Top Tweets for #ollc
ଭାରତୀୟ ଦର୍ଶନ ଓ ଆଧ୍ୟାତ୍ମିକ ଚେତନାକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇଥିବା ପ୍ରେରଣାର ଅଫୁରନ୍ତ ଉତ୍ସ, ମହାନ ଦାର୍ଶନିକ ତଥା ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧି ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି।
#SwamiVivekananda #DeathAnniversary #tribute #culture #Odisha #OLLC

"ଲୋକ ରଞ୍ଜନୀ" ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ବରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
#culture #odishaculture #Odisha #BargarhDistrict #CulturalProgram #OLLC

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ନେଇ ଆଜି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।
#culture #odishaculture #Odisha #ReviewMeeting #OLLC

୧୪ ଦିନର ସାଂସ୍କୃତିକ ଯାତ୍ରା ତଥା 'ଓଡ଼ିଆ ପକ୍ଷ-୨୦୨୬' ଉଦ୍ଯାପନୀ ଉତ୍ସବର କିଛି ଖବର ସମ୍ବାଦ ପତ୍ର ପୃଷ୍ଠାରେ ।
#OdiaPakhya2026 #ଓଡ଼ିଆପକ୍ଷ୨୦୨୬ #culture #Odisha #odishaculture #OdiaAsmita #OLLC

#ଓଡ଼ିଆ_ପକ୍ଷ_୨୦୨୬ ରାଜ୍ୟବ୍ୟାପୀ ପାଳିତ ହେବ l
#ଆଉ ମାତ୍ର ୮ ଦିନର ଅପେକ୍ଷା l
#ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ,ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ l
#culture #Odisha #ଓଡ଼ିଆ #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #odishaculture #OLLC

ଆସୁଛି ଆମ ସଂସ୍କୃତି ଓ ପରମ୍ପରାର ମହୋତ୍ସବ 'ଓଡ଼ିଆ ପକ୍ଷ-୨୦୨୬', ଆଉ ମାତ୍ର ୧୦ ଦିନର ଅପେକ୍ଷା l
ତାରିଖ: ଏପ୍ରିଲ ୧ ରୁ ୧୪
#culture #odishaculture #Odisha #odiapakhya2026 #Odishatradition #ଓଡ଼ିଆ #OLLC

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରେ ଚିତ୍ରାଙ୍କନ ପ୍ରତିଯୋଗିତା ଅୟୋଜିତ ହେବା ସହିତ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।
#culture #odia #Odisha #LalitKalaAkademi #artcompetition #odishaculture #OLLC
୨୦୧୪ ମସିହା ଆଜିର ଦିନରେ ଓଡ଼ିଆ ଭାଷାକୁ 'ଶାସ୍ତ୍ରୀୟ ଭାଷା'ର ମାନ୍ୟତା ମିଳିଥିଲା । ଆସନ୍ତୁ,ଏହି ଐତିହାସିକ ଦିନରେ ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରିବା l
#culture #ଓଡ଼ିଆ #odia #ClassicalLanguage #Odisha #odishaculture #OLLC

ନାରୀ ହେଉଛି ସଶକ୍ତ, ସାମର୍ଥ୍ୟବାନ ଓ ପ୍ରଗତିଶୀଳ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ "ନାରୀର ସାମର୍ଥ୍ୟ ଓ ପରିସର" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
#culture #Odisha #WomensDay2026 #statemuseum #OLLC

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଅଭିନବ ପ୍ରୟାସ କୋଲକାତାରେ ଓଡ଼ିଶା ଉତ୍ସବ - ୨୦୨୬ l
#culture #Odisha #kolkata #odishautsav #ଓଡ଼ିଶା_ଉତ୍ସବ #OdiaCulture #OLLC
#କ୍ୟାନ୍ଭାସ୍ ପରେ: କଳାର ନୂଆ ପରିଚୟ ୨୦୩୬ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ହେଉଛି 'ଜାତୀୟ କଳା ସମ୍ମିଳନୀ-୨୦୨୬' ।
#culture #odia #odishaculture #art #Odisha #OLLC
ଭୁବନେଶ୍ବର ଆସୁଛନ୍ତି ସୁର ସମ୍ରାଟ ପଦ୍ମଶ୍ରୀ ହରିହରନ।
ସ୍ଥାନ : ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ସମୟ : ୪ ମାର୍ଚ୍ଚ, ୨୦୨୬ (ବୁଧବାର) ସନ୍ଧ୍ୟା ୬.୩୦ ଘଟିକା
#culture #culturalprogramme #PadmaShri #hariharan #vrindabanmahotsav #Bhubaneswar #odishaculture #Odisha #odia #OLLC
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ଚିତ୍ରକଳା ସମ୍ମିଳନୀ "କ୍ୟାନ୍ଭାସ୍ ପରେ: କଳାର ନୂଆ ପରିଚୟ ୨୦୩୬" । ଏହି ଦୁଇ ଦିନିଆ ସମ୍ମିଳନୀକୁ ଆପଣ ମାନଙ୍କୁ ସାଦର ନିମନ୍ତ୍ରଣ l
#culture #odia #odishaculture #odisha #LalitKalaAkademi #OLLC

କଳିଙ୍ଗ ମାଟିର ଜଣେ ମହାନ ଯୋଦ୍ଧା, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି l
#culture #odisha #VeerSurendraSai #odishapride #freedomfighters #OLLC

ଦେଶର ପ୍ରତିଷ୍ଠିତ ସମ୍ବାଦ ପତ୍ରିକା ‘Outlook’ (୧ମାର୍ଚ୍ଚ, ୨୦୨୬ ସଂଖ୍ୟା) ରେ ଓଡ଼ିଶାର ସାଂସ୍କୃତିକ ପୁନର୍ଜାଗରଣ ସଂପର୍କିତ ଆଲେଖ୍ୟ ।
#culture #OdiaCulture #odishaculture #Outlook #magazine #ଓଡ଼ିଆ #odia #Odisha #OLLC

ଓଡ଼ିଆ ଭାଷା ଓ ସାହିତ୍ୟର ଅନନ୍ୟ ଗୌରବ, ସାରସ୍ୱତ ସାଧକ ତଥା ସାହିତ୍ୟିକ ମନୋଜ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
#culture #odia #PadmaBhushan #ManojDas #odiapoeter #writer #OdiaLiterature #ଓଡ଼ିଆ #odishaculture #OdishaPride #Odisha #OLLC

ଫେବୃଆରୀ ୨୭ ରିଖରେ ଆଦର୍ଶ ଶିକ୍ଷାବିତ୍ ଓ ସମାଜ ସଂସ୍କାରକ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଯାଉଛି। ଏହି ପବିତ୍ର ମୁହୂର୍ତ୍ତରେ ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ।
#culture #odiaculture #odishaculture #AcharyaHarihar #panchasakha #odishapride #ଓଡ଼ିଆ #odia #Odisha #OLLC

ପୁରୀରେ ଆୟୋଜିତ ହେବାକୁ ଥିବା 'ଓଡ଼ିଶୀ ଆସର' କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ନିମନ୍ତ୍ରଣ ।
#culture #Odisha #culturalprogram #puri #odishaculture #odiaculture #odia #ଓଡ଼ିଆ #OLLC

ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ କେବଳ ଜଣେ ଶାସକ ନଥିଲେ, ସେ ଥିଲେ ଗରିବ ଅସହାୟଙ୍କ ବନ୍ଧୁ l ଆଜି ତାଙ୍କ ପୁଣ୍ୟ ତିଥିରେ ସେହି ମହାନ ଜନନାୟକଙ୍କ ସ୍ମୃତି ଚାରଣ ପୂର୍ବକ କୋଟି କୋଟି ପ୍ରଣାମ l
#culture #OdishaPride #RajendraNarayanSinghDeo #Odisha #odia #PatnaMaharaja #OLLC

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers









