Top Tweets for #Sulochanadas
#ରାସ୍ତାକଡରେ_କଟାହେବନି_ଛେଳି_କୁକୁଡ଼ା !
ଭୁବନେଶ୍ୱରରେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ କଂସେଇଖାନା, ୨୦୧୭ରେ ଉଦଘାଟନ ପରଠୁ ବନ୍ଦ ପଡିଥିଲା ! ପରିଚାଳନା ପାଇଁ ଏଜେନ୍ସିକୁ ଦାୟିତ୍ୱ ଦେଲା BMC
#bhubaneswar #gadakana #bmc #prameyanews7 #sulochanadas #nonvegshop
ମୋର ବହୁତ କାମ କରିବାର ଅଛି…ସାମ୍ବାଦିକାରୁ ନେତା ହେବା ସହଜ ନଥିଲା…ଏତେ ବି କଷ୍ଟ ନଥିଲା…: ସୁଲୋଚନା ଦାସ, ମେୟର , ଭୁବନେଶ୍ବର
#SulochanaDas #BhubaneswarMayor #Bhubaneswar #Odisha #OdishaPolitics #JournalistToLeader #Leadership #Mayor #OTV #OdishaTV
BMCର ଅଭିନବ ପଦକ୍ଷେପ, ରୋଗ ମୁକ୍ତ ହେବ ଭୁବନେଶ୍ୱର | Disease-Free Bhubaneswar Mission
#BMC #Bhubaneswar #PublicHealth #DiseaseFree #HealthCampaign #OdishaNews #HealthAwareness #DenguePrevention #MalariaControl #SmartCity #BreakingNews #CivicBody #bmc #sulochanadas
ଭୁବନେଶ୍ୱରରେ ବାୟୋଗ୍ୟାସ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚ୍ଚଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ | PM Modi lays foundation stone CBG Plant in Bhubaneswar #cbgplant #pmnarendramodi #sulochanadas #prameyanews7 #bhubaneswar #meherpalli #bmc
ବିଏମ୍ସି ଦେଲା ନୂଆ ଠେଲାଗାଡ଼ି: ଏଣିକି ସଫାସୁତୁରା ପରିବେଶରେ ମିଳିବ ଗୁପ୍ଚୁପ୍ ଓ ଚାଟ୍
#BMC #Bhubaneswar #StreetVendors #SulochanaDas #SmartCityBhubaneswar #Odisha #Sambad
https://t.co/rlMuW9ff7q
ରାଜଧାନୀରୁ କମିବ ପ୍ଲାଷ୍ଟିକ ଅଳିଆ ; ସହରରେ ଏଣେତେଣେ ପଡ଼ିବନି ପ୍ଲାଷ୍ଟିକ ବୋତଲ... ସ୍ୱଚ୍ଛତା ଦିଗରେ ଆଉ ପାଦେ ଆଗେଇଲା ବିଏମସି | Bhubaneswar to Reduce Plastic Waste: BMC Takes Major Cleanliness Step #Bhubaneswar #BMC #SulochanaDas #Mayor #PlasticFreeCity #CleanCity #OdishaNews #SwachhBharat #Environment #PlasticWaste #CleanIndia #BreakingNews
ପରିବେଶ ଦିବସରେ BMC ପକ୍ଷରୁ ମିୟାୱାକି ପଦ୍ଧତିରେ ବୃକ୍ଷରୋପଣ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର #bmc #prameyanews7 #worldenvironmentday #bhubaneswar #sulochanadas #krushnachandramohapatra
ବିଶ୍ୱ ପରିବେଶ ଦିବସ ଅବସରରେ ହାତିଆସୁଣୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମିୟାୱାକି ଜଙ୍ଗଲ ଓ ଅଭେନ୍ୟୁ ପ୍ଲାଣ୍ଟେସନ ଜରିଆରେ ଲାଗିବ ୬୦ ହଜାର ଗଛ | BMC Mayor Sulochana Das | World Environment Day #worldenvironmentday #sulochanadas #bhubaneswar #miyawakiforest #avenueplantaion #prameyanews7 #krushnachandramohapatra #babusingh
‘#ବିଏମ୍ସି_ତ_କରୁଛି_ଆଉ_କେତେ_କରିବ ?’
ଲୋକମାନେ ଘର କାମ ସବୁ କରି ଅଳିଆ ଗୁଡ଼ାକ ବାହାରେ ଫୋପାଡ଼ି ଦେଉଛନ୍ତି । ଏସବୁ ବନ୍ଦ ହେବା ଦରାକର । ବିଏମ୍ସି ତ ସବୁ କରୁଛି ଆଉ କେତେ କରିବ : ମେୟର
#BMC #SulochanaDas #Odisha #KanakNews
#ହେଭି_ଫାଇନ୍_କରିବୁ
ଅମାନିଆଙ୍କୁ ଚରମବାଣୀ ଶୁଣାଇଲେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ । କହିଲେ- ଅଳିଆ ଗାଡ଼ିରେ ଅଳିଆ ନପକାଇ ବାହରେ ପକାଉଥିବା ଲୋକଙ୍କୁ ହେଭି ଫାଇନ୍ କରିବୁ।
#Bhubaneswar #SulochanaDas #CleanCity #WasteManagement #OTV
ରାସ୍ତାରେ କୁଢ଼ କୁଢ଼ ଅଳିଆ, ରାଗିଗଲେ ମେୟର | BMC Mayor Sulochana Das Angry on Garbage on Road
#mayor #sulochanadas #BMC #garbage #pollution #prameyanews7
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମେୟରଙ୍କ ସ୍ୱାଗତ | Supreme Court Orders Strict Action on Stray Dogs #Supremecourt #StrayDogs #PrameyaNews7 #sulochanadas
BMC ପକ୍ଷରୁ ଖୋଲିଲା '3R KIOSK', ଉଦଘାଟନ କଲେ ବିଧାୟକ ଓ ମେୟର ସୁଲୋଚନା ଦାସ | PrameyaNews7 #bmc #3rkiosk #prameyanews7 #bhubaneswar #sulochanadas #anantnarayanjena
One to One With Mayor Sulochana Das on Apartment fire | ଆପାର୍ଟମେଣ୍ଟ ଅଗ୍ନିକାଣ୍ଡ ପାଇଁ କାହାକୁ ଦାୟୀ କଲେ ମେୟର?
#mayor #bhubaneswarfire #apartmentfire #prameyanews7 #firingcase #shortcircuit #sulochanadas
ଆପାର୍ଟମେଣ୍ଟ ଅଗ୍ନିକାଣ୍ଡ ଉପରେ ମେୟରଙ୍କ ପ୍ରତିକ୍ରିୟା | Bhubaneswar Mayor Sulochana Das on Apartment fire
#mayor #bhubaneswarfire #apartmentfire #prameyanews7 #firingcase #shortcircuit #sulochanadas
ଗ୍ରାମସଭାରେ ରାଗିଗଲେ ମେୟର। ସ୍ଥାନୀୟ ବାସିନ୍ଦା , ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବଚସା। ୨୪ ବର୍ଷ ଭିତରେ ସରକାର କିଛି କରିନାହାନ୍ତି ବୋଲି ଗ୍ରାମସଭାରେ ଲୋକଙ୍କ ଅଭିଯୋଗ।
#OdishaPolitics #Ekamra #CivicIssue #GramSabha #UrbanDevelopment #LocalGovernance #SulochanaDas #MayorVsPublic #OdishaTV #OTV
Last Seen Hashtags on Sotwe
loveincommute
Seen from United States
momson ()
altcoin
Seen from United States
Thundr
Seen from United States
BoutiqueAuparfum
Seen from Poland
حصريات_خليجية
Seen from Jordan
omegle
Seen from Saudi Arabia
VerifiedInfomation
Seen from United Kingdom
mom and son sex
Seen from Germany
ankaragay
Seen from Turkey
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.4M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.3M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers




