Top Tweets for #odraf
କନାକୁଣ୍ଡରେ ବୁଡ଼ି ନିଖୋଜ ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ସାକୋବାହାଲ ଘାଟରୁ ଉଦ୍ଧାର
#Kanakund #Sundargarh #IbRiver #DrowningTragic #BodyRecovered #OdishaFireServices #ODRAF #SundargarhNews #SambadDigital
https://t.co/whFJFjSLpv
କାହ୍ନା କୁଣ୍ଡରେ ଭାଇ ଆଖି ଆଗରେ ଭାସିଗଲା ଭଉଣୀ, ସର୍ଚ୍ଚ ଅପରେସନ ଜାରି ରଖିଛି ଓଡ୍ରାଫ ଟିମ୍
#KahnaKunda #ODRAF #SearchOperation #OdishaNews #DrowningIncident #MissingGirl #WaterTragedy #RescueOperation #KahnaKundaIncident #OdishaRescue #DrowningNews #RescueTeam #Sundargarh #News7Odia
#କାହ୍ନାକୁଣ୍ଡରେ_ମହିଳା_ନିଖୋଜ
ସୁନ୍ଦରଗଡ଼: କାହ୍ନାକୁଣ୍ଡରେ ମହିଳା ନିଖୋଜ ଘଟଣା
ଦ୍ବିତୀୟ ଦିନ ପାଇଁ ଆରମ୍ଭ ହେଲା ସର୍ଚ୍ଚ ଅପରେସନ
ଘଟଣାସ୍ଥଳରେ ପହଁଚିଲା ଓଡ୍ରାଫ ଓ ଅଗ୍ନିଶମ ବିଭାଗ
ଗତକାଲି ୪ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଆସିଥିଲେ
ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ ମହିଳା
#Sundargarh #Kahnakund #MissingWoman #ODRAF #FireService #SearchOperation #OdishaNews #BreakingNews

#ନଦୀରେ_ଭାସିଯାଇ_ଜଣେ_ନିଖୋଜ
ଲାଞ୍ଜିଗଡ଼: ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନଦୀରେ ନିଖୋଜ
ହାତୀ ଓ ଉଦନ୍ତୀ ନଦୀର ମୁହାଣରେ ଗତକାଲିଠୁ ଘଟିଛି ଅଘଟଣ
ନିଖୋଜ ବ୍ୟକ୍ତି ସାପସିଲେଟ ଗାଁର ବୁଦୁ ପରାଭୋଇ ସୂଚନା
ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛି
#Lanjigarh #Kalahandi #Odisha #ODRAF #RiverRescue #MissingPerson #ArgusNews

ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ଓ କାଙ୍କୁରୁକୋଣ୍ଡା ପୋଲ, ୩ ଫୁଟ୍ ଉଚ୍ଚରେ ବନ୍ୟାଜଳ #MalkangiriFlood #MalkangiriRain #PotteruBridge #KankurukondaBridge #NH326 #FloodAlert #HeavyRain #OdishaFlood #Kalimela #FloodSituation #ODRAF #RainAlert
#୩୬_ଘଣ୍ଟା_ପରେ_ମିଳିଲା_ନିଖୋଜ_ଅଟୋ_ଚାଳକଙ୍କ_ମୃତଦେହ!
ଲିଙ୍ଗିପୁର କୁଆଖାଇ ନଦୀରୁ ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଠାବ କରାଯାଇଛି। ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ (ODRF) ଟିମ୍ ମିଳିତ ଭାବେ ଶବକୁ ଉଦ୍ଧାର କରିଛନ୍ତି।
#Bhubaneswar #Lingipur #Odraf #Odisha #ArgusNews #Tragedy
@IPR_Odisha @SecyChief @CMO_Odisha @GaneshRamBJP @dr_kcmahapatra @rdmodisha @SRC_Odisha ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ବଡସାହି ବ୍ଲକର ଉତ୍ତରପାଳ-ଧନପାଳ ଅଞ୍ଚଳରୁ ଜଣେ ବୃଦ୍ଧା ମହିଳାଙ୍କୁ ଓଡ୍ରାଫ୍ ଦଳ ପକ୍ଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
#Mayurbhanj #ODRAF #FloodResponse #RescueOperation #DisasterManagement
ଭଦ୍ରକ: ବନ୍ୟା ବେଳେ ଜଳବନ୍ଦୀ ତଳିଆ ବିଦ୍ୟାଳୟ...ଲୋକଙ୍କୁ ଆଶ୍ରୟ ଦେଉଥିବା ବିଦ୍ୟାଳୟ ନିଜେ ଖୋଜେ ସୁରକ୍ଷା...ନିଜେ ପାଣି ଘେରରେ ଥିବା ବିଦ୍ୟାଳୟ ଲୋକଙ୍କୁ କିଭଳି ରଖିବ ସୁରକ୍ଷିତ
#BhadrakFlood #OdishaFloods #FloodShelter #SchoolAsShelter #ODRAF #OTV
🌊 Odisha flood situation improves as major rivers recede
4.94 lakh evacuated, 957 relief centres operational
⚠️ Over 1 lakh still affected in Bhadrak, Jajpur, & more
#Watch: https://t.co/hOD0wrl8Bd
#Odisha #Floods #Bhadrak #Jajpur #Kendrapada #SureshPujari #NDRF #ODRAF #Bhubaneswar #CNBCTV18Digital
କୋଇଲେଖା ଗ୍ରାମର ଗର୍ଭବତୀ ମହିଳା ତୃପ୍ତିମୟୀ ନାୟକଙ୍କୁ ODRAF ଟିମ୍ ସଫଳତାର ସହ ଉଦ୍ଧାର କରି ଆରଡ଼ି PHCରେ ଭର୍ତ୍ତି କରାଇଛନ୍ତି। ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଣ ପ୍ରତି ପ୍ରଶାସନର ପ୍ରତିବଦ୍ଧତାର ଏହା ଏକ ଉଦାହରଣ।
#Odisha #FloodResponse #ODRAF #RescueOperation #DisasterManagement
@CMO_Odisha @RabiNaikBJP @SRC_Odisha @rdmodisha @OdishaFS @DM_Bhadrak
ପଟ୍ଟାମୁଣ୍ଡାଇରେ ଓଡ୍ରାଫ୍ଟ ଟିମ୍। କୁଳଶାହିରେ ଫସି ରହିଥିବା ୩୦୦ ଛାତ୍ର ଛତ୍ରୀଙ୍କୁ କରାଯିବ ଉଦ୍ଧାର
#Pattamundai #OdishaFlood #StudentRescue #ODRAF #FloodRescue #Aali #Kendrapara #OTV
ଜେନାସାହି, ଗୋବିନ୍ଦପୁର ଗ୍ରାମପଞ୍ଚାୟତ, ତିହିଡ଼ିରେ ସାପ କାମୁଡ଼ାର ଶିକାର ଜଣେ ବ୍ୟକ୍ତିଙ୍କୁ #ODRAF ଟିମ୍ ସୁରକ୍ଷିତ ଉଦ୍ଧାର କରି ତୁରନ୍ତ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତରିତ କରିଛନ୍ତି।
ବିପଦ ସମୟରେ ଜୀବନ ରକ୍ଷା ପାଇଁ ତତ୍ପର ଓ ସମନ୍ୱିତ ଉଦ୍ଧାର କାର୍ଯ୍ୟ ଜାରି ରହିଚି I
@CMO_Odisha @SecyChief @HFWOdisha @IPR_Odisha

#ODRAF team safely evacuated stranded students of an Ashram School in Kendrapara district, ensuring their safety and timely movement to a secure location.
ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତାର ହାତ ନେଇ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚୁଛି #ODRAF, #NDRF ଓ ଅଗ୍ନିଶମ ବାହିନୀ ଦଳ।
@CMO_Odisha @SecyChief @ndmaindia @IPR_Odisha
ଭଦ୍ରକ ଜିଲ୍ଲାର ଧାମନଗର ତହସିଲରେ ବନ୍ୟା ପ୍ରଭାବିତ ଅଞ୍ଚଳରେ #ODRAF ଓ ଅଗ୍ନିଶମ ବାହିନୀର ତ୍ୱରିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
@CMO_Odisha @SecyChief @ndmaindia @IPR_Odisha
MUDDA | ବନ୍ୟା ବେଳର ଦେବଦୂତ | Odisha Flood Heroes | PrameyaNews7 #OdishaFlood #FloodHeroes #firefighters #ODRAF #NDRF #AirForce #Army #OdishaFloodHeroes #FloodRescue #FloodRelief #DisasterResponse #RescueOperation #OdishaDisaster #FloodCrisis #UnsungHeroes #HumanityFirst #FloodUpdate
୫ ଦିନ ହେଲା ତାଳ ଗଛକୁ ଧରି ଲାଖିଥିଲେ, ବଞ୍ଚାଇଦେଲେ ଓଡରାଫ୍ ଟିମ୍
#Bhadrak #Odisha #Flood #RescueinFlood #ODRAF
https://t.co/6saYWdWSwr
ସୁ ସୁ ଗର୍ଜୁଛି ଉଛୁଳା ନଦୀ । ହେଲେ ଏହି ସମୟରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହେବାରୁ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରିଛନ୍ତି। ଗର୍ଭବତୀଙ୍କୁ ଉଛୁଳା ନଦୀ ପାର୍ କରିଥିବା ବେଳେ ତାଙ୍କୁ କଟକ ରେଫର କରାଯାଇଛି।
#ODRAF #PregnantWoman #RescueOperation #FloodRescue #RagingRiver #OTV
#ବନ୍ୟାରେ_ବେହାଲ_ବାଲେଶ୍ୱର
ବନ୍ୟା ଜଳରେ ବାଲେଶ୍ୱରର ବଇଁଚା ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ। ସ୍ଥିତି ଗମ୍ଭୀର ହେବାରୁ ପହଞ୍ଚିଛି ଓଡ୍ରାଫ୍ ଟିମ୍। ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
#Balasore #OdishaFlood #FloodSituation #ODRAF #RescueOperation #FloodRescue #ArgusNews #FloodUpdate
ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବୋଟରେ ଯାନ୍ତ୍ରିକ ତ୍ରୁଟି। ପ୍ରାୟ ୧୫ ମିନିଟ୍ ଅଟକିଲା ବୋଟ୍
#OdishaCM #MohanCharanMajhi #OdishaFlood #BoatStuck #ODRAF #FloodVisit #OTV
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
















