for #SABITRI
ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ମହିଳା । ଏପଟେ ସତ୍ୟବାନଙ୍କ ଜୀବନ ପାଇଁ କାନି ପକାଇ ଭିକ ମାଗୁଛନ୍ତି କଟକ ନିଆଳିର ମିତାଲି । ହାରିନାହାନ୍ତି ବାଲେଶ୍ବରର ଲକ୍ଷ୍ମୀପ୍ରିୟା ରଣା । ଦୁଇଟି ଯାକ କିଡ୍ନି ନଷ୍ଟ ହୋଇଥିବାରୁ ସ୍ବାମୀଙ୍କ ପାଇଁ ଜାରି ରଖିଛନ୍ତି ସଂଘର୍ଷ
#Sabitri #Odisha #KanakNews
#ଆଡ଼ି_ପୀଠରେ_ସାବିତ୍ରୀ
ଆଜି ପବିତ୍ର ସାବିତ୍ରୀ ବ୍ରତ । ସାରା ରାଜ୍ୟରେ ସଧବା ନାରୀମ��ନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥିବା ବେଳେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତର ତୋଟାସାହିଠାରେ ଥିବା ସାବିତ୍ରୀ ଆଡ଼ି ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
#Odisha #KanakNews #Bhadrak #Sabitri
#କିନ୍ନର_ପାଳିଲେ_ସାବିତ୍ରୀ_ବ୍ରତ
ଖଲ୍ଲିକୋଟ ଦଲିବାଟିଠାରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ନୂଆ ଶାଢ଼ି ଓ ଚୁଡ଼ି ପିନ୍ଧି ମା’ ବୃନ୍ଦାବତୀଙ୍କ ନିକଟରେ କଲେ ପୂଜାର୍ଚ୍ଚନା । ନିଜ ଗୁରୁଙ୍କ ପାଇଁ କଲେ ଦୀର୍ଘାୟୁ କାମନା
#Odisha #KanakNews #Ganjam #Sabitri
#କିନ୍ନର_ପାଳିଲେ_ସାବିତ୍ରୀ
କିନ୍ନର ପାଳିଲେ ସାବିତ୍ରୀ । ଗଂଜାମ ଖଲ୍ଲିକୋଟର କିନ୍ନର ଏକାଠି ହୋଇ ବ୍ରତ ପାଳନ କରିଛନ୍ତି
#Sabitri #Ganjam #Odisha #KanakNews
#ବ୍ରତ_କରିଛୁ_ମାଆଙ୍କ_ଦର୍ଶନ_କରିବୁ
ସାବିତ୍ରୀ ���୍ରତ ପାଇଁ ବିରଜା ମନ୍ଦିରରେ ପ୍ରବଳ ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି
#Sabitri #Odisha #KanakNews #Jajpur
ପବିତ୍ର ସାବିତ୍ରୀ ବ୍ରତର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା! ନିଷ୍ଠା, ସମର୍ପଣ ଓ ଅଖଣ୍ଡ ସୌଭାଗ୍ୟର ଏ��ି ପବିତ୍ର ମହାପର୍ବରେ ଆପଣଙ୍କ ପରିବାରରେ ସୁଖ, ସମୃଦ୍ଧି ଓ ଶାନ୍ତି ଭରି ରହୁ
#Omfed #odishapride #odiafestival #sabitri #odia

On the auspicious occasion of Savitri Brata , I extend my heartfelt greetings and best wishes to all married mothers and sisters. I pray to Goddess Savitri for everyone’s everlasting marital bliss, prosperity, and a happy married life. 🙏🏻
#Odisha #SavitriBrata #Sabitri #Savitri

ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଜ୍ୟେଷ୍ଠ ଅମାବାସ୍ୟା ଅବସରରେ ପାଳିତ ହେଉଥିବା ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସମସ୍ତ ମା' ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। #Sabitri #SabitriBrata #SabitriAmabasya
ସାବିତ୍ରୀ ବ୍ରତର ଏହି ପବିତ୍ର ଦିନରେ ସମସ୍ତ ନାରୀଙ୍କ ଭକ୍ତି ଓ ସମର୍ପଣକୁ ଶତ ଶତ ପ୍ରଣାମ l ପବିତ୍ର ସାବିତ୍ରୀ ଅମାବାସ୍ୟା ଓ ବ୍ରତ ଉପଲକ୍ଷେ ହାର୍ଦ୍ଦିକ ଅଭ��ନନ୍ଦନ ଓ ଶୁଭେଛା।
#sabitri #odiaparba #odiasanskruti #odisha #sabitribrata

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ ପର୍ବ ସାବିତ୍ରୀ ବ୍ରତ ଅବସରରେ ସମସ୍ତ ସଧବା ନାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#SabitriBrata #Sabitri #Savitri #SavitriBrata #Odisha #festival #culture #tradition #festival #odiapuja #OdiaCulture #OdishaParba #OdiaSamaj

#ଫଳ_ଦର_ଅଧିକ_ଚିନ୍ତାରେ_ସତ୍ୟବାନ
ରାତି ପାହିଲେ ସାବିତ୍ରୀ ବ୍ରତ । ସରଗରମ ଫଳ ବଜାର । ଦର ଉଚ୍ଚା ଥିଲେ ବି କିଣିବା ପାଇଁ ଗ୍ରାହକଙ୍କ ଭିଡ଼ । ଆକାଶଛୁଆଁ ରେଟକୁ ���େଇ ଚିନ୍ତାରେ ସତ୍ୟବାନ
#Sabitri #Odisha #KanakNews
#ନଡ଼ିଆ_ଗୋଟାକ_୫୦
ସାବିତ୍ରୀ ପାଇଁ ଫଳ ଦର ଆକାଶଛୁଆଁ, ଦରଦାମ୍ ଅହେତୁକ ବୃଦ୍ଧି । ୪୦-୫୦ ଟଙ୍କାରେ ମିଳୁଥିବା ଫଳ ଏବେ ୧୦୦ ଟଙ୍କା ପାର୍ । ଛୋଟ ପଣସର ମୂଲ୍ୟ ୧୫୦ରୁ ୨୦୦ ଟଙ୍କା, ବଡ଼ ପଣସର ଦାମ୍ ୫୦୦ ଟଙ୍କା । ଗୋଟିଏ ନଡ଼ିଆ ପାଇଁ ଗ୍ରାହକଙ୍କୁ ୫୦ ଟଙ୍କା ଗଣିବାକୁ ପଡ଼ୁଛି
#Sabitri #Odisha #KanakNews
ସିନ୍ଦୂର ଝଟକୁଥାଉ ଏତିକି ପ୍ରାର୍ଥନା #ସାବିତ୍ରୀ #sabtrisatyavan #savitripujaspecial #sabitrispecial #RJGuddi #sabitri #sabitrisatyabana
Happy Sabitri Brata to all celebrating ❤️
#SabitriBrata #Sabitri #SavitriBrata #SabitriPuja #Savitri
On Sabitri Brata, devotion goes beyond the fast.
Let’s celebrate the unsung fathers and brothers who travel miles with love and offerings — supporting her vow and preserving a timeless tradition of faith and family.
#Sabitri #SabitriBrata #OdiaCulture #IndianCulture #OdiaFestival #PeopleofOdisha #Odisha
ସାବିତ୍ରୀ ବ୍ରତ ଆମ ଓଡ଼ିଆ ସଂସ୍କୃତି ର ଏକ ପବିତ୍ର ବ୍ରତ
ଯେଉଁଥିରେ ଲକ୍ଷ୍ମୀନାରାୟଣ ଙ୍କୁ ପୂଜା କରି ସ୍ଵାମୀ ର ଦୀର୍ଘାୟୁ କାମନା କରିଥାନ୍ତି ପ୍ରତ୍ୟେକଟି ସଧବା ମହିଳା ଠିକ୍ ସାବିତ୍ରୀ ଙ୍କ ପରି .ସାବିତ୍ରୀ ବ୍ରତ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#SabitriAmabasya
#Sabitri

ଓମଫେଡ୍ ପରିବାର ତରଫରୁ ପବିତ୍ର ସାବିତ୍ରୀ ବ୍ରତ ଅବସରରେ ଅନେକ ଅନେକ ଶୁଭେଚ୍ଛା
#omfed #milkofodisha #sabitri #sabitribrata

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers














