Top Tweets for #thirdDegree
Bulandshahr Police Third Degree: हेलमेट नहीं पहनने पर युवक और भाई की बेरहमी से पिटाई! | SSP Action
#BulandshahrPolice #ThirdDegree #UPPolice #BulandshahrNews
Bulandshahr Police Third Degree: हेलमेट नहीं पहनने पर युवक और भाई की बेरहमी से पिटाई! | SSP Action
#BulandshahrPolice #ThirdDegree #UPPolice #BulandshahrNews
#କେନ୍ଦ୍ରାପଡ଼ାରେ_ଯୁବକଙ୍କୁ_ଥାର୍ଡ_ଡିଗ୍ରୀ_ଘଟଣାରେ_ଆକ୍ସନ୍
୨ ଅବକାରୀ ଅଧିକାରୀ ନିଲମ୍ବିତ କଲେ ଅବକାରୀ କମିଶନର,ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ ନିଲମ୍ବିତ #Kendrapara #ThirdDegree #PoliceAction #Suspension #ExciseDepartment #OdishaNews #HumanRights #Justice #BreakingNews #OdishaPolice #ActionTaken #PublicIssue #LawAndOrder #CrimeNews #Investigation #prameyadigital
ଥାନାରେ ଥାର୍ଡ ଡିଗ୍ରୀ; ସିସିଟିଭି ଯାଞ୍ଚ ସହ ଅଧିକ ତଥ୍ୟ ସଂଗ୍ରହ କରିବେ HRPC ଟିମ୍
#thirddegree #CCTVFootage #HRPC #investigations #OTV
https://t.co/V0CaLddSbc
MUDDA || Baranga & Kabisuryanagar Third-Degree Case | କାହା ପାଇଁ ଖାକି ବଦନାମ ? || PrameyaNews7 #MUDDA #BarangaCase #Kabisuryanagar #ThirdDegree #PoliceExcess #OdishaPolice #CustodialDeath #OdishaNews #BreakingNews #PrameyaNews7 #HumanRights #Justice
ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା https://t.co/TyGxzOERRD
#SandhyaraniJena #SuspendedIIC #TalchuaMarinePS #ThirdDegree #Kendrapara #Odisha
#ବଢି଼ଲା_ସନ୍ଧ୍ୟାରାଣୀ_ଜେନାଙ୍କ_ଅଡୁଆ
ରାଜନଗରରେ ମା’ ଓ ପୁଅଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନାଙ୍କ ବଢ଼ିଲା ଅଡ଼ୁଆ
ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ
ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଛି
#Rajnagar #PoliceCase #ThirdDegree #OdishaNews #BreakingNews

କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲାରେ ବଡ଼ ଆକ୍ସନ୍। IPS ନିତେଶ ମିଶ୍ରଙ୍କ ଗଞ୍ଜାମ ପୋଲିସ୍ ମୁଖ୍ୟାଳୟକୁ ବଦଳି । ୩ ପୋଲିସ୍ ଅଧିକାରୀ ନିଲମ୍ବିତ ।
#Kabisuryanagar #GanjamPolice #PoliceSuspension #ThirdDegree #OdishaPolice #IPStransfer #PoliceAction #OdishaNews #Balichai #LawAndOrder #OTV
କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ କିଛି ଜାଣିନି , କିଛି ଦେଖିନି କହିଲେ ବରିଷ୍ଠ ପୋଲିସ ଅଧିକାରୀ... ଶୁଣନ୍ତୁ କଣ କହୁଛନ୍ତି ପୋଲିସ ଅଧିକାରୀ
#Kabisuryanagar #ThirdDegree #PoliceStation #GanjamPolice #OTV
ପୋଲିସ ମାଡ଼ରେ ଚାଲିଗଲା ଜୀବନ, ଦେହରେ ଢାଳିରେ ଗରମ ପାଣି, ରାସ୍ତା ସାରା ନିସ୍ତୁକ ପିଟିଲେ !
#Ganjampolice #PrameyaNews7 #OdishaNews #thirddegree
https://t.co/2WdVPtLkr5
#ଥାର୍ଡ_ଡିଗ୍ରି_ଘଟଣା; #ଥାନାରେ_ଏସ୍ପି
କବିସୂର୍ଯ୍ୟନଗର ଥାନା ପହଞ୍ଚିଲେ ଗଞ୍ଜାମ ଏସପି
ଥାନା ସମ୍ମୁଖରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ଥାନା ସାମ୍ନାରେ ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର
#Kabisuryanagar #ThirdDegree #PoliceStation #GanjamSP
#ତଦନ୍ତ_ନିର୍ଦ୍ଦେଶ_ଦେଲେ_ଆଇଜି
କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି। ଗଞ୍ଜାମ ଏସ୍ ପିଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଆଇଜି ନୀତିଶେଖର।
#Kabisuryanagar #ThirdDegree #PoliceStation #GanjamSP #OTV
#ଥାନାରେ_ଥାର୍ଡ_ଡିଗ୍ରି; #ତଦନ୍ତ_ନିର୍ଦ୍ଦେଶ
କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଘଟଣା
ଘଟଣାର ତଦନ୍ତ ନିର୍ଦେଶ ଦେଲେ ଆଇଜି
ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖରଙ୍କ ସୂଚନା
ଗଞ୍ଜାମ ଏସପିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି
ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ
#Kabisuryanagar #ThirdDegree #PoliceStation #GanjamSP

#ତଦନ୍ତ_ନିର୍ଦ୍ଦେଶ_ଦେଲେ_ଆଇଜି
-କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା
-ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି
-ଗଞ୍ଜାମ ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଆଇଜି ନୀତିଶେଖର
-ଏସ୍ପି ଘଟଣାସ୍ଥଳକୁ ଯାଉଛନ୍ତି, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ
#Kabisuryanagar #ThirdDegree #PoliceStation #GanjamSP #OTV

#କେନ୍ଦ୍ରାପଡାରେ_ପୁଣି_ଥାର୍ଡ_ଡିଗ୍ରୀ_ଅଭିଯୋଗ
ଚୋରା ମଦ କାରବାର ନେଇ ଅଭିଯୋଗ କରିବାକୁ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ଜଣେ ଯୁବକ। ମଦ ବେପାରୀ ସହ ଥାନାରେ ପିଟିଲେ ଅବକାରୀ ବିଭାଗର ୪ ଜଣ କର୍ମଚାରୀ।
#nandighoshatv #kendrapara #thirddegree #policedadagiri
ବଦଳିଲେ ବାରଙ୍ଗ ଥାନା IIC । କଟକ ଡିସିପି ଅଫିସକୁ ବଦଳି ହେଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା। ପୁରୀଘାଟ ଥାନା IIC ବିଶ୍ଵରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି
#BarangPoliceStation #ThirdDegree #IICTransferred #NiranjanBehera #Cuttack #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨
ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ, ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା
#Baranga #thirddegree #TopNews #breakingnews #crime #prameyanews7 #IIC
ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ ଘଟଣା ; ଦୀର୍ଘ ୬ ଘଣ୍ଟା ପରେ ହଟିଲା ରାସ୍ତାରୋକ
#barang #thirddegree #cuttack #roadblock
#ବାରଙ୍ଗ_ଥାର୍ଡ_ଡିଗ୍ରୀ:#ହଟିଲା_ରାସ୍ତା_ଅବରୋଧ
-ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ହଟିଲା ରାସ୍ତା ଅବରୋଧ
-ପୋଲିସର ବୁଝାସୁଝା ପରେ ୮ ଘଣ୍ଟାର ଅବରୋଧ ହଟିଲା
-ଚଣ୍ଡୀପ୍ରସାଦ ଗାଁର କିଛି ଯୁବକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା
#Barang #ThirdDegree #RoadBlockade #OdishaNews #Chandiprasad #PoliceAction #OTV

କଟକ ବାରଙ୍ଗ ଥାନାରେ ପୋଲିସର ଥାର୍ଡ଼ ଡିଗ୍ରୀ ଯୋଗୁଁ ଜଣେ ଯୁବକ ଗୁରୁତର ଘଟଣାରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଏହି ଘଟଣାକୁ ନେଇ ଆଜି ଥାନା ଆଗରେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଛନ୍ତି।
#Baranga #Cuttack #OdishaPolice #ThirdDegree #PublicProtest #OdishaNews #OdishaUpdates #Dharitri
📲 Follow Dharitri – Odisha’s No. 1 Odia Daily 📰✨
Last Seen Hashtags on Sotwe
협박플
Seen from Korea
nationplay
Seen from Egypt
โฟนเสียว
Seen from Thailand
incestomãefilho
Seen from Italy
melodymarksxxx
Seen from Saudi Arabia
TOMMAVI
Seen from Italy
tellmeinperson
Seen from United States
exny(*) filter:native_video
Seen from Turkey
handjob
Seen from United States
Ceres
Seen from Ireland
Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.8M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers








