Top Tweets for #rescueRahul
#ଡିସଚାର୍ଜ_ହେବ_ରାହୁଲ
ମେଡିକାଲ୍ ଚିକିତ୍ସା ପରେ ସୁଧୁରୁଛି ମୃତ୍ୟୁଞ୍ଜୟ ବାଳକ ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା। ଖେଳିବା ସହ ଚାଲିବା ଆରମ୍ଭ କଲାଣି ରାହୁଲ୍। ଖୁବ୍ ଶୀଘ୍ର ରାହୁଲ୍ ମେଡିକାଲ୍ ଛାଡିବ ବୋଲି କହିଲେ ଡାକ୍ତର... #Otv #India #Chhattisgarh #RahulSahu #RescueOperation #RescueRahul #RahulBorewellRescue
#ରାହୁଲ୍_ହସିଲା
ମରଣ ମୁହଁରୁ ବଞ୍ଚି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ରାହୁଲ୍ ସାହୁ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏବେ ରାହୁଲ୍ ଭଲ କରି ଖାଇବା ସହ ହସିବା ଆରମ୍ଭ କଲାଣି... ଜୟ ଜଗନ୍ନାଥ... #Otv #India #Chhattisgarh #RahulSahu #Borewell #RescueOperation #RescueRahul #RahulBorewellRescue #RahulTreatment

#ମୁଁ_ରାହୁଲକୁ_କାଢିଥିଲି
ରାହୁଲ୍ ପାଇଁ ମୁଁ ଜୀବନକୁ ବାଜିରେ ଲଗାଇ ଦେଇଥିଲି। ଗାତ ଭିତରେ ପଶି ରାହୁଲକୁ କାଢିଲା ବେଳେ ମୁଁ ଡରି ନଥିଲି। ସାହାସ ଜୁଟାଇ ରାହୁଲକୁ ବାହାରକୁ କାଢିଥିଲି... #Otv #India #Chhattisgarh #RahulSahu #Borewell #RescueOperation #RescueRahul #RahulBorewellRescue #RahulTreatment
#ଜଗନ୍ନାଥଙ୍କ_ପାଇଁ...
ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ NDRF ଟିମକୁ ପଠାଇଥିଲେ। ସେଥିପାଇଁ ରାହୁଲ୍ ଉଦ୍ଧାର ହେଲା ବୋଲି କହିଲେ ରାହୁଲଙ୍କ ବାପା... #Otv #India #Chhattisgarh #RahulSahu #Borewell #RescueOperation #RescueRahul #RahulBorewellRescue #RahulTreatment
#ଜଗନ୍ନାଥଙ୍କ_ଆଶୀର୍ବାଦ
ରାହୁଲ୍ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି। ଯେତେ ଖରାପ ସମୟ ଆସିଲେ ବି ରାହୁଲ୍ ବଂଚିଯାଉଛି...#OTV #India #Chhattisgarh #RahulSahu #Borewell #RescueOperation #RescueRahul #RahulBorewellRescue #RahulTreatment
#ରାହୁଲ୍_ବଡ଼_ସାହାସୀ
ରାହୁଲଙ୍କ ମାଆଙ୍କୁ ବିଧାୟକ କହିଲେ, ତୁମ ପୁଅ ବଡ଼ ସାହାସୀ... ନିଦରୁ ଉଠି ଜଳଖିଆ ଖାଇଲା ରାହୁଲ୍। ସାମାନ୍ୟ ଜ୍ୱର ଅଛି। ବାକି ସବୁ ଠିକ୍ ଅଛି ବୋଲି କହୁଛନ୍ତି ଚିକିତ୍ସା କରୁଥିବା ଡାକ୍ତର.. l #RescueOperation #RescueRahul #RahulTreatment
ଉଦ୍ଧାର ହେବା ପରେ ହସ୍ପିଟାଲ ଭିତରୁ ରାହୁଲଙ୍କ କିଛି ଫଟୋ । ଆଇସିୟୁରେ ଚାଲିଛି ରାହୁଲଙ୍କ ଚିକିତ୍ସା । #Chhattisgarh #Rahul #borewellrescue #RescueOperation #rescuerahul #RahulBorewellRescue #treatment

Mission #RescueRahul successfully conducted by #NDRF #SDRF #IndianArmy many congratulations
@JanjgirDist collector @jitendra181967 kudos to you and your team & Medical Staff #sanjeevani_Express_108_chhattisgarh #Inspiration #NeverGiveUp
#Rahul #Chhattisgarh #aviparihar1
सीएम बघेल ने कलेक्टर और एसपी को दिए निर्देश… रेस्क्यू के बाद राहुल को अस्पताल ले जाने के लिए बनाया जाएगा ग्रीन कॉरिडोर @bhupeshbaghel @ChhattisgarhCMO #Chhattisgarh #rescuerahul https://t.co/2eQYFQJxTt via @Welcome to https://t.co/bfH4pXck3C
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers






