Top Tweets for #mobou
Day 24/100 ✅
5 DSA problems solved 🧠
Total: 120 problems solved 💪
#100DaysOfCode #DSA #DynamicProgramming #JavaScript #ReactJS #WebDevelopment #FrontendDevelopment #CareerGrowth #OpenToWork #TechCommunity #LearningInPublic #DailyCoding #Unstoppable21 #MothersDay #MoBou

ମମତା ନଈରେ ସେ ସୁନା ବୋଇତ...
ଆକାଶରୁ ବଡ ଯାହାର ପଣତ
ଦେଶକୁ ନେତୃତ୍ୱ କରୁଛନ୍ତି ନାରୀଶକ୍ତି ।
#OperationSindoor
#MothersDay #MoBou
On her 10th Punya Tithi - falling on #MothersDay - I remember my beloved #MoBou.
She spoke little, but her #love was deep. Her #kindness, #courage, and #grace still guide us.
Let’s honour all mothers by living with: #Compassion. #Strength. #Grace.
Forever in our hearts!


ମାଟିରୁ ମହାକାଶ ଯାଏଁ ମହକ ଯାହାର ତା ପାଇଁ ଦିନଟିଏ କଣ ମନେଇବା !!
ସେ ତ ଜୀବନରେ ସବୁ ଜୁଆରକୁ ଲଙ୍ଘିବାର ଯୁ ଭରେ ମନରେ
ଆତ୍ମିକ ଯୁଦ୍ଧ ସର୍ବଜୟୀ ନିମନ୍ତେ ଯିଏ ସଂସାରରେ ଏକମାତ୍ର ସାହାରା
ସେ ନିଶ୍ୱାସର ସବୁ ଦିନ ନିଃସଙ୍କୋଚରେ ନେଇଯାଉ ନା 🙏
Happy mother's day world😘😇
#MoBou #WCDOdisha #MothersDay

ମାଁ" ତୁମକୁ ମୋର କୋଟିକୋଟି ପ୍ରଣାମ 🙏
ମୋମାଆ ପାରାଲେଶିସ ରେ ଦୀର୍ଘ 17 ବର୍ଷ ହେଲାଣି ପୀଡ଼ିତ କିନ୍ତୁ ଗୋଟେ ଦିନବି ଅନୁଭବ କରିବାକୁ ଦେଇନି କି ଦେବାକୁ ଚାହେଁନି ସେଜଣେ ରୋଗୀବୋଲି,
ମାଁ ତୁମେଏବେ ମୋରଗୋଟିଏ ଛୋଟ
ସନ୍ତ���ନ;ବଞ୍ଚିଥିବାପର୍ଯ୍ୟନ୍ତ କେବେହେଳା କରିବିନିସେବା ତୁମର 🙏💐🙏
#MoBou
#WCDOdisha
#HappyMothersDay🙏🙏

ମୋ "ମା"ପରି କେହି ନାହିଁ
ଧାରାରେ ଜନ୍ମ ନେଲି ତା'ପାଇଁ
ସ୍ୱର୍ଗୀୟ ଅନୁଭୁତିର ପଣତରେ
ବିତିଯାଏ ଜୀବନ ଆନନ୍ଦରେ ।
#MoBou #WCDOdisha #MothersDay @WCDOdisha

ମଦର��ସ ଡେ ସେଲ୍ଫି କଣ୍ଟେଷ୍ଟ୍
ମାତ୍ର ଆଉ ଗୋଟିଏ ଦିନ ବାକି!
କଣ୍ଟେଷ୍ଟ୍ ରେ ଭାଗ ନେବା ପାଇଁ
ମା’ଙ୍କ ସହ ବଢ଼ିଆ ସେଲ୍ଫି ନିଅନ୍ତୁ ଓ ମା'ଙ୍କ ପାଇଁ ମନର�� ଦୁଇପଦ କଥା ଲେଖି #MoBou #WCDOdisha #SelfiewithMother ଓ #MothersDay ହ୍ୟାସ୍ଟ୍ୟାଗ୍ ସହ ୧୦ ମଇ ସକାଳ ୬ଟା ପୂର୍ବରୁ ପୋଷ୍ଟ୍ ସେୟାର କରନ୍ତୁ।
ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍ ସରିବାକୁ ମାତ୍ର ଆଉ ଗୋଟିଏ ଦିନ ଅଛି । ତାହେଲେ ଡେରି କାହିଁକି? ମା’ଙ୍କ ପାଇଁ କିଛି ମନଛୁଆଁ କଥା ଲେଖି #MoBou #WCDOdisha #SelfiewithMother ଓ #MothersDay ହ୍ୟାସ୍ଟ୍ୟାଗ୍ ସହ ଫଟାଫଟ୍ ପୋଷ୍ଟ୍ କରନ୍ତୁ ମା’ଙ୍କ ସହ ନିଜର ଫେବ୍ରାଇଟ୍ ସେଲ୍ଫି । ବେଷ୍ଟ୍ ସେଲ୍ଫି ପାଇଁ ରହିଛି ଗିଫ୍ଟ ହାମ୍ପର୍ସ ।

ମାଁ ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବାର ଏକ ସମ୍ପୂର୍ଣ୍ଣ ଭାଷା।ଏହା ଏତେ ସରଳ ଯେ ସର୍ବହରା,ଅନ୍ଧ,ଛୋଟା,କାହ୍ଲା ପୁଅ ପାଇଁ ମଧ୍ୟ ବଞ୍ଚିବା ର ସାହାରା ଏବଂ ଅଭିପ୍ରେରଣା ସାଜେ।ମୁଁ ତ କହିବି ସମ୍ପର୍କ ସ୍ଥାପନ କରିବାର ଯଦି ଏକ ମୂଳଦୁଆ ଥାଏ ତାହା ହେଉଛି ନିଃସ୍ଵାର୍ଥପର ଭାବନା।ଏହା କେବଳ ମାଁ ଠାରେ ହିଁ ଅଛି। #WCDOdisha #MoBou #MothersDay

ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍
ମା’ଙ୍କ ସହ ସେଲ୍ଫି ଉଠାଇ ତାଙ୍କ ପାଇଁ ସ୍ନେହଭରା ଦୁଇପଦ ଲେଖି ୧୦ ମଇ ସକାଳ ୬ଟା ସୁଦ୍ଧା ଆମ ଆକାଉଣ୍ଟକୁ ଟ୍ୟାଗ୍ କରି ନିଜର ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରନ୍ତୁ। ବିଜେତାଙ୍କ ପାଇଁ ରହିଛି ଆକର୍ଷଣୀୟ ପୁରସ୍କାର। #MoBou #WCDOdisha ଓ #MothersDay ହ୍ୟାସ୍ଟ୍ୟାଗ୍ ବ୍ୟବହାର କରି ପୋଷ୍ଟ ସେୟାର କରନ୍ତୁ।
ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍
ମା’ଙ୍କ ସହ ଜଲଦି ଜଲଦି ନିଜର ବେଷ୍ଟ୍ ସେଲ୍ଫି ଉଠାଇ ସ୍ନେହ ସରାଗରେ ମା’ଙ୍କ ପାଇଁ ଦୁଇପଦ ଲେଖି ୧୦ ମଇ ସକାଳ ୬ଟା ସୁଦ୍ଧା ଆମର ଆକାଉଣ୍ଟକୁ ଟ୍ୟାଗ୍ କରି ନିଜର ସୋସିଆଲ୍ ମିଡ଼ିଆରେ ପୋଷ୍ଟ ସେୟାର କରନ୍ତୁ। #MoBou #WCDOdisha #SelfieWithMother ଓ #MothersDay ହ୍ୟାସ୍ଟ୍ୟାଗ୍ ବ୍ୟବହାର କରନ୍ତୁ।

ମଦର୍ସ ଡେ' ସେଲ୍ଫି କଣ୍ଟେଷ୍ଟରେ
ମା'ଙ୍କ ସହ ସେଲ୍ଫି ନିଅନ୍ତୁ, ମନରୁ ଦୁଇପଦ ଲେଖି #MoBou #SelfieWithMother #WCDOdisha ଓ #MothersDay ହ୍ୟାସ୍ ଟ୍ୟାଗ୍ ସହ ୧୦ ମଇ ସକାଳ ୬ଟା ମଧ୍ୟରେ ଟୁଇଟ୍ କରନ୍ତୁ।
ଶ୍ରେଷ୍ଠ ବିବେଚିତ ୩ଟି ସେଲ୍ଫିକୁ ମିଳିବ ଆକର୍ଷଣୀୟ ପୁରସ୍କାର!
#ContestAlert #Mothersday2025

📢ମଦର୍ସ ଡେ' ସେଲ୍ଫି କଣ୍ଟେଷ୍ଟ୍: ମା’ଙ୍କ ସହ ସେଲ୍ଫି ଉଠାଇ ତାଙ୍କ ବିଷୟରେ ଦୁଇ ପଦ ଲେଖନ୍ତୁ । #MoBou, #SelfiewithMother, #WCDOdisha ଓ #MothersDay ହାସଟ୍ୟାଗକୁ ବ୍ୟବହାରକରି ୧୦ ମଇ ସକାଳ ୬ଟା ସୁଧା ଆମର ଆକାଉଣ୍ଟକୁ ଟ୍ୟାଗ୍ କରି ନିଜର ସୋସିଆଲ୍ ମିଡ଼ିଆରେ ପୋଷ୍ଟ ସେୟାର କରନ୍ତୁ ଏବଂ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲଞ୍ଚ କରିଛନ୍ତି 'ମଦର୍ସ ଡେ' ସେଲ୍ଫି କଣ୍ଟେଷ୍ଟ୍'।
ମା’ଙ୍କ ସହ ସେଲ୍ଫି ଉଠାଇ ତାଙ୍କ ବିଷୟରେ ଦୁଇ ପଦ ଲେଖନ୍ତୁ ଏବଂ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର।
Use Mandatory Hashtags-
#MoBou #SelfiewithMother #WCDOdisha #MothersDay

📢ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍: ମା’ଙ୍କ ସହ ସେଲ୍ଫି ଉଠାଇ ତାଙ୍କ ବିଷୟରେ ଦୁଇ ପଦ ଲେଖନ୍ତୁ । #MoBou, #SelfiewithMother, #WCDOdisha ଓ #MothersDay ହାସଟ୍ୟାଗକୁ ବ୍ୟବହାରକରି ୧୦ ମଇ ସକାଳ ୬ଟା ସୁଧା ଆମର ଆକାଉଣ୍ଟକୁ ଟ୍ୟାଗ୍ କରି ନିଜର ସୋସିଆଲ୍ ମିଡ଼ିଆରେ ପୋଷ୍ଟ ସେୟାର କରନ୍ତୁ ଏବଂ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାନ୍ୟବ��� ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲଞ୍ଚ କରିଛନ୍ତି ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍। ମା’ଙ୍କ ସହ ସେଲ୍ଫି ଉଠାଇ ତାଙ୍କ ବିଷୟରେ ଦୁଇ ପଦ ଲେଖନ୍ତୁ ���ବଂ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର।
#MoBou #SelfiewithMother #WCDOdisha #MothersDay @PravatiPOdisha @CMO_Odisha
ମା’ ହେଉଛନ୍ତି ସୃଷ୍ଟି ଓ ସ୍ରଷ୍ଟା । ମା’ର ମମତା ଅତୁଲ୍ୟ । ଏହି ଅତୁଲ୍ୟ ସ୍ନେହକୁ ସମ୍ମାନ ଜଣାଇ @WCDOdisha ପକ୍ଷରୁ ୬ ରୁ ୧୦ ମଇ ସକାଳ ୬ଟା ପର୍ଯ୍ୟନ୍ତ, ଆୟୋଜିତ ହେଉଛି ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟ୍ ।
ମା’ଙ୍କ ସହ ସେଲ୍ଫି ଉଠାଇ, ମା'ଙ୍କ ବିଷୟରେ ଦୁଇ ପଦ ଲେଖି Facebook, Instagram ଓ X (Twitter) ରେ #MoBou, #WCDOdisha, #Mothersday, #SelfiewithMother ଟ୍ୟାଗ କରି ପୋଷ୍ଟ୍ କରନ୍ତୁ ।
ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ, ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ���ବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷ���ା କରି ମେ ୧୧ ତାରିଖ ବିଶ୍ୱ ମାତୃଦିବସ ଅବସରରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ବିଜେତାଙ୍କ ଫୋଟୋ ବିଭାଗର ଅଫିସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯିବ ।
ମାଙ୍କ ଅବଦାନକୁ ସମ୍ମାନ ଜଣାଇ ଆୟୋଜିତ ଏହି ସ୍ୱାଗତ ଯୋଗ୍ୟ ପଦକ୍ଷେପ ପାଇଁ ମୁଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।
Use Mandatory Hashtags while posting: #MoBou, #SelfiewithMother, #WCDOdisha, #MothersDay
🗓️ ମେ ୧୧ ତାରିଖ
📍ଏକାମ୍ର ହାଟ ଠାରେ
🏆ସମସ୍ତ ପ୍ଲାଟ୍ଫର୍ମରୁ ଟପ୍ ୩ ପୋଷ୍ଟ ଜିତିବେ ଆକର୍ଷଣୀୟ ପୁରସ୍କାର
This Mother's Day show your creativity with affection.
#ContestAlert #MothersDayContest

Last Seen Hashtags on Sotwe
momson()****** filter:videos
Seen from Canada
montok
Seen from Malaysia
情趣内衣
Seen from Japan
sissy
Seen from United States
国漫女神
รับงานบางปะกง
Seen from Thailand
momson(******)**************************************+filter:native_video
Seen from Brazil
momson(()) filter:videos
Seen from United States
Teenagee #momson() +filter:native_video
Seen from United States
teenager
Seen from Argentina
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.1M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.2M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.1M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers



















