Top Tweets for #rainInOdisha
ଖୋଲିଲା ରେଙ୍ଗାଳି ଡ୍ୟାମର ତୃତୀୟ ଗେଟ୍
#Sambad #Anugul #RengaliDam #RaininOdisha #OdishaNews
https://t.co/c14KeyFZE1
ବର୍ଷାରେ ଭିଜୁଛି ସାରା ଓଡ଼ିଶା । କଟକରେ ବର୍ଷା କାଚୁଛି।
#Cuttack #OdishaRain #BayOfBengal #LowPressure #MonsoonUpdate #WeatherAlert #RainInOdisha #OTV
#ଟ୍ବିନ_ସିଟିରେ_ବର୍ଷା
-ଗରମ ଗୁଳୁଗୁଳିରୁ ଆଶ୍ବସ୍ତି; ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ
-ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଲା ଟ୍ବିନ ସିଟି
-ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ
#TwinCityRain #BhubaneswarRain #CuttackRain #MonsoonRelief #RainInOdisha #HeavyRain #OTV

ଆଜିଠୁ ତିନି ଦିନ ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଆସନ୍ତା ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ | ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ #OdishaWeather #Thunderstorm #YellowAlert #Kalbaisakhi #IMDOdisha #RainInOdisha #WeatherUpdate #prameyanews7
ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ। ସେପଟେ ପ୍ରବଳ ଗୁଳୁଗୁଳି ନେଇ ବି ସତର୍କ କରାଇଛି ପାଣିପାଗ ବିଭାଗ ।
#OdishaWeather #Thunderstorm #YellowAlert #Kalbaisakhi #IMDOdisha #RainInOdisha #WeatherUpdate #OTV
ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | Today Weather Forecast... #OdishaWeather #RainInOdisha #IMDBhubaneswar #LowPressureBayOfBengal #OdishaRain #prameyanews7
Odisha Weather Update | ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବର୍ଷା । ବର୍ଷା ସହ ବଜ୍ରପାତ ମଧ୍ୟ ଜାରି ରହିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।
#OdishaWeather #RainForecast #Thunderstorms #OdishaUpdate #WeatherAlert #RainInOdisha #MeteorologicalUpdate # OdishaNews #WeatherWarning #ClimateUpdate #prameyanews7
ભારે વાવાઝોડા સાથે વરસ્યો ધોધમાર વરસાદ, ઓડિશાના પુરી અને ભુવનેશ્વરમાં બદલાયો મોસમનો મિજાજ
#heavyrain #cyclone #Odisha #raininodisha #trendingvideo
ପୁଣି ଲଘୁଚାପ, ୭ ଦିନ ଯାଏଁ ଲାଗି ରହିବ ବର୍ଷା
#OdishaWeather #weather #WeatherUpdate #TodayWeatherNews #rainnews #RainInOdisha
https://t.co/wziv25hjQj
ଘୂର୍ଣ୍ଣିବଳୟ ରୂପ ନେବ ଲଘୁଚାପ; ୪୮ ଘଣ୍ଟା ପ୍ରବଳ ବର୍ଷା ପାଇଁ ଏସବୁ ଜିଲ୍ଲାକୁ ସତର୍କତା
#RainInOdisha #ODISHARAINUPDATE #IMDODISHA #ଓଡ଼ିଶା #ବର୍ଷା #ODISHAWEATHER #HEAVYRAINALERT #ETVBharatOdisha
https://t.co/EYLGbTMbYE
କାଲିଠୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
#RainAlert #odishaweather #raininodisha #rain #weather #IMD #ETVBharatOdisha https://t.co/2oz0RTccqj
ପୁଣି ଏକ ଘୁର୍ଣ୍ଣିବଳୟ ! ଏହି ଦିନ ଠାରୁ ବଢ଼ିବ ବର୍ଷା
#weather #OdishaWeather #RainInOdisha #WeatherUpdate #TodayWeather #ETVBharatOdisha #HeavyRainfall #RainAlert
https://t.co/j7JQyjJ6fq
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟରେ ଆଗାମୀ ୫ଦିନ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
#OdishaWeather #WeatherUpdate #Rain #LowPressure #RaininOdisha #ETVBharat #ETVBharatOdisha https://t.co/8W1glfy6Ci
୨୪ରେ ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ କେତେ ରହିଛି ପ୍ରଭାବ ?
#ETVBharatOdisha #OdishaNews #Weather #WeatherNews #Lowpressure #RainInOdisha #OdishaWeather #IMD

ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ, 24 ଓ 25 ପ୍ରବଳରୁ ଅତି ପ୍ରବଳ ବର୍ଷା
#ETVBharatOdisha #IMD #WeatherNews #RainInOdisha #Monsoon
#OdishaWeather https://t.co/GIvtYquaY6
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
#ETVBharatOdisha #WeatherNews #Lowpressure #RainInOdisha
#OdishaWeather #HeatWave https://t.co/Dpk04aTExx
୩୧ରୁ ବର୍ଷା ସମ୍ଭାବନା : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାନେଇ କହିଲା ପାଣିପାଗ ବିଭାଗ @SakalaNews https://t.co/wVycvt0H8q #raininodisha #WeatherUpdate #weatheralert #Odisha
ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି
#weather #raininodisha #WeatherForecast

Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






