Top Tweets for #joinbjd
ଜନସେବାରେ ତାଙ୍କର ଦୀର୍ଘ ଅନୁଭୂତି, ପ୍ରଶାସନିକ ଦକ୍ଷତା ଏବଂ ଓଡ଼ିଶାର ବିକାଶ ପ୍ରତି ଥିବା ଅଙ୍ଗୀକାର ଦଳକୁ ଆହୁରି ସଶକ୍ତ କରିବ। ଓଡ଼ିଶାର ସ୍ୱାଭିମାନ, ବିକାଶ ଓ ଜନକଲ୍ୟାଣର ଧାରାକୁ ଆଗେଇ ନେବା ପାଇଁ ଏହି ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
#bjd #Odisha #NaveenPatnaik #JoinBJD
#ବିଜେଡିରେ_ମିଶିଲେ_ସୁଜାତା
-ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ
-ନବୀନଙ୍କ ଉପସ୍ଥିତିରେ ସୁଜାତା ବିଜେଡିରେ ସାମିଲ
#SujataKartikeyan #JoinBJD #NaveenPatnaik #OdishaPolitics #OTV

@bjd_odisha ସଭାପତି ଶ୍ରୀ @Naveen_Odisha ଙ୍କ ନୀର୍ମଳ ଭାବମୂର୍ତ୍ତି, ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ କୃଷ୍ଣପ୍ରସାଦ ବ୍ଳକ ଗୁରୁବାଇ ଗ୍ରାମର ପ୍ରମୋଦ କୁମାର ଜେନା ଏବଂ କମଳାସିଂ ଗ୍ରାମର ନରେଶ ମାଝୀ ଭାରତୀୟ ଜନତା ପାର୍ଟି ( BJP ) ପରିତ୍ୟାଗ କରି ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।
#bjd #JoinBJD

ବିଜେପିକୁ ଝଟକା ଦେଲା ନବୀନଙ୍କ ଗୋଟି ଚାଳନା: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ହିଞ୍ଜିଳି ନିର୍ବାଚନମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି
https://t.co/DqfEEAmVLl
#Hinjili #NaveenPatnaik #BJPLeaders #JoinBJD
2/2..ନେତୃତ୍ୱରେ @bjd_odisha ରେ ସଭ୍ୟ ହୋଇ ଏକ ନୂଆ ବାଲେଶ୍ଵର ନିର୍ମାଣରେ ନିଜକୁ ସାମିଲ କରିବା.... ଜୟ ଜଗନ୍ନାଥ
#JoinBJD #DigitalMembership

ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ନେପୁରା ଗ୍ରାମରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ନଂ ଜୋନର ଦଳର ନେତୃବୃନ୍ଦଙ୍କ ସହ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ଅବସରରେ ।
#JoinBJD
#BijuJanataDal
#OdishaBJD #BJD
#Basta #baliapal

ବସ୍ତା ବ୍ଲକ ସଭାପତିଙ୍କ ବାସଭବନରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଦଳର ନେତୃବୃନ୍ଦଙ୍କ ସହ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ଅବସରରେ ।
#JoinBJD
#BijuJanataDal
#OdishaBJD #BJD
#Basta #baliapal

ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଯମୁନାଶୂଳ ଠାରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୪ନଂ ଜୋନର ଦଳର ନେତୃବୃନ୍ଦଙ୍କ ସହ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ଅବସରରେ ।
#JoinBJD
#BijuJanataDal
#OdishaBJD #BJD
#Basta #baliapal

ଆସନ୍ତୁ ଗର୍ବରେ କହିବା ଆମେ ବିଜୁ ଜନତା ଦଳର କର୍ମୀ ବୋଲି ।
ଓଡିଶାର ସେବା ପାଇଁ ସଦା ସର୍ବଦା ସମର୍ପିତ ବିଜେଡି କର୍ମୀ । ଆସନ୍ତୁ ସେବା ଓ ସମର୍ପଣର ଏହି ଧାରାକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବା ।
#JoinBJD #BJDWithOdisha #BJD4Odisha

ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ନେଇ ଶଙ୍ଖ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମାନୁଆଲ ଏବଂ ଡିଜିଟାଲ ସଦସ୍ୟ ସଂଗ୍ରହ ବାବଦରେ ଆଲୋଚନା କରିବା ଅବସରରେ ।
@Naveen_Odisha
@bjd_odisha
#JoinBJD #BJDWithOdisha
#BijuJanataDalOdisha
#BijuJanataDal
#OdishaBJD #BJD
#Basta #Baliapal

ଘରେ ଘରେ ପହଞ୍ଚିବେ ପ୍ରତିଟି କର୍ମୀ, ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଲୋକଙ୍କୁ ଦଳ ସହ ଯୋଡ଼ି ଓଡ଼ିଶାର ହକ୍ ଓ ଅଧିକାର ପାଇଁ ସ୍ୱର ଆହୁରି ଶାଣିତ କରିବେ।
#JoinBJD #BJDWithOdisha

ସେବା, ସ୍ୱାଭିମାନ ଓ ସଂଗ୍ରାମ ହେଉଛି ବିଜୁ ଜନତା ଦଳର ଆଦର୍ଶ । ଆସନ୍ତୁ, ଜନସାଧାରଣଙ୍କ ଭଲପାଇବାକୁ ପୁଞ୍ଜି କରି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେବା, କୋଟି ଓଡ଼ିଆଙ୍କ ସ୍ଵର ସାଜିବା ।
#JoinBJD
@Naveen_Odisha @bjd_odisha
ସେବା, ସ୍ୱାଭିମାନ ଓ ସଂଗ୍ରାମ ହେଉଛି ବିଜୁ ଜନତା ଦଳର ଆଦର୍ଶ। ଆସନ୍ତୁ ଆମେ ସମସ୍ତେ ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମା’ର ସେବକ।
#JoinBJD #BJDWithOdisha

Attended the Membership Drive meeting under Chikiti Assembly Constituency that was launched by Hon'ble @bjd_odisha President Sri @Naveen_Odisha at the Sankha Bhawan in Bhubaneswar on the auspicious occasion of Utkalamani Pandit Gopabandhu Das Jayanti today.
#JoinBJD, join the movement and stand with BJD to strengthen our collective efforts for Odisha’s development.

ବିକାଶ ଓ ଲୋକଙ୍କ କଲ୍ୟାଣ ହେଉଛି ବିଜୁ ଜନତା ଦଳର ସଙ୍କଳ୍ପ। ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ଓ ଜନ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ।
#JoinBJD #BJDWithOdisha

ସେବା, ସ୍ୱାଭିମାନ ଓ ସଂଗ୍ରାମ ହେଉଛି ବିଜୁ ଜନତା ଦଳର ଆଦର୍ଶ। ଆସନ୍ତୁ ଆମେ ସମସ୍ତେ ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମା’ର ସେବକ।
#JoinBJD #BJDWithOdisha

Extremely happy to take part in the Biju Janata Dal's statewide membership drive that was launched by party president Shri Naveen Patnaik on the occasion of the birth anniversary of Utkalmani Gopabandhu Das at Sankha Bhawan in Bhubaneswar on Wednesday. #JoinBJD #BJDwithOdisha

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀରେ କଟକ ସାରଳା ଭବନ ପରିସରରେ ବିଜୁ ଜନତା ଦଳ ର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ।
#JoinBJD #BJDWithOdisha
@Naveen_Odisha @bjd_odisha
Last Seen Hashtags on Sotwe
社会設計
Seen from United States
binor vc
Seen from United Kingdom
小圈微大
momsonn since:09-05-2026 filter:native_video
Seen from Brazil
omegle ometv ()+filter:native_video
Seen from Brazil
รับงานบางแสน
Seen from Thailand
momsonmoments
Seen from India
squashing
Seen from United States
药娘
Seen from Indonesia
nolimit https.
Seen from United States
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.1M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.8M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.1M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


































