Top Tweets for #SSBlecturecase
SSB Lecturer ମାମଲାର ଶୀଘ୍ର ସମାଧାନ ହେଉ — ଏହା ଆମର ଅଧିକାର।”“ଦୁଇ ବର୍ଷ ହେଲା, ସମୟ ଯାଉଛି କିନ୍ତୁ ସମାଧାନ ଆସୁନି।”“କେବଳ ଆଶ୍ୱାସନ ନୁହେଁ, ଏବେ ସମାଧାନ ଦରକାର।”“ଯୋଗ୍ୟ ପ୍ରାର୍ଥୀଙ୍କ ସ୍ୱପ୍ନକୁ ଆଉ ଅପେକ୍ଷାରେ ରଖନ୍ତୁ ନାହିଁ।”
“ନୀରବତା କେବେବି ସମାଧାନ ନୁହେଁ।” @suryabanshibjp @odishabench #ssblecturecase #NEP2020
ସରକାର କହୁଛନ୍ତି ଯୁବଶକ୍ତି ହେଉଛି ଓଡ଼ିଶାର ଭବିଷ୍ୟତ।ତାହେଲେ ୨.୫ ବର୍ଷ ଧରି SSB Lecturer ପ୍ରାର୍ଥୀଙ୍କ ଭବିଷ୍ୟତକୁ ଅନିଶ୍ଚିତତାରେ କାହିଁକି ରଖାଯାଇଛି?MA, MSc,MCom,NET,PhD ଯୋଗ୍ୟତା ହାସଲ କରିଥିବା ହଜାର ହଜାର ଯୁବକ-ଯୁବତୀ ଆଜି ମଧ୍ୟ ଅନିଶ୍ଚିତତାରେ ଜୀବନ କାଟୁଛନ୍ତି।#SSBLecturerCase
@CMO_Odisha
@Naveen_Odisha

@odishabench @suryabanshibjp
A humble request to the government is that increasing the number of seats in colleges is a good step, but there is a need for good lecturers to teach them, otherwise quality education cannot develop.kindly solve #ssblecturecase ASAP🙏🙏 @secy

@otvkhabar ୨.୫ବର୍ଷ ଧରି SSB Lect ପ୍ରାର୍ଥୀମାନେ ଚାକିରି ଅପେକ୍ଷାରେ ବସିଛନ୍ତି।ସରକାରଙ୍କ ପାଖରେ ସିଟ୍ ବଢ଼ାଇବା ପାଇଁ ସମୟ ଅଛି,ପ୍ରଚାର ପାଇଁ ସମୟ ଅଛି,କିନ୍ତୁ ନିଯୁକ୍ତି ପାଇଁ ସମୟ ନାହିଁ।ଏହା ଯୁବପିଢ଼ୀଙ୍କ ପ୍ରତି ଦାୟିତ୍ୱବୋଧ ନା ନିର୍ଲଜ୍ଜ ଅବହେଳା?ଏହା ଶିକ୍ଷାର ବିକାଶ ନା କେବଳ ପ୍ରଚାରର ରାଜନୀତି?#SSBLecturerCase @Naveen_Odisha
@odishabench @suryabanshibjp
A humble request to the government is that increasing the number of seats in colleges is a good step, but there is a need for good lecturers to teach them, otherwise quality education cannot develop.kindly solve #ssblecturecase ASAP🙏🙏@CMO_Odisha

@otvkhabar A humble request to the government is that increasing the number of seats in colleges is a good step, but there is a need for good lecturers to teach them, otherwise quality education cannot develop.kindly solve #ssblecturecase ASAP🙏🙏
@Rajeshkuma66051 @KVSinghDeo1 @kanak_news @kalingatv @dpradhanbjp @BJP4Odisha @BJP4India @ArgusNews_in @otvnews @PrithivirajBJP @bibhuti_odisha_ ୨.୫ବର୍ଷ ଧରି SSB Lect ନିଯୁକ୍ତି ଅପେକ୍ଷାରେ ଥିବା ୪୫୦୦୦ଯୁବକଙ୍କୁ ସରକାରଙ୍କ ବାର୍ତ୍ତା କଣ?PG/NET clr କର କିନ୍ତୁ ନିଯୁକ୍ତି ପାଇଁ ବର୍ଷ ବର୍ଷ ଅପେକ୍ଷା କର?ଯଦି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରୁନାହାନ୍ତି,ତେବେ ସିଟ୍ ବୃଦ୍ଧିର ସଫଳତା ଗଳ୍ପ କାହା ପାଇଁ?ଜୁନ୍ ୩୦ ଶେଷ ଶୁଣାଣି ହେଉ।#SSBLecturerCase @Naveen_Odisha
@suryabanshibjp @SecyChief @odishabench @Naveen_Odisha @CMO_Odisha @DHE_Odisha @PMOIndia @dpradhanbjp @kanak_news @aksahoo_odisha #ssblecturecase #NEP2020 immediately resolve SSB Lecturer case @SMEOdisha @ed
UGସିଟ୍ ବଢ଼ାଇ ନିଜ ସଫଳତାର ଢୋଲ ପିଟୁଥିବା ସରକାରଙ୍କୁ ପ୍ରଶ୍ନ,୨.୫ବର୍ଷ ଧରି ଅଟକିଥିବା SSB ନିଯୁକ୍ତି ଉପରେ ଆପଣଙ୍କ ନିରବତା କାହିଁକି?କଲେଜରେ ଶିକ୍ଷକ ଅଭାବ,ଗେଷ୍ଟ ଫ୍ୟାକଲ୍ଟି ଉପରେ ନିର୍ଭରଶୀଳ ବ୍ୟବସ୍ଥା,ତଥାପି ନୂଆ ସିଟ୍ ବଢ଼ାଇବାର ନାଟକ।ପ୍ରଥମେ ଶିକ୍ଷକ ନିଯୁକ୍ତି କରନ୍ତୁ,ତାପରେ ସିଟ୍ ବୃଦ୍ଧିର କଥା କୁହନ୍ତୁ।#SSBLecturerCase

@otvkhabar A humble request to the government is that increasing the number of seats in colleges is a good step, but there is a need for good lecturers to teach them, otherwise quality education cannot develop.kindly solve #ssblecturecase ASAP🙏🙏
@NityanandaBJP Solve SSB LECTURER case right now, we want justice no more delay #ssblecturecase #NEP2020 @suryabanshibjp #gand #murkha may the God watch over you
@kanak_news Ssb lecturer case is pending in high Court of Odisha last 3 years ,why this type of injustice #ssblecturecase #NEP2020 #Odisha higher education #Odisha future, immediately resolve this matter as soon as possible otherwise education minister will #resign now #nikama #chora #murkha
@otvkhabar Shame on your work if you're not able to maintain the public rules and regulations why you should take the minister chairs #resign now #ssblecturecase @suryabanshibjp @NityanandaBJP #chora
@KVSinghDeo1 @DrBibhuTarai The Odisha SSB Lecturer recruitment issue has become a symbol of the growing frustration among educated youth in the state. Thousands of candidates who completed their postgraduate degrees, qualified UGC-NET, obtained PhDs, #ssblecturecase #Odishahighereducation
Solve ssb lecturer case as soon as possible #ssblecturecase
@suryabanshibjp
@SecyChief
@SMEOdisha
@cmoo
Ssb lecturer case Immediately resolve now @suryabanshibjp @SecyChief @DHE_Odisha @aksahoo_odisha @dpradhanbjp @odishahigh

Solve ssb lecturer case as soon as possible #ssblecturecase @suryabanshibjp @SecyChief @SMEOdisha @cmoo
@SecyChief @EnergyOdisha @IPR_Odisha ଆମେ 50,000 SSB ଅଧ୍ୟାପକ ଆଶାୟୀ ରାଜନୀତି ଠାରୁ ବେଶ୍ ଦୂରରେ ଅଛୁ ମାତ୍ର ଆପଣଙ୍କ ଅପାରଗତା ଆମକୁ ପ୍ରଚାରିତ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବାକୁ ବାଧ୍ୟ କରାଇଛି we want justice no more delay, no more incapable minister #NEP 2020 #ssblecturecase #Odisha higher education
@CMO_Odisha @MohanMOdisha ବିଳମ୍ବିତ ନ୍ୟାୟ ଅନ୍ୟାୟ ସହିତ ସମାନ
ମେଧାବୀ ଙ୍କ ପ୍ରତି ଅତ୍ୟାଚାର ରାଷ୍ଟ୍ର ପ୍ରତି ଅନ୍ୟାୟ ସହିତ ସମାନ
ଆମର ଦାବି ନାର୍ଯ୍ୟ ଦାବି ସରକାର ତୁମେ ମାନି ନିଅ
ଉଚ୍ଚଶିକ୍ଷିତ ଙ୍କୁ ନାୟ ଦିଅ, ଅଧ୍ୟାପକ ଙ୍କୁ ନିଯୁକ୍ତି ଦିଅ
ଉଚ୍ଚଶିକ୍ଷିତଙ୍କୁ ଅପମାନ ରାଷ୍ଟ୍ର ପାଇଁ ଅଭିଶାପ #SSBLecturerCase #Odisha education #NEP2020

@SecyChief @EnergyOdisha @IPR_Odisha ଆମେ 50,000 SSB ଅଧ୍ୟାପକ ଆଶାୟୀ ରାଜନୀତି ଠାରୁ ବେଶ୍ ଦୂରରେ ଅଛୁ ମାତ୍ର ଆପଣଙ୍କ ଅପାରଗତା ଆମକୁ ପ୍ରଚାରିତ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବାକୁ ବାଧ୍ୟ କରାଇଛି we want justice no more delay, no more incapable minister #NEP 2020 #ssblecturecase #Odisha higher education
@SamalManmohan7 ଆମେ 50,000 SSB ଅଧ୍ୟାପକ ଆଶାୟୀ ରାଜନୀତି ଠାରୁ ବେଶ୍ ଦୂରରେ ଅଛୁ ମାତ୍ର ଆପଣଙ୍କ ଅପାରଗତା ଆମକୁ ପ୍ରଚାରିତ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବାକୁ ବାଧ୍ୟ କରାଇଛି #ssblecturecase #highereducation #NEP 2020 @odishabench @SecyChief @DHE_Odisha @CMO_Odisha @PMOIndia @GovernorOdisha #resign
Trends for you
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.9M followers

Narendra Modi 
@narendramodi
106.9M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.3M followers

Taylor Swift 
@taylorswift13
81.1M followers

Lady Gaga 
@ladygaga
72.7M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.3M followers

YouTube 
@youtube
68.6M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62M followers

CNN 
@cnn
61.9M followers

X 
@x
60.9M followers

Selena Gomez 
@selenagomez
60.4M followers





