Top Tweets for #dayariver
ପାଣି ଘେରରେ କଣାସ ବ୍ଲକର ଅନେକ ଗାଁ: ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ | Flood In Puri Kanasa | News7Odia
#KanasFlood #PuriFlood #Kanas #PuriNews #OdishaFlood #FloodSituation #FloodAffectedVillages #CropDamage #FarmersConcern #DayaRiver #RajuaRiver #News7Odia
ଦୟା, ରାଜୁଆରେ ଉଛୁଳୁଛି ପାଣି; ପାଣି ଘେରରେ କଣାସ ବ୍ଲକର ଅନେକ ଗାଁ | Flood in Puri kanas | News7Odia
#PuriFlood #KanasFlood #Kanas #DayaRiver #RajuaRiver #PuriNews #OdishaFlood #FloodSituation #FloodAffectedAreas #OdishaRain #FloodUpdate #News7Odia
କଣାସରେ ଦୟା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦୋକନ୍ଦା ଗାଁରେ ବନ୍ୟାଜଳ ପଶିବାରୁ ୬ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଧୀ ହୋଇଛନ୍ତି। ଡଙ୍ଗା ସାହାଯ୍ୟରେ ଚାଲିଛି ଯାତାୟାତ। Daya River Swells in Kanas, Floodwater Traps Six Families in Dokanda #DayaRiver #OdishaFlood #KanasFlood #Dokanda #FloodSituation #FloodUpdate #OdishaRain #FloodWater #Kanas #OdishaWeather #FloodRelief #OdishaNews #prameyanews7
Woman jumps from bridge: ପାରିବାରିକ କଳହରୁ ଚରମ ପଦକ୍ଷେପ, ଝିଅକୁ ଧରି ଦୟାନଦୀକୁ ଡେଇଁବାକୁ ଉଦ୍ୟମ କଲେ ମହିଳା
#PrameyaNews7 #OdishaNews #BalipatnaNews #Womanjumps #DayaRiver
https://t.co/vG0DKuPwpM
ଉପରୁ ପକଉଥିଲେ, ହେଲେ କ୍ୟାମେରାରେ ଧରାପଡ଼ିଗଲେ | Maganna Oligi | PrameyaNews7 #DayaBridge #DayaRiver #RiverPollution #WasteDumping #CivicSense #CleanOdisha #CleaningDrive #OdishaPollution #EnvironmentalAwareness #CivicResponsibility #OdishaNews #BhubaneswarNews
- ଲଗାଣ ବର୍ଷାରେ ଧସିଲା ଦୟା ନଦୀ ବନ୍ଧ
- କଣାସରୁ ଜଙ୍କିଆ ଗଡ଼ସାହି ଯାତାୟତ ଠପ୍
- ବନ୍ଧ ତଳେ ଥିବା ଗ୍ରାମବାସୀ ଭୟଭୀତ
- ନିମ୍ନମାନର କାମ ଯୋଗୁ ରାସ୍ତା ଦବିଥିବା ଅଭିଯୋଗ
#Odisha #DayaRiver
କଣାସରେ ବନ୍ୟାର ତାଣ୍ଡବ, ଘର ଭିତରେ ଅଣ୍ଟାଏ ପାଣି... ୧୦୦ରୁ ଅଧିକ ପରିବାର ଜଳବନ୍ଦୀ | Kanas Flood Crisis: Over 100 Families Trapped as Water Enters Homes #KanasFlood #PuriFlood #OdishaFlood #DayaRiver #FloodUpdate #OdishaNews #FloodCrisis #PuriNews #OdishaWeather #FloodAffected #ReliefOperation #DisasterUpdate #prameyanews7
#ସ୍କୁଲରେ_ପଶିଲା_ବନ୍ୟା_ପାଣି
ଦୟା ନଦୀରେ ବନ୍ୟା ଜଳ ପ୍ରବେଶ କରିବା ପରେ ଏବେ ଦୁଃଖ ଦେଇଛି କଣାସ ଅଞ୍ଚଳବାସୀଙ୍କୁ । ନଦୀରେ ବନ୍ୟାଜଳ ଉବୁଟୁବୁ ହେଉଥିବା ବେଳେ ଏବେ ସ୍କୁଲ ଘର ଭିତରେ ପ୍ରବେଶ କରିଛି ।
#DayaRiver #Kanas #OdishaFlood #SchoolFlooded #FloodCrisis #StudentsAffected #OTV
#କଣାସରେ_ଦୟା_ନଦୀ_ବନ୍ୟାଜଳ
-ପିପିଲି: କଣାସ ଦୋକଣ୍ଡା ଗାଁରେ ପଶିଲା ଦୟା ନଦୀର ବନ୍ୟାଜଳ
-ଗାଁ ରାସ୍ତାରେ ଚାଲୁଛି ୨ ଫୁଟ୍ର ପାଣି, ସଂପୂର୍ଣ୍ଣ ଗାଁ ଜଳବନ୍ଦୀ
#Pipili #Kanasa #DayaRiver #Flood #Waterlogging #OTV

ପୁରୀ ଜିଲ୍ଲା କଣାସ ବ୍ଲକ ଜାଗୁଆଳିପଦର ଗାଁ ନିକଟ ଦୟା ନଦୀ ବନ୍ଧରେ ସୃଷ୍ଟି ହୋଇଛି ଏକ ବିରାଟ ଘଳିଆ। ଉଠାଜଳସେଚନ ପାଇପ୍ ଯୋଗୁଁ ମାଳିସାହି ନଦୀବନ୍ଧର ପଶ୍ଚିମ ପାର୍ଶ୍ୱରେ ଏହି ଘଳିଆ ହୋଇଥିବା ଅଭିଯୋଗ ହୋଇଛି। #PuriFlood #KanasNews #DayaRiver
କଣାସ ଦୟା ନଦୀରେ ଘଳିଆ ସୃଷ୍ଟି, କଣାସରେ ବଢ଼ିଲା ବିପଦ! ୮ରୁ ଅଧିକ ଗାଁର ଯୋଗାଯୋଗ ବିଚ୍ଛିନ୍ନ.... | Odisha Flood: Daya River Breach Isolates More Than Eight Villages in Kanas #OdishaFlood #Kanas #DayaRiver #Puri #FloodUpdate #FloodAlert #OdishaNews #BreakingNews #DisasterManagement #FloodCrisis #LatestNews #PrameyaNews7
ଦୟା ନଦୀର ଜଳସ୍ତର ବୃଦ୍ଧି! ଘେରି ବନ୍ଧ ଭାଙ୍ଗିବାରୁ ଗାଁରେ ବନ୍ୟା ପାଣି, ସଜାଗ ପ୍ରଶାସନ | Flood Alert in Kanas #DayaRiver #KanasFlood #OdishaFlood #FloodAlert #PuriFlood #EmbankmentBreach #FloodUpdate #DisasterManagement #Sandbags #OdishaWeather #OdishaNews #BreakingNews #prameyanews7
ବଢ଼ୁଛି ମହାନଦୀର ଜଳସ୍ତର, ଶୁକ୍ରବାର ଦୟା-ମହାନଦୀ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା; ପାଣି ଘେରରେ ଆସିପାରେ ଅନେକ ଅଞ୍ଚଳ | Medium Flood Likely in Mahanadi River as Mundali May Receive 8.9–9 Lakh Cusecs Water #MahanadiFlood #FloodAlert #Mundali #OdishaFlood #DayaRiver #HeavyRainfall #OdishaWeather #FloodUpdate #PuriDistrict #RiverWaterLevel #OdishaNews #BreakingNews
ଦୟା ନଦୀରେ ବନ୍ୟା ଜଳ ପ୍ରବାହିତ, ଚାଷ ଜମିରେ ବନ୍ୟା ପାଣି ପଶି ହଜାର ହଜାର ହେକ୍ଟର ପରିବା ଫସଲ ନଷ୍ଟ
#DayaRiver #OdishaFlood #CropDamage #FarmerLoss #FloodAlert #OdishaRain #AgricultureLoss #HeavyRainfall #MonsoonUpdate #OdishaNews #WeatherAlert #BreakingNews #PrameyaNews7
#ଚାଷ_ଜମିରେ_ବନ୍ୟା_ଜଳ
ଦୟାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ
କଣାସ ଓ ଡେଲାଙ୍ଗରେ ଅନେକ ଫସଲ ନଷ୍ଟ
ବର୍ଷା ପାଇଁ ବଢୁଛି ଦୟା, ରାଜୁଆ, ମକରା ନଦୀର ଜଳସ୍ତର
ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ, ଚିନ୍ତାରେ ଚାଷୀ
#Flood #DayaRiver #Kanas #Delanga #OdishaWeather #OdishaNews #BreakingNews
କଣାସ ଜାଗୁଳାଇ ପଦର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ଡଙ୍ଗା ନେଇ ଦୟା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ପୁଅ ଡଙ୍ଗାରୁ ନଦୀ ଭିତରକୁ ଖସି ପଡ଼ିଥିଲେ।
#Odisha #Kanas #DayaRiver #RescueOperation #TragicNews
ଉଚ୍ଛୁଳା ନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସି ପୁଅ ନିଖୋଜ
#PrameyaNews7 #OdishaNews #DayaRiver #FishermanMissing
https://t.co/Nl4s86WiwG
ନଦୀରୁ ମାଛ ଧରିବା ବେଳେ ଡଙ୍ଗାରୁ ଖସି ଯୁବକ ନିଖୋଜ.. ପୁରୀ ଜିଲ୍ଲା କଣାସ ଦୟା ନଦୀରେ ଅଘଟଣ.. ବାପ-ପୁଅ ମାଛ ଧରୁଥିବା ବେଳେ ଖସିପଡ଼ିଲା ପୁଅ.. ଅଗ୍ନିଶମ ବାହିନୀର ବ୍ୟାପକ ସର୍ଚ୍ଚ ଅପରେସନ୍..
#Puri #DayaRiver #MissingYouth #FishingAccident #BoatAccident
#SearchOperation #OTV
ସହରୀ ଆବର୍ଜନାରେ ଦୟା ବିଷାକ୍ତ: ବ୍ରିଜ ତଳେ ଭାସୁଛି କୁଢ଼କୁଢ଼ ଅଳିଆ, ପାଖରେ ଦୟାନଦୀର ଜଳ ବିକୁଛି ଜଳସଂପଦ ବିଭାଗ
#DayaRiver #Bhubaneswar #Odisha #Sambad
https://t.co/yjUdmBNYoT
Last Seen Hashtags on Sotwe
Maharashtra Development Projects
Seen from Norway
Chav
Seen from Ireland
younghoe
Seen from Turkey
cuckoldturk
Seen from Turkey
primeravez #gay
Seen from Venezuela
cornudo Colombia
Seen from Colombia
ตะกั่วป่านัดเย็ด
Seen from Thailand
おなぺ
Seen from Japan
minichat filter:videos
Seen from Pakistan
teenageee
Seen from United States
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.8M followers

YouTube 
@youtube
68.7M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







