Top Tweets for #WATCo

ରାଜଧାନୀ ରାସ୍ତାରେ ମନଇଛା ଚାଲିଛି ଖୋଳାତଡା, ବର୍ଷା ଦିନେ ବି କଲବଲ କରୁଛି ୱାଟକୋ I ୫ ମାସ ହେଲା ସରୁନି ରୁଚିକା ସ୍ୱରେଜ କାମ, ସିଦ୍ଧିବିନାୟକ ରାସ୍ତାରେ ଭାସୁଛି କାଦୁଅ, ଏଥର କେମିତି ଗଡ଼ିବ ରଥ ? #bhubaneswar #ruchika #rathyatra2026 #roadconstruction #watco #drainagework #monsoonseason
ରଥଯାତ୍ରାରେ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ନିରବଚ୍ଛିନ୍ନ ଜଳ ସେବା ଯୋଗାଇବା ପାଇଁ ପ୍ରଶାସନ ଓ ପାନୀୟ ଜଳ ବିଭାଗ ସଦା ପ୍ରସ୍ତୁତ ଓ କାର୍ଯ୍ୟରତ।
#RathYatra2026
#WATCO
#Puri
ରାଜ୍ୟର ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ
#Sambad #WATCO #Bhubaneswar #Odisha
https://t.co/YLpiSL18RO
‘Best for the community’ to keep Agawa train station in Canal District: Shoemaker
#agawacanyontourtrain #watco #saultstemarie #passengerrail https://t.co/lgMNijREnW
#Breaking | #WATCO employee died in bus accident near Samantarapur. 🚨 @cpbbsrctc
#Breaking #Samantarapur #Bhubaneswar #Odisha #State #news

Books open doors to opportunity — and today, we’ve helped open many more.
#CSR #CommunityDevelopment #EducationSupport #Brahmapur #WATCO
ସପ୍ଲାଏ ପାଣିକୁ ଦେଖି ଡରୁଛନ୍ତି କଟକର ବାସିନ୍ଧା, ଜଣ୍ଡିସରେ ସହରର ହାଲ ବେହାଲ, କାହାକୁ କରିବେ ଦାୟୀ ?|PrameyaNews7 #cuttack #jaundiceoutbreak #prameyanews7 #drinkingwater #cmc #healthawareness #watco
କଟକରେ ଜଣ୍ଡିସ ଆତଙ୍କ, Watco କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଲୋକେ | Jaundice Terror in Cuttack | PrameyaNews7 #jaundiceawareness #cuttack #dirtywater #watco #drainagesystem #prameyanews7
ପଟିଆରେ ୩ଦିନ ହେଲା ଫାଟିଛି ପାଣି ପାଇପ୍, ଡ୍ରେନରେ ମିଶୁଛି ପିଇବା ପାଣି | WATCO Concern Over Illegal Water Connections #PatiaNews #OdishaUpdate #WaterPipeline #WATCO #IllegalConnections #PublicHealth #OdishaNews #BreakingNews #WaterSafety #CuttackBhubaneswar
@ChanchalRanaIAS @bmcbbsr #watco
Kindly look into this matter asap, SUM vendors are disposing wastes in our area.
Also the sewage issue is not yet resolved.

Odisha govt reviews Water Security Plan for Bhubaneswar & nearby areas, prepared by WATCO. Principal Secretary Usha Padhee chaired the meeting in Bhubaneswar, with senior officials present at Kharabela Bhawan.
#UshaPadhee #WaterSecurity #WATCO #Bhubaneswar #Odisha #OrissaPOST
👉 Follow Orissa POST – Odisha’s No.1 English Daily 📰✨

ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ର ଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହେବାପରେ ଓ୍ବାଟକୋ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
#ChildrensFuture #JawaharNavodayaVidyalaya #Khordha #JaundiceOutbreak #StudentHealth #WATCO #EducationNews #OTV
#ରୋଗ_ବାଣ୍ଟୁଛି_ୱାଟ୍କୋ !
ସମ୍ବଲପୁରବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ । ପାଇପ୍ ଫାଟି ମିଶୁଛି ଡ୍ରେନ୍ ପାଣି । ଲୋକଙ୍କୁ ରୋଗ ବାଣ୍ଟୁଛି ୱାଟ୍କୋ । ପ୍ରତିବାଦ କଲେ ଶୁଣିବାକୁ କେହିନାହିଁ
#Odisha #KanakNews #Sambalpur #Watco #WaterProblem
#ୱାଟକୋ_ନାଁରେ_ସାଂଘାତିକ_ଅଭିଯୋଗ
ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପରେ ମହାଦୁର୍ନୀତି, ୱାଟକୋର ମନମାନି ନେଇ ଜନସ୍ୱାସ୍ଥ୍ୟ ବିଭାଗ ଚୁପ୍
#KanakNews #Sambalpur #Watco
WATCOର ତ୍ରୁଟି ପାଇଁ ପାଣିରେ ସ୍ୱାହା ହୋଇଗଲା ୭ ଶହ ବସ୍ତା ଧାନ ! | Sambalpur News | PrameyaNews7
#watco #pipe #sambalpurnews #paddy #prameyanews7
@HUDDeptOdisha @TataProjectsTPL @TataCompanies hasn’t paid vendors for 300 days — even after WATCO released the funds over 22cr in sewer project Odisha. Peaceful protest
Families suffering.
Loans unpaid.
Workers waiting.
#JusticeForVendors #TPL #WATCO #Odisha #StopHarassment
କଟକ ବାଲିସାହି ବସ୍ତିରେ ପାନୀୟ ଜଳ ସଙ୍କଟ, ସଂଧ୍ୟା ହେଲେ ଟ୍ୟାପ୍ ରେ ପାଣି ଆସୁନି । ୫ଦିନ ହେଲା ସମସ୍ୟାରେ ୫ହଜାର ବସ୍ତି ବାସିନ୍ଦା । ଟିକସ ନେଉଛି କିନ୍ତୁ ଅଭିଯୋଗ ଶୁଣୁନି ୱାଟକୋ (#Watco).
Respected @CMO_Odisha Sir Please do a proper inquiry into this matter and take necessary action..@SecyChief @dept_ga @HUDDeptOdisha @ushapadhee1996 @WatcoOdisha @CMCCuttack @CuttackDM

2年前に懸賞に応募して当選したワトコオイル。長らく作業出来ていなかったけれど、やっと余裕ができて家中の天然木の家具に塗ってケアしてます。当選のお手紙に、よかったらSNSにアップしてくださいと書かれていたのに、今になってしまいました...その節はありがとうございました🙇♀️ #watco

Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.5M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.4M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers


















