Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
H & FW Dept Odisha
@HFWOdisha
Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Bhubaneshwar, India
Joined January 2017
102
Following
611.4K
Followers
20.8K
Posts
H & FW Dept Odisha
@HFWOdisha
34 minutes ago
⚕️ ଆୟୁର୍ବେଦିକ ସ୍ୱାସ୍ଥ୍ୟସେବାର ବିଶ୍ୱସ୍ତରୀୟ ମାନକକୁ ସୁଦୃଢ଼ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
HFWOdisha's tweet video.
H & FW Dept Odisha
@HFWOdisha
about 2 hours ago
ସର୍ଭାଇକାଲ୍ କ୍ୟାନ୍ସର ପ୍ରତି ସଚେତନ ହୁଅନ୍ତୁ! ପ୍ରାରମ୍ଭିକ ଅବସ୍ଥାରେ ଶୀଘ୍ର ଚିହ୍ନଟ ଏବଂ ନିୟମିତ ସ୍କ୍ରିନିଂ ଦ୍ଵାରା ସର୍ଭାଇକାଲ୍ କ୍ୟାନ୍ସରକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରନ୍ତୁ। ଆଜିହିଁ ଆପଣଙ୍କ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପରାମର୍ଶ କରନ୍ତୁ। ସଚେତନତା ହିଁ ସୁରକ୍ଷା!
H & FW Dept Odisha
@HFWOdisha
about 5 hours ago
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
@nhmodisha
@SJTA_Puri
ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।
H & FW Dept Odisha
@HFWOdisha
about 5 hours ago
ପବିତ୍ର ରଥଯାତ୍ରା ଅବସରରେ ବିପୁଳ ଜନସମାଗମ ମଧ୍ୟରେ ଜଣେ ଭକ୍ତ ଅସୁସ୍ଥ ଅନୁଭବ କରିବାରୁ ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟସେବା ଦଳ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ଆବଶ୍ୟକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି।
HFWOdisha's tweet video.
Who to follow
I & PR Department, Odisha
@IPR_Odisha
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
Naveen Patnaik
@Naveen_Odisha
President, Biju Janata Dal.
CMO Odisha
@CMO_Odisha
Office of the Chief Minister, Odisha
H & FW Dept Odisha
@HFWOdisha
about 5 hours ago
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
@SJTA_Puri
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
@SJTA_Puri
H & FW Dept Odisha
@HFWOdisha
about 6 hours ago
ପ୍ରତିକୂଳ ପାଣିପାଗ ସତ୍ତ୍ବେ ପବିତ୍ର ରଥଯାତ୍ରାରେ ସ୍ବାସ୍ଥ୍ୟ ସେବାରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ। ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଓ ସୁସ୍ଥତା ପାଇଁ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଓ ସମସ୍ତ ସ୍ବାସ୍ଥ୍ୟକର୍ମୀ ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରୁଛନ୍ତି।
H & FW Dept Odisha
@HFWOdisha
about 5 hours ago
ମହାପ୍ରଭୁଙ୍କ ସେବାରେ ସେମାନଙ୍କର ସମର୍ପଣ, କର୍ତ୍ତବ୍ୟନିଷ୍ଠା ଓ ସେବା ମନୋଭାବ ନିଶ୍ଚିତ ଭାବେ ପ୍ରଶଂସନୀୟ।
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
@SJTA_Puri
HFWOdisha
retweeted
Dr. Mukesh Mahaling
@MahalingMukesh
about 8 hours ago
ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ପୁରୀ ବଡ଼ଦାଣ୍ଡ ଠାରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଉଦ୍ଘାଟନ କଲି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ।
H & FW Dept Odisha
@HFWOdisha
about 7 hours ago
ସର୍ପାଘାତ ଏକ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି। ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ନେଇ ଆମେ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବା।
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
about 9 hours ago
ପୁଦିନା କେବଳ ଏକ ସ୍ୱାଦିଷ୍ଟ ପତ୍ର ନୁହେଁ, ବରଂ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ପ୍ରାକୃତିକ ଉପଚାର ଆପଣାନ୍ତୁ, ସୁସ୍ଥ ଓ ନିରୋଗ ରୁହନ୍ତୁ!
@moayush
@CMO_Odisha
@MohanMOdisha
@MahalingMukesh
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
about 19 hours ago
@MahalingMukesh
@CMO_Odisha
@MohanMOdisha
@nhmodisha
@MoHFW_INDIA
@AyushmanNHA
ବ୍ୟବସ୍ଥାର ତଦାରଖ କରିବା ସହ ଭକ୍ତମାନଙ୍କ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ଵ ଦେବା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
See More
H & FW Dept Odisha
@HFWOdisha
about 19 hours ago
ପବିତ୍ର ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଭୋଳାନାଥ ବିଦ୍ୟାପୀଠ ପରିସରରେ ପ୍ରତିଷ୍ଠିତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଛନ୍ତି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
@MahalingMukesh
।
HFWOdisha
retweeted
Dr. Mukesh Mahaling
@MahalingMukesh
about 19 hours ago
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ନବନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ପରିଦର୍ଶନ କଲି। ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ OPD, IPD, Pathology ଏବଂ X-ray ଭଳି ଅତ୍ୟାବଶ୍ୟକ ସେବାର ବ୍ୟବସ୍ଥା କରାଯାଇଛି।
HFWOdisha
retweeted
Dr. Mukesh Mahaling
@MahalingMukesh
about 23 hours ago
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭାରତୀୟ ରେଡକ୍ରସ୍, St. John Ambulance ଏବଂ ଭାରତ ସ୍କାଉଟ ଗାଇଡର ମିଳିତ ଉଦ୍ୟମରେ ଆୟୋଜିତ ଜାତୀୟ ସେବା ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ
@DrHariBabuK
ଙ୍କ ସହ ଯୋଗଦେବାର ସୌଭାଗ୍ୟ ଲାଭ କଲି। ରଥଯାତ୍ରା ସମୟରେ ସମର୍ପିତ ଭାବନା ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ଯୁବ ସ୍ୱେଚ୍ଛାସେବୀଙ୍କ ନିଷ୍ଠା, ଶୃଙ୍ଖଳା ଓ ସେବାଭାବ ଅତ୍ୟନ୍ତ ପ୍ରଶଂସନୀୟ। ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆପଣଙ୍କ ସହଯୋଗ ଯଥେଷ୍ଟ ଗୁରୁତ୍ଵ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେମାନଙ୍କର ଏହି ସେବାଯଜ୍ଞ ସଫଳ ଓ ମଙ୍ଗଳମୟ ହେଉ ବୋଲି କାମନା କରୁଛି।
See More
H & FW Dept Odisha
@HFWOdisha
about 23 hours ago
ପବିତ୍ର ରଥଯାତ୍ରା ଅବସରରେ ଭକ୍ତ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଆଗୁଆ ପଦକ୍ଷେପ। ଗତ ୧୪ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ଜରୁରୀ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।
@CMO_Odisha
@MohanMOdisha
@MahalingMukesh
@nhmodisha
See More
HFWOdisha's tweet video.
H & FW Dept Odisha
@HFWOdisha
1 day ago
ପବିତ୍ର ରଥଯାତ୍ରା ଅବସରରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ଏବଂ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ! ମହାପ୍ରଭୁଙ୍କ ଘୋଷଯାତ୍ରାରେ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସ୍ୱତନ୍ତ୍ର ମେଡିକାଲ ଟିମ୍ ର ବ୍ୟବସ୍ଥା କରାଯାଇଛି l
H & FW Dept Odisha
@HFWOdisha
1 day ago
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
ଏହି ନୂତନ କ୍ୟାଡର ପଦବୀଗୁଡ଼ିକ ମଞ୍ଜୁର ହେବା ଫଳରେ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ଉପଲବ୍ଧତା ବୃଦ୍ଧି ପାଇବ ଏବଂ ଜନସାଧାରଣଙ୍କୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ। ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ରୂପାନ୍ତରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
See More
H & FW Dept Odisha
@HFWOdisha
1 day ago
ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ! ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୋଟ୍ ୧୭୨୬ ଟି ନୂଆ ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ।
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
H & FW Dept Odisha
@HFWOdisha
1 day ago
ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଜନହିତକର ପଦକ୍ଷେପ! ଏଣିକି ପ୍ରତି ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ସମ୍ପର୍କିତ ରେଟ୍ ଚାର୍ଟ (ଦର ଚିଠା) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ସଚେତନ ହୁଅନ୍ତୁ, ସଠିକ୍ ଦରରେ ଔଷଧ କିଣନ୍ତୁ!
@CMO_Odisha
@MohanMOdisha
@MahalingMukesh
@OSMCL1
@MoHFW_INDIA
@AyushmanNHA
@nhmodisha
See More
H & FW Dept Odisha
@HFWOdisha
1 day ago
ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ! କରୋନାକୁ ନେଇ ଭୟଭୀତ କିମ୍ବା ଗୁଜବରେ ବିଚଳିତ ହୁଅନ୍ତୁ ନାହିଁ। ସଚେତନ ରହିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ।
@CMO_Odisha
@MohanMOdisha
@MahalingMukesh
@nhmodisha
@MoHFW_INDIA
@AyushmanNHA
Last Seen Users on Sotwe
Orange.L
Seen from
Japan
Joao Gaspas
Seen from
Brazil
bdsm大市场
Seen from
Korea
wooyoung
Seen from
Korea
Ste Axe
Seen from
Italy
Animal Content
Seen from
Turkey
Narin alevsu
Seen from
Turkey
Sarah Arabic
For Fun
Seen from
Thailand
malle🐊
Seen from
Indonesia
Trends for you
1
Argentina
Under 10K tweets
2
Tuchel
Under 10K tweets
3
Good Thursday
Under 10K tweets
4
Blanche
Under 10K tweets
5
#ENGARG
Under 10K tweets
6
Canada
Under 10K tweets
7
Standard Time
Under 10K tweets
8
Spence
Under 10K tweets
9
Happy Friday Eve
Under 10K tweets
10
Pickford
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.5M followers
5
Narendra Modi
@narendramodi
107.1M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.2M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.7M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.2M followers
16
Neymar Jr
@neymarjr
63.5M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫