Top Tweets for #Saveodisha
ଦେଶର ୪୪% ଖଣି ସମ୍ପଦ ଓଡ଼ିଶାରେ ଅଛି, କିନ୍ତୁ କେନ୍ଦ୍ର ସରକାର ଖଣି କମ୍ପାନୀଙ୍କ ସ୍ୱାର୍ଥ ପାଇଁ ଏହି MMDR ଆଇନ୍ ଆଣି ଓଡ଼ିଶାର ହକ୍ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି : ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ
#nandighoshatv #Odisha #BJDProtest #SaveOdisha #ManasMangaraj
Protect Odisha's Mineral Wealth!
Oppose the #MMDRAct2026 ,Defend State Autonomy & Local Rights!
@odishalokadala ବିଲ୍ ପାସ୍ ହେବା ଦିନରୁ ଓଡ଼ିଶାର ସ୍ୱାର୍ଥ ଓ ଓଡ଼ିଆଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି।
ଏ ଲଢ଼େଇ ଚାଲିଛି...ଆଗକୁ ମଧ୍ୟ ଚାଲିବ...
#OdishaForOdias #SaveOdisha #OdishaRights @OdishaCS

#ଖଣିଜ_ସମ୍ପଦ_ନେଲା_କେନ୍ଦ୍ର
ଓଡ଼ିଶାର ଖଣିଜ ସମ୍ପଦକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ଏବଂ MMDR ଆଇନ ସଂଶୋଧନ କରିବା ବିରୋଧରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।#thequiver #thequivernews #viralvideo #bjd #bjp #mmdract #SaveOdisha #OdishaMiningRights #odishapolitics #bjdvsbjp #OdishaMPs #arunsahoo
#୨୮ରେ_ଭୁବନେଶ୍ୱରରେ_ବିଜେଡିର_ଆନ୍ଦୋଳନ
MMDR ଆଇନର ସଂଶୋଧନ ଓଡ଼ିଶାର ସ୍ୱାର୍ଥ ପ୍ରତି କୁଠାରଘାତ କରିଛି ଏବଂ ଏହା ରାଜ୍ୟ ପାଇଁ ଏକ 'କଳା ଆଇନ' ବୋଲି ଅଭିଯୋଗ ହୋଇଛି।#thequiver #thequivernews #odishapolitics #pratapjena #mmdract #SaveOdisha #naveenpatnaik #BJDOdisha #OdishaMiningRights #supremecourtverdict
#MMDRର_ମଞ୍ଜ_କଥା
ଓଡ଼ିଶାର ସ୍ୱାର୍ଥ ଏବଂ ଆମ 'Gen Z'ର ଭବିଷ୍ୟତ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ୍। ଏକ ବିଶେଷ ଭିଡିଓ ବାର୍ତ୍ତା ଜାରି କରି ସେ MMDR ଆଇନ ଯୋଗୁଁ ଓଡ଼ିଶାର କ୍ଷତି ହେଉଥିବା ଦର୍ଶାଇଛନ୍ତି ।#thequiver #thequivernews #sujatakarthikeyan #mmdract #SaveOdisha
Please sign the Odisha Against MMDR Act 2026 petition. #SaveOdisha #OdishaFirst #OdiaFirst #rollbackMMDR2026
https://t.co/saTfo10u00
Please sign the Odisha Against MMDR Act 2026 petition. #SaveOdisha #OdishaFirst #OdiaFirst #rollbackMMDR2026
https://t.co/s3U04clCRF

Please sign the Odisha Against MMDR Act 2026 petition. #SaveOdisha #OdishaFirst #OdiaFirst #rollbackMMDR2026
https://t.co/H4qiHh53DY

MMDR କୁ ନେଇ ଓଡ଼ିଶା ଲୋକ ଦଳ ଆଜି କେଉଁଝର ଟାଉନର ଲୋକମାନଙ୍କ ସହ ଆଲୋଚନା ଓ ସଚେତନ କରିଥିଲା। ଦିର୍ଘ ବର୍ଷର ଖଣିଜ ସମ୍ପଦର ବ୍ୟବହାର ସତ୍ତ୍ୱେ ଜିଲ୍ଲାର ଅଧିବାସୀଙ୍କ ଜୀବନଧାରା ରେ କିଛି ଆଖି ଦୃଶିଆ ପରିବର୍ତ୍ତନ ହୋଇ ନାହିଁ ତାହା ଆମେ ଜାଣିବାକୁ ପାଇଥିଲୁ।
#SaveOdisha #rollbackMMDR2026 #OdishaFirst #OdiaFirst

ଆଜି କେନ୍ଦୁଝର ଜିଲ୍ଲାରେ #MMDRAct2026 କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଲୁ।
@odishalokadala ସଦାସର୍ବଦା ଓଡ଼ିଶା ଓ ଓଡ଼ିଆଙ୍କ ହିତରେ କାର୍ଯ୍ୟ କରିବ।
#SaveOdisha #OdishaForOdias
MMDR took us to Rangpur, the hometown of our Hon'ble President Madam. #SaveOdisha #rollbackMMDR2026 @presidentoffice

ଓଡ଼ିଶାର ସ୍ୱାର୍ଥ ପାଇଁ ପ୍ରତ୍ୟେକଟି ଓଡ଼ିଆଙ୍କୁ ଅନୁରୋଧ ଆଗକୁ ଆସି ଆମ ସହ ଯୋଡି ହୋଇ ବିରୋଧ କରନ୍ତୁ। ଆସନ୍ତା କାଲି ମୟୂରଭଞ୍ଜର ଗୋରୁମହିଷାଣୀ ଭେଟ ହେବା।
Odisha Against MMDR Act 2026!
#SaveOdisha #OdishaForOdias #OurRights
@odishalokadala @OdishaCS

Who will ensure that there is no looting of minerals after the implementation of the MMDR Act 2026, when no mechanism or process is in place to prevent it?
#rollbackMMDRact2026 #OdishaFirst #OdiaFirst #OurMinesOurRights #SaveOdisha

ଆନ୍ଧ୍ରର ନେରେଡି ବ୍ୟାରେଜ୍କୁ ନେଇ ତେଜିଲା ବିବାଦ, ‘ବଂଶଧାରା ବଞ୍ଚାଅ-ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ | Neredi Barrage Row Intensifies, Silent Satyagraha Held to ‘Save Vansadhara, Save Odisha’' #NerediBarrage #VansadharaRiver #SaveVansadhara #SaveOdisha #OdishaAndhraDispute #VansadharaWaterDispute #LandTransfer #Gunupur #Gajapati #SilentSatyagraha #WaterDispute #OdishaNews #prameyanews7
With the blessings of Lord Jagannath, we pledge to intensify our fight against #MMDRAct2026 and stand united to protect our rights and resources.
The movement continues.
@odishalokadala @OdishaCS
#RollBackMMDRAct2026 #SaveOdisha #OdishaRights
Odisha First. Always
@odishalokadala stands firm against the MMDR Bill from Lok Bhavan to Rastrapati Bhawan and now Puri The fight will continue until the Bill is withdrawn President @Santoshngrh STUDNET Leader @DsAbhishek05
#OdishaFirst #SaveOdisha #MMDRBill #OdishaLokaDala

ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ @odishalokadala ର ସ୍ୱର ଉଚ୍ଚରେ!ଖଣି ଆମର,ମାଟି ଆମର ଆଉ ଅଧିକାର ମଧ୍ୟ ଆମର!
ଓଡ଼ିଆଙ୍କ ପ୍ରତି ଅବିଚାରକୁ ଜବାବ୍ ଦେବା ପାଇଁ ଲଗାତାର ଭାବରେ ବିରୋଧ ପ୍ରଦର୍ଶନ ଜାରି ରଖିଛୁ।
ଯୁବବର୍ଗଙ୍କୁ ଅନୁରୋଧ ସମସ୍ତେ ଆସନ୍ତୁ ଏକ ହୋଇ ପ୍ରତିବାଦକୁ ଆହୁରି ତୀବ୍ର କରିବା।
#SaveOdisha #RollbackMMDRAct2026
ଆଜି ଆମେ ଜଗା ପାଖରେ ଫେରାଦ ଦେଲୁ।
ଓଡ଼ିଶା ଲୋକ ଦଳ MMDR ACT ବିରୋଧରେ ବିଭିନ୍ନ ସ୍ଥାନରେ ତାର ପ୍ରତିବାଦ ଜାରି ରଖିବ।
#SaveOdisha #OdishaFirst #OdiaFirst #OdishaisNOTFORSALE #rollbackMMDRact2026

Press interaction with some media friends during the MMDR protest.
Standing together for Odisha’s rights, resources, and future.
#MMDRProtest #SaveOdisha #OdishaForOdisha #OurResourcesOurRights
ଆଜି ସନ୍ଧ୍ୟାରେ ଓଡ଼ିଶା ଲୋକ ଦଳ ପକ୍ଷରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ MMDR Act 2026 ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଛି।
ଜନସ୍ୱାର୍ଥ, ପରିବେଶ ଓ ଓଡ଼ିଆଙ୍କ ଅଧିକାର ପାଇଁ ଆମ ସ୍ୱର ଜାରି ରହିବ।
@odishalokadala @OdishaCS
#RollBackMMDRAct2026 #SaveOdisha

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

























