Top Tweets for #grpconstable
गाजियाबाद रेलवे स्टेशन पर GRP थाने के अंदर एक शख्स को फट्टे से पीटा गया। Video सामने आने पर GRP सिपाही को लाइन हाजिर किया गया। #Ghaziabad #GRPconstable #ViralVideo #uppolice #DIVNEWS
हाजीपुर : GRP के जवान की शर्मनाक करतूत , जवान को शराब छुपाना पड़ा महंगा
#Hajipur #BiharNews #GRP #GRPConstable #RailwayPolice #PoliceNews #BiharPolice #LiquorSmuggling #AlcoholSeizure #CrimeNews
ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟରଂଜନ ହତ୍ୟା ମାମଲା, ଆକ୍ରମଣର ଶିକାର ଯୁବତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ | Soumya Ranjan Swain Murder Case: Victim Girls to Undergo Lie Detector Test #SoumyaRanjanSwain #BaliantaMurderCase #BaliantaCase #GRPConstable #LieDetectionTest #PolygraphTest #CrimeBranchOdisha #OdishaCrime #BhubaneswarCrime #MobKillingCase #PoliceInvestigation #CrimeNews
અજમેરમાં ટ્રેન અને પ્લેટફોર્મ વચ્ચે પડ્યો મુસાફર : ટ્રેનમાં ચઢતી વખતે પગ લપસી ગયો, સ્ટેશન પર હાજર જીઆરપી કોન્સ્ટેબલે પકડીને બહાર ખેંચ્યો; બચાવી લીધો
#AjmerRailwayStation #GRPConstable #PassengerSaved #TrainAccident #IndianRailways #Ajmer #Rajasthan
https://t.co/SI9er8S8Ai
ଜିଆରପି କନେଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଅଭିଯୋଗ ଆଣିଲେ ସୌମ୍ୟାଙ୍କ ବାପା ଦୁଃଶାସନ ସ୍ୱାଇଁ | GRP Constable Soumyaranjan Death Case: Father Makes Serious Allegations #Soumyaranjan #GRPConstable #SoumyaranjanDeathCase #GRP #OdishaPolice #DeathCase #DushasanSwain #OdishaCrime #CrimeNews #PoliceNews #OdishaNews #Investigation
ଆରପି କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲା .. ଦାଖଲ ପ୍ରଥମ ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ମା’.. ଜୁଡିସିଆଲ୍ ଇନକ୍ୱାରୀ ସହ ତଦନ୍ତକାରୀ ଅଧିକାରୀଙ୍କୁ ହଟାଇବାକୁ ଦାବି..
#JusticeForSoumyaranjan #GRPConstable #Balianta #Chargesheet
#JudicialInquiry #MotherDemandsJustice #OTV
2 GRP constables suspended for allegedly smuggling gutkha on Mumbai trains
#GutkhaSmuggling #MumbaiGutkha #MumbaiNews #GRP #GRPPolice #RailwayPolice #MumbaiRailway #MumbaiLocal #TrainSmuggling #GutkhaTस्करी #PoliceSuspended #GRPConstable #MumbaiCrime #RailwayNews #BandraTerminus #Borivali #Vasai #Sion #Dharavi #MumbaiUpdates #BreakingNews #MumbaiBreakingNews #Mumbaikar #TodaysVoice #TodaysVoiceImranSayyed
GRP କନଷ୍ଟେବଲ ସୌମ୍ୟ ହତ୍ୟା ମାମଲା, ୬ ଜଣଙ୍କୁ ମିଳିଲା ଜାମିନ | Soumya Murder Case Big Update | Prameya News7 #SoumyaMurderCase #BailGranted #GRPConstable #CrimeBranch #OdishaCrime #CourtUpdate #Odisha #prameyanews7
ବାଲିଅନ୍ତାଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଦୁଇଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ। ୩ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।
#Balianta #GRPConstable #SaumyaranjanSwain #ConstableMurder #CrimeBranch #OTV
ଜିଆରପି କନେଷ୍ଟବଲ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ,ସୌମ୍ୟଙ୍କ ଡାଏରୀରେ ଲୁଚିଛି କି ହତ୍ୟାର ରହସ୍ୟ ? Soumya Death Mystery
#SoumyaMurderCase #BaliantaLynching #GRPConstable #NishikantaMohanty #ADGGangwar #SoumyaDiary
GRP କନେଷ୍ଟବଲ ସୌମ୍ୟରଞ୍ଜନ ହତ୍ୟା ମାମଲା ....ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖୁଲାସା ....ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତିଙ୍କୁ ପଚରାଉଚରା...ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ଅଭିଯୋଗ...ଡାଏରୀରେ ସବୁ ଥିବା କହିଲେ ନିଶିକାନ୍ତ
#SoumyaMurderCase #BaliantaLynching #GRPConstable #NishikantaMohanty #ADGGangwar #SoumyaDiary #OdishaCrime #CrimeBranch #OTV
#ଯିଏ_ଅଭିଯୁକ୍ତ #ସବୁ_ଧରାହେବେ'
GRP କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ଜାରି ରହିଛି NHRCଙ୍କ ଘଣ୍ଟାଚକଟା। ହତ୍ୟା ମାମଲାରେ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ କରାଯାଉଛି। ଯେତେ ଲୋକ ଥିଲେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
#SaumyaMurder #GRPConstable #NHRC #CrimeBranchOdisha #OTV
Soumyaranjan Murder Case: କାଲି ବାଲିଅନ୍ତା ପୀଡ଼ିତା, ଆଜି ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ଜେରା; ସୌମ୍ୟ ହତ୍ୟା ମାମଲାରେ NHRCଙ୍କ ନନଷ୍ଟପ୍ ପଚରାଉଚୁରା https://t.co/YECNIlXgq9
#SoumyaranjanCase #NHRC #OdishaNews #CrimeInvestigation #JusticeForSoumya #BreakingNews #CrimeBranch #GRPConstable #OdishaPolice #LatestUpdate
ସୌମ୍ୟଙ୍କ ମୁଣ୍ଡକୁ ପିଟିବାର ମିଳିଛି ପ୍ରମାଣ; ମୁଖ୍ୟ ଅଭିଯୁକ୍ତ ଗିରଫ, ୧୦ ଜଣଙ୍କୁ ଚାଲିଛି ଖୋଜା
#CrimeBranch #OdishaCrime #GRPConstable #MobViolence #Bhubaneswar #OdishaNews #OTV
https://t.co/k4RLglqxsA
ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଂଜନ ସ୍ବାଇଁ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ଘଟଣାର ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ । କେନ୍ଦ୍ରାପଡ଼ା ଇନ୍ଦୁପୁରରୁ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ କରିଛି।
#OdishaNews #CrimeNews #GRPConstable #LatestNews #OTV
କାହିଁକି ମାରି ଦିଆଗଲା GRP କନେଷ୍ଟବଳ ସୌମ୍ୟରଂଜନ ସ୍ବାଇଁଙ୍କୁ ? ଭିଡ଼ ଭିତରେ ନିର୍ଦ୍ଦିଷ୍ଟ ଭାବେ କାହା ଆକ୍ରମଣରେ ଚାଲିଗଲା ସୌମ୍ୟଙ୍କ ଜୀବନ ? ସୌମ୍ୟରଂଜନ ସ୍ବାଇଁଙ୍କର ଆଜି ଏକାଦଶାହରେ କାନ୍ଦ ବୋବାଳିରେ ଫାଟିପଡୁଛି ପୁରା ପରିବାର
#SoumyaranjanSwain #GRPConstable #JusticeForSoumya #InvestigationDemand #OTV
#ସୌମ୍ୟ_ହତ୍ୟା:#ମାମୁଙ୍କ_ବୟାନ_ରେକର୍ଡ
-ବାଲିଅନ୍ତାରେ ଜିଆର୍ପି କନଷ୍ଟେବଲ ସୌମ୍ୟ ହତ୍ୟା ଘଟଣା
-ସୌମ୍ୟଙ୍କ ମାମୁଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ
-ଘଟଣା ସମୟର ଭିଡିଓ ସିଡି କ୍ରାଇମବ୍ରାଞ୍ଚ ନେଇଥିବା ସୂଚନା
-ଘଟଣା ଦିନ ସୌମ୍ୟଙ୍କ ସହ ଥିବା ଓମ୍ଙ୍କ ମାମୁଙ୍କୁ ପଚରାଉଚରା
#SaumyaMurder #BaliantraMurder #GRPConstable #CrimeBranch #OdishaCrime #OTV

ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ କ'ଣ କହିଲେ ସୌମ୍ୟଙ୍କ ବାପା ? | GRP Constable Soumya Ranjan Murder Case: What Did His Father Tell Crime Branch?
#Bhubaneswar #OdishaCrime #SoumyaRanjan #GRPConstable #CrimeBranchProbe #FamilyStatement #PoliceInvestigation #BreakingNews #OdishaUpdates #JusticeForSoumya #prameyanews7
ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନା ପରିବାର ନା ସାଙ୍ଗସାଥୀ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିରେ ଏକ ବଡ ଧରଣର ଷଡ଼ଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଵାପା ଓ ମା।
#Soumyaranjan #GRPConstable #JusticeForSoumyaranjan #CrimeNews #OdishaPolice #ConspiracyAllegation #OTV
ସୌମ୍ୟ ହତ୍ୟା ମାମଲା: ଆଜିଠୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ୍ ଟିମ୍, DSP ପାହ୍ୟାର ଅଫିସରଙ୍କୁ ତଦନ୍ତ ଭାର
#CrimeBranch #Odisha #soumyaranjanmurdercase #baliantamurder #GRPConstable #CrimeInvestigation #OTV
https://t.co/1eTS1ZodM9
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers





